• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

zeneretor
ଜେନେରେଟର ଲଗାଇ ଶୋଇଥିଲେ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କେନ୍ଦୁଝର: ଜେନେରେଟର୍ ହେଲା କାଳ। ଘର ଭିତରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର କାଠବାଡ଼ି ଗାଁରେ । ଗତକାଲି ଗାଁରେ ଏକ ବାହାଘର ଭୋଜି ଚାଲିଥିଲା। ଭୋଜି ସରିବା ପରେ ବିଦ୍ୟୁତ ଚାଲି ଯାଇଥିଲା। ଫଳରେ ଜେନେରେଟର୍ ଲଗାଇ...

child
ଡାକ୍ତରଖାନାରେ ଗୋଟିଏ ଦିନରେ ଆଖିବୁଜିଲେ ୯ ନବଜାତକ

କୋଟା: ରାଜସ୍ଥାନର କୋଟା ସହରର ଏକ ସରକାରୀ ଡାକ୍ତରଖାନାରେ ମାତ୍ର କେଇ ଘଣ୍ଟାରେ ୯ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି। ଅଧିକାରୀଙ୍କ କହିବା ଅନୁଯାୟୀ ଜେକେ ଲୋନ ଡାକ୍ତରଖାନାରେ ୧ରୁ ୪ ଦିନ ମଧ୍ୟରେ ଜନ୍ମ ହୋଇଥିବା୫ ଜଣ ଶିଶୁଙ୍କର ବୁଧବାର ରାତିରେ ମୃତ୍ୟୁ ଘଟିଛି। ଅନ୍ୟ ୪...

corona
ଚାଷୀ ଆନ୍ଦୋଳନ; ସିଂଘୁରେ ମୁତୟନ ୨ ଆଇପିଏସ୍‌ଙ୍କୁ କରୋନା

ନୂଆଦିଲ୍ଲୀ: ଦିଲ୍ଲୀ ସୀମାନ୍ତରେ ଚାଷୀ ଆନ୍ଦୋଳନ ଶୁକ୍ରବାର ୧୬ ଦିନରେ ପହଞ୍ଚିଛି। ନୂଆ କୃଷି ବିଲ୍‌ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ଚାଷୀ। ପଞ୍ଜାବ ସମେତ ଅନେକ ରାଜ୍ୟରୁ ଆସିଥିବା ହଜାର ହଜାର ଶ୍ରମିକ ସିଂଘୁ, ଟିକରୀ, ଚିଲ୍ଲା ଏବଂ ଗାଜିପୁର ସୀମାରେ ଅଟକି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଲାଇଛନ୍ତି।...

accident
ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଯାଇଥିଲେ, ଚାପିଦେଲା ଟ୍ରକ

କଲ୍ୟାଣସିଂହପୁର: ଏମିତି ବି ଆସେ ମୃତ୍ୟୁ। ଅନ୍ୟକୁ ଉଦ୍ଧାର କରିବାକୁ ଯାଇଥିଲେ ହେଲେ ମୃତ୍ୟୁ ସେମାନଙ୍କ ହାତଧରି ଡାକିନେଲା। ଏମିତି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କାଳିଆପଡା ଘାଟିରେ।  ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କରିବାକୁ ଯାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।   ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।...

pfizer
ଫାଇଜର ଟିକା ବ୍ୟବହାର ପାଇଁ ମିଳିଲା ଅନୁମତି

ୱାଶିଂଟନ: ଟିକାକରଣ ଉପରେ ଆଉ ପାଦେ ଆଗେଇଲା ଆମେରିକା। ଫାଇଜର ଟିକାର ବ୍ୟବହାର ପାଇଁ ଆମେରିକା ପକ୍ଷରୁ ଜରୁରୀକାଳୀନ ଅନୁମୋଦନ ଦିଆଯାଇଛି। ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଆମେରିକାର ଏକ ବିଶେଷଜ୍ଞ କମିଟି ଏହାକୁ ଅନୁମତି ଦେଇଛନ୍ତି। ଆମେରିକା ଫୁଡ୍ ଏଣ୍ଡ ଡ୍ରଗ୍ ଆଡମିନଷ୍ଟ୍ରେସନ FDAର...

firing
ଗୁଳି ଫୁଟାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟି ନେଲେ ଟଙ୍କା

କଟକ: କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟକଟା ଅଂଶୁପା ଛକ ନିକଟରେ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ୩ ଜଣ ଦୁର୍ବୃତ୍ତ ଜଣେ ମହିନ୍ଦ୍ରା ଫାଇନାନ୍ସ କର୍ମଚାରୀଙ୍କୁ ଗୁଳି କରି ଲକ୍ଷେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗୁଳି ମାଡ଼ର ଶିକାର ହୋଇଛନ୍ତି ଫାଇନାନ୍ସ...

7am-dhal-samant
ପୋଲିସ କବ୍‌ଜାରେ ଧଳସାମନ୍ତଙ୍କ ଘର, ମିଳିଲା ଏମିତି ବେଆଇନ ଜିନିଷ

କଟକ: ଡନ୍ ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୋଲିସ୍ ରେଡ୍ କରିଛି।  ଚଢ଼ାଉ ବେଳେ ତାଙ୍କ ଘରୁ ବିପୁଳ ପରିମାଣର ଗୁଳି ଓ ବନ୍ଧୁକ ମିଳିଛି। ଡି ବ୍ରଦର୍ସ ଜେଲରେ ଥାଇ ବି ଗୁଳିଗୋଳା ବ୍ୟବସାୟ କରୁଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ କମିଶନରେଟ୍ ପୋଲିସ ତାଙ୍କ...

anil kapoor
ଭାରତୀୟ ବାୟୁ ସେନାକୁ କ୍ଷମା ମାଗିଲେ ବଲିଉଡ ଅଭିନେତା ଅନିଲ କାପୁର

ନୂଆଦିଲ୍ଲୀ:  ନେଟ୍‌ଫ୍ଲିକ୍ସରେ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି “AK vs AK”। ଟ୍ୱିଟରରେ ଏହାର ଟିଜର ଶେୟାର କରିଛନ୍ତି ବଲିଉଡ ଆକ୍ଟର ଅନିଲ କାପୁର। ଏହି ଟିଜରକୁ ନେଇ ଇଣ୍ଡିଆନ ଏୟାର ଫୋର୍ସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଫିଲ୍ମର କିଛି ଅଂଶକୁ ବାଦ ଦେବାକୁ ଏୟାର...

ambani
ଜେଜେବାପା ହେଲେ ମୁକେଶ ଅମ୍ବାନୀ

ମୁମ୍ବାଇ:ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ଜେଜେବାପା-ମା’ ହେଲେ।  ବଡ ପୁଅ ମୁକେଶଙ୍କ ବୋହୂ ଶ୍ଳୋକା ଆଜି ଏକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୨୦୧୯ ମାର୍ଚ୍ଚରେ ଆକାଶ-ଶୋଳ୍କାଙ୍କ ବିବାହ ହୋଇଥିଲା। ଉଭୟ ଆକାଶ-ଶ୍ଳୋକା ସ୍କୁଲ ସମୟରୂ ବନ୍ଧୁ। ଦୁହେଁ ଧୀରୁଭାଇ...

ramayana-1
ମୁସ୍‌ଲିମ୍‌ ଦେଶ କିନ୍ତୁ ଅଧିକାଂଶ ଲୋକ ଏଠି ରାମଭକ୍ତ

ନୂଆଦିଲ୍ଲୀ: ପୃଥିବୀରେ ଏମିତି ଏକ ମୁସଲିମ ରାଜ୍ୟ ରହିଛି ଯେଉଁଠି ରାଜ୍ୟର ଅଧିକାଂଶ ଲୋକ ରାମ ଭକ୍ତ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ? କିନ୍ତୁ ଏହା ସତ।  ଦକ୍ଷିଣ ଏସିଆରେ ଅବସ୍ଥିତି ଇଣ୍ଡୋନେସିଆର ଲୋକ ସଂଖ୍ୟା ପ୍ରାୟ ୨୩ କୋଟି । ଏହା ପୃଥିବୀର ୪ର୍ଥ...

pm
କେନ୍ଦ୍ର ସରକାରଙ୍କ ନୂଆ ପ୍ଲାନ; ଓଭର୍‌ଟାଇମ୍‌ କରୁଥିବା କର୍ମଚାରୀଙ୍କ ପାଇଁ ରହିଛି ଏହି ସୁବିଧା

ନୂଆଦିଲ୍ଲୀ:ଆସନ୍ତା ଏପ୍ରିଲ୍‌ରେ କର୍ମଚାରୀଙ୍କ ଗ୍ରାଚୁଇଟି ଏବଂ ଭବିଷ୍ୟ ନିଧି (PF)ରେ ବଡ ଧରଣର ପରିବର୍ତ୍ତନ ଆଣିବେ ସରକାର। ଏଥିସହିତ ଓଭରଟାଇମ୍‌ କାମ କରୁଥିବା କର୍ମଚାରୀଙ୍କୁ ମଧ୍ୟ ଦରମା ଦିଆଯିବ। ଏହି ନିୟମ ସମସ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରାଯିବ। କେନ୍ଦ୍ର ସରକାର ନୂଆ କମ୍ପାନସେସନ୍‌ ନିୟମ ଲାଗୁ କରିବା...

sk
ପୁଣି ଚାଷ ଜମିରେ ସଲମାନ... ଭାଇରାଲ ହେଲା ଫଟୋ

ମୁମ୍ବାଇ:ବଲିଉଡ୍‌ ଆକ୍ଟର ସଲମାନ ଖାଁ  ଟିଭି ରିୟଲିଟି ସୋ’ ବିଗ୍‌ ବସ୍‌ କରି ଆଜିକାଲି ଚର୍ଚ୍ଚାରେ। ସୋଶାଲ ମିଡିଆରେ ବି ସଲାମାନ୍‌ ବେଶ ଆକ୍ଟିଭ। ନିଜର ସ୍ୱତନ୍ତ୍ର ଶୈଳୀକୁ  ଫ୍ୟାନ୍ସମାନେ ବହୁତ ପସନ୍ଦ କରନ୍ତି । ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ସୋଶାଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି।...

farmer-1111
ଚାଷୀ ଆନ୍ଦୋଳନ ଆହୁରି ତେଜିବ; ଦିଲ୍ଲୀ ରାସ୍ତା ବନ୍ଦ ପାଇଁ ଚେତାବନୀ

ନୂଆଦିଲ୍ଲୀ: ୧୫ ଦିନରେ ପହଞ୍ଚିିଛି ଚାଷୀଙ୍କ ଆନ୍ଦୋଳନ। ଦିଲ୍ଲୀ ସୀମାରେ ୧୫ ଦିନ ଧରି ଧାରଣାରେ ବସିଛନ୍ତି ଶହଶହ ଚାଷୀ। ନୂଆ କୃଷି ଆଇନ ଉଚ୍ଛେଦ ପ୍ରତିବାଦରେ ଚାଲିଥିବା ଧାରଣାରେ ଏବେ ଅଧିକ ବଳ ଜୁଟାଉଛନ୍ତି କୃଷକ ସଂଗଠନ। ପଞ୍ଜାବ, ହରିୟାଣା, ୟୁପିରୁ ଅଧିକ ସଂଖ୍ୟକ ଚାଷୀ ଆସି...

parliament
ଆଜି ନୂଆ ସଂସଦ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ; ନୂଆ ଭବନରେ ରହିଛି ଏସବୁ ସୁବିଧା

ନୂଆଦିଲ୍ଲୀ: ଦେଶର ନୂଆ ସଂସଦ ଭବନର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦ ଭବନ ଲାଗି ଶିଳାନ୍ୟାସ କାର୍ଯ୍ୟକ୍ରମ ମଧ୍ୟାହ୍ନ ୧୨ଟା ୫୫ ମିନିଟରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ମୋଦି ଭୂମିପୂଜା ଏବଂ ଶିଳାନ୍ୟାସ ଦିନ ଗୋଟାଏରେ କରିବାର କାର୍ଯ୍ୟକ୍ରମ ରହିଛି ।...

11am-akash-pathak
ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବଢିଲା ଆକାଶ ପାଠକଙ୍କ ଅଡୁଆ। ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏ ନେଇ ପୂର୍ବରୁ କ୍ରାଇମ ବ୍ରାଞ୍ଚ ଭୁବନେଶ୍ୱର SDJM କୋର୍ଟଙ୍କ ଅନୁମତି ମାଗିଥିଲା। ଆକାଶଙ୍କ ୫ ଦିନିଆ ରିମାଣ୍ଡକୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର SDJM କୋର୍ଟ। କାଲିଠାରୁ ଆକାଶ ପାଠକଙ୍କୁ ୫...

0121
ମଙ୍ଗଳ ଗ୍ରହରେ ଅଛନ୍ତି ଏଲିଏନ୍ସ ! ଯୋଗାଯୋଗରେ ଅଛନ୍ତି ଏଇ ଦୁଇ ଦେଶ

ନୂଆଦିଲ୍ଲୀ: ଏଲିଏନ୍ସକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳେ। ଆଶ୍ଚର୍ଯ୍ୟ, ଅବିଶ୍ୱାସ ଯୋଗ୍ୟ ହେଲେ ମଧ୍ୟ ଶୁଣିବାକୁ ଭଲ ଲାଗେ। ଏସବୁ ଶୁଣିବା ପରେ ଏଲିଏନ୍ସଙ୍କ ଅସ୍ତିତ୍ୱକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆସେ -ସତରେ କ‘ଣ ଏମିତି କିଛି ଅଛି ? ଏବେ ମିଳିଯାଇଛି ଏହି ପ୍ରଶ୍ନର...

corona vaccine
ରାଜ୍ୟରେ ଚିହ୍ନଟ ହେଲେ ୩୮୬ କରୋନା ରୋଗୀ, ଆଖି ବୁଜିଲେ ୫

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ପୂର୍ବପରି ରହିଛି।  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୩୮୬ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ କେସ ୨୨୩ ଥିବାବେଳେ ଲୋକାଲ କେସ ୧୬୩ ରହିଛି। ସେହିପରି ୨୪ ଘଣ୍ଟାରେ ଆଖି ବୁଜିଛନ୍ତି ୫ ଜଣ। ଏହାକୁ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।