• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

bhabagan
ଏହି ମନ୍ଦିରରେ କେବଳ ମହିଳାମାନେ କରନ୍ତି ପୂଜା

ନୂଆଦିଲ୍ଲୀ: ଆମ ଦେଶରେ ଏମିତି କିଛି ମନ୍ଦିର ଅଛି ଯେଉଁଠିକୁ ମହିଳାମାନେ ଯାଇପାରବେ ନାହିଁ। ଏମିତି ବି କିଛି ମନ୍ଦିର ଅଛି ସେଠାକୁ ପୁରୁଷମାନେ ମଧ୍ୟ ଯାଇପାରିବେ ନାହିଁ। କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛି, ଯେଉଁଠି ମହିଳାମାନେ ଭଗବାନଙ୍କୁ ପୂଜା କରିଥାନ୍ତି।...

tree
ମହାମାରୀକୁ ନାହିଁ ଭୟ, ପିଲାଙ୍କ ଭବିଷ୍ୟତକୁ ଆଗ ଦେଖିଲେ ପ୍ରଧାନଶିକ୍ଷକ

ବେଙ୍ଗାଲୁରୁ:ସମଗ୍ର ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଭାଇରସ। ଏନେଇ ଲକ୍‌ଡାଉନ୍‌ ଜାରି କରାଯାଇଛି। ଯାହାଫଳରେ ପିଲାମାନେ ପାଠ ପଢ଼ିବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିଛି ପିଲା ମୋବାଇଲ୍‌ ସାହାଯ୍ୟରେ ଅନ୍‌ଲାଇନ୍‌ କ୍ଲାସ କରୁଛନ୍ତି। ଆଉ କେତେକଙ୍କ ପାଖରେ ମୋବାଇଲ୍‌ର ମଧ୍ୟ ସୁବିଧା ନାହିଁ।...

bidya
ଜଙ୍ଗଲ ଦସ୍ୟୁ ବୀରପାନ୍‌ଙ୍କ ଝିଅ ବିଦ୍ୟାଙ୍କୁ ବିଜେପିରେ ବଡ଼ ଦାୟିତ୍ୱ

ଚେନ୍ନାଇ: ତାମିଲନାଡୁରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି କାର୍ଯ୍ୟନର୍ବାହୀ କମିଟିରେ ବଡ଼ ପରବର୍ତ୍ତନ ହୋଇଛି। କୁଖ୍ୟାତ ଚନ୍ଦନ ଚୋରା ଚାଲାଣକାରୀ ବୀରପାନ୍‌ଙ୍କ ଝିଅ ବିଦ୍ୟା ରାନୀଙ୍କୁ ବିଜେପି ଏକ ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ବିଜେପିର ୟୁଥ୍‌ ୱିଙ୍ଗର ଉପାଧ୍ୟକ୍ଷ...

gajapati
ଲକ୍‌ଡାଉନ୍ ତାଲିକାରେ ସାମିଲ ହେଲା ଆଉ ଏକ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ବେକାବୁ କରୋନା। ବିପଦ ସାଜିଛି ଜୁଲାଇ ମାସ। ଏଭଳି ସ୍ଥିତି ରାଜ୍ୟକୁ ପୁଣି ଫେରିଛି ଲକ୍‌ଡାଉନ୍। ଗଜପତି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ଆସନ୍ତାକାଲି ଠାରୁ ଗଜପତି ଜିଲ୍ଲାରେ ଲକ୍‌ଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।...

deadbody
କରୋନା ଡର, ଗାଁ ଦାଣ୍ଡରେ ୧୪ ଘଣ୍ଟା ପଡ଼ି ରହିଲା ଶବ

ଭଞ୍ଜନଗର: କରୋନା ଭୟ ପାଇଁ ୧୪ ଘଣ୍ଟା ପଡ଼ି ରହିଲା ମହିଳାଙ୍କ ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗୋଲାପଡ଼ା ଗାଁରେ। ଖବର ଅନୁଯାୟୀ, ଗତକାଲି ମହିଳାଙ୍କ ଅଚାନକ ମୃତ୍ୟୁ ଘଟିଥିଲା। ତାଙ୍କୁ କରୋନା ହୋଇଥିବା ସନ୍ଦେହ କରି ଗ୍ରାମବାସୀ...

delivery
ଆମ୍ବୁଲାନ୍ସ ଗାଁକୁ ଯାଇପାରିଲାନି, ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

କନ୍ଧମାଳ: ପୁଣି ଥରେ କନ୍ଧମାଳରେ ଜନନୀ ଯନ୍ତ୍ରଣା । ୬ କିଲୋମିଟର ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ । ରାସ୍ତା ଖରାପ ଯୋଗୁ ଗାଁକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ଗୁଣ୍ଡୁରିଖୋଲା...

chiken
ବଟର ଚିକେନ୍‌ ପାଇଁ ଦବାକୁ ପଡ଼ିଲା ୧ ଲକ୍ଷ ୨୩ ହଜାର ଟଙ୍କା

ନୂଆଦିଲ୍ଲୀ: କରୋନା ଭାଇରସ ସୁବୁଠି ତା’ର କାୟାକୁ ବିସ୍ତାର କରି ଚାଲିଛି। ଏନେଇ ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ କିଛି ଲୋକ ନିଜର ପ୍ରିୟ ଖାଦ୍ୟ ଓ ଜିନିଷ ଠିକ୍‌ ଭାବେ ପାଇପାରୁନାହାନ୍ତି। ଏହି ସମୟରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣର ଜଣେ ବ୍ୟକ୍ତି ନିଜର ପ୍ରିୟ ଜିନିଷକୁ ଖାଇବା ପାଇଁ ...

corona
କରୋନା ମୁକ୍ତ ଭଉଣୀଙ୍କୁ ଦେଖି ଖୁସିରେ ନାଚିଲେ ଯୁବତୀ

ନୂଆଦିଲ୍ଲୀ: କରୋନା ଭାଇରସରୁ ସୁସ୍ଥ ହେବା ପରେ ଯୁବତୀ ଜଣଙ୍କ ଘରକୁ ଫେରୁଥିଲେ। ଏନେଇ ତାଙ୍କ ଭଉଣୀ ତାଙ୍କୁ ଜବରଦସ୍ତ ଷ୍ଟାଇଲରେ ସ୍ୱାଗତ କରିଥିଲେ। DJ ଲଗାଇ ରାସ୍ତାରେ ଡ୍ୟାନ୍ସ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୪...

susanta
ଖୋଲିବ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ, କଙ୍ଗନାଙ୍କୁ ସାହାଯ୍ୟ କରିବେ ସୁବ୍ରମଣ୍ୟମ ସ୍ୱାମୀ

ମୁମ୍ୱାଇ: ବଲିଉଡ ଷ୍ଟାର ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ କଙ୍ଗନା ରାଣାୱାତ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କଙ୍ଗନାଙ୍କ କହିବା ଅନୁଯାୟୀ, ସୁଶାନ୍ତ କେବେ ବି ଆତ୍ମହତ୍ୟା କରିନଥିବେ। ତାଙ୍କ ଆତ୍ମହତ୍ୟା ପଛରେ ଯେଉଁମାନେ ଦାୟୀ ସେମାନଙ୍କୁ ଅନୁସନ୍ଧାନ କରାଯିବା ଉଚିତ୍‌...

cocrocha
୧୪ ଗୋଡ଼ ଥିବା ଅସରପା, ଯାହାର ଫଟୋ ଏବେ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅଦ୍ଭୁତ ପ୍ରକାରର ଅସରପାର ଫଟୋ ଖୁବ୍‌ ଜୋରେ ଭାଇରାଲ ହେବାରେ ଲାଗିଛି। ଏହା ଏକ ସାମୁଦ୍ରିକ ଅସରପା ବୋଲି ଜଣାପଡ଼ିଛି। ଏହାକୁ ସିଙ୍ଗାପୁରର ଜଣେ ଅନୁସନ୍ଧାନକାରୀ ଟିମ୍‌ ଭାରତ ମହାସାଗରରୁ ଧରିଛନ୍ତି। ଖବର ଅନୁଯାୟୀ, ସିଙ୍ଗାପୁରର ନ୍ୟାସନାଲ ୟୁନିଭରସିଟିର ପିଟର ଏନ୍‌ଜି ଓ ତାଙ୍କ...

trolly
ଶବକୁ ମିଳିଲାନି କାନ୍ଧ, ଟ୍ରଲିରେ ବୁହାହେଲେ

ଗଞ୍ଜାମ: କରୋନା ଭୟରେ ମୃତଦେହକୁ କାନ୍ଧ ଦେବାକୁ ଆସିଲେନି  ରକ୍ତ ସଂପର୍କୀୟ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ବୁଗୁଡ଼ାରେ। ଖବର ଅନୁଯାୟୀ, ଜଣେ ହୋଟେଲ ମାଲିକଙ୍କ ପୁଅ ସପ୍ତାହେ ହେଲା ଜ୍ୱରରେ ଆକ୍ରାନ୍ତ ହୋଇ ବୁଗୁଡ଼ା ମେଡିକାଲରେ ଚିକିତ୍ସିତ ହେଉଥିଲେ।  ଗତକାଲି ସଂଧ୍ୟାରେ ଘରକୁ...