• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

ranpur
'ପରିବାର ଲୋକଙ୍କୁ ଫେରାଇ ଆଣ, ନହେଲେ ଆତ୍ମହତ୍ୟା କରିବୁ'

ନୟାଗଡ଼: ଆମ ପରିବାର ସଦସ୍ୟଙ୍କୁ  ଫେରାଇ ଆଣ, ନ ହେଲେ ସାମୁହିକ  ଆତ୍ମହତ୍ୟା କରିବୁ । ନୟାଗଡ଼ ଜିଲ୍ଲା ପ୍ରଶାସନକୁ ଏଭଳି ଚରମ ପତ୍ର ଲେଖିଛନ୍ତି  ରଣପୁର ବ୍ଲକ ଦାମୋଦରପୁର ଗାଁର ୧୮ଟି ପରିବାର। ଲକ୍‌ଡାଉନ ଯୋଗୁଁ କେରଳରେ ଦେଢ଼ ମାସ ହେବ ଫସି ରହିଛନ୍ତି ଦାମୋଦରପୁର ଗାଁର...

tier
ଆଗେ ଆଗେ ବାଘ, ପଛେ ପଛେ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ଲକ୍‌ଡାଉନ୍‌ ଯୋଗୁ ସବୁକିଛି ଠପ୍‌ ହୋଇଯାଇଛି। ଏଭଳି ପରିସ୍ଥିତିରେ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବାଧ୍ୟ ହେଉଛନ୍ତି। ଏହି ସମୟରେ ଏକ ଭିଡିଓ...

tier
ଭୋକିଲା ବାଘଟି ଜଙ୍ଗଲି କୁକୁର ପଛରେ ଦୌଡୁଥିଲା, କିନ୍ତୁ କୁକୁରଟି ଏମିତି କିଛି କଲା, ଦେଖନ୍ତୁ ପୂରା ଭିଡିଓ...

କର୍ଣ୍ଣାଟକ : କର୍ଣ୍ଣାଟକର କାବିନିରେ ଏମିତି କିଛି ଘଟଣା ଘଟିଥିଲା, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିବା ଜଣାପଡିଛି ​। ଭିଡିଓଟିରେ ଏକ ଜଙ୍ଗଲି କୁକୁର ବାଘଠାରୁ କିପରି ନିଜକୁ ରକ୍ଷା କରୁଛି , ତାହା ଦେଖିବାକୁ ମିଳିଛି।...

mask
କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଲା ସ୍ୱେଚ୍ଛାସେବୀ ସଂସ୍ଥା

ବୌଦ୍ଧ: ବୌଦ୍ଧ ଜିଲ୍ଲାକୁ ଛୁଇଁଲା କରୋନା। ଜିଲ୍ଲାରେ ୩ଜଣ ସୁରତ ଫେରନ୍ତା କରୋନାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ସେମାନଙ୍କୁ ଭୁବନେଶ୍ୱର ସମ୍‌ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରେ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ସ୍ୱେଚ୍ଛାସେବୀ ସଂସ୍ଥା ଏମଜିଏମ୍‌ ଗ୍ରୀନ ଏନର୍ଜୀ ତରଫରୁ ଜିଲ୍ଲାର ସମସ୍ତ...

snake
ଡାକ୍ତର ପଚାରିଲେ କେଉଁ ସାପ କାମୁଡିଛି, ରୋଗୀଙ୍କ ଉତ୍ତର ଶୁଣି ଡାକ୍ତରଙ୍କ ହୋଶ ଉଡ଼ିଗଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଥିବା ବଳରାମପୁର ହସ୍ପପିଟାଲରେ ଗୁରୁବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ସେହି ମେଡିକାଲରେ ସାପ କାମୁଡିଥିବା ଜଣେ ରୋଗୀଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଭର୍ତ୍ତି ହୋଇଥିଲେ। ଡାକ୍ତର ଯେତେବେଳେ ତାଙ୍କୁ ପଚାରିଲେ ଯେ ତମର କ’ଣ ହୋଇଛି ରୋଗୀ ଜଣକ ତାଙ୍କୁ...

2baby
କାଠ ଗାଡ଼ିରେ ଗର୍ଭବତୀ ପତ୍ନୀ ଓ ଶିଶୁକୁ ଧରି ୮ଶହ କି.ମି ଚାଲିଲେ ଶ୍ରମିକ

ନୂଆଦିଲ୍ଲୀ: କରୋନାକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ଲକ୍‌ଡାଉନ୍‌ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ଉପାୟମାନ ଅବଲମ୍ୱନ କରୁଥିବାର ଦେଖୁବାକୁ ମିଳୁଛି। ଘରକୁ ଫେରୁଥିବା ଶ୍ରମିକଙ୍କର ଏଭଳି କଷ୍ଟ ଓ ଯନ୍ତ୍ରଣା ପ୍ରକୃତରେ ଦୃଦୟ...

puadd
ଶାରୀରିକ ଭିନ୍ନକ୍ଷମ ପୁଅ ପାଇଁ ମା’ ସାଜିଲା ଶ୍ରବଣ କୁମାର

ଭୋପାଲ: ଦିନେ ଦୃଷ୍ଟିହୀନ ବାପା-ମା’ଙ୍କୁ ଭାରରେ ବୋହି ବୁଲୁଥିଲେ ଶ୍ରବଣକୁମାର। ଆଜି ଭିନ୍ନକ୍ଷମ ପୁଅ ପାଇଁ ଶ୍ରବଣକୁମାର ସାଜିଛନ୍ତି ମା‘। ପୁଅକୁ ଝୁଲାରେ ବୋହି ଚାଲିଚାଲି ଯାଉଛନ୍ତି। ମହାମାରୀ କରୋନା ଯୋଗୁଁ ସବୁଠି ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ଲକ୍‌ଡାଉନ୍‌ ଯୋଗୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ବିଭିନ୍ନ...

delhi
ପାଣିପାଗ ବିଭାଗର ପୂର୍ବାନୁମାନ, ପୁଣି ଦିଲ୍ଲୀରେ ହୋଇପାରେ ଧୂଳିଝଡ଼ ସହ ବର୍ଷା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ NCRରେ ଆଜି ପାଗ ବଦଳି ପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦିଲ୍ଲୀରେ ରବିବାର ଦିନବେଳା ଯେପରି ଅନ୍ଧାର  ମାଡ଼ି ଆସି ଥିଲା ଠିକ୍‌ ଆଜି ମଧ୍ୟ ସେହିଭଳି ଭାବରେ ଅନ୍ଧାର ହେବାସହ ଧୂଳିଝଡ଼ ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ...

germani
ଏୟାରପୋର୍ଟରେ ଫସି ରହିଥିଲେ, ୫୫ଦିନ ପରେ ନିଜ ଦେଶକୁ ଫେରିଲେ ବିଦେଶୀ ନାଗରିକ

ନୂଆଦିଲ୍ଲୀ: ୫୫ ଦିନ ଯାଏ ଦିଲ୍ଲୀ ବିମାନ ବନ୍ଦରରେ ଫସି ରହିଥିଲେ ଜର୍ମାନ ନାଗରିକ। ଜର୍ମାନ ନାଗରିକ ଏଡଜ୍ ଜାଏବାଦ୍ ଲକ୍‌ଡାଉନ୍ ପରେ ଦିଲ୍ଲୀ ବିମାନ ବନ୍ଦରରେ ରହି ଯାଇଥିଲେ। ତେବେ ଆଜି ତାଙ୍କୁ ଜର୍ମାନ ଅଭିମୁଖେ ସ୍ୱତନ୍ତ୍ର ବିମାନ ଯୋଗେ ପଠାଇ ଦିଆଯାଇଛି। ଗତ ୧୮ ତାରିଖରେ...