• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

corona
କୋଭିଡ କଟକଣା: ଝରକାରେ ଚଢ଼ି ମାଆର ଅନ୍ତିମ ବିଦାୟ ଦେଖିଲା ଅସହାୟ ପୁଅ

ପାଲେଷ୍ଟାଇନ୍: ଦୁନିଆରେ ମା’ଠାରୁ ବଡ଼ ଆଉ କିଛି ନାହିଁ। ମାଆ ଓ ପୁଅ ମଧ୍ୟରେ ଭଲପାଇବା ସମ୍ପର୍କ ସବୁଠାରୁ ନିଆରା। ଏମିକି ଏକ ଅଦ୍ଭୁତ ଭଲପାଇବା ପାଲେଷ୍ଟାଇନର ୱେଷ୍ଟବ୍ୟାଙ୍କ ଅଞ୍ଚଳରେ ଦେଖିବାକୁ ମିଳିଛି। ସେଠାକାର ବିଟ୍‌ ଆୱା ସହରରେ ଜଣେ ଯୁବକ ହସ୍ପିଟାଲର ଝରକା ଉପରେ ଚଢ଼ି ନିଜ...

video
ରାସ୍ତାରେ ବ୍ୟକ୍ତି ଜଣଙ୍କ ଯାଉଥିଲେ, ହଠାତ୍‌ ହେଲା ଭୂସ୍ଖଳନ, ଆଉ ତା’ପରେ...

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଜଣେ ବାଇକ୍‌ ଚାଲାଉଥିବା ବ୍ୟକ୍ତି ଭୂସ୍ଖଳନରୁ ନିଜକୁ କିପରି ରକ୍ଷା କରିଥିଲେ। ଯାହା ଏହି ଭିଡିଓରେ ଦେଖିବାକୁ ମିଳୁଛି। ଚଳିତ ବର୍ଷ ଏପ୍ରିଲରେ ଇଣ୍ଡୋନେସିଆରେ ଏହି ଭୂସ୍ଖଳନ ଘଟିଥିଲା। ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ...

adm
ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କ ଦେହାନ୍ତ

ଗଜପତି : ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ଆଜି ପରଲୋକ ହୋଇଯାଇଛି। ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଗୁରୁତର ହେବାରୁ ଆଜି ଭୋର ସମୟରେ ବ୍ରହ୍ମପୁର ଏମ୍‌କେସିଜି ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ...

journalist
ଝିଅ ସାମ୍ନାରେ ସାମ୍ୱାଦିକଙ୍କୁ ଗୁଳି, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଗାଜିଆବାଦ: ଗାଜିଆବାଦରେ ଦୁର୍ବୃତ୍ତମାନେ ଏତେ ନିର୍ଭୀକ ହୋଇଯାଇଛନ୍ତି ଯେ ସେମାନେ ସାମ୍ୱାଦିକଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଦୁର୍ବୃତ୍ତମାନେ ସାମ୍ୱାଦିକଙ୍କୁ ତାଙ୍କ ଝିଅ ସାମ୍ନାରେ ମାଡ଼ ମାରିବା ସହିତ ଗୁଳି କରିଦେଇଛନ୍ତି। ସାମ୍ୱାଦିକଙ୍କ ନାଁ ବିକ୍ରମ ଯୋଶୀ। ଏହି ଘଟଣାର ଭିଡିଓ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହେଇଛି।...

luckdown
ଆସନ୍ତାକାଲି ଠାରୁ ଉଠିବ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଭାରତରେ ୧୧ଲକ୍ଷ ୫୫ ହଜାରରୁ ଅଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୨୮ ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି।  ଏହି ସମୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା କହିଛନ୍ତି ଯେ ବେଙ୍ଗାଲୁରୁରେ...

mouse
ବର୍ଷାରେ ଓଦା ହୋଇ ନିଜ ଛୁଆକୁ ଏମିତି ବଞ୍ଚାଇଲା ମୂଷା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଭାଇରସ। ଏଥିପାଇଁ ଲକ୍‌ଡାଉନ୍ ଜାରି କରାଯାଇଛି। ଏହି ସମୟରେ ରିଲ୍‌ ଲାଇଫରୁ ଦୂରରେ ଥିବା ବଲିଉଡର କଳାକାରମାନେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟଭି ରହୁଛନ୍ତି। ସେମାନେ କିଛି ନା କିଛି ଉପାୟରେ ପ୍ରଶଂସକଙ୍କୁ ମନୋରଞ୍ଜନ କରୁଛନ୍ତି। ବଲିଉଡର...

covid centerrr
କରୋନାକୁ ଦେଲେ ମାତ୍‌; ମାଗଣା ଚିକିତ୍ସା ପାଇଁ ନିଜ ଅଫିସକୁ କଲେ କୋଭିଡ ସେଣ୍ଟର

ଗୁଜରାଟ: ଗୁଜରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି। ଗୁଜରାଟର ସୁରତର ଜଣେ ବ୍ୟବସାୟୀ କରୋନା ରୋଗୀଙ୍କ ପାଇଁ ଏକ ନୂତନ ପଦକ୍ଷେପ ଆରମ୍ଭ କରିଛନ୍ତି। ସୁରତର ରିଏଲ୍‌ ଇଷ୍ଟେଟ୍‌...

gajapati
ଗତକାଲି ଆଖି ବୁଜିଥିଲେ ଅତିରିକ୍ତ ଜିଲ୍ଲାପାଳ, ଆଜି କରୋନା ରିପୋର୍ଟ ପଜିଟିଭ

ପାରଳାଖେମୁଣ୍ଡି: ଗତକାଲି  ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ମୃତ୍ୟୁ ହୋଇଥିଲ।। ହେଲେ ତାଙ୍କ ମୃତ୍ୟୁ କରୋନା ଜନିତ ବୋଲି  ଆଜି ସ୍ପଷ୍ଟ ହୋଇଛି। କରୁଣାକର ରାଇକା ମୃତ୍ୟୁର ଦିନକ ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ...

koraput
ଲକ୍‌ଡାଉନ୍‌ ସମୟରେ ଚାଷୀ ସାଜିଲେ ବିଧାୟକ

କୋରାପୁଟ: ଚାଷୀ ସାଜିଲେ ବିଧାୟକ।  ଲକ୍‌ଡାଉନ୍ ସମୟରେ ବିଧାନସଭା ତ ବନ୍ଦ, ସଭା ସମିତି ମଧ୍ୟ ବନ୍ଦ।  ତେଣୁ ଘରେ ନ ବସି ଚାଷ କାମରେ ମନ ଦେଇଛନ୍ତି କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ। ପ୍ରତିଦିନ ସେ କ୍ଷେତକୁ ଯାଉଛନ୍ତି ।...

gamat
ଶ୍ୱଶୁର ଘରେ ଜ୍ୱାଇଁ ପାଇଁ ମେନ୍ୟୁରେ ୧୦୫ ଆଇଟମ୍‌  

ପୁରୀ: ଶ୍ୱଶୁର ଘରେ ଜ୍ୱାଇଁ ଚର୍ଚ୍ଚାକୁ ନେଇ କେତେ କଥା କେତେ କାହାଣୀ। ପୁଣି ଯଦି ଡାକ୍ତର ଜ୍ୱାଇଁ ହୋଇଥିବେ। ବାହାହୋଇ ପ୍ରଥମ ଥର ଶ୍ୱଶୁର ଘରକୁ ଆସିଥିବେ,ତାହାହେଲେ ଚର୍ଚ୍ଚାଟା ଟିକେ ଅଲଗା ପ୍ରକାର ହୋଇଥାଏ। ଶାଶୁ ନିଜ ହାତରେ ଭଳିକି ଭଳି ବ୍ୟଞ୍ଜନ କରି ପରଷିଥାନ୍ତି। ଘରର...