• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

anupam
କାନ୍ଦୁଛନ୍ତି ଅନୁପମ ଖେର!

ନୂଆଦିଲ୍ଲୀ: କରୋନାଭାଇରସ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଦେଶରେ ଏବେ ୧୪ଲକ୍ଷ ୮୩ ହଜାରକୁ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ଅନୁପମ ଖେର ନିଜ ଟ୍ୱିଟ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଅନୁପମ...

jual
ହକିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜୁଏଲ

ସୁନ୍ଦରଗଡ଼: ସାଂସଦ ଜୁଏଲ ଓରାମ ସୁନ୍ଦରଗଡ଼ରେ ହକିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ସରକାର ହକିର ବିକାଶ ପାଇଁ ଘରୋଇ କରଣ କରିବାକୁ ଚାହୁଁଛନ୍ତି । ଏଥିପାଇଁ ଘରୋଇ ଉଦ୍ୟୋଗୀମାନେ କିଛି ପ୍ରସ୍ତାବ ଦେଇଛନ୍ତି ।...

susantaaa
ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ବାପାଙ୍କ ପରେ ମୁହଁ ଖୋଲିଲେ ଭଉଣୀ ଶ୍ୱେତା

ନୂଆଦଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ୩୪ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ପ୍ରତ୍ୟେକ ଦିନ କିଛି ନୂଆ କଥା ସାମ୍ନାକୁ ଆସୁଛି। କ୍ରମାଗତ ଭାବରେ ସୁଶାନ୍ତଙ୍କ ପ୍ରଶଂସକମାନେ ସିବିଆଇ ତଦନ୍ତ ଦାବି କରୁଛନ୍ତି।...

coronaa
୨୪ ଘଣ୍ଟାରେ ଆଉ ଦୁଇ ମନ୍ତ୍ରୀ କରୋନାରେ ଆକ୍ରାନ୍ତ

ଭୋପାଳ: ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପରେ କ୍ୟାବିନେଟର ଆଉ ଜଣେ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ସାଂସଦ ରାମଖେଲୱାନ୍ ପଟେଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେହିପରି...

abinash
କରୋନା ଭାଇରସ୍‌ ସମ୍ପର୍କରେ ଏହିସବୁ କଥା ଜାଣିଛନ୍ତି କି ଆପଣ ?

ଭୁବନେଶ୍ଵର: ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଦେଶରେ ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ବି କରୋନା ସ୍ଥିତି ଉଦ୍‌ବେଗଜନକ ରହିଛି। ତେବେ ପ୍ରତିଦିନ ଲୋକାଲ୍ କେସ୍‌ ସାମ୍ନାକୁ ଆସୁଥିବା ବେଳେ ସରକାର କିନ୍ତୁ କହୁଛନ୍ତି ଗୋଷ୍ଠୀ ସଂକ୍ରମଣ ହୋଇନାହିଁ।...

nayagadaa
ମେଡିକାଲରୁ ତଡ଼ା ଖାଇଲେ ଗର୍ଭବତୀ, ବସ୍ ଷ୍ଟାଣ୍ଡରେ କଲେ ପ୍ରସବ

ନୟାଗଡ଼: କରୋନା ସନ୍ଦେହରେ ମିଳିଲାନି ଗର୍ଭବତୀଙ୍କୁ ଡାକ୍ତରୀ ସେବା। ବସ୍‌ଷ୍ଟାଣ୍ଡରେ ରାତି କାଟିଲେ। ଆଉ ସେଠି ହିଁ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ମା’ ଓ ଶିଶୁଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାର ସବୁବେଳେ ଡେଙ୍ଗୁରା ପିଟୁଥିବା ବେଳେ ସ୍ୱାସ୍ଥ୍ୟ ସେବାର ଏପରି କରୁଣ...

temple
ଆଶ୍ଚର୍ଯ୍ୟ ! ବଢ଼ୁଛି ମୂର୍ତ୍ତିର ଆକାର, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଭାରତକୁ ଚତ୍ମକାର ଦେଶ ବୋଲି କୁହାଯାଇଥାଏ। ଆମ ଦେଶରେ ଏମିତି କିଛି ମନ୍ଦିର ଅଛି ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଦକ୍ଷିଣ ଭାରତର ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ପ୍ରତିବର୍ଷ ମୂର୍ତ୍ତିର ଆକାର ବଢ଼ିବାରେ ଲାଗିଛି। ଏହି ମନ୍ଦିରଟି ଶିବପାର୍ବତୀଙ୍କ...

ram
ରିଲିଜ୍ ହେଲା ‘ଥ୍ରୀଲର୍’ର ଟ୍ରେଲର୍

ମୁମ୍ବାଇ: ରିଲିଜ୍ ହୋଇଛି ବହୁପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ଥ୍ରୀଲର୍’ର ଟ୍ରେଲର୍। ରାମ ଗୋପାଳ ବର୍ମାଙ୍କ ଏହି କ୍ରାଇମ୍ ସସ୍‌ପେନ୍ସରେ ଡେବ୍ୟୁ କରିଛନ୍ତି ଦୁଇ ଓଡ଼ିଆ। ଫିଲ୍ମରେ ହ୍ୟାଣ୍ଡସମ୍ ରକ୍ କାଚ୍ଛି ଓ ବୋଲ୍ଡ ଅପସରା ରାଣୀଙ୍କୁ ଦେଖିବାକୁ ମିଳିବ। ଦୁଇ ମିନିଟ୍‌ ୩୬ ସେକେଣ୍ଡର‌ ଟ୍ରେଲର୍‌ରେ ଜବରଦସ୍ତ ଅନ୍ଦାଜରେ...

asika
ତହସିଲଦାରଙ୍କୁ ଅଟକାଇଲେ ସ୍ଥାନୀୟ ଲୋକେ

ଆସିକା: ତହସିଲଦାରଙ୍କୁ ଅଟକ। କୋଭିଡ୍ କଟକଣାକୁ ଉଲ୍ଲଂଘନ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଯାଇଥିବା ତହସିଲଦାରଙ୍କୁ ଘେରିଲେ ଲୋକେ । ଘଟଣା ଗଞ୍ଜାମ ସାନଖେମୁଣ୍ଡି ଥାନା କଙ୍କୋରଡ଼ା ଗାଁରେ ଘଟିଛି। କରୋନା କଟକଣାକୁ ଉଲ୍ଲଘଂନ କରି ଦୋକାନ ଖୋଲିଥିବାରୁ ସ୍ଥାନୀୟ ତହସିଲଦାରଙ୍କୁ ଅଭିଯୋଗ ହୋଇଥିଲା । ଏନେଇ ଦୋକାନ ସିଲ୍...

sachibalaya
ସଚିବାଳୟ କର୍ମଚାରୀଙ୍କର ହେବ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ କର୍ମଚାରୀଙ୍କ କରୋନା ଟେଷ୍ଟ ପାଇଁ ପରାମର୍ଶ ଦିଆଯାଇଛି। ଯେଉଁ କର୍ମଚାରୀ କରୋନା ଲକ୍ଷଣ ଅନୁଭବ କରୁଛନ୍ତି, ସେମାନେ ନିଜର ସ୍ୱାବ ଟେଷ୍ଟ ପାଇଁ ଦେଇ ପାରିବେ। କ୍ୟାପିଟାଲ ହସ୍ପିଟାଲ ଯାଇ ବିନା ଦେୟରେ ସ୍ୱାବ ପରୀକ୍ଷା କରିପାରିବେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚିବାଳୟ କର୍ମଚାରୀ...

tiger
କଳା ବାଘର ଫଟୋ ଉଠାଇବା ପାଇଁ ବ୍ୟକ୍ତି ଜଣକ ଜଙ୍ଗଲରେ କଲେ ଏମିତି କାମ

ପୁନେ: ପୁନେର ଜଣେ ଫଟୋଗ୍ରାଫ‍ରଙ୍କ ପ୍ରଥମ ବନ୍ୟଜନ୍ତୁଙ୍କ ଫଟୋ ଉଠାଇବାର ଯାତ୍ରା ଅତ୍ୟନ୍ତ ସ୍ମରଣୀୟ ହୋଇଛି। ତାଙ୍କ ନାଁ ଅଭିଷେକ ପଗନିସ୍‌। ଅଭିଷେକ କଳା ଚିତାବାଘର ଫଟୋ ଉଠାଇବା ପାଇଁ ମହାରାଷ୍ଟ୍ରର ତାଡ଼ୋବା ରିଜର୍ଭରେ ପ୍ରାୟ ୨ଘଣ୍ଟା ଧରି ଅପେକ୍ଷା କରିଥିଲେ। ଅପେକ୍ଷା କଲା ପରେ ଅଭିଷେକ କଳା...

susataaa
ଦେଢ଼ମାସ ପରେ ମୁହଁ ଖୋଲିଲେ ଅଙ୍କିତା, କହିଲେ ମୁଁ ଚ୍ୟାଲେଞ୍ଜ ଦେଇ କହିବି ସେ...

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତର ଦେଢ଼ ମାସ ପରେ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ନୀରବତା ଭାଙ୍ଗିଛନ୍ତି। ସେ କହିଛନ୍ତି ସୁଶାନ୍ତ ସବୁବେଳେ ହସ ଖୁସିରେ ରହୁଥିବା ମଣିଷ ଓ ରିଏଲ ହିରୋ ଥିଲେ। ସେ କୌଣସି କଥାକୁ ନେଇ ମନଦୁଃଖ କରିପାରନ୍ତି କିନ୍ତୁ...

train
ପାରାଦୀପ-ହରିଦାସପୁର ରେଳ ଚଳାଚଳ; ଗଡ଼ିବା ପୂର୍ବରୁ ବିରୋଧ

ପାରାଦୀପ: ଟ୍ରାଏଲ୍ ହେଉଣୁ ରେଳରୋକ। ପାରାଦୀପ-ହରିଦାସପୁର ରେଳ ଲାଇନ୍‌ରେ ନୂଆଗାଁ ଷ୍ଟେସନରେ ରେଳରୋକ କରିଛନ୍ତି ସ୍ଥାନୀୟ ଲୋକେ। ପ୍ରଥମ ଥର ପାଇଁ ଆଜି ମାଲବାହୀ ଟ୍ରେନ୍‌ରେ ଟ୍ରାଏଲ ରନ୍ କରାଯାଇଛି । ଆଜି ପୂର୍ବାହ୍ନ ୧୧ଟା ୧୫ରେ ପାରାଦୀପ ଷ୍ଟେସନ୍‌ରୁ ଗଡ଼ିଥିଲା କୋଇଲା ବୋଝେଇ ଟ୍ରେନ୍। କରୋନା କଟକଣା...

khurda
ଗାଁ ସମ୍ପାଦକଙ୍କ ଘର ଉପରକୁ ବୋମାମାଡ଼

ଖୋର୍ଦ୍ଧା: ଖୋର୍ଦ୍ଧା ଗୁରୁଜଙ୍ଗରେ ବୋମାମାଡ଼। ଗତକାଲି ବିଳମ୍ବିତ ରାତିରେ ଗାଁ କମିଟି ସମ୍ପାଦକ ଜିତେନ୍ଦ୍ର ସାହୁଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି। ବୋମାମାଡ଼ରେ ସେଭଳି ବଡଧରଣର କୌଣସି କ୍ଷୟକ୍ଷତି ହୋଇନି । ପୂର୍ବ ଶତ୍ରୁତାରୁ ଗତକାଲି ବିଳମ୍ବିତ ରାତିରେ ଘର ଉପରେ ବୋମାମାଡ କରାଯାଇଥିବା...

dear
ଝିଅଟି ପାର୍କରେ ବୀଣା ବଜାଉଥିଲେ, କିନ୍ତୁ ହଠାତ୍‌ ତାଙ୍କ ପଛରେ...

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ହରିଣର ଏକ ଭିଡିଓ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ। ଝିଅଟି ପାର୍କରେ ବାଦ୍ୟଯନ୍ତ୍ର ବୀଣା ବଜାଉଥଲେ। ସେହି ସମୟରେ ଝିଅର ପଛ ପଟେ ଏକ ହରିଣ ଗୀତ ଶୁଣିବାକୁ ଅଟକି ଯାଇଥିଲା। ଟ୍ୱିଟ୍‌ରରେ ଏହି...

modi
ଟ୍ରିପଲ୍ ତଲାକ୍: ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ମୁସଲିମ୍ ମହିଳା

ବାରାଣାସୀ: ଠିକ୍‌ ବର୍ଷକ ତଳେ ଟ୍ରିପଲ୍ ତଲାକ୍‌ର କୁପ୍ରଥାକୁ ବନ୍ଦ କରିବା ପାଇଁ ମୋଦି ସରକାର ଏକ ଆଇନ୍‌ ପ୍ରଣୟନ କରିଥିଲେ। ପିଏମ୍ ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀର ମୁସଲିମ୍ ମହିଳାମାନେ ସେମାନଙ୍କର ପ୍ରିୟ ପ୍ରଧାନମନ୍ତ୍ରୀଙ୍କର ଏହି ଐତିହାସିକ ପଦକ୍ଷେପକୁ କିପରି ବା ଭୁଲି ପାରିବେ? ଏନେଇ ବାରାଣାସୀର ମୁସଲିମ୍...

dogg
ଟିଭିରେ ଖେଳ ଦେଖିବା ସମୟରେ ଏମିତି ମଜ୍ଜି ଯାଇଥିଲା କୁକୁର, ଆଉ ତା’ପରେ...

ନୂଆଦିଲ୍ଲୀ: ଖେଳ ଦେଖିବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଯଦି ଟିଭିରେ ପ୍ରିୟ ଖେଳାଳିମାନେ ଖେଳୁଛନ୍ତି, ତେବେ ସେମାନେ ସବୁ କିଛି ଭୁଲିଯାଇ ଖେଳ ଦେଖିବାରେ  ହିଁ ମଜ୍ଜି ରୁହନ୍ତି।  ଖେଳାଳିମାନେ ବ୍ୟାଟ୍‌କୁ ଧରି ବଲ୍‌କୁ ମାରିବା ପାଇଁ ଆଗକୁ ଗତି କରିବା ସମୟରେ ଦର୍ଶକମାନେ ଚାତକ ପରି...

sill
ସିଲ୍ ହେଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ରାଉରକେଲା: ରାଉରକେଲା ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ପାନପୋଷ ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ସୋମବାର ଓ ମଙ୍ଗଳବାର ଦୁଇ ଦିନ ବନ୍ଦ ରଖାଯାଇଛି। କାର୍ଯ୍ୟାଳୟର ସମସ୍ତ...