• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

5lacks
ଝିଅ ଭବିଷ୍ୟତ ପାଇଁ ରଖିଥିବା ସଞ୍ଚିତ ଅର୍ଥକୁ ଅସହାୟଙ୍କୁ ବାଣ୍ଟିଦେଲେ ବାପା

ନୂଆଦିଲ୍ଲୀ: କରୋନା ଭାଇସର ଯୋଗୁ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ତାମିଲନାଡୁର ଜଣେ ଦୋକାନୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ତାମିଲନାଡୁର ମଦୁରାଇରେ ତାଙ୍କର ଏକ ସେଲୁନ୍‌ ଦୋକାନ ରହିଛି। ସେହି ବ୍ୟକ୍ତିଙ୍କ ନାଁ ସି....

sheep
ଜାହାଜରେ ବିଦେଶରୁ ଫେରିଲେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହି ସମୟରେ କେତେକ ଭାରତୀୟ ବିଦେଶରେ ଫସି ରହିଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ମାଲଦ୍ୱୀପରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଆଇଏନ୍‌ଏସ୍‌(INS)ଜାହାଜ ଗୁରୁବାର ଦିନ ସେଠାରେ ପହଞ୍ଚିଥିଲା। ଏହାପରେ...

delhiiii
ଦିନ ୧୧ଟାରେ ମାଡି ଆସିଲା ରାତି ! ବର୍ଷା ସାଙ୍ଗକୁ କୁଆପଥର ମାଡ଼

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀ ଓ NCRରେ ଆଜି ହଠାତ ପାଗ ବଦଳି ଯାଇଥିଲା। କେଉଁଠି ଥିଲା କେଜାଣି ହଠାତ୍‌ ଧୂଳିଝଡ଼ ସହ ବର୍ଷା ମାଡ଼ି ଆସିଲା। ଗୋଟିଏ ମୁହୂର୍ତ୍ତ ପାଇଁ ଲାଗିଲା ଯେମିତି ରାତି ଆସିଗଲା  କି ! ଆଜି ପୂର୍ବାହ୍ନ ୧୧ ଟାରେ ଦିଲ୍ଲୀ ଓ ଏହାର ଆଖପାଖ...

mumbai
ହସ୍ପିଟାଲରେ ନାହିଁ ବେଡ୍‌, ଖାଲିଥିବା ସ୍ଥାନରେ କରାଗଲା କୋଭିଡ-୧୯ ସେଣ୍ଟର

ମୁମ୍ୱାଇ: ମୁମ୍ବାଇରେ କରୋନା ଭାଇରସ୍‌ର ସ୍ଥିତି ଦିନିକୁ ଦିନ ବଢ଼ିବାରେ ଲାଗିଛି। କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଡାକ୍ତରଖାନାଗୁଡ଼ିକରେ ବେଡ୍‌ର ଅଭାବ ଦେଖାଦେଇଛି । ଏହାର ମୁକାବିଲା ପାଇଁ ବିଏମ୍‌ସି ପ୍ରଶାସନ ଖୋଲାଯାଗାରେ ହସ୍ପିଟାଲ ଓ କ୍ୱାରେଣ୍ଟିନ୍‌ କେନ୍ଦ୍ର ଗୁଡିକ ତିଆରି କରୁଥିବା ଜଣାପଡିଛି। କରୋନା ରୋଗୀଙ୍କ...

police
କରୋନା ଯୁଦ୍ଧରେ ଜିତିଲେ ପୋଲିସ; କାର୍ଯ୍ୟାଳୟରେ ପହଞ୍ଚିବା ପରେ ଦିଆଗଲା ଏମିତି ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।  ଏହି ଭିଡିଓରେ ଦିଲ୍ଲୀ ପୋଲିସର ଜଣେ କନେଷ୍ଟବଲକୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଉଥିବାର ଦେଖିବାକୁ ମିଳିଛି। କନେଷ୍ଟବଲଙ୍କ ନାଁ ପ୍ରବୀଣ। ଗତ କିଛିଦିନ ପୂର୍ବରୁ ସେ କରୋନା ଭାଇରସରେ ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ।...

squrall
‘ମତେ ବି ଟୋପେ ଦିଅ...’ ମଣିଷ ପରି କେମିତି ପାଣି ମାଗୁଛି ଗୁଣ୍ଡୁଚିମୂଷା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଗୁଣ୍ଡୁଚିମୂଷାର(Squirrel)ଏକ ହୃଦୟସ୍ପର୍ଶୀ ଭିଡିଓ ଖୁବ୍‌ ଜୋରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ଖୁସି ହୋଇଯିବେ। ଗୁଣ୍ଡୁଚିମୂଷାକୁ ଶୋଷ ଲାଗୁଛି। ଠିକ୍‌ ସେହି ସମୟରେ ଜଣେ ବ୍ୟକ୍ତିଙ୍କ ହାତରେ ପାଣି ବୋତଲ ଦେଖି ଗୁଣ୍ଡୁଚିମୂଷାଟି ପାଣି ପିଇବା ପାଇଁ ବ୍ୟକ୍ତିଙ୍କ ପାଖକୁ ଯାଉଛି।...

Dahi Chingudi Tarkari
ଲକ୍‌ଡାଉନ୍‌ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି | Dahi Chingudi Tarkari

ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି, ବସାଦହି, ସୋରିଷ,ଲଙ୍କା, ସ୍ୱାଦ ଅନୁଯାୟୀ ଲୁଣ, ହଳଦୀ ଓ ତେଲ। How to Prepare Dahi Chingudi Tarkari  ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିରୁ ଖୋଳାପା ଛଡ଼ାଇ ଏହାକୁ ପରିଷ୍କାର କରି ସେଥିରେ ଲୁଣ, ହଳଦୀ,କଞ୍ଚାଲଙ୍କା ଓ ଦହି ମିଶାଇ ଦିଅନ୍ତୁ। ରସୁଣ, ସୋରିଷ...

fire
ଆଇସ୍କ୍ରିମ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ପୁଅ ମୃତ, ବାପା ଗୁରୁତର

ବାଙ୍କୀ: କଟକ ଜିଲ୍ଲା ବାଙ୍କି ଟାଉନରେ ଚର୍ଚିକା ସାହି ଭିତରେ ଆଜି ଏକ ଆଇସ୍କ୍ରିମ ଫ୍ୟାକ୍ଟ୍ରିର ଫିଏନ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ହେଉଛି ରାଜା ସାହୁ(୨୫)। ଏହି ଦୁର୍ଘଟଣାରେ ତାଙ୍କ ବାପା ସୁଶାନ୍ତ ସାହୁ ମଧ୍ୟ ଗୁରୁତର...

rasan
ବିନା ଫିଙ୍ଗର ପ୍ରିଣ୍ଟରେ ମିଳିବ ରାସନ ସାମଗ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁ ଖାଉଟି ଖାଦ୍ୟ ସାମଗ୍ରୀ ବଣ୍ଟନ ବେଳେ ଫିଙ୍ଗର ପ୍ରିଣ୍ଟର ଆବଶ୍ୟକତା ନାହିଁ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ହିତାଧିକାରୀମାନେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବିନା ଫିଙ୍ଗର ପ୍ରିଣ୍ଟରେ ସେମାନଙ୍କ ଖାଦ୍ୟ ସାମଗ୍ରୀ ଡିଲର ଠାରୁ...

sidipo
ଲାଞ୍ଚ ନେଇ ସିଡିପିଓ ଗିରଫ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ସିଡିପିଓ ଜାନକୀ ଦାସ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଜଣେ ଠିକା ଡ୍ରାଇଭରଙ୍କ ବକେୟା ଦରମା କରାଇ ଦେବା ପାଇଁ ସେ ୩ ହଜାର ଟଙ୍କା ଲାଞ୍ଚ...