ମାଲକାନଗିରି: ଛତିଶଗଡ଼ର ଦନ୍ତେଓ୍ୱାଡ଼ା ଜିଲ୍ଲା ତିମେନାର ଜଙ୍ଗଲରେ ଥିବା ମାଓବାଦୀଙ୍କ କ୍ୟାମ୍ପ ଧ୍ୱଂସ କରି ଦିଆଯାଇଛି। ଡିଆରଜି, ଏସଟିଏଫ୍ ଓ ସିଆରପିଏଫ୍ ଯବାନ ମିଳିତ ଭାବେ ଚଢ଼ଉ କରି ମାଓ ଶିବିରକୁ ଧ୍ୱଂସ କରିଛନ୍ତି । ହେଲେ ଶିବିରରୁ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ଜଙ୍ଗଲରେ ଶତାଧିକ...
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୫୮ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୦୮ କ୍ୱାରେଣ୍ଟିନ ସେଣ୍ଟରର ଥିବାବେଳେ ଲୋକାଲ କଣ୍ଟାକ୍ଟସ ଅଛି ୧୫୦। ସେହିପରି ୨୪ ଘଣ୍ଟାରେ ୪ ଜଣ ରୋଗୀ ଆଖି ବୁଜିଛନ୍ତି। ଆଜି ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୫୨ ଜଣ...
ନବରଙ୍ଗପୁର: କେଉଁଠି ସମ୍ପତ୍ତି ପାଇଁ ପର ହୋଇଯାଉଛି ଆପଣାର ମଣିଷ। ଅଚିହ୍ନା ପାଲଟି ଯାଉଛି ରକ୍ତର ସମ୍ପର୍କ। ମାରପିଟ… ହଣାକଟା। ହେଲେ ନବରଙ୍ଗପୁରରେ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ। ଏଠି ସମ୍ପର୍କ ସନ୍ତାନ, ପରିବାର ସହ ନୁହେଁ, ସମ୍ପର୍କ ଏଠି ଗଢି ଉଠିଛି ମହାପ୍ରଭୁ ଜଗନ୍ନାଥଙ୍କ ସହ।...
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ବିଲେଞ୍ଜର ଗାାଁ ପାଖରେ ଟ୍ରକ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଛି। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର଼ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତାହତ ମାନେ କୋମନା...
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ ହୋଇଛି। ଗତକାଲି ରାତି ପ୍ରାୟ ୧୧ଟା ୪୬ ମିନିଟ୍ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ, ଏନସିଆର୍ ଓ ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିଚର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ଥିବା ସୂଚନା ମିଳିଛି । ଭୂମିକମ୍ପର ଉତ୍ପତ୍ତି...
ଲଣ୍ଡନ- ଇଂଲଣ୍ଡର ନଟିଙ୍ଗମଶାୟର (Nottinghamshire) ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଖାଲି ଆଶ୍ଚର୍ଯ୍ୟ ହେବେନି ବରଂ ମାନବିକତା ପରି ଏକ ଶବ୍ଦ ଉପରୁ ବିଶ୍ୱାସ ତୁଟିଯିବ । ଏଠାରେ ୧୯ ମାସର ଏକ ଶିଶୁକୁ ତା’ର ନିଶାଗ୍ରସ୍ତ...
ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନବରଙ୍ଗପୁର ସମନ୍ୱିତ ଆଦିିବାସୀ ଉନ୍ନୟନ ସଂସ୍ଥା ବା ITDAର ୩ ଯନ୍ତ୍ରୀ । ଏହି ୩ ଯନ୍ତ୍ରୀ ହେଲେ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ, ସହକାରୀ ଯନ୍ତ୍ରୀ ପ୍ରମୋଦ ପ୍ରଧାନ ଏବଂ ବୈକୁଣ୍ଠ ବେହେରା। ଭିଜିଲାନ୍ସ ଟିମ୍ ଏମାନଙ୍କୁ...
ସୁରତ: ଛୋଟ, ହେଲେ ଦାନ ତାର କେତେ ମହାନ ସତେ ! ମରି ବି ହୋଇଗଲା ଅମର। ଖାଲି ଅମର ନୁହେଁ, ୭ ଜଣଙ୍କୁ ଦେଇଗଲା ନୂଆ ଜୀବନ । ସେ ଗୁଜରାଟ ସୁରତ ଜିଲ୍ଲାର ଏକ ଅଢେଇ ବର୍ଷର ଶିଶୁ। ନାଁ ତାର ୟଶ ଓଝା। ଏଇ...
ସୁବର୍ଣ୍ଣପୁର: କିଛିଦିନ କରୋନା ପ୍ରଭାବ ହ୍ରାସପାଇ ୪୦୦ ତଳକୁ ଖସିଥିବାବେଳେ ଆଜି ଉପରମୁହାଁ ହୋଇଛି। ଆଜି ୪୦୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏପରିସ୍ଥିତିରେ ସୁବର୍ଣ୍ଣପୁରରୁ ଆସିଛି ଆଶ୍ୱସ୍ତିର ଖବର। କରୋନା ମୁକ୍ତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା । ଜିଲ୍ଳାରେ ବର୍ତ୍ତମାନ ସୁଦ୍ଧା ୪ ହଜାର ୬୭୬ଜଣ କରୋନା...
ୱାଶିଂଟନ: ନିର୍ବାଚନରେ ଆନୁଷ୍ଠାନିକ ଭାବେ ଜିତିବା ପରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ୱିଲମିଙ୍ଗଟନ୍ କ୍ୱିନ ଭେନ୍ୟୁରେ ତାଙ୍କର ପ୍ରଥମ ଅଭିଭାଷଣ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଯୋଗୀମାନଙ୍କୁ ମୁଁହତୋଡ ଜବାବ ଦେଇଛନ୍ତି । ଟ୍ରମ୍ପଙ୍କ ଉପରେ ପ୍ରବଳ ବର୍ଷିଛନ୍ତି...
ନୂଆଦିଲ୍ଲୀ: ଚୋରକୁ ଧରିବା ହେଉ କି, ଚୋରି ସାମଗ୍ରୀ ଠାବ କରିବା, ସବୁଠି କାମରେ ଆସେ ସନ୍ଧାନୀ କୁକୁର ରୁବି । ଏଥିପାଇଁ ରୁବିକୁ ସମ୍ମାନିତ କରିଛି ଛତିଶଗଡ଼ର ରାଇଗଡ଼ ପୋଲିସ । ପୋଲିସ କର୍ମଚାରୀଙ୍କୁ ପଛରେ ପକାଇ ରୁବିକୁ ଶ୍ରେଷ୍ଠ ପୋଲିସ କର୍ମଚାରୀ ପୁରସ୍କାର ଦିଆଯାଇଛି ।...
ନୟାଗଡ଼: ନୟାଗଡ଼ ଜିଲ୍ଲା ଯଦୁପୁରର କୁନି ଝିଅ ପରୀ ହତ୍ୟା ଘଟଣାରେ ଷ୍ଟାଟସ ରିପୋର୍ଟ ଦେଇଛି ଏସଆଇଟି । ହାଇକୋର୍ଟରେ ଆଜି SIT ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ପରୀ ମୃତ୍ୟୁ ମାମଲାର ତଦନ୍ତ କେତେ ଦୂର ଆଗେଇଛି, ସେ ସମ୍ପର୍କରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି ।...
ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଛି କରୋନା ରୋଗୀଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୨୬ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୦୭ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୩୬ କ୍ୱାରେଣ୍ଟିନ କେସଥିବାବେଳେ ୧୭୧ ଲୋକାଲ କେସ ରହିଛି ସେହିପରି ଗୋଟିଏ ଦିନରେ ଆଖି ବୁଜିଛନ୍ତି ୫ କରୋନା ରୋଗୀ। ଆଜି...
ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କର ଖୋଳତାଡ଼ ଜାରି ରଖିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଏନସିବି ସ୍କାନରରେ ଏବେ ଅଛନ୍ତି ଅଭିନେତା ଅର୍ଜୁନ ରାମପଲ । ଅଧିକ ତଥ୍ୟ ହାସଲ କରିବା ପାଇଁ ଆଜି NCB ମୁଖ୍ୟାଳୟରେ ହାଜର ହୋଇପାରନ୍ତି ଅର୍ଜୁନ ରାମପଲ । ଗତକାଲି...
ନୂଆଦିଲ୍ଲୀ: ଆଜି ବିଜୟ ଦିବସ। ଏହି ଦିନ ପାକିସ୍ତାନ ଉପରେ ବିଜୟ ହାସଲ କରିଥିଲା ଭାରତ। ଭାରତୀୟ ସେନାର ଅଦମ୍ୟ ସାହସ, ପରାକ୍ରମ ସହ ଅପୂର୍ବ ବୀରତ୍ୱର ପ୍ରଦର୍ଶନ ଦେଖି ପାକିସ୍ତାନ ପରାଜୟ ସ୍ୱୀକାର କରିଥିଲା। ୧୯୭୧ ମସିହାରେ ହୋଇଥିବା ଏଇ ଭାରତ-ପାକ ଯୁଦ୍ଧରେ ପାକିସ୍ତାନ ସେନାମୁଖ୍ୟଙ୍କ ସହ...
କେନ୍ଦୁଝର: ଗାଁ ଚାରିପଟେ ଘେରି ରହିଛି ପାଣି । ଗାଁରୁ ବାହାରିବାକୁ କାଠପୋଲ ହିଁ ଭରସା । ଦୀର୍ଘ ୩୫ ବର୍ଷରୁ ଏପରି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଲୋକେ । ବର୍ଷା ଦିନେ ଗାଁ ଏକପ୍ରକାର ଜଳବନ୍ଦୀ ହୋଇ ରୁହନ୍ତି । ଶିକ୍ଷା,ସ୍ୱାସ୍ଥ୍ୟ ଏବେ ବି ଗାଁରେ ଅପହଞ୍ଚ...
ବାରିପଦା (ମାନିକ ଲାଲ ପାଣି): ମଣିଷ ମାତ୍ରେ ସୌନ୍ଦର୍ଯ୍ୟପ୍ରିୟ। ବିଶେଷକରି ମହିଳାମାନେ। ମହିଳାମାନେ ନିଜ ସୌନ୍ଦର୍ଯ୍ୟ ପ୍ରତି ଖାଲି ସଚେତନ ନୁହଁନ୍ତି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଉପଚାର କରନ୍ତି। ହେଲେ ପ୍ରକୃତ ସୌନ୍ଦର୍ଯ୍ୟ ଶରୀରରେ ନୁହେଁ, ଥାଏ ମନର ଉଦାରତାର, କାମର ମହାନତାରେ….। ଏହା ପ୍ରମାଣିତ କରିଛନ୍ତି...
ଯାଜପୁର: ଯାଜପୁରରେ ବନ ବିଭାଗ ପକ୍ଷରୁ ଭିକିପୁର ସଂରକ୍ଷିତ ଜଙ୍ଗଲରେ ଶିକାରୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଦୁର୍ବୃତ୍ତମାନେ ଅବାଧ ପଶୁ ଶିକାର କରୁଛନ୍ତି। ଏ ନେଇ ଅଭିଯୋଗ ପାଇବା ପରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉ ବେଳେ ବନ ବିଭାଗ ହରିଣ ଶିଙ୍ଗ,...