• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

waterrr
ଚାଷ ଜମିରେ ମାଡ଼ିଆସିଲା ୪ ଫୁଟ୍‌ର ପାଣି

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର କଙ୍ଗା ପଞ୍ଚାୟତ ଗୁମୁରାଗୁଡ଼ା ଗାଁ ଦେଇ ଯାଇଥିବା ଏକ କେନାଲର ଆଡ଼ିବନ୍ଧ ଭୁଶୁଡି ପଡ଼ିବାରୁ ଶହ ଶହ ହେକ୍ଟର ଜମ ଜଳମଗ୍ନ ହୋଇଯାଇଛି। ଏଥିସହ ଜମିରେ ବାଲିଚର ମାଡ଼ି ଯାଇଛି। ଏନେଇ ଚାଷୀ ଏବେ ଚିନ୍ତାରେ। ରାଜ୍ୟର ଅନେକ ସ୍ଥାନରେ ବର୍ଷା ନାହିଁ...

photo susanta
ରାକ୍ଷୀ ପୂର୍ଣ୍ଣିମାରେ ଭାଇ ସୁଶାନ୍ତଙ୍କ ଫଟୋ ଶେୟାର କରି ଭଉଣୀ ଲେଖିଲେ...

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ସବୁଠି ରାକ୍ଷୀର ଉତ୍ସବ ପାଳନ କରାଯାଉଛି। କରୋନା ଯୋଗୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ନକରାଗଲେ ମଧ୍ୟ ଭଉଣୀମାନେ ତାଙ୍କ ଭାଇଙ୍କୁ ରାକ୍ଷୀ ବାନ୍ଧିଛନ୍ତି। କାରଣ ନିଜ ଭାଇକୁ ରାକ୍ଷୀ ବାନ୍ଧିବା ପାଇଁ ବର୍ଷକୁ ଥରେ ଏହି ଦିନକୁ ଭଉଣୀମାନେ ଅପେକ୍ଷା...

crocodile
କୁମ୍ଭୀର ପେଟରୁ ବାହାରିଲା ୧୪ ବର୍ଷର ବାଳକ!

ମାଲେସିଆ: ମାଲେସିଆରେ ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଘଟଣା ଦେଖିବାକୁ ମିଳିଛି। ସେଠାରେ ୧୪ ବର୍ଷର ଏକ ବାଳକ କିଛି ସମୟ ପାଇଁ ନିଖୋଜ ଥିଲା। କୁଚିଂ ଅଞ୍ଚଳରେ ଥିବା ନଦୀ କୂଳରେ ବାଳକଟି ଶାମୂକା ସଂଗ୍ରହ କରିବାକୁ ଯାଇଥିଲା। ଠିକ୍‌ ସେତିକିବେଳେ କୁମ୍ଭୀରଟି ବାଳକଟିକୁ ନଦୀ ଭିତରକୁ ଟାଣି...

police
ନିର୍ଦ୍ଦୟ ପୋଲିସ! ପାସ୍‌ ନଥିବା କହି ଛାଡ଼ିଲାନି ଗାଡ଼ି, ଅଧାବାଟରେ ଚାଲିଗଲା ରୋଗୀଙ୍କ ଜୀବନ

ଛତିଶଗଡ଼: ଛତିଶଗଡ଼ରେ ପୋଲିସର ନିର୍ଦ୍ଦୟତା ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ଅସୁସ୍ଥ ମହିଳାଙ୍କୁ ଡାକ୍ତରଖାନା ନେବାକୁ ପୋଲିସ ଛାଡ଼ିନଥିଲା।  ଯାହାଦ୍ୱାରା ରାସ୍ତାରେ ହିଁ ମହିଳା ଜଣଙ୍କ ପ୍ରାଣ ହରାଇଥିଲେ। ଛତିଶଗଡ଼ର ବଳରାମପୁରର ଜଣେ ବ୍ୟକ୍ତି ନିଜ ପତ୍ନୀର ଦେହ ଖରାପ କହି ପୋଲିସ ଆଗରେ ବାରମ୍ୱାର ନିବେଦନ କରିଥିଲେ।...

corona
୧୦୩ ବର୍ଷୀୟା କ୍ୟାନ୍ସର ପୀଡ଼ିତା ବୃଦ୍ଧା କରୋନାକୁ ଦେଲେ ମାତ୍‌

ଭୋପାଳ: ମଧ୍ୟପ୍ରଦେଶର ଖାର୍ଗୋନ୍ ଜିଲ୍ଲାରେ ୧୦୩ ବର୍ଷର ଜଣେ ବୃଦ୍ଧା କରୋନାକୁ ମାତ୍‌ ଦେଇଛନ୍ତି। ବୃଦ୍ଧା ଜଣଙ୍କ ଆଗରୁ ଗର୍ଭାଶୟ କ୍ୟାନ୍ସର ରୋଗରେ ପୀଡ଼ିତ ମଧ୍ୟ ଥିଲେ। ଚିକିତ୍ସିତ ହେଉଥିବା ବୃଦ୍ଧାଙ୍କ ଡାକ୍ତରଙ୍କ କହିବା ଅନୁଯାୟୀ, ‘ବଦୱା ସହରରେ ରହୁଥିବା ବୃଦ୍ଧା ରୁକ୍ମିଣୀ ଚୌହାନ ଗତ ଜୁଲାଇ ୨୧ରେ...

cat
ବିଲେଇ କରୁଥିଲା ଡ୍ରଗ୍ସ ଚାଲାଣ, ଗିରଫ କଲା ପୋଲିସ୍!

ଶ୍ରୀଲଙ୍କା: ଗୁରୁତର ଅପରାଧ ଯୋଗୁ ଏକ ବିଲେଇକୁ ଗିରଫ କରାଯାଇ ତା’କୁ ଜେଲକୁ ପଠାଯାଇଥିଲା। କିନ୍ତୁ ପରେ ବିଲେଇଟି ଜେଲରୁ ଖସି ଯିବାରେ ସଫଳ ହୋଇଥିଲା। ଘଟଣାଟି ଶ୍ରୀଲଙ୍କାରେ ଘଟିଛି। ରିପୋର୍ଟ ଅନୁଯାୟୀ, ବିଲେଇକୁ ଡ୍ରଗ୍ସ ଓ ସିମ୍‌ କାର୍ଡ ଚୋରା ଚାଲାଣ କାର୍ଯ୍ୟରେ ବ୍ୟବହୃତ କରାଯାଉଥିଲା। ଶ୍ରୀଲଙ୍କା...

ram temple
୩ ମହଲା ବିଶିଷ୍ଟ ହେବ ଭବ୍ୟ ରାମ ମନ୍ଦିର, ଲାଗିବନି ଲୁହା

ଦୀର୍ଘ ଶତାବ୍ଦୀର ପ୍ରତୀକ୍ଷା ପରେ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇଛି। ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଆସନ୍ତା କାଲି ହେବ ଭୂମି ପୂଜନ। ଏହି ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିଲାଗି ଚଳଚଞ୍ଚଳ...

ankitaaa
‘ ନା ମୋତେ କିଏ କିଣି ପାରିବ... ନା କିଏ ବିକି ପାରିବ ’

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ୩୪ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ଅଭିନେତାଙ୍କ ମୃତ୍ୟୁକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ତାଙ୍କର ମୃତ୍ୟୁ ପରଠାରୁ ପ୍ରତ୍ୟେକ ଦିନ ନୂଆ କଥା ସାମ୍ନାକୁ ଆସୁଛି। ଏଥିସହିତ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ...

modi
ରାମଲଲାଙ୍କୁ ଦର୍ଶନ କରି ସାଷ୍ଟାଙ୍ଗ ପ୍ରଣିପାତ ହେଲେ ମୋଦି

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିରର ଭୂମି ପୂଜନ ପାଇଁ ଅଯୋଧ୍ୟାରେ ପହଁଞ୍ଚି ସାରିଲେଣି। ଭୂମି ପୂଜନ ସ୍ଥାନକୁ ଯିବା ପୂର୍ବରୁ ପିଏମ୍‌ ମୋଦି ହନୁମାନଗଡ଼ି ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପୂଜାପାଠ କରିଥିଲେ। ରାମଲଲାଙ୍କ ଦର୍ଶନ କରିବା ପୂର୍ବରୁ ହନୁମାନଗଡ଼ି ମନ୍ଦିରରେ ପୂଜା କରିବାର ଏକ ବିଶ୍ୱାସ ରହିଛି।...

police333
ପୋଲିସ କର୍ମଚାରୀଙ୍କ ହେଲା ସେରୋଲୋଜିକାଲ ସର୍ଭେ

ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲ୍ଲା ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୧୫ ରହିଛି। ସେଥିମଧ୍ୟରୁ ୩୨୧୭ କେବଳ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି। ଏଭଳି ପରିସ୍ଥିତିରେ କରୋନାକୁ ରୋକିବା ପାଇଁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ର...

vigillance
ସହକାରୀ ବନ ସଂରକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀର ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଆଜି ସକାଳେ ଏହି ଚଢ଼ଉ କରାଯାଇଛି। ପ୍ରଶାନ୍ତଙ୍କ ପୁରୀ ଅଫିସ, ଭଡ଼ାଘର, ଢେଙ୍କାନାଳରେ ଥିବା ଶ୍ୱଶୁର ଘର, ବାଲିଅନ୍ତା ସିସିଲୋରେ ଥିବା ନିଜ ପୈତୃକ...

irl
ଗର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ପୂର୍ବରୁ ଜଳିଗଲା ଘର

ନୂଆଦିଲ୍ଲୀ: ଜଣେ ପ୍ରେମିକ ନିଜ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ଅନେକ ପ୍ରକାରର ପନ୍ଥା ଆପଣାଇଥାଏ। କିନ୍ତୁ ଆମେ ଆପଣଙ୍କୁ ଏମିତି ଜଣେ ପ୍ରେମିକ ବିଷୟରେ କହିବାକୁ ଯାଉଛି, ଯାହାକୁ ପଢ଼ି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଯାହା ବିପଜ୍ଜନକ ପ୍ରମାଣିତ ହୋଇଛି। ବ୍ୟକ୍ତି ଜଣଙ୍କ ନିଜ ପ୍ରେମିକାକୁ...

pregent leady
ଯୌତୁକ ପାଇଁ ଗର୍ଭବତୀ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ନବରଙ୍ଗପୁର: ଯୌତୁକ ପାଇଁ ଗର୍ଭବତୀ ସ୍ତ୍ରୀକୁ ହତ୍ୟା। ଜଣେ ୮ମାସର ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମୃତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଅଭଯୋଗ ହୋଇଛି। ଏଭଳି ଜଘନ୍ୟ ଘଟଣାଟି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଭୀମା ସାହିରେ...

kulane
‘ଅଗଷ୍ଟ ମାସ ଆମ ପାଇଁ ଚ୍ୟାଲେଞ୍ଜ’

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା କମୁଛି। ତଥାପି ଅଗଷ୍ଟ ମାସ ଚ୍ୟାଲେଞ୍ଜିଂ ରହିପାରେ ବୋଲି ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ କହିଛନ୍ତି। ସେ କହିଛନ୍ତି,‘ ଗଞ୍ଜାମରେ ଟେଷ୍ଟିଂ ବଢ଼ୁଥିବା ବେଳେ ପଜିଟିଭ ସଂଖ୍ୟା କମୁଛି। ହେଲେ ଅଧିକ ସତର୍କ ରହିବା ଆବଶ୍ୟକ। ତା’ସହିତ କୋଭିଡ କଟକଣାକୁ...

cow
ଟ୍ରାକ୍ଟର ସାହାଯ୍ୟରେ ବାହାରିଲା ଗାଈ ଦୁଗ୍ଧ, ଭିଡିଓ ଶେୟାର କଲେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଜ୍‌ନେସ୍‌ମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଖୁବ୍‌ ଆକ୍ଟିଭ ରହିଥାନ୍ତି। ସେ ସବୁବେଳେ ମଜାଳିଆ ଭିଡିଓ ଓ ଫନି ପୋଷ୍ଟଗୁଡ଼ିକୁ ଶେୟାର କରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି। ଆନନ୍ଦଙ୍କ ଟ୍ୱିଟରରେ ୮୦ ଲକ୍ଷ ଫଲୋଅର୍ସ ଅଛନ୍ତି। ସେ ପ୍ରତ୍ୟେକ ଦିନ ନୂଆ ନୂଆ ମଜାଳିଆ ଭିଡିଓକୁ ଶେୟାର...