• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

POLICE
ପୋଲିସ ବାବୁଙ୍କୁ ମହଙ୍ଗା ପଡିଲା ସିଘଂମ ଷ୍ଟାଇଲ୍‌

ନୂଆଦଲ୍ଲୀ: ପୋଲିସ ବାବୁଙ୍କ ସିଙ୍ଘମ ଅବତାରର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।  ଲକ୍‌ଡାଉନ ସମୟରେ ପୋଲିସ ବାବୁଙ୍କ ଏହି ହିରୋଗିରି କିନ୍ତୁ ତାଙ୍କ ଉପରେ ଭାରି ପଡ଼ିଛି।  ଏଭଳି ଭିଡିଓକୁ ନେଇ ଏବେ ବିବାଦ ଘେରକୁ ଆସିଛନ୍ତି। ମଧ୍ୟପ୍ରଦେଶ ଦମାହ ଜିଲ୍ଲା...

nursha
କରୋନା ଯୁଦ୍ଧରେ ଇଏ ଆଗଧାଡ଼ିର ନାୟିକା, ପେଟରେ ସନ୍ତାନ ହାତରେ ରୋଗୀ ସେବା

ନୂଆଦିଲ୍ଲୀ: ଆଜି ବିଶ୍ୱ ନର୍ସ ଦିବସରେ ଆମେ ଏଭଳି ଜଣେ ନର୍ସଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ବର୍ତ୍ତମାନ କରୋନା ଯୁଦ୍ଧରେ ଲୋକମାନଙ୍କ ପାଇଁ ଲଢ଼େଇ କରୁଛନ୍ତି। କର୍ଣ୍ଣାଟକର ଶିବାମୋଗାସ୍ଥିତ ଏକ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ରୁପା ପ୍ରବୀଣ ରାଓ ନାମକ ଜଣେ ମହିଳା । ସେ ୯ମାସର...

newdelhi
ବାହାର ଲେ।କଙ୍କୁ ଘରେ ଜାଗା ଦେଲେ ଗଣିବେ ତଣ୍ଡ

ନୂଆଦିଲ୍ଲୀ: ଦେଶରେ କରୋନ ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ଉତ୍ତରପ୍ରଦେଶ ଗାଜିଆବାଦର ଆପାର୍ଟମେଣ୍ଟରେ ରହୁଥିବା ଏକ ବଡ଼ ସୋସାଇଟି ନୂଆ ନିୟମ କରିଥିବା ଜଣାପଡିଛି। ଏହି ନିୟମ ମୁତାବକ, ଯଦି ଆପାର୍ଟମେଣ୍ଟର ମାଲିକ ବାହାରୁ ଆସୁଥିବା ବ୍ୟକ୍ତିକୁ ନିଜ ଘରେ ରଖିବାକୁ...

bottel
ଘର ବାହୁଡ଼ା ଶ୍ରମିକ ଯନ୍ତ୍ରଣା: ଛିଣ୍ଡିଗଲା ଚପଲ, ପାଣି ବୋତଲ ପାଦରେ ବାନ୍ଧି ଚାଲିଲେ ଅସରନ୍ତି ବାଟ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସମଗ୍ର ଦେଶରେ ନିଜର କାୟାକୁ ବିସ୍ତାର କରିବାରେ ଲାଗିଛି।  ସଂକ୍ରମଣ ରୋକିବା ପାଇଁ ସାରା ଦେଶ ଲକ୍‌ଡାଉନ୍। ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଅବଧି ମେ’ ୧୭ରେ ଶେଷ ହେବାକୁ ଯାଉଛି।‌ କରୋନା ସଂକ୍ରମଣ ଯୋଗୁ ଜୀବିକା ହରାଇ ବାହାରେ ଫସି ରହିଥିବା ଶ୍ରମିକମାନେ...

who
ସଫଳତାର ପାଦଦେଶରେ ଗବେଷକ, ଖୁବ୍‌ ଶୀଘ୍ର ବାହାରିବ କରୋନା ଭ୍ୟାକ୍‌ସିନ୍‌

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନମ୍ ସୋମବାର ମିଳିତ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦକୁ ସୂଚନା ଦେଇଛନ୍ତି ଯେ କରୋନା ଭାଇରସ୍‌ର ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଆନୁମାନିକ ସମୟ ପୂର୍ବରୁ ଟୀକା ପ୍ରସ୍ତୁତି କାମ ଶେଷ ହେବାର ଆଶା...

eye
କେତେଦିନ ପର୍ଯ୍ୟନ୍ତ ଆଖିରେ ରୁହେ କରୋନା ଭୂତାଣୁ?

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଆଖି ମାଧ୍ୟମରେ ଶରୀର ଭିତରକୁ ପ୍ରବେଶ କରିଥାଏ। ଆମେରିକାର ଜନ୍ ହପକିନ୍ସ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନ୍‌ର ବୈଜ୍ଞାନିକମାନେ ଗବେଷଣା କରି କହିଛନ୍ତି ଯେ ଆଖିର ଏସିଇ-୨ (ACE-2)ରିସେପ୍ଟର ମାଧ୍ୟମରେ ଏହି ଭାଇରସ ଶରୀରକୁ ପ୍ରବେଶ କରିଥାଏ। ଶରୀରର କୋଷଗୁଡ଼ିକରେ ସଂକ୍ରମଣ ପାଇଁ...

sani
ଭାରତ ଛାଡ଼ି କରୋନା ହଟସ୍ପଟ ‘ଆମେରିକା’ରେ ରହିବାକୁ ପସନ୍ଦ କଲେ ସନ୍ନି

ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି।  ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ବି ଏହାର ପଞ୍ଝାରୁ ମୁକୁଳି ପାରିନି।  କରୋନା ହଟ୍‌ସ୍ପଟ ପାଲଟିଛି ଆମେରିକା।  ଏପରି ସମୟରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ୍‌  ଭାରତ ଅପକ୍ଷା ଆମେରିକାକୁ ସୁରକ୍ଷିତ ସ୍ଥାନ...

itbp
ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚାଇଲେ ଯବାନ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ କାର୍ଗିଲର ଦୁର୍ଗମ ଅଞ୍ଚଳର ଥିବା ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ଲଦାଖ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଟ୍ରକ ଯୋଗେ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଗୁଡିକୁ ପହଂଚାଇବାରେ  ପ୍ରମୁଖ...

dog
ଲକ୍‌ଡାଉନ୍‌ର ସାଥୀ, ଲୁଚକାଳି ଖେଳରେ ପାର୍ଟନର ହେଲା କୁକୁର

ନୂଆଦିଲ୍ଲୀ: ସମଗ୍ର ଦେଶରେ ମହାମାରୀ କରୋନା ନିଜର କାୟାକୁ ବିସ୍ତାର କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଲକ୍‌ଡାଉନ୍‌ ଯୋଗୁ ସମସ୍ତେ ଏକପ୍ରକାର ଗୃହବନ୍ଦୀ। ଏହି ଲକ୍‌ଡାଉନ ଯୋଗୁ ସବୁଠାରୁ ଯଦି କିଏ କଷ୍ଟ ପାଉଥାନ୍ତି ସେମାନେ ହେଉଛନ୍ତି ଛୋଟ ପିଲା। ବାହାରକୁ ଯାଉପାରୁ...

fire
ଜୀବିକା ଗଲା, ଜୀବନ ବଞ୍ଚାଇବା ପାଇଁ ଡାକ୍ତରଖାନାରେ ସଂଘର୍ଷ କରୁଛନ୍ତି ଯୁବକ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ଲକ୍‌ଡାଉନ୍‌ ଯୋଗୁ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଗ୍ୱାଲିଅର ସହରରେ ଜଣେ ଯୁବକର ଚାକିରି ଚାଲିଯିବାରୁ ସେ ହତାଶ ହୋଇ ଚରମ ପଦକ୍ଷେପ ନେଇଥିବା ଜଣାପଡିଛି। ଗତ କାଲି ସେ ରାସ୍ତା...

rajiv
ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କ ସହ କଥା ହେଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି କ୍ୟାବିନେଟ ସେକ୍ରେଟାରୀ। ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ସେ ଆଲୋଚନା କରିଛନ୍ତି।  ଭିଡିଓ କନ୍ଫରେନ୍ସିଂରେ ହୋଇଥିବା ବୈଠକରେ ବିଭିନ୍ନ ରାଜ୍ୟରେ କରୋନା ମୁକାବିଲାର ସ୍ଥିତି ଉପରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ସୁଦ୍ଧା...

sun
ବର୍ଷକୁ ୧୦୦ରୁ ଅଧିକ ଥର ଦେଖାଦିଏ ସୂର୍ଯ୍ୟ ବଳୟ, ଜାଣନ୍ତୁ କାହିଁକି?

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ସୂର୍ଯ୍ୟ ବଳୟ।  ଇନ୍ଦ୍ରଧନୁ ଭଳି ବିଭିନ୍ନ ରଙ୍ଗ ବିଶିଷ୍ଟ ଏକ ଗୋଲାକାର ବଳୟ ସୂର୍ଯ୍ୟ ଚାରିପଟେ ଥିବା ଦେଖିବାକୁ ପାଇଛନ୍ତି ରାଜ୍ୟର ବିଭିନ୍ନ ସ୍ଥାନର ଲୋକେ। ସକାଳ ପ୍ରାୟ ୧୦ଟା ବେଳେ ଏହି ବଳୟ ଦେଖିବାକୁ ମିଳିଥିଲା।  ପୃଥିବୀ...