• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

kalia
ଆଜି ଧନୁ ସଂକ୍ରାନ୍ତି; ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୋଇଛି ୨୩ ପ୍ରକାରର ପିଠା

ପୁରୀ: ଶ୍ରୀମନ୍ଦିରରେ ବାର ମାସରେ ତେର ପର୍ବ। କରୋନା ଲକ୍‌ଡାଉନ, ସଟ୍‌ଡାଉନ ସତ୍ତ୍ୱେ ଏହି ନୀତି ଶୃଙ୍ଖଳିତ ଭାବେ ଚାଲିଛି।  ଆଜି ଧନୁ ସଂକ୍ରାନ୍ତି।  ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ । କୁଆ କା କହିବା ପୂର୍ବରୁ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଛି ପହିଲି ଭୋଗ ।...

TODAYS-THUM-UP
ଦୁର୍ଘଟଣା: କେବଳ ସେପ୍ଟେମ୍ବରରେ ଚାଲିଗଲା ୨୦ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସଡକ ଦୁର୍ଘଟଣା। ଦୁର୍ଘଟଣାରେ ୮ଟି ଜିଲ୍ଲା ଆଗରେ ରହିଛି । ଏହି ଜିଲ୍ଲାମାନଙ୍କ ଭିତରେ ରହିଛି ବାଲେଶ୍ୱର । ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲାରେ ଲକଡାଉନ ଓ ସଟଡାଉନ ସତ୍ତ୍ୱେ ମୋଟ୍ ୧୬୪ଟି ଦୁର୍ଘଟଣା ଘଟିଛି ।କେବଳ ସେପ୍ଟେମ୍ବର ମାସରେ...

7am-nurse
ରାସ୍ତାକୁ ଓହ୍ଲାଇଲେ ଏମ୍ସ ନର୍ସ

ନୂଆଦିଲ୍ଲୀ: ଦୀର୍ଘଦିନର ଦାବି ପୂରଣ ନେଇ ଦିଲ୍ଲୀ ଏମ୍ସର ନର୍ସମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଠିକା ନିଯୁକ୍ତି ବ୍ୟବସ୍ଥାକୁ ସ୍ଥାୟୀ ନିଯୁକ୍ତି କରିବା ଓ ଷଷ୍ଠ ବେତନ କମିଶନ ସୁପାରିଶ ଲାଗୁ ଦାବିରେ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ନର୍ସ । ଫଳରେ ଏମ୍ସରେ...

thana
କାର୍‌ ଡ୍ରାଇଭରଙ୍କ ବୁଦ୍ଧି ଯୋଗୁ ଧରାପଡ଼ିଲେ ୮ ଡକାୟତ

ବୌଦ୍ଧ: କାର୍ ଅପହରଣ ଉଦ୍ୟମ ଘଟଣାରେ ବୌଦ୍ଧ ପୋଲିସକୁ ଲାଗିଛି ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା । ଏହି ଘଟଣାରେ ଗିରଫ ହୋଇଥିବା ୮ ଜଣ ଡକାୟତ ପେଶାଦାର ଅପରାଧୀ ବୋଲି ଜଣାପଡିଛି । ଏମାନଙ୍କ ନାଁରେ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ମାମଲା ରହିଛି...

china-3
ଅଦୃଶ୍ୟ ହୋଇ ଚୀନ ସହ ଲଢିବେ ଭାରତୀୟ ସେନା !

ନୂଆଦିଲ୍ଲୀ:ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ରେ ପ୍ରାୟ ୮ ମାସ ହେଲା ମୁହାଁମୁହିଁ ହୋଇ ଅଛନ୍ତି ଭାରତ-ଚୀନ ସେନା। ଚୀନ ଭାରତ ସୀମାରେ ତା’ର କାୟା ବିସ୍ତାର କରବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ ହେଁ ଭାରତୀୟ ସେନା ସେମାନଙ୍କ ଉଦ୍ଦେଶ୍ୟକୁ ସଫଳ ହେବାକୁ ଦେଉ...

murder
ଲୁହାରଡ୍‌ରେ ସାଙ୍ଗକୁ ପିଟି ଚାଲିଥିଲେ, ଆଉ ତା’ ପରେ.....

ନୂଆଦିଲ୍ଲୀ: କ୍ରୁରତାର ସୀମା ଟପିଗଲା କି ମଣିଷ ? ସୁରଟରେ ଘଟିଥିବା ଏକ ଘଟଣାକୁ ଦେଖିଲେ ଏମିତି ପ୍ରଶ୍ନ ଉଠେ ମନରେ।  ସାମାନ୍ୟ ବଚସାକୁ ନେଇ ଦୁଇ ସାଙ୍ଗ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଶେଷରେ  ନିଜ ସାଙ୍ଗକୁ ଲୁହାରଡ଼ରେ ପିଟି ପିଟି ହତ୍ୟା କଲା। ତା’ ପୁଣି ଅତି...

Untitled-1
ରାଜ୍ୟରେ ଚିହ୍ନଟ ହେଲେ ୩୩୨ କରୋନା ରୋଗୀ, ଆଖିବୁଜିଲେ ୪

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୩୨ କରୋନା ରୋଗୀ। ସେମାନଙ୍କ ମଧ୍ୟରୁ ୧୮୯ କ୍ୱାରେଣ୍ଟିନ କେସ ଥିବାବେଳେ ୧୪୩ ଲୋକାଲ କେସ ଥିବା ଜଣାଯାଇଛି। ସେହପରି ରାଜ୍ୟରୁ  ୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଆଜି ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୩୨ ...

school bag
ଆସନ୍ତା ଶିକ୍ଷାବର୍ଷରୁ କମିବ ସ୍କୁଲ ପିଲାଙ୍କ ବ୍ୟାଗ ବୋଝ

ଲାଙ୍କ ଓଜନ ଠାରୁ ବହି ବ୍ୟାଗର ଓଜନ ୧୦ ପ୍ରତିଶତରୁ କମ ରହିବ।  ଯଦି ପିଲାର ଓଜନ ୨୦ କେଜି ହୋଇଥିବ ତେବେ ସେ ୨ କେଜିି ଓଜନର ବହି ବସ୍ତାନୀ ନେଇ ସ୍କୁଲ ଆସିବ।

assembly
ଆଜି କ୍ୟାବିନେଟ ବୈଠକ, ଏସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିପାରେ ମୋହର

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ। ଅପରାହ୍ନ ୫ଟାରେ ଏହି ବୈଠକ ବସିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ହେବ ବୈଠକ । ଅନ୍ୟ ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭିଡିଓ କନଫରେନ୍ସିଂ ଯୋଗେ ଏହି ବୈଠକରେ ସାମିଲ...

border
ବରଫପାତର ସୁଯୋଗ ନେଇ ଅନୁପ୍ରବେଶ କରୁଥିବା ୨ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଚାଲିଥିବା ଜିଲ୍ଲା ପରିଷଦ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ମତଦାନ ଚାଲିଛି। ଏହି ସମୟରେ ବରଫପାତର ସୁଯୋଗ ନେଇ ଅନୁପ୍ରେବେଶ ଉଦ୍ୟମ ବେଳେ ସେନା ଗୁଳିରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି । ତେବେ ତାଙ୍କର ଜଣେ ସହଯୋଗୀ ସେନା ଆଗରେ ସରେଣ୍ଡର କରିଛି...

Untitled-1
ତକ୍ଷଶିଳା ବିଶ୍ୱବିଦ୍ୟାଳୟ ଭାରତର ନୁହେଁ, ପ୍ରାଚୀନ ପାକିସ୍ତାନର !

ଇସଲାମବାଦ: ଭାରତ ବିରୋଧରେ ମିଛ ଖବର  ପ୍ରଚାର କରିବାରେ ମାହିର ପାକିସ୍ତାନ ପୁଣି ଏକ ମିଛ କହିଛି। ଏଥର ଭାରତର ଇତିହାସକୁ ନେଇ ମିଥ୍ୟା ଖବର ପ୍ରଚାର କରିଛି। ଭିଏତନାମରେ ଥିବା ପାକିସ୍ତାନ ରାଜଦୂତ କମର ଅବ୍ବାସ ଖୋଖର ଦାବି କରିଛନ୍ତି, ତକ୍ଷଶିଳା ବିଶ୍ୱବିଦ୍ୟାଳୟ ଭାରତର ନୁହେଁ। ଏହା...

1
ଆଜି ଅନଶନରେ ବସିବେ ଆନ୍ଦୋଳନରତ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନ ପ୍ରତିବାଦରେ ଆଜି ଅନଶନରେ ବସିବେ ଆନ୍ଦୋଳନରତ ଚାଷୀ। ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏ ଉପାସ ରହି ଅନଶନ କରିବ।  ଆନ୍ଦୋଳନରେ ରାଜସ୍ଥାନର କୃଷକ ସାମିଲ ହୋଇଛନ୍ତି । ଶହ ଶହ କୃଷକ ଟ୍ରାକ୍ଟରରେ ରାଲି କରି ଦିଲ୍ଲୀ-ଜୟପୁର ରାଜପଥରେ ପହଞ୍ଚିଛନ୍ତି...

dead
ବାଲେଶ୍ୱରରୁ ନିଖୋଜ ଶିଶୁକନ୍ୟାର ମୃତ ଦେହ ମିଳିଲା

ବାଲେଶ୍ୱର: ପରୀ ନିଖୋଜ ଓ ମୃତ୍ୟୁର ଦୁଃଖ ମନରୁ ଲିଭିନି। ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ।  ଗାଁ ଦାଣ୍ଡରେ ଖେଳୁଥିବାବେଳେ ଜଣେ ୭ ବର୍ଷର ଶିଶୁକନ୍ୟା ନିଖୋଜ ହୋଇଯାଇଥିଲା। ଆଜି ତାହାର ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ନାବାଳିକାର...

Bishnupriya
ଗାଁ ଦାଣ୍ଡରୁ ନିଖୋଜ ହୋଇ ଗଲା ଆଉଜଣେ ଶିଶୁକନ୍ୟା

ଯାଜପୁର: ନୟାଗଡ଼ ଜିଲ୍ଲାର ପରୀ, ସ୍ୱାତୀ ଏବଂ ଯାଜପୁର ଜିଲ୍ଲାର ପୀହୁ ପରେ ଏବେ ଆଉ ଜଣେ କୁନି ଝିଅ  ନିଖୋଜ ହୋଇଯାଇଥିବା ଅଭିଯୋଗ ଆସିଛି। କୁନିଝିଅଟି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁନ୍ଦରକୋଇଲି ଗାଁର। ଏହି ଗାଁର ବଳରାମ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ୭...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।