ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ପିଜି କରିଥିବା ଡାକ୍ତରଙ୍କୁ ଅତି କମ୍ରେ ୧୦ ବର୍ଷ ସରକାରୀ ଚାକିରି କରିବାକୁ ପଡ଼ିବ। ଯଦି ଏହା ମଝିରେ ସେମାନେ ଚାକିରି ଛାଡନ୍ତି ତେବେ ସେମାନଙ୍କୁ ଏକ କୋଟି ଟଙ୍କା ଜରିମାନା ଦେବାକୁ ପଡ଼ିବ...
ହାଇଦ୍ରାବାଦ୍: ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍ରେ ଥିବା ଏକ ଔଷଧ କମ୍ପାନୀରେ ଶନିବାର ନିଆଁ ଲାଗି ଯାଇଛି। ଏତେ ଜୋରରେ ନିଆଁ ଜଳୁଛି ଯେ ନିଆଁକୁ ଆୟତ୍ତ କରାଯାଇ ପାରୁନାହିଁ। ଅଗ୍ନିକାଣ୍ଡରେ ୮ ଜଣ ଲୋକ ଜଳି ଯାଇଥିବା ଆଶଙ୍କା କରାଯାଉଛି । ନିଉଜ ଏଜେନ୍ସ ANI ତଥ୍ୟ ଅନୁଯାୟୀ,...
ଭୁବନେଶ୍ୱର: ପରୀ ମାମଲାରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ୧୦ ଲକ୍ଷ ଟଙ୍କାର ସହାୟତା ଦେବାକୁ କହିଛନ୍ତି। ହେଲେ ଏପରି ସହାୟତାକୁ ଅଗ୍ରାହ୍ୟ କରିଛନ୍ତି ପରୀର ମା’ ସୌଦାମିନି ସାହୁ। ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ୧୦ ଲକ୍ଷ ଟଙ୍କାର ସହାୟତାକୁ ନାପସନ୍ଦ କରି ପରୀର ମା’ ସୌଦାମିନୀ...
ପୁଡୁଚେରୀ: ବିଶିଷ୍ଟ ସାରସ୍ୱତ ସାଧକ ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ପୁଡୁଚେରୀ ସ୍ଥିତ JIPMER ମେଡିକାଲ୍ ଇନ୍ଷ୍ଟିଚ୍ୟୁଟର ୪ ଜଣିଆ ଡାକ୍ତରୀ ଟିମ୍। ଜବାହରଲାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ ବା JIPMERର ଡାକ୍ତରୀ ଟିମ୍ ପ୍ରଫେସର୍ ମନୋଜ ଦାସଙ୍କ...
ଭୁବନେଶ୍ୱର: ଭୁବନେଶ୍ୱର ପଟିଆରେ ଥିବା ପିଏନ୍ବି ଏଟିଏମ୍ରୁ ୨୭ ଲକ୍ଷ ଟଙ୍କା ଲୁଟରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ସିନ୍ ରିକ୍ରିଏଟ୍ କରିଛି ଭୁବନେଶ୍ୱର ପୋଲିସ। ଆନ୍ଧ୍ର ପ୍ରଦେଶର ଭାଇଜାଗରୁ ରିମାଣ୍ଡରେ ଆଣି ଭୁବନେଶ୍ୱର କମିଶନରେଟ୍ ପୋଲିସ ଆଜି ଦୁହିଁଙ୍କୁ ନେଇ ଏଟିଏମ୍ ଲୁଟ୍ର ...
ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି। ଛତିଶା ନିଯୋଗ ବୈଠକ ପରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ୨ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ...
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଏକ ମିଡିଆ ରିପୋର୍ଟରେ ଅନୁସାରେ, ଚାଷୀ ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୧୧ ଜଣ ଚାଷୀ ଆଖି ବୁଜି ସାରିଲେଣି। ମୃତ ଚାଷୀମାନେ ପଞ୍ଜାବ ଓ ହରିଆନାର ଭିନ୍ନ ଭିନ୍ନ ଅଞ୍ଚଳର ନିବାସୀ।...
ନୟାଗଡ: ନୟାଗଡ ଜିଲ୍ଲାର ପରୀ ହତ୍ୟାର ଦୁଃଖ ମନରୁ ଲିଭିନି। ପୁଣି ଆସିଛି ଏକ ଦୁଃଖଦ ଘଟଣା। ପରୀ ହତ୍ୟାକୁ ନେଇ ରାଜ୍ୟ ରାଜନୀତି କମ୍ପୁଥିବାବେଳେ ପୁଣି ନୟାଗଡ଼ରେ ନିଖୋଜ ହୋଇ ଯାଇଛି ଆଉ ଜଣେ ଶିଶୁକନ୍ୟା । ଶିଶୁକନ୍ୟା ନିଖୋଜ ହୋଇଥିବା ନେଇ ରାଜସୁନାଖଳା ଫାଣ୍ଡି ଥାନାରେ...
ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି। ଗତ କାଲି ୪ ଜଣ କରୋନାରେ ଆଖି ବୁଜିଥିବେବେଳେ ଆଜି ପୁଣି ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା୧୮୦୨ରେ ପହଞ୍ଚିଛି। ସୁନ୍ଦରଗଡରୁ ୨ ଜଣ ରୋଗୀ ଆଖି ବୁଜିଥିବାବେଳେ ପୁରୀ...
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୩୫ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୧୯୩ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ୧୪୨ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜିର ତଥ୍ୟକୁ ମିଶାଇ ରାଜ୍ୟରେଳ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୩୬୪...
ନୂଆଦିଲ୍ଲୀ: ଦେଶ ମାତୃକାର ରକ୍ଷା ପାଇଁ ଆମ ଯବାନମାନେ ସବୁବେଳେ ସ୍ମରଣୀୟ, ବନ୍ଦନୀୟ…। କୌଣସି ପରିସ୍ଥିତିରେ ଶତ୍ରୁକୁ ଖୁସି ହେବାର ମୌକା ଏମାନେ ଦେଇ ନାହାନ୍ତି। ଭାରତୀୟ ଯବାନଙ୍କର ବୀରତ୍ୱର କଥା ଯେତେ କହିଲେ ବି ସରିବନି । ବିଶେଷ ଦିନ ମାନଙ୍କରେ ସେମାନଙ୍କ ବୀରତ୍ୱ ଆଉ ତ୍ୟାଗର...
ଭୁବନେଶ୍ୱର:ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉ ଥିଲେ ହେଁ ସନ୍ତୋଷଜନକ ନୁହେଁ। ତେବେ ମୃତ୍ୟୁ ହାର କମୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ କରୋନା ରୋଗୀ ଆଖି ବୁଜିଛନ୍ତି । ଏହାକୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ରାଜ୍ୟରେ ୧,୭୯୮ରେ ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ...
ଭୁବନେଶ୍ୱର:ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୮୭ କରୋନା ସଂକ୍ରମିତ। ସେମାନଙ୍କ ମଧ୍ୟରୁ ୨୨୦ କ୍ୱାରେଣ୍ଟିନ ସେଣ୍ଟରରୁ ଏବଂ ୧୬୭ ଲୋକାଲ କେସ୍ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...