ନୂଆଦିଲ୍ଲୀ:କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଆଜି ୭୩ ତମ ଜନ୍ମଦିନ। ଇଟାଲିର ଏକ ଛୋଟ ଗାଁରେ ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ସୋନିଆ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରକୁ ବୋହୂ ହୋଇ ଆସିବା ଏବଂ ପ୍ରଧାନମନ୍ତ୍ରୀଙ୍କ ପତ୍ନୀର ମାନ୍ୟତା ପାଇବା ତଥା କଂଗ୍ରେସ ପରି ଏକ...
ଊନା:ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାରେ କାଠା ଗାଁରେ ଥିବା ଏକ ପଙ୍ଖା ତିଆରି କାରଖାନାରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଜୋରରେ ଜଳୁଛି ଯେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇ ପଡ଼ିଥିଲା। ପ୍ରାୟ ୩୦ ଘଣ୍ଟା ପରିଶ୍ରମ କରିବା ପରେ ଦମକଳ ବାହିନୀ ନିଆଁ...
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଚାଷୀ ନେତାଙ୍କ ଆଲୋଚନା ପରେ ବି ବାହାରି ପାରିଲାନି କୌଣସି ସମାଧାନ।ଗତକାଲି ରାତିରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ବସିଥିବା ବୈଠକରେ ଫଳାଫଳ ବାହାରିନି। କେନ୍ଦ୍ର ସରକାର କୃଷି ଆଇନକୁ ଉଚ୍ଛେଦ କରିବେନି ବୋଲି ଗତକାଲି ବୈଠକ ପରେ ସୂଚନା ଦେଇଛନ୍ତି...
ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ଏଲୁରୁରେ ଦେଖା ଦେଇଥିବା ରହସ୍ୟମୟ ରୋଗ (Mystery Disease) ସମସ୍ତଙ୍କ ନିଦ ହଜାଇ ଦେଇଛି। କାହିଁକି ହେଉଛି ଏହି ରୋଗ ? କ’ଣ ଏହାର କାରଣ ଏ ନେଇ ଚିକିତ୍ସା ବିଜ୍ଞାନୀଙ୍କ ଚିନ୍ତା ବଢି ଯାଇଥିଲା। ଏବେ ରୋଗର କାରଣ ଜଣା ପଡ଼ିଛି। ହେଲେ...
ନୂଆଦିଲ୍ଲୀ: ବ୍ରିଟେନ୍ରେ କରୋନା ଟିକା ଫାଇଜର ଲୋକଙ୍କୁ ଦେବା ପାଇଁ ଅନୁମତି ମିଳିବ। ୟୁରୋପର ପ୍ରଥମ ଦେଶ ବ୍ରିଟେନ ଯିଏ କରୋନା ବିରୋଧରେ ଏହି ଯୁଦ୍ଧ ଲଢିବାକୁ ଯାଉଛି। ତେବେ ବ୍ରିଟେନରେ ଫାଇଜର ଟିକା ପ୍ରଥମେ କାହାକୁ ଦିଆଯିବ ଜାଣନ୍ତି ? ପ୍ରଥମ ଟିକେ ନେବେ ଜଣେ ଭାରତୀୟ...
ୱାଶିଂଟନ: ଭାରତରେ ଦେଖା ଦେଇଥିବା ଚାଷୀ ଆନ୍ଦୋଳକୁ ଆମେରିକାରେ ମିଳୁଛି ସମର୍ଥନ। ଏପରିକି ନୂଆ କୃଷି ନୀତିକୁ ବିରୋଧ କରି ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଆମରିକାର କେତେକ ସାଂସଦ ସମର୍ଥନ କରୁଛନ୍ତି। ଏପରିକି ଶାନ୍ତପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। ତେବେ...
ମ୍ୟାମାର: ସାପକୁ କିଏ ବା ଭୟ ନ କରେ ? ସମସ୍ତେ ସର୍ପ ପରି ବିଷଧର ଜନ୍ତୁଠାରୁ ଦୂରରେ ରହିବା ପାଇଁ ଚାହିଁଥାନ୍ତି। ହେଲେ ସାପକୁ ପୋଷା ମନାଇ ଘରେ ପାଳିବାର କାହାକୁ ଦେଖିଛନ୍ତି ? ମ୍ୟାମାଁର ଜଣେ ବୌଦ୍ଧ ଭିକ୍ଷୁ ନିଜ ଆଶ୍ରମକୁ ସାପଙ୍କ ନିବାସସ୍ଥଳୀ କରି...
ନୂଆଦିଲ୍ଲୀ: ଛୋଟ ଛୋଟ ଦୁଇ ଭଉଣୀ। ବୁଲୁ ବୁଲୁ ଭୁଲ୍ରେ ସୀମା ପାର ହୋଇ ଚାଲି ଅସିଥିଲେ ଭାରତକୁ। ସେମାନଙ୍କୁ ଧରି ନେଇ ଯାଇଥିଲେ ଭାରତୀୟ ଯବାନ। ନିଜ ଭୁଲ ବୁଝି ପାରିଲେ ପିଲା ଦୁଇଟି। ଭାବି ନେଇଥିଲେ ବୋଧହୁଏ ଆଉ ପାକିସ୍ତାନ ଫେରି ଯାଇ ପାରିବେନି। କିନ୍ତୁ...
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଦେଖିବାକୁ ମିଳୁଛି, ଏକ ଭାରୀ ଟ୍ରକ୍ ରାସ୍ତାରେ ଜଣେ ମହିଳାଙ୍କ ଉପରେ ଚଢି ଯାଉଛି। ଭୟରେ ଲୋକଙ୍କ ଆଖି ବୁଜି ହୋଇ ଯାଉଛି । ହେଲେ କେଇ...
ଭୁବନେଶ୍ୱର: ରାଜ୍ୟରେ ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାର ଭିଜିଲାନ୍ସ ତଦନ୍ତ କରାଯିବ। ଏ ନେଇ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ନିଜ ଫାଇଦା ପାଇଁ ଭିନ୍ନ ଉଦ୍ଦେଶ୍ୟ ରଖି ହେମନ୍ତ ଶର୍ମା ଓ ଅନ୍ୟ ସରକାରୀ ଅଧିକାରୀ କୋଭିଡ୍ ୧୯ ପାଇଁ ଉଚ୍ଚା...
ଭୁବନେଶ୍ୱର : ରାଜ୍ୟରେ କରୋନା ପ୍ରଭାବ କମୁଥିଲେ ବି ଭୟ କମିନି। ଏବେ ବି ଦୈନିକ ୩୦୦ରୁ ଅଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩୪୯ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୯୮ ଏବଂ ଲୋକାଲ କେସ...
ଭୁବନେଶ୍ୱର : ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେଉଛି ମହାମାରୀ କରେ।ନା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୬ ଜଣଙ୍କ ପ୍ରାଣ ନେଇଛି କରେ।ନା । ତେବେ ଏ ପର୍ଯ୍ୟନ୍ତ ମେ।ଟରେ ୧୭୮୪ ଜଣଙ୍କ ମୁଣ୍ଡ ନେଇଛି କରେ।ନା । ସୂଚନ। ଓ ଲେ।କସମ୍ପର୍କ...
ନୂଆଦିଲ୍ଲୀ: ଦେଶରେ କରୋନା ପ୍ରଭାବ ଯଦିଓ କମିଥିବା ଦେଖିବାକୁ ମିଳିଛି ତଥାପି ଭୟ ଦୂର ହୋଇ ନାହିଁ। ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ମୃତ୍ୟୁ୧ ଲକ୍ଷ ୪୦ ହଜାର ୯୫୮କୁ ବୃଦ୍ଧି ପାଇଲାଣି। ଇତିମଧ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ଲକ୍ଷ ୦୩ ହଜାର ୭୭୦ ଟପିଥିବାବେଳେ ଗତ...
ନୂଆଦିଲ୍ଲୀ: ଦିଲ୍ଲୀରୁ ଧରା ପଡ଼ିଛନ୍ତି ୫ ସନ୍ଦିଗ୍ଧ ଆତଙ୍କବାଦୀ । ସୋମବାର ଦିଲ୍ଲୀ ଶକରପୁର ଅଞ୍ଚଳରୁ ୫ ଜଣ ଅପରାଧୀଙ୍କୁ ଧରିଛି ଦିଲ୍ଲୀ ପୋଲିସ। ସେମାନଙ୍କ ପାଖରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଅପରାଧ ଘଟାଇବା ଭଳି ସାମଗ୍ରୀ ଜବତ କରାଯାଇଛି । ଚାଷୀ ଆନ୍ଦୋଳନ ଏବଂ ଭାରତ...
ନୂଆଦିଲ୍ଲୀ: ପାର୍ଲାମେଣ୍ଟ ଭବନ ପାଖରେ ନୂଆ କୋଠା ବା ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ। ପୁରୁଣା ସଂସଦ ଭବନର ନବୀକରଣ ନେଇ ମାମଲା ବିଚାରାଧିନ ଥିବାବେଳେ ନୂଆ କୋଠା ନିର୍ମାଣ ପ୍ରସ୍ତାବ ଉପରେ କୋର୍ଟ ଅସନ୍ତୋଷ ଜାହିର କରିଛନ୍ତି । ଏହାସହ...
ନୈନିତାଲ:ରାସ୍ତାଘାଟର ସୁବିଧା ନ ଥିଲେ କି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ତାହା ରୋଗୀ ବିଶେଷକରି ଗର୍ଭବତୀ ମହିଳା ଓ ସେମାନଙ୍କ ପରିବାର ଲୋକେ ହିଁ କହିପାରିବେ। ରାସ୍ତା ଅବ୍ୟବସ୍ଥା ଯୋଗୁ ଆମ୍ବୁଲାନ୍ସ ଆସି ନ ପାରିବା, ରୋଗିଙ୍କୁ ଭାରରେ ବୋହି ନେବା…ଏସବୁ ଓଡ଼ିଶାରେ ସାଧାରଣ କଥା।...
ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୭ ଜଣଙ୍କ ପ୍ରାଣ ନେଇଛି କରେ।ନା । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୭୭୮ରେ ପହଞ୍ଚିଛି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ପୁରୀ, ବାଲେଶ୍ୱର, ଜଗତ୍ସିଂହପୁର, ସମ୍ବଲପୁରରୁ ଜଣେ...
ଭୁବନେଶ୍ୱର: ରାଜ୍ୟରେ ଗତ୨୪ ଘଣ୍ଟା ମଧ୍ୟରେ ୩୬୮ ଜଣ କରେ।ନା ରୋଗୀ ଚିହ୍ନଟ ହେ।ଇଛନ୍ତି । ସଂଗରେ।ଧ କେନ୍ଦ୍ରରୁ ୨୧୨ ଜଣ ଚିହ୍ନଟ ହେ।ଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୫୬ ଜଣ ଆକ୍ରାନ୍ତ ଚିହ୍ନଟ ହେ।ଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲେ।କ ସମ୍ପର୍କ ବିଭାଗ ସୂଚନା...