• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

drown
ପୋଖରୀରେ ବୁଡିଗଲେ ଭାଇଭଉଣୀ

ବ୍ରହ୍ମପୁର: ପୋଖରୀରେ ବୁଡିଗଲେ ଭାଇଭଉଣୀ।  ଏଭଳି ଅଭାବନୀୟ ଘଟଣା ଘଟିଛି ଛତ୍ରପୁର ଥାନା ଅଧିନ ବିରେଶ୍ୱର ଗ୍ରାମରେ।ସେହି ଗ୍ରାମର ଶିବ ମହାପାତ୍ରଙ୍କ ୭ ବର୍ଷର ପୁଅ ବାଦଲ ଓ ଝିଅ ବର୍ଷା  ଦିନ ୨ଟା ୩୦ ଯାଏଁ ଉଭୟ ଘର ଦାଣ୍ଡରେ ଖେଳୁଥିଲେ। କିନ୍ତୁ ହଠାତ କୁଆଡେ ଚାଲିଯାଇଥିଲେ।...

cuttack
କଟକ ସହରରୁ ୫୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ମହାନଗର ଅଞ୍ଚଳରୁ ଆଉ ୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୩ କ୍ୱାରେଣ୍ଟିନ, ୧୦ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ। କେଉଁ ଅଞ୍ଚଳରୁ କେତେ:- ମାଲଗୋଦାମ ଜାଲୁଆ ସାହିରୁ...

baijayant
'ଗିରଫ ୨ ଜଣଙ୍କ ଅପରାଧ କଣ'

ଭୁବନେଶ୍ୱର: ଭାଇରାଲ୍ ଅଡିଓ ମାମଲାରେ ୨ ଜଣଙ୍କୁ ଗିରଫ କରାଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଟ୍ୱିଟ୍  ସେ କହିଛନ୍ତି ଯେ, ଫୋନ କଥାବାର୍ତ୍ତାକୁ ଅନଲାଇନରେ ପୋଷ୍ଟ କରିଥିବା ଦୁଇ ଜଣଙ୍କୁ ଓଡ଼ିଶା ପୋଲିସ ଗିରଫ କରିଛି। ସେମାନଙ୍କ ଅପରାଧ କଣ ବୋଲି...

police
'ପାଖକୁ ଆସନି; ମୁଁ ମରିବି.... ମୋ ମାଆକୁ ମାରିବି'

ପିପିଲି: ଗିରଫ ଭୟରେ ମାକୁ ଅଟକ ରଖିଲା ପୁଅ। ଗିରଫ କରିବାକୁ ଆସିଥିବା ପୋଲିସ୍‌କୁ ଦେଉଥିଲା ହତ୍ୟା ଓ ଆତ୍ମହତ୍ୟା କରିବାର ଧମକ। ଶେଷରେ କାବୁ କଲା ପୋଲିସ୍। ଘଟଣାଟି ଥିଲା ଏମିତି:- ପୁରୀ ଜିଲ୍ଲା ପିପିଲି ଅଂଚଳର ଏ ଘଟଣା  ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ଅନ୍ତର୍ଗତ ରଥସାହିରେ ଗତକାଲି...

cure
ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୧୨୩୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୧୨୩୬ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଏଯାବତ୍ ୩୩୦୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୬୧...

taken
ହସ୍ପିଟାଲ ନଯାଇ ଢାବାକୁ ଗଲା ଆମ୍ୱୁଲାନ୍ସ, ଅଧାବାଟରେ ଚାଲିଗଲା ପିଲାର ଜୀବନ!

ବାରିପଦା: ଶିଶୁପୁତ୍ରକୁ ମେଡିକାଲ ନନେଇ ଢାବାରେ ଖାଇଲେ ଆମ୍ୱୁଲାନ୍ସ କର୍ମଚାରୀ। ଆଉ ଅଧାବାଟରେ ଛୋଟ ଛୁଆର ଚାଲିଗଲା ଜୀବନ। ଆମ୍ୱୁଲାନ୍ସ ଛାଡି ଡ୍ରାଇଭର ଫେରାର। ଏଭଳି ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲାରେ। ଅଭିଯୋଗ ଅନୁସାରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଆମ୍ୱଯୋଡା ଗ୍ରାମରେ ଏକ ବର୍ଷର ଶିଶୁପୁତ୍ରର ଦେହ...

corona-death
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲା

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ୫୩ ହଜାର ୬୦୧ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦିନକରେ ୮୭୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ ସଂଖ୍ୟା ୪୫ ହଜାର ୨୫୭କୁ ବୃଦ୍ଧି ପାଇଛି। ଏନେଇ...

boma-mada
ଖାଇବାକୁ ନେଇ ବଚସାରୁ ବୋମାମାଡ଼

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ପଲ୍ଲୀ ଗ୍ରାମରେ ଗତକାଲି ରାତିରେ ବୋମାମାଡ ଘଟି ଜଣେ ଯୁବକ ଆହତ ହୋଇଛନ୍ତି। ଆହତ ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ପଲ୍ଲୀ ଗ୍ରାମର ପ୍ରଭାତ ଗାଆଣ ଓ ଅନ୍ୟ ଜଣେ ଯୁବକ ଗ୍ରାମରେ ଥିବା ତ୍ରିବେଣୀ ଘାଟ...

banpur
ଖୋର୍ଦ୍ଧା ଜିଲ୍ଲାର ଏସବୁ ଅଞ୍ଚଳ ୭୨ ଘଣ୍ଟା ସଟ୍‌ଡାଉନ୍

ଭୁବନେଶ୍ୱର: ଖୋର୍ଦ୍ଧାର କରୋନା ସ୍ଥିତି ଜଟିଳ ଆଡକୁ ଗତି କରୁଛି। ଏପରିକି ଗତକାଲି ପଜିଟିଭ ସଂଖ୍ୟାରେ ଗଂଜାମଠୁ ଟପିଥିଲା ଖୋର୍ଦ୍ଧା। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ଚିଲିକା ଓ ବାଣପୁର ବ୍ଲକ ଏବଂ ବାଲୁଗାଁ ଓ ବାଣପୁର NAC ସମ୍ପୂର୍ଣ୍ଣ ସଟଡାଉନ୍...

indipence-day
ଏଥର ରାଜ୍ୟରେ କେମିତି ପାଳନ ହେବ ସ୍ୱାଧୀନତା ଦିବସ? ଆସିଲା ଗାଇଡଲାଇନ୍‌

ଭୁବନେଶ୍ୱର: ରାଜ୍ୟରେ ନିରାଡ଼ମ୍ବର ଭାବେ ପାଳନ ହେବ ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ପାଳନ ଲାଗି ସରକାରଙ୍କ ତରଫରୁ ଗାଇଡଲାଇନ ଜାରି କରାଯାଇଛି। ଏ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପିଙ୍କୁ ସରକାରଙ୍କ ତରଫରୁ ଚିଠି ଲେଖାଯାଇଛି। ଏହି ନିମୟ ଜିଲ୍ଲା ସମେତ ବ୍ଲକ ଏବଂ ପଞ୍ଚାୟତସ୍ତରରେ...

student
ସେପ୍ଟେମ୍ବର ୯ରୁ ୧୫ ଯାଏ ହେବ OJEE

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୯ରୁ ୧୫ ଯାଏ ଅନୁଷ୍ଠିତ ହେବ OJEE। ଏ ନେଇ ୧୬ଟି ଜିଲ୍ଲାର ସରକାରୀ ପଲିଟେକନିକ ଓ ITI କଲେଜର ଅଧ୍ୟକ୍ଷମାନଙ୍କୁ ପତ୍ର ଲେଖିଲେ ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶାଳୟ। OJEE ଓ TCSର ଅଧିକାରୀ ଏ ସବୁ କଲେଜ ପରିଦର୍ଶନ କରି...

bhul
'ଭୁଲ ଥିଲେ କ୍ଷମା କର': ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ଲକ୍ଷ୍ମୀକାନ୍ତଙ୍କ ଭାଇ

ଭୁବନେଶ୍ୱର: ଅଡିଓ ଭାଇରାଲ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଲକ୍ଷ୍ମୀକାନ୍ତଙ୍କୁ ରାତି ଅଧିଆ ଗିରଫ ପରେ ଭୟରେ ଥରୁଛନ୍ତି ତାଙ୍କର ପରିବାର। ପୁଅର ଗିରଫଦାରୀରେ ଭୟଭୀତ ହୋଇ ବାପା, ମା’ ଅସୁସ୍ଥ ହୋଇପଡିଛନ୍ତି। ଏପଟେ ପରିବାରର କରୁଣ ଚିତ୍ର ବଖାଣିଛନ୍ତି ଲକ୍ଷ୍ମୀକାନ୍ତଙ୍କ ଭାଇ, ଭାଇବୋହୂ। ୨ ବର୍ଷ ତଳେ ଲକ୍ଷ୍ମୀକାନ୍ତଙ୍କ...

nua-khai
ନୂଆଁଖାଇ ପାଇଁ ସମ୍ୱଲପୁରରେ ହେବନି ସଟ୍‌ଡାଉନ୍

ସମ୍ୱଲପୁର: ସମ୍ବଲପୁରରେ ୩ ଦିନ ସଟଡାଉନ୍ ବାତିଲ। ସ୍ୱାଧୀନତା ଦିବସ ଓ ନୂଆଁଖାଇ ଦିନ ସମ୍ବଲପୁରରେ ହେବନି ସଟ୍‌ଡାଉନ। ବିଶେଷ କରି ନୂଆଖାଇ ଯୋଗୁଁ ସଟଡାଉନ୍‌ ନ ହେବାରୁ ଜିଲ୍ଲାବାସୀଙ୍କ ପାଇଁ ଖୁସିର ଖବର ଆଣିଦେଇଛି। ଉଭୟ ପର୍ବ ପାଇଁ ୩ ଦିନ ସଟ୍‌ଡାଉନ କଟକଣା ରହିବନି। ସ୍ୱାଧୀନତା...

main-chora
ଗାଡ଼ି ଚୋରି ରାକେଟର ମାଷ୍ଟରମାଇଣ୍ଡ ଇଂଜିନିୟରିଂ ଛାତ୍ର ଗିରଫ

କେନ୍ଦ୍ରାପଡା: ଗାଡି ଚୋରି ରାକେଟ ଗ୍ୟାଙ୍ଗର ପର୍ଦ୍ଦାଫାସ। CCTV ସହାୟତାରେ କେନ୍ଦ୍ରାପଡା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ୨୫ଟି ବାଇକ୍ ଜବତ କରିବା ସହ ୫ ଜଣକୁ ଧରିଛି ପୋଲିସ।  ଏହି ଗାଡ଼ି ଚୋରି ରାକେଟର ମାଷ୍ଟରମାଇଣ୍ଡ ଜଣେ ଇଂଜିନିୟରିଂ ଛାତ୍ର। ସୂଚନା ଅନୁସାରେ କେନ୍ଦ୍ରାପଡା ଟାଉନ ଓ...

bapa
ଜୀବନ ନେଲା ଜନ୍ମଦାତା

ବାଲେଶ୍ୱର: ବାପା ନା ସୈତାନ୍! ନିଜ ଦେଢ଼ ମାସର ଶିଶୁ ପୁଅକୁ ବାପା କଚାଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର କସିମିଳାରେ ଘଟିଛି ଏଭଳି କିଛି ଲୋମହର୍ଷଣକାରୀ ଘଟଣା। ସ୍ଥାନୀୟ ଅଞ୍ଚଳର ପ୍ରଭାତ କୁମାର ବାଇ ନାମକ ବ୍ୟକ୍ତି ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ସହ କୌଣସି କାରଣରୁ...

bridge
ଭୁବନେଶ୍ୱରରୁ ୨୪୭ କରୋନା ପଜିଟିଭ ଚିହ୍ନଟ, ୯୯ ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୨୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪୭ ମଧ୍ୟରୁ ୧୪୮ କ୍ୱାରେଣ୍ଟିନ ଏବଂ ୯୯ ଲୋକାଲ କେସ୍ ରହିଛି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)। କେଉଁ ଅଞ୍ଚଳରୁ କେତେ:- ୟୁନିଟ-୬ ଅଞ୍ଚଳରୁ ୧୧, ଶୁକ ବିହାର...

corona
କରୋନା ରୋଗୀଙ୍କ ଖର୍ଚ୍ଚ ଦିନକୁ ୧୮ ହଜାର !

ଭୁବନେଶ୍ୱର: କରୋନା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ସଂପର୍କରେ ସୂଚନା ଦେଲେ ସରକାର। ରୋଗୀ ପିଛା ଦୈନିକ କେତେ ଖର୍ଚ୍ଚ ହେଉଛି ସେନେଇ ସୂଚନା ଦେଇଛନ୍ତି। ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲକୁ କେତେ ଟଙ୍କା ଦିଆଯିବ ତାର ସୂଚନା ଦେଇଛନ୍ତି। ଏନେଇ ସବୁ ଜିଲ୍ଲାପାଳ, କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ACS...

corona-go
ଗଞ୍ଜାମରେ କମୁଛି କରୋନା ସଂକ୍ରମଣ, ଏବେ ଖୋର୍ଦ୍ଧା ଚିନ୍ତାର କାରଣ

ଭୁବନେଶ୍ୱର: ଓଡ଼ିଶାରେ କରୋନାରେ କେନ୍ଦ୍ରସ୍ଥଳ ପାଲଟିଥିବା ଗଞ୍ଜାମରେ ନିୟନ୍ତ୍ରଣକୁ ଆସୁଛି କରୋନା ସ୍ଥିତି। ରାଜ୍ୟ ସରକାରଙ୍କ ଫୋକସ ଗଞ୍ଜାମ ଥିଓରୀ, ଜିଲ୍ଲା ପ୍ରଶାସନର ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ଏବଂ ଜିଲ୍ଲାବାସୀଙ୍କ ସଚେତନତା ପାଇଁ ସଂକ୍ରମଣରେ ହାର କମିବାରେ ଲାଗିଛି। ତଥ୍ୟ ଅନୁସାରେ ଗତ ଜୁଲାଇ ଶେଷ ସପ୍ତାହରୁ କୋଭିଡ୍ ମହାମାରୀ...

ghara
ଘର ତିଆରି ଲାଗି ସାରା ରାଜ୍ୟରେ ଗୋଟିଏ ନିୟମ

ଭୁବନେଶ୍ୱର: ଘର ତିଆରି ଲାଗି ଏବେ ସାରା ରାଜ୍ୟ ପାଇଁ ଗୋଟିଏ ନିୟମ ଯେ, କୌଣସି ଜିଲ୍ଲା ବା ସହର ହେଉ, ଏକକ ନିୟମ ଅନୁସାରେ ଘର ନିର୍ମାଣ କରାଯିବ। ତାସହିତ ୨୦୧୫ ଆଇନରେ ଥିବା ନିୟମକୁ ଅନେକାଂଶରେ କୋହଳ କରିଛନ୍ତି ରାଜ୍ୟ ସରକାର। ଯାହାକି ବହୁତଳ ଅଟ୍ଟାଳିକା...

satish
ସତୀଶ ଗଜଭିୟେ ହେଲେ ଟ୍ରାଫିକ ଟ୍ରେନିଂ ଇନଷ୍ଟିଚ୍ୟୁଟ ଅଧ୍ୟକ୍ଷ

ଭୁବନେଶ୍ୱର:IPS ସ୍ତରରେ ଛୋଟ ଅଦଳବଦଳ। IPS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, କ୍ରାଇମବ୍ରାଞ୍ଚ ଆଇଜି ତଥା ୧୯୯୯ ବ୍ୟାଚ୍ ଆଇପିଏସ୍ ଘନଶ୍ୟାମ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଆଇଜି ଭାବେ ବଦଳି କରାଯାଇଛି। ସେହିପରି କମ୍ପ୍ୟୁଟର ଏସପି ୨୦୦୨...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।