• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

parsha
୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା...

ମୁମ୍ୱାଇ: ୧୪ବର୍ଷ ପରେ ବ୍ୟକ୍ତି ଜଣଙ୍କ ନିଜର ହଜିଯାଇଥିବା ପର୍ସକୁ ପାଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ହଜି ଯାଇଥିବା ପର୍ସରେ ସେତେବେଳେ ଯେତିକି ଟଙ୍କା ଥିଲା, ମିଳିବା ପରେ ମଧ୍ୟ ସେତିକି ଟଙ୍କା ରହିଛି। ଖବର ଅନୁଯାୟୀ, ଘଟଣାଟି ହେଉଛି ମୁମ୍ୱାଇର। ୧୪ ବର୍ଷ ପୂର୍ବେ ଅର୍ଥାତ...

mandip
ହକି ତାରକା ମନଦୀପଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ ହକି ଖେଳାଳୀ ମନଦୀପ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ପକ୍ଷରୁ ଗତକାଲି ସୂଚନା ଦିଆଯାଇଛି। ୨୫ ବର୍ଷୀୟ ମନଦୀପଙ୍କ ଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ମନଦୀପଙ୍କୁ ମିଶାଇ ୬ ଜଣ ହକି ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟ...

krushna
ଜନ୍ମାଷ୍ଟମୀରେ କିପରି ଉପାସନା କରିବେ, ଜାଣନ୍ତୁ ପୂଜାବିଧି

ଆଜି ପବିତ୍ର ଜନ୍ମାଷ୍ଟମୀ। ଧରାପୃଷ୍ଠରେ ବାଲଗୋପାଳଙ୍କୁ ପୂଜା କରିବା ଲାଗି ଉତ୍ସବମୁଖର ହୋଇପଡ଼ିଛି ପୁରପଲ୍ଲୀ। ଚଳିତ ବର୍ଷ ୧୧ ଓ ୧୨ ଅଗଷ୍ଟରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯିବ। ତେବେ ଗୃହସ୍ଥ ଓ ପାରିବାରିକ ସଦସ୍ୟମାନେ ଆଜି ଜନ୍ମାଷ୍ଟମୀ ପୂଜା କରିବେ। ବୈଷ୍ଣବ, ସାଧୁ ଓ ସନ୍ନ୍ୟାସୀମାନେ ଆସନ୍ତା...

miss
ସ୍ତ୍ରୀର ସ୍ମୃତି ପାଇଁ ସ୍ୱାମୀ ତିଆରି କଲେ ମହମ ପ୍ରତିମୂର୍ତ୍ତି

ବେଙ୍ଗାଲୁରୁ: ସ୍ତ୍ରୀ ଆରପାରିରେ। ହେଲେ ସ୍ୱାମୀଙ୍କ ସ୍ମୃତିରେ ସବୁ ବେଳେ ଜୀବିତ । ସ୍ତ୍ରୀଙ୍କୁ ସବୁବେଳେ ନିଜ ପାଖରେ ରଖିବାକୁ ସ୍ୱାମୀଙ୍କ ପ୍ରୟାସ। ତାଙ୍କୁ ମନେ ରଖିବା ପାଇଁ ଘରେ ତିଆରି କଲେ ପ୍ରତିମୂର୍ତ୍ତି । ଆପଣ ଦେଖୁଥିବା ଏହା ହେଉଛି ଏକ ପ୍ରତିମୂର୍ତ୍ତି । କର୍ଣ୍ଣାଟକ କୋପାଲର...

singer
ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋରି କରୋନା ପଜିଟିଭ

ନୂଆଦିଲ୍ଲୀ: ପ୍ରସିଦ୍ଧ ଗୀତିକାର ଓ କବି ରାହତ ଇନ୍ଦୋରି କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସେ ନିଜ ଟ୍ୱିଟ୍‌ରରେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗତ କାଲି କୋଭଡ -୧୯ର ଲକ୍ଷଣ ଆରମ୍ଭ ହେବାର ମୁଁ ଜାଣିବାକୁ ପାଇଥିଲି। ଏନେଇ ଗତକାଲି ମୁଁ...

jail
ସ୍ୱତନ୍ତ୍ର ଜେଲରେ ୪୫ କରୋନା ଆକ୍ରାନ୍ତ ଚିହ୍ନଟ

ରାଉରକେଲା: ରାଉରକେଲା ସ୍ୱତନ୍ତ୍ର ଜେଲରେ ୪୫ କରୋନା ଆକ୍ରାନ୍ତ। ଚିହ୍ନଟ କରୋନା ସନ୍ଦେହରେ ଜେଲରେ ୬୪ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ଟେଷ୍ଟ ନମୁନାରୁ ୪୨ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଜେଲରେ ଅନ୍ୟ ୩ ଜଣ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ଜେଲର।...

golddddddd
ନଦୀରୁ ବାହାରିଲା ପୁଳାପୁଳା ସୁନା!

ରାୟପୁର: ଛତିଶଗଡ଼ର ଯଶପୁରରେ ସୁନା ଖଣି ମିଳିବାର ସମ୍ଭାବନା ରହିଛି। ଶତାବ୍ଦୀ ଧରି ଏଠାରେ ଥିବା ଦୁଇଟି ନଦୀରୁ ସୁନା ବାହାରୁଥିବାର ଦେଖିବାକୁ ମିଳୁଛି। ଏନେଇ ସେଠାରେ ଖୁବ୍‌ ଶୀଘ୍ର ସୁନା ଖଣି ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ୁଛି। ଏହା ହେଉଛି ପ୍ରାଥମିକ ତଦନ୍ତ। କିନ୍ତୁ ସେଠାରେ ସୁନା...

susanta
ଭାଇ ଭଉଣୀଙ୍କ ସର୍ମ୍ପକକୁ ଭାଙ୍ଗିବାକୁ ଚାହୁଁଥିଲେ ରିୟା

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କ ପିତାଙ୍କ ଓକିଲ ବିକାଶ ସିଂ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ସଙ୍ଗୀନ ଅଭିଯୋଗ କରିଥିଲେ। ଓକିଲ କହିଥିଲେ ରିୟା ସୁଶାନ୍ତଙ୍କୁ ତାଙ୍କ ପରିବାର ଠାରୁ ଅଲଗା ରଖିବାକୁ ଚାହୁଁଥିଲେ। ରିୟା ସୁଶାନ୍ତ ଓ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ସହ ପ୍ରଥମ ସାକ୍ଷାତ...

12boys
ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ନଦୀକୁ ଡେଇଁ ପଡ଼ିଲେ ୧୨ ବର୍ଷର ବାଳକ, ଆଉ ତା’ପରେ...  

ଡେରାଡୁନ୍‌: ଉତ୍ତରାଖଣ୍ଡର ରାମନଗରରେ ରହୁଥିବା ୧୨ ବର୍ଷର ସନ୍ନି ଏବେ ଲୋକମାନଙ୍କ ପାଇଁ ଉଦାହରଣ ପାଲଟିଛି। ବାହାଦୂର ସନ୍ନି ପାଣିରେ ଭାସିଯାଉଥିବା ଜଣେ ଯୁବକଙ୍କ ଜୀବନ ରକ୍ଷା କରି ଚର୍ଚ୍ଚାରେ ଆସିଛନ୍ତି। ଖବର ଅନୁଯାୟୀ, ଘଟଣାଟି ଗତ ରବିବାର ଦିନ ଘଟିଥିଲା। ଯୁବକ ଜଣଙ୍କ ବେକାରୀ ଥିବାରୁ ବିଭିନ୍ନ...

nilagiri
୧୨ ଘଣ୍ଟାର କସରତ ପରେ ଗିରଫ ହେଲା ଅଭିଯୁକ୍ତ

ନୀଳଗିରି: ୧୨ ଘଣ୍ଟାର କସରତ ପରେ ଗିରଫ ହେଲା ଅଭିଯୁକ୍ତ। ବାଲେଶ୍ୱର ନୀଳଗିରି ନିଛନ୍ଦପୁର ଗାଁରୁ ଅଭିଯୁକ୍ତ ରାଜା ଦଲେଇକୁ ନିଜ ହେପାଜତକୁ ନେଲା ପୋଲିସ୍। ଗ୍ରାମବାସୀଙ୍କୁ ବୁଝାସୁଝା ପରେ ପୋଲିସ ଅଭିଯୁକ୍ତ ଓ ତାଙ୍କ ମାଆଙ୍କୁ ହେପାଜତକୁ ନେଇଛି। ଅଭିଯୁକ୍ତକୁ ନେଇ ନିଛନ୍ଦପୁର ଗାଁରେ ଉତ୍ତେଜନା ଦେଖା...

nabalika
ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲାରେ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ରାଉଲକେଲା: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ଘଟଣାର ତଦନ୍ତ କରିବା ପାଇଁ ସୁନ୍ଦରଗଡ଼ରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍। ଏହି ଘଟଣାରେ ସମ୍ପୃକ୍ତ ବହିଷ୍କୃତ ଥାନା ଅଧିକାରୀ ଓ ଡାକ୍ତରଙ୍କୁ ଜେରା କରିପାରେ କ୍ରାଇମବ୍ରାଞ୍ଚ। ଘଟଣାରେ ଆଉ କାହାର ହାତ...

krusna
୧୦୦କୋଟି ମୂଲ୍ୟର ସୁନା ଗହଣାରେ ସଜେଇ ହେଲେ ଠାକୁର

ଗ୍ୱାଲିଅର: ସିନ୍ଧିଆ ରାଜବଂଶର ୨୦୦ ବର୍ଷର ପୁରୁଣା ଅଳଙ୍କାରକୁ ଜନ୍ମାଷ୍ଟମୀ ଅବସରରେ ଗ୍ୱାଲିଅରର ଏହି ମନ୍ଦିରକୁ ସଜାଯାଇଥାଏ। ଏହି ଅଳଙ୍କାରର ମୂଲ୍ୟ ପ୍ରାୟ ୧୦୦ କୋଟି ବୋଲି ଜଣାପଡ଼ିଛି। କରୋନା ଭାଇରସ ଯୋଗୁ ଏଥର ଅନ୍‌ଲାଇନ୍‌ରେ ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରିଛନ୍ତି। ଏହି ମନ୍ଦିରର ନାଁ ଗୋପଳ ମନ୍ଦିର।...

snake
ଜୋତା ଭିତରେ ସାପ, ଅଳ୍ପକେ ବର୍ତ୍ତିଲେ ଏସ୍‌ପି

ଭୋପାଳ: ମଧ୍ୟପ୍ରଦେଶର ପନ୍ନା ଅଞ୍ଚଳରେ ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଅଞ୍ଚଳର ଏସ୍‌ପି ମୟଙ୍କ ଅୱସ୍ତି ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି। ଏସିପ୍‌ଙ୍କ ଜୋତା ଭିତରେ ଏକ ବିଷାକ୍ତ ସାପ ଲୁଚି ରହିଥିଲା। ଜୋତା ଭିତରୁ ମୋଜାକୁ ବାହାର କରିବା ପାଇଁ ସେ ଯେତେବେଳେ ଜୋତା ଭିତରେ...

karina
ପୁଣି ମା’ ହେବେ କରୀନା

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି। ଗତକାଲି ସୈଫ୍ ଅଲ୍ଲୀ ଖାନ୍‌ ଓ କରୀନା ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। କରୀନା ମା’ ହେବା କଥା ଶୁଣି ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଏନେଇ ତାଙ୍କ ଭଉଣୀ ଓ...

udalll
ଡାଆଣୀ କହି ମହିଳାଙ୍କୁ ଆକ୍ରମଣ

ଉଦଳା: ମୟୂରଭଞ୍ଜରେ ଏକ ଅନ୍ଧବିଶ୍ୱାସର ଚିତ୍ର ଦେଖିବାକୁ ମିଳୁଛି। ଡାଆଣୀ ସନ୍ଦେହରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି।  ଘଟଣାଟି କପ୍ତିପଦା ଥାନା ତୋଟାସାହି ଗାଁର। ଖବର ଅନୁଯାୟୀ, ଜଣେ ମହିଳାଙ୍କୁ ଡାଆଣୀ ସନ୍ଦେହ କରି ତାଙ୍କ ଦିଅର ଓ ଦେଢଶୁର ମରଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ...

madua
ମଦୁଆ ସ୍ୱାମୀକୁ ହାଣିଦେଲା ସ୍ତ୍ରୀ

ଜଗତସିଂହପୁର: ସ୍ୱାମୀକୁ ହାଣି ମାରି ଦେଲା ସ୍ତ୍ରୀ। ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ସଦେଇପୁର ଗାଁରେ । ମୃତକ ଜଣକ ହେଲେ ସୁଶାନ୍ତ ସାମଲ। ତାଙ୍କ ସ୍ତ୍ରୀଙ୍କ ନାଁ କବିତା ସାମଲ। ପୋଲିସର ଖବର ଅନୁଯାୟୀ, ଗତକାଲି କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ...