• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

coro
ଏସ୍‌ପିଙ୍କ ସଂସ୍ପର୍ଶରେ ଆସିବା ପରେ ଜିଲ୍ଲାପାଳଙ୍କର ହେଲା କରୋନା ଟେଷ୍ଟ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ସନତ୍‌ ମହାନ୍ତିଙ୍କର କରୋନା ଟେଷ୍ଟ କରାଯାଇଛି। ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ କରୋନା ପଜିଟିଭ ଚିହ୍ନଟ ହେବାପରେ ନୂଆ କରି ନିଯୁକ୍ତ ହୋଇଥିବା ଜିଲ୍ଲାପାଳଙ୍କ କୋଭିଡ ଟେଷ୍ଟ କରାଯାଇଛି। ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିବା ବେଳେ ଏସପି ସ୍ୱାଇଁ ତାଙ୍କୁ ଫୁଲତୋଡ଼ା ଦେଇ...

bhikari
ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

ଯଦି ମା’ ଲକ୍ଷ୍ମୀ କାହା ଉପରେ ପ୍ରସନ୍ନ ହେଇଯାଆନ୍ତି ତାହେଲେ ଜଣେ ଭିକାରୀରୁ ରାଜା ହୋଇଯାଆନ୍ତି। ଆଉ ଯେଉଁଠି ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି ସେଠାରେ ବଡ଼ ବଡ଼ ଧନୀବ୍ୟକ୍ତି ମଧ୍ୟ ଭିକାରୀ ହୋଇଯାଆନ୍ତି। ଜାଣତରେ ହେଉ ବା ଅଜଣାତରେ ହେଉ ଆମେ ଏମିତି କିଛି ଭୁଲ କରି...

silpaaa
ଶାଶୁଙ୍କ ସହ ଜବରଦସ୍ତ ଡ୍ୟାନ୍ସ କଲେ ଶିଳ୍ପା ଶେଟ୍ଟୀ

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ Shilpa Shetty ଫିଲ୍ମ ଜଗତରୁ ଦୂରରେ ଥାଇ ମଧ୍ୟ ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହିଥାନ୍ତି। ପ୍ରଶଂସକଙ୍କ ମନୋରଞ୍ଜନ କରିବା ପାଇଁ ଶିଳ୍ପା ପ୍ରାୟତଃ କିଛି ନା କିଛି ଆକର୍ଷଣୀୟ ଭିଡିଓକୁ ଶେୟାର କରିଥାନ୍ତି। ଶିଳ୍ପା ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ପରିବାର ସହିତ...

marraie2
ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଚତରା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଇଟଖୋରୀରେ ରହୁଥିବା ପ୍ରିୟଙ୍କା କୁମାରୀଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। Shaadi.com ମାଧ୍ୟମରେ ଯୁବତୀ ଜଣଙ୍କ ଜଣେ ନୁହଁ ତିନି ତିନି ଜଣଙ୍କୁ ବାହା ହୋଇ ବିଦେଶକୁ ପଳାଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ଏତେ...

susanta
ସୁଶାନ୍ତଙ୍କ ଆସିଷ୍ଟାଣ୍ଟ ଦେଲେ ରିୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ପାଖରେ କାମ କରୁଥିବା କିଛି ବିଶ୍ୱସ୍ତ କର୍ମଚାରୀଙ୍କ କହିବା ଅନୁଯାୟୀ, ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଜୀବନରେ ଆସବା ପରେ ସୁଶାନ୍ତ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥିଲେ। ରିୟା ସୁଶାନ୍ତଙ୍କୁ ନିଜ ସାଙ୍ଗମାନଙ୍କ ଠାରୁ ମଧ୍ୟ ଦୂର କରି ଦେଇଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ...

policeeee
ସାବଧାନ! ମାସ୍କ ବଦଳରେ ରୁମାଲ ବାନ୍ଧିଲେ ଗଣିବେ ତଣ୍ଡ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏନେଇ କେଉଁଠି ଲକ୍‌ଡାଉନ୍‌ ତ କେଉଁଠି ସଟ୍‌ଡାଉନ୍‌ ଜାରି କରାଯାଇଛି। କିନ୍ତୁ କିଛି ଅମାନିଆ ଅଛନ୍ତି, ଯେଉଁମାନେ କି ନିୟମକୁ ମାନୁନାହାନ୍ତି। ବର୍ତ୍ତମାନ ଯଦି କୌଣସି ବ୍ୟକ୍ତି ବିନା ମାସ୍କରେ କାର୍‌ ଚଲାଉଛନ୍ତି, ତେବେ ତାଙ୍କୁ...

coronaaaa
ଶବକୁ ପୋତିବା ପୂର୍ବରୁ ଥକି ପଡ଼ି ତଳେ ଶୋଇପଡ଼ିଲେ କୋଭିଡ ଯୋଦ୍ଧା

ନୂଆଦିଲ୍ଲୀ: ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଏବେ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ବ୍ୟକ୍ତି ଜଣଙ୍କ ପିପିଇ କିଟ୍ ପିନ୍ଧି ଭୂମିରେ ଶୋଇଥିବାର ଦେଖା ଯାଉଛନ୍ତି। ଖବର ଅନୁଯାୟୀ, ସ୍ୱାସ୍ଥ୍ୟକର୍ମୀ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ଏକ ମହିଳାଙ୍କୁ ପୋତିବା...

snake
୮୪ ବର୍ଷ ପରେ ଦେଖିବାକୁ ମିଳିଲା ଲାଲ୍‌ ରଙ୍ଗର ସାପ

ଡେରାଡୁନ୍‌: ଉତ୍ତରାଖଣ୍ଡର ନୈନିତାଲରେ ଏକ ଘରୁ ଏକ ବିରଳ ପ୍ରଜାତିର ସାପକୁ ଉଦ୍ଧାର କରାଯାଇଛି। ଏହି ସାପକୁ କୋରାଲ କୁକ୍ରି ବୋଲି କୁହାଯାଇଥାଏ। ସବୁଠାରୁ ଖାସ୍‌ କଥା ହେଉଛି ଏହି ସାପର ରଙ୍ଗ ସଂପୂର୍ଣ୍ଣ ଭାବେ ଲାଲ୍। ଏହି ସାପଟି ନୈନିତାଲର ଏକ ଘରେ ଲୁଚି ରହିଥିଲା। ଯାହାକୁ...

baby
ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଭୋପାଳ: ମଧ୍ୟପ୍ରଦେଶର ଛତ୍ରପୁରରେ ଏକ ଆଶ୍ଚର୍ଯ୍ୟ କର ଘଟଣା ଦେଖିବାକୁ ମିଳିଛି। ସେଠାରେ କ୍ଷୀର ପିଉଥିବା ଏକ ମାସର ଶିଶୁ କରୋନା ବିରୋଧରେ ଲଢ଼ି ଯୁଦ୍ଧରେ ଜିତିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଶିଶୁ କେବଳ ମା’ର କ୍ଷୀର ପିଇ କୋଭିଡ -୧୯ କୁ ପରାସ୍ତ କରିଛି। ଡାକ୍ତରମାନେ...

new baby
ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ...

ଝାଡ଼ଖଣ୍ଡ: କଥାରେ ଅଛି ରଖେ ହରି ତ ମାରେ କିଏ? ବେଳେବେଳେ ଏହି ପ୍ରବାଦ ବାସ୍ତବ ଜୀବନରେ ମଧ୍ୟ ଦେଖିବାକୁ ମିଳିଥାଏ।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଲୋହର୍ଡାଗା ଜିଲ୍ଲାରେ । ଯେଉଁଠାରେ ଏକ ନବଜାତ ଶିଶୁକୁ ମାଟିତଳେ ଜୀବନ୍ତ ପୋତି ଦିଆଯାଇଥିଲା। ଖବର ଅନୁଯାୟୀ,...

baby333
ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବେଳେବେଳେ ଏଭଳି ଫଟୋ ଭାଇରାଲ ହୋଇଯାଏ, ଯାହାକୁ ଦେଖି ୟୁଜରମାନେ ଖୁସି ହୋଇଯାଆନ୍ତି। ଏନେଇ ଏକ ବର୍ଷ ଶିଶୁର ଏପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶିଶୁଟି ଘର ଚଟିଆ ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି। My son one year...

two
ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

ମୁମ୍ୱାଇ: ମହାରାଷ୍ଟ୍ରର କଲ୍ୟାଣରୁ ଏକ ଦୁଇ ମୁଣ୍ଡିଆ ସାପକୁ ଉଦ୍ଧାର କରାଯାଇଛି। ବିରଳ ପ୍ରଜାତିର ଏହି ଦୁଇ ମୁଣ୍ଡିଆ ସାପର ନାଁ ରସେଲ ଭାଇପର (Russell Viper) । ଏହି ସାପର ଲମ୍ୱ ୧୧ ସେଣ୍ଟିମିଟର। ସାପର ଯାଆଁଳା ମୁଣ୍ଡର ଲମ୍ୱ ୨ସେମି ପାଖାପାଖି ବୋଲି ଜଣାପଡ଼ିଛି। Double...

dokan
ଦୋକାନଗୁଡ଼ିକ A, B ଓ C ବର୍ଗରେ ବିଭକ୍ତ, ଗାଇଡଲାଇନ୍ ଜାରି

ମାଲକାନଗିରି: ମାଲକାନଗିରି ପୌରାଞ୍ଚଳରେ ଦୋକାନ ଖୋଲିବା ନେଇ ଗାଇଡଲାଇନ୍ ଜାରି କରାଯାଇଛି । ସହରରେ ଦୋକାନ ଖୋଲିବା ନେଇ ଏହି ଗାଇଡଲାଇନରେ କେତେକ ବ୍ୟବସ୍ଥା ହୋଇଛି। ଦୋକାନଗୁଡ଼ିକୁ A, B ଓ C ବର୍ଗରେ ବିଭକ୍ତ କରାଯାଇଛି। ଔଷଧ ଦୋକାନକୁ A ଓ B ବର୍ଗରେ ବିଭକ୍ତ କରାଯାଇଛି...

policeee
ପୋଲିସଙ୍କୁ ଅଟକ ରଖି ବନ୍ଧା ହେଲେ ୨୨

କୋଣାର୍କ: ପୁରୀ ଜିଲ୍ଲା ଗୋପ ଥାନାର ପୋଲିସଙ୍କୁ ଅଟକ ରଖିବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ପୋଲିସ କର୍ମଚାରୀଙ୍କୁ ଅଟକ ଘଟଣାରେ ୧୫ ମହିଳା ସମେତ ବନ୍ଧା ହେଲେ ୨୨ ଜଣ। ଗତ ୬ ତାରିଖରେ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଗୋପ ଥାନା ରେଢ଼ୁଆ ଗାଁକୁ ଯାଇଥିଲା ପୋଲିସ। କିନ୍ତୁ...