• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

corona-1
ଚିହ୍ନଟ ହେଲେ ୩୬୩ କରୋନା ରୋଗୀ, ସୁନ୍ଦରଗଡ, ଖୋର୍ଦ୍ଧାରେ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବାବେଳେ କ୍ୱାରେଣ୍ଟିନ ସେଣ୍ଟରରୁ ୨୦୮ ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟ ୧୫୫ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ...

trump-1
ହ୍ୱାଇଟ ହାଉସ ଛାଡ଼ିଲେ ଏଇ ଆଲିଶାନ କ୍ଲବରେ ରହିବେ ଟ୍ରମ୍ପ ! ହେଲେ ବିରୋଧ କରୁଛନ୍ତି ପଡୋଶୀ

ୱାଶିଂଟନ: ଏକ ମାସ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ।  ଏହା ସହ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୱାଇଟ ହାଉସକୁ ବିଦାୟ ଦେବାକୁ ପଡିବ। ଯଦିଓ ଟ୍ରମ୍ପ ହ୍ୱାଇଟ ହାଉସ ଛାଡିବା ବିଷୟରେ ଖୋଲାଖୋଲି ଭାବେ କିଛି କହୁ ନାହାଁନ୍ତି, ତେବେ ଅନୁମାନ...

corona
କରୋନାରେ ଆଖି ବୁଜିଲେ ୨୦ ବର୍ଷୀୟ ଯୁବତୀ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନା ରୋଗୀଙ୍କ ସଂଖ୍ୟା ୧,୮୩୯ରେ ପହଞ୍ଚିଛି। କଳାହାଣ୍ଡିରୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ  ଘଟିଥିବାବେଳେ ସୁନ୍ଦରଗଡ଼ରୁ ଦୁଇଜଣ ରୋଗୀ ଆଖି଼ ବୁଜିଛନ୍ତି। କଳାହାଣ୍ଡିରୁ ଜଣେ ୨୦ ବର୍ଷୀୟ ଯୁବତୀଙ୍କର କରୋନାରେ...

india-china
ସାଦା ପୋଷାକରେ ଭାରତ ସୀମାରେ ପଶିବା ଉଦ୍ୟମ କରି ଧରାପଡ଼ିଲେ ଚୀନ ସେନା

ଲଦାଖ: ଗୋଟିଏ ପଟେ ଭାରତ-ଚୀନ ସୀମା ବିବାଦ ଲାଗି ରହିଥିବାବେଳେ ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରୟାସ ବି ଜାରି ରହିଛି। ଏସବୁ ଭିତରେ ଚୀନ୍‌ ସେନା (PLA) ନିୟମିତ ଅନୁପ୍ରବେଶ ଉଦ୍ୟମ ବି କରୁଛନ୍ତି। ଏହି କ୍ରମରେ, ଚୀନ୍ ସୈନିକମାନେ ଲଦାଖ ସୀମା ପାର ହେଉଥିବା...

damiel pearl
ପାକିସ୍ତାନରେ ସାମ୍ବାଦିକ ଡାନିଏଲ ହତ୍ୟା ମାମଲା; ଚଞ୍ଚଲ୍ୟକର ତଥ୍ୟ ଦେଲେ ମୁଖ୍ୟ ଅଭିଯୁକ୍ତ

ଇସ୍‌ଲାମବାଦ୍‌: ପାକିସ୍ତାନରେ ଆମେରିକୀୟ ସାମ୍ବାଦିକ ଡାନିଏଲ ପଲ ହତ୍ୟା ଘଟଣାକୁ  ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ହତ୍ୟାର ଦୋଷୀ ସାବ୍ୟସ୍ତ ହୋଇଥିବା ମୁଖ୍ୟ ଅଭିଯୁକ୍ତ କହିଛନ୍ତି, ଏହି ହତ୍ୟାକାଣ୍ଡରେ ତାଙ୍କୁ ‘ବଳି କା ବକରା’ ବନାଯାଇଛି।  ପ୍ରକୃତ ଅପରାଧୀ ଅନେକ ଦୂରରେ।  ତାଙ୍କୁ ଦଣ୍ଡ...

amit saha
ପଶ୍ଚିମବଙ୍ଗରେ ରାଜଜୈତିକ ହତ୍ୟାକୁ ନେଇ ବର୍ଷିଲେ ଅମିତ ଶାହ

ନୂଆଦିଲ୍ଲୀ: ଚାଷୀଙ୍କ ଘରେ ଖାଇଲେ, ବଙ୍ଗଳା ସଙ୍ଗୀତର ମୂର୍ଚ୍ଛନା  ଶୁଣିଲେ। ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ ଅବସରରେ ଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଆଜି ବୀରଭୂମ ଯାଇଛନ୍ତି। ସ୍ଥାନୀୟ ଏକ ଚାଷୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି ଶାହ। ଦଳୀୟ ନେତାଙ୍କ ସହ ପାରମ୍ପରିକ ଖାଦ୍ୟକୁ...

math reacher-1
ପୃଥିବୀର ସବୁଠାରୁ ସୁନ୍ଦର ‘ଗଣିତ ସାର୍’‌ଙ୍କୁ ଜାଣନ୍ତି ? ଫଟୋ ଦେଖି ହୋଇଯିବେ ଦିୱାନା

ଆପଣ ଦୁନିଆର ଅନେକ ମଡେଲ୍ ଦେଖିଥିବେ, ଯେଉଁମାନେ ସେମାନଙ୍କ କାର୍ଯ୍ୟରେ ଉତ୍କୃଷ୍ଟ | ମଡେଲମାନେ ଯେ ଶିକ୍ଷିତ କିମ୍ବା ବୁଦ୍ଧିମାନ ନୁହଁନ୍ତି ଏମିତି ଏକ ଧାରଣା ପ୍ରାୟ ସମସ୍ତଙ୍କର ଥାଏ । କିନ୍ତୁ ଏହି ଧାରାକୁ ଭାଙ୍ଗିଛନ୍ତି ଜଣେ ଗଣିତ ଶିକ୍ଷକ।  ସେ ଦୁନିଆର ସବୁଠାରୁ ସୁନ୍ଦର ଗଣିତ...

police medal
ବୀରତା ପଦକ ଫେରାଇ ଦେଲେ ପୋଲିସ ଅଫିସର

ଇମ୍ଫାଲ: ମଣିପୁର ଅତିରକ୍ତ ପୋଲିସ ଅଧୀକ୍ଷକ (ASP) ଥୌନାଓଜମ ବୃନ୍ଦା ଏକ ଡ୍ରଗ୍‌ସ ମାମଲାର ଅଦାଲତ ଶୁଣାଣି ପରେ ପାଇଥିବା ସମ୍ମାନଜନକ ପୋଲିସ ପଦକ ଫେରାଇ ଦେଇଛନ୍ତି। ସେ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ନିଜ ମେଡାଲ ଫେରାଇ ଦେଇଛନ୍ତି। ଏକ ଡ୍ରଗ୍‌ସ ମାମଲାରେ ଭାରତୀୟ ଜନତା ପାର୍ଟିର ପୂର୍ବ ଏଡିସି...

corona
ରାଜ୍ୟରେ ୪ କରୋନା ରୋଗୀ ଆଖି ବୁଜିଲେ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୩୬ ଛୁଇଁଛି। ରାଜ୍ୟରେ ଆଜି ଆଖି ବୁଜିଥିବା ୪ ଜଣ ରୋଗୀ ୪ ଜିଲ୍ଲାର। ଭୁବନେଶ୍ୱରରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ଼ରୁ...

Untitled-1
୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୭୨ କରୋନା ଆକ୍ରାନ୍ତ, ଅନୁଗୋଳ ଆଗରେ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୭୨ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୧୪ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ୧୫୮ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଅନୁଗୁଳ ଜିଲ୍ଲାରେ...

khalikote-issue
ଗାଁର ୧୬ ମହିଳାଙ୍କୁ ବାନ୍ଧି ନେଲା ପୋଲିସ୍‌

ଖଲ୍ଲିକୋଟ: ଜଣେ ବାପ ମା’ ଛେଉଣ୍ଡ ନାବାଳିକାଙ୍କୁ ଗଛରେ ବାନ୍ଧି ଅକଥନୀୟ ନିର୍ଯାତନା ଦେବା ଅଭିଯୋଗରେ ଖଲ୍ଲିକୋଟ ଭିକାପଡ଼ା ଗାଁର ୧୬ ଜଣ ମହିଳାଙ୍କୁ ଗତକାଲି ପୋଲିସ ଗିରଫ କରଛି। ଆଜି ସମସ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପଲିସ ପକ୍ଷରୁ କୁହାଯାଇଛି । ଦୁଇ ଦିନ ତଳେ...

minor boy
ଦୁଷ୍କର୍ମ ମାମଲାରେ ନାବାଳକକୁ ଧରିଲା ପୋଲିସ

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସ ଜଣେ ନାବାଳକକୁ ଧରିଛି। ପୂର୍ବରୁ ଏହି ମାମଲାରେ ଶରଧାପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ସୁଶାନ୍ତ କୁମାର ସାହୁ, ସଂପୃକ୍ତ ନାବାଳକର ଦାଦା ଓ ସଂପର୍କୀୟ ଭାଇକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାସହ...

HARDIK-missting-
ବନ୍ଦ ଘରୁ ଉଦ୍ଧାର ହେଲା ନିଖୋଜ ଶିଶୁ

ପାରଳାଖେମୁଣ୍ଡି:  ଗଜପତି ଜିଲ୍ଲା କାଶୀନଗର କୁମୁଟିସାହିରୁ ନିଖୋଜ ହୋଇଥିବା ଶିଶୁକୁ ବୁଧବାର ଉଦ୍ଧାର କରାଯାଇଛି । ବୁଧବାର ସଂଧ୍ୟାରୁ ନିଖୋଜ ଶିଶୁ ହାର୍ଦ୍ଦିକଙ୍କୁ ଘରଠାରୁ ୩ କିଲୋମିଟର ଦୂର କାଠପଦର ଗୋଟିଏ ଘରୁ ଉଦ୍ଧାର କରାଯାଇଛି ।ନିର୍ମାଣାଧୀନ ଘରର ଷ୍ଟୋର ରୁମରୁ ପରିବାର ଲୋକେ ହାର୍ଦ୍ଧିକଙ୍କୁ ଉଦ୍ଧାର କରିଛନ୍ତି...

Capture
ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ

ଭୁବନେଶ୍ୱର: ପୁଣି ଥରେ ଉଠିଲା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନିର୍ବାଚନ ବେଳେ ବିଜେପି ଓ କଂଗ୍ରେସ ସ୍ୱତନ୍ତ୍ର ପାହ୍ୟାକୁ ନେଇ ଇସ୍ତାହାରରେ ଘୋଷଣା କରିଥିଲେ। ହେଲେ ପରେ ଏସବୁକୁ...

child-dhe-1
କାଳିଆକୁ ତଣ୍ଟିଚିପି କୂଅରେ ଫିଙ୍ଗିଦେଲେ ପଡୋଶୀ ମହିଳା

ଢେଙ୍କାନାଳ: ଢେଙ୍କାନାଳ ନିହଲପ୍ରସାଦ ଥାନା ଅଞ୍ଚଳରୁ ଦୁଇଦିନ ହେଲେ ନିଖୋଜ ତିନି ବର୍ଷର ପୁଅ କାଳିଆର ମୃତ ଦେହକୁ ପୋଲିସ ଉଦ୍ଧାର କରିଛି ।  ଏକ କୂଅ ଭିତରୁ ମିଳିଛି ପୁଅର ମୃତେଦହ। ପଡୋଶୀ ଘର ଲୋକେ  ତଣ୍ଟି ଚିପି ଶିଶୁକୁ ହତ୍ୟା କରିବା ପରେ  ତାକୁ ଦେଇଥିଲେ...

srimandira
ଶେଷ ହେଲା ପ୍ରତୀକ୍ଷା: ୨୩ରୁ ଭକ୍ତଙ୍କୁ ଦର୍ଶନ ଦେବ ଜଗା

ପୁରୀ: ଭକ୍ତଙ୍କ ଡାକ ଶୁଣିଛି କାଳିଆ। ଦର୍ଶନ ଦେବ ଅପେକ୍ଷାରତ ଆତୁର ଭକ୍ତଙ୍କୁ। ଶେଷରେ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିବ। ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ଭକ୍ତ ସିଧାସଳଖ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।