• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

two boys
ବିଲ୍ଡିଂରେ ଲାଗିଲା ନିଆଁ, ଦୁଇଭାଇ ଜୀବନ ବଞ୍ଚାଇବା ପାଇଁ ୪୦ ଫୁଟ୍‌ ତଳକୁ ଡେଇଁପଡ଼ିଲେ

ଗ୍ରେନୋବଲ୍‌: ଫ୍ରାନ୍ସରେ ଏକ ଆପାର୍ଟମେଣ୍ଟର ତୃତୀୟ ମହଲାରେ ନିଆଁ ଲାଗିଯାଇଥିଲା। ଫଳରେ ସେହି ମହଲାରୁ ଦୁଇ ଭାଇ ନିଜ ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁ ପଡ଼ିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଦୁଇ ଭାଇ ଜୀବିତ ଅଛନ୍ତି। ବିଲ୍ଡିଂ ତଳେ ଛିଡ଼ା ହୋଇଥିବା ଉଦ୍ଧାରକାରୀ ଟିମ୍‌ ସେ...

binika
ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲାଟି ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର  ତିନି ଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ବୁଲୁ ଭୋଇ(୬୫), ତାଙ୍କ ସ୍ତ୍ରୀ ବଇଦେହି ଭୋଇ(୫୫) ଓ ପୁଅ ଶିବ ଭୋଇ(୨୫)...

frog
ବେଙ୍ଗକୁ ଦାଣ୍ଡରେ ବାନ୍ଧି ନଚାଇଲେ ଗାଁ ଲୋକେ, ଜାଣନ୍ତୁ କାହିଁକି

ଆଠଗଡ଼: ଯୁଗ ବଦଳି ଗଲାଣି। ଲୋକେ ଚନ୍ଦ୍ରପୃଷ୍ଠ ଓ ମଙ୍ଗଳ ଗ୍ରହରେ ଘର କଲେଣି। କିନ୍ତୁ ଏବେ ବି କିଛି ଲୋକେ ଅନ୍ଧବିଶ୍ୱାସକୁ ବିଶ୍ୱାସ କରୁଛନ୍ତି। ନିଜର ଭାଗ୍ୟ ଭବିଷ୍ୟତକୁ ନେଇ ଅନ୍ଧବିଶ୍ୱାସରେ ଛନ୍ଦି ହୋଇ ପଡ଼ିଥିବା ମଣିଷମାନେ ଏପର୍ଯ୍ୟନ୍ତ ସେଥିରୁ ମୁକୁଳି ପାରୁନାହାନ୍ତି। ଯେପରି ବର୍ଷା ନହେଲେ...

4month
ପେଟ ପାଇଁ ୪ମାସ ଶିଶୁକୁ ବିକି ଦେଲା ଅସହାୟ ବାପା

ଆସାମ: ଆସାମରେ ଏକ ସମ୍ୱେଦନଶୀଳ ଘଟଣାକୁ ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ସମୟରେ କାମ ବନ୍ଦ ରହିଛି। ଫଳରେ ଗରିବ ଦିନ ମଜୁରିଆ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ରୋଜଗାର ବାଟ ମଧ୍ୟ ବନ୍ଦ ହୋଇଯାଇଛି। ଏହି ସମୟରେ ଟଙ୍କା ଅଭାବରୁ ଜଣେ...

jail
ଅଭିଯୁକ୍ତ କରୋନା ପଜିଟିଭ, ହୋମ୍‌ ଆଇସୋଲେସନ୍‌ରେ ପୋଲିସ କର୍ମଚାରୀ

ଚୌଦ୍ୱାର: ବାରଙ୍ଗ ଅଞ୍ଚଳରୁ ଗିରଫ ହୋଇ ଚୌଦ୍ୱାର ଜେଲ୍‌କୁ ପଠାଯାଇଥିବା ଜଣେ ଅଭିଯୁକ୍ତ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ୨ ଦିନ ତଳେ ବାରଙ୍ଗ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଜଣଙ୍କ କରୋନା ପଜିଟିଭ୍ ହୋଇଥିବା ଜଣାପଡିବା ପରେ ବାରଙ୍ଗ ଥାନା ଓ ଫାଣ୍ଡିର...

phytanb
ଛେଳିଛୁଆକୁ ଗିଳିଥିବା ଅଜଗର ଉଦ୍ଧାର

ଯାଜପୁର: ଛେଳିଛୁଆକୁ ଗିଳି ଦେଇଥିବା ଏକ ଅଜଗରକୁ ଉଦ୍ଧାର କଲେ ଗ୍ରାମବାସୀ।  ଘଟଣା ଯାଜପୁର ଜିଲ୍ଲା  ସୁକିନ୍ଦା ବନାଞ୍ଚଳ ବନ୍ଧଗାଁ ପଞ୍ଚାୟତ କୋଇଲ ଗ୍ରାମର। ଏଠାରେ ଏକ ଅଜଗରଟି ଶାବକ ଛେଳି ଛୁଆକୁ ଗିଳି ଦେଇଥିବା ବେଳେ ଗ୍ରାମବାସୀଙ୍କ ନଜରକୁ ଆସିଥିଲା। ତୁରନ୍ତ ବନବିଭାଗ କର୍ମଚାରୀ ଓ ସ୍ନେକ...

igp
ଆଇଜିଏଚ୍‌ରେ ଆରମ୍ଭ ହେବ ପ୍ଲାଜମା ଥେରାପି

ରାଉରକେଲା: ରାଉରକେଲା ଆଇଜିଏଚ୍‌ରେ ଆରମ୍ଭ ହେବ ପ୍ଲାଜମା ଥେରାପି।  ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସାଧୀନ ଥିବା ଗୁରୁତର କରୋନା ରୋଗୀଙ୍କୁ ଆଇଜିଏଚ୍‌ରେ ପ୍ଲାଜମା ଥେରାପି ଦିଆଯିବ।  ଏଥିପାଇଁ ସେଠାରେ ପ୍ଲାଜମା ବ୍ୟାଙ୍କ୍ ମଧ୍ୟ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏଥିସହ ସଂକ୍ରମଣ...

jaypur
ଝୁଲନ୍ତା ଅବସ୍ଥାରେ ନାବାଳକର ମୃତଦେହ ଉଦ୍ଧାର

ଜୟପୁର: ଜୟପୁରସ୍ଥିତ ସରକାରୀ ଶିଶୁ ସଦନରେ ନାବାଳକଙ୍କ ମୃତଦେହ ଉଦ୍ଧାର। ଝୁଲନ୍ତା ଅବସ୍ଥାରେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ତନାଘନା ଆରମ୍ଭ ହୋଇଛି । କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ, ତହସିଲଦାର ଅଶ୍ୱିନୀ ମହାପାତ୍ର ଓ ଟାଉନଥାନା ଅଧିକାରୀ ବାଲେଶ୍ୱର ଗିଧି ଶିଶୁ...

cow
ଲକ୍‌ଡାଉନ୍‌ ଉଜାଡ଼ିଦେଲା ଜୀବିକା; ଝିଅକୁ ପଢ଼ାଇବା ପାଇଁ ବାପା ବିକି ଦେଲେ...

କାଙ୍ଗ୍ରା: ସମଗ୍ର ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଭାଇରସ। ଏନେଇ ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ ପିଲାମାନେ ପାଠ ପଢ଼ିବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଲାମାନେ ଘରେ ରହି ଅନ୍‌ଲାନଇନ୍‌ରେ କ୍ଲାସ୍‌ କରୁଛନ୍ତି। କିନ୍ତୁ କେତେକ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍‌ର ସୁବିଧା...

shutdown
ଏହି ସହର ୪ଦିନ ପାଇଁ ସଟ୍‌ଡାଉନ୍‌

ଜୟପୁର: ଜୟପୁର ପୌରାଞ୍ଚଳ ୪ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା । ଆଜି ମଧ୍ୟରାତ୍ରରୁ ୨୮ ତାରିଖ ମଧ୍ୟରାତ୍ର ଯାଏଁ ଜୟପୁର ସହରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବଢୁଥିବାରୁ ଏଥିରେ ରୋକ ଲଗାଇବାକୁ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।  ଏହି ସମୟରେ ଘର ଘର...

police dg
କନ୍ଧମାଳ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ

କନ୍ଧମାଳ: କନ୍ଧମାଳ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଡିଜିପିଙ୍କ ସହ IG Operation ଅମିତାଭ ଠାକୁର, ଗୁଇନ୍ଦା ନିର୍ଦ୍ଦେଶକ ଆର୍କେ ଶର୍ମା , DIGP ଅନିରୁଦ୍ଧ ସିଂ, DIG ସତ୍ୟବ୍ରତ ଭୋଇ ମଧ୍ୟ ଏହି ଗସ୍ତରେ ସାମିଲ ଅଛନ୍ତି । ଗତକାଲି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ର୍ସିଲା...

corona3
କରୋନାକୁ ଡରି ଶୁଦ୍ଧିକ୍ରିୟାକୁ ଆସିଲାନି ବାରିକ, ପରସ୍ପରକୁ ଲଣ୍ଡା କଲେ ପରିବାର

ଭୋପାଳ: ମଧ୍ୟପ୍ରଦେଶର ଖାର୍ଗୋନରେ କରୋନାକୁ ନେଇ ଭୟାବୟ ପରିସ୍ଥିତି ସୃଷ୍ଟି ହୋଇଛି। ମୃତକଙ୍କ ଘର ସାମ୍ନାରେ ଜଣେ କରୋନା ପଜିଟିଭ ଚିହ୍ନଟ ପରେ ଗାଁର ସମସ୍ତ ବାରିକମାନେ ସେମାନଙ୍କ ଚୁଟି କାଟିବାକୁ ମନା କରିଦେଇଥିଲେ। ପରେ ମୃତକଙ୍କ ପରିବାରର ୪୦ ଜଣ ସମ୍ପର୍କୀୟ ପରସ୍ପରର ଚୁଟି କାଟିବାକୁ ବାଧ୍ୟ...

tiger
ହଠାତ୍‌ ଗାଈପଲ ଭିତରକୁ ପଶିଆସିଲା ଚିତାବାଘ, ଆଉ ତା’ପରେ...  

ଦେବପ୍ରୟାଗ: ଉତ୍ତରାଖଣ୍ଡର ଦେବପ୍ରୟାଗରେ ଏଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାସ୍ତା ଉପରକୁ ହଠାତ୍‌ ଏକ ଚିତାବାଘ ଆସି ଗାଈପଲଙ୍କ ଭିତରେ ପଶି ସେମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଗାଈମାନେ ସେଠାରୁ ଖସି ପଳାଇ ଯାଇଥିଲେ, ଯାହାର ଭିଡିଓ ସୋସିଆଲ୍‌ ମିଡିଆରୋ...

sonu
ପୋଖରୀର ନାଁ ‘ସୋନୁ ସୁଦ୍‌’!

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଅସୁବିଧାରେ  ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସୋନୁ ସୁଦ୍‌ ଯେଉଁଭଳି ଭାବରେ ଆଗକୁ ଆସିଥିଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ବଲିଉଡର ଅଭିନେତା ସୋନୁ ଏପର୍ଯ୍ୟନ୍ତ ମଧ୍ୟ ସାହାଯ୍ୟ କରିବାର ପ୍ରକ୍ରିୟା ଜାରି ରଖିଛନ୍ତି। कभी आएँगे आपके इस सोनू सूद...

jaypur
ଏହି ସହରରେ ଆରମ୍ଭ ହେଲା ‘ଡୋର୍ ଟୁ ଡୋର୍’ ସର୍ଭେ

ଜୟପୁର: କୋରାପୁଟ ପରେ ଜୟପୁରରେ ଆରମ୍ଭ ହୋଇଛି ‘ଡୋର୍ ଟୁ ଡୋର୍’ ସର୍ଭେ । ସହରର ପ୍ରତ୍ୟେକ ଓ୍ୱାର୍ଡରେ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ମେଡିକାଲ୍ ଟିମ୍।  ପ୍ରତି ଓ୍ୱାର୍ଡ ପାଇଁ ଗୋଟିଏ ସ୍ୱାସ୍ଥ୍ୟକର୍ମୀଙ୍କ ଟିମ୍ ଗଠନ କରାଯାଇଛି।  ଏଥିରେ ଜଣେ ଲେଖାଏଁ ଏଏନଏମ, ଆଶା...

students
ଅଟୋମେଟିକ୍ ସାନିଟାଇଜର ଟନେଲ୍ ତିଆରି କଲେ ୭ମ ଶ୍ରେଣୀ ଛାତ୍ର

ପୁରୀ: ଅଟୋମେଟିକ୍ ସାନିଟାଇଜର ଟନେଲ୍ ତିଆରି କଲେ ଛାତ୍ର । ପୁରୀ ଜିଲ୍ଲା ଗୋପ ସ୍ଥିତ ନିମାପଡ଼ା ଡିଏଭି ସ୍କୁଲରେ ପାଠ ପଢୁଥିବା ଏହି ୭ମ ଶ୍ରେଣୀର ଛାତ୍ର ଜଣଙ୍କ ହେଉଛନ୍ତି ଏମଡି ଶାହ ଅଖତର୍। ପ୍ରସ୍ତୁତ କରିଥିବା ଏହି ଟନେଲ୍‌କୁ ଅଖତର୍ ଗୋପ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦାନ କରିଛନ୍ତି...

amitab
ଅମିତାଭଙ୍କ ଗୋଟେ ଟ୍ୱିଟ୍‌ ରାତାରାତି ବନେଇଦେଲା ଯୁବତୀଙ୍କୁ ଷ୍ଟାର!

ମୁମ୍ୱାଇ: ବିଗ୍ ବି ଅମିତାଭ ବଚ୍ଚନ ସୋସିଆଲ୍ ମିଡିଆରେ ସବୁବେଳେ ଆକ୍ଟିଭ୍ ରୁହନ୍ତି। ଏବେ ଅମିତାଭ ବଚ୍ଚନ ଟ୍ୱିଟରରେ ଏକ ଭିଡିଓ ଶେୟାର୍ କରିଛନ୍ତି, ଯେଉଁଥିରେ ଜଣେ ଝିଅକୁ ଗୀତ ଗାଉଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓଟି ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେ ଟୁଇଟ୍‌ କରି ଗୀତ...