• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

anubhab-notice-kb
ଅନୁଭବଙ୍କୁ ଡ଼କାଇଲେ ମହିଳା କମିଶନ୍

ଭୁବନେଶ୍ୱର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଅନୁଭବ ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି। କମିଶନରେ ହାଜର ହେବାକୁ ସମସ୍ତ ୩ ଜଣଙ୍କୁ ନୋଟିସ କରାଯାଇଛି। ଆସନ୍ତା ୨୯ ତାରିଖରେ ଅନୁଭବ ଏବଂ ତାଙ୍କ ବାପା, ମାଙ୍କୁ ମହିଳା...

narsingh-misra
'ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଚାହୁଁଛି'

ଭୁବନେଶ୍ୱର: ପରୀ ହତ୍ୟା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର। ସେ କହିଛନ୍ତି ଯେ କଂଗ୍ରେସ SIT ତଦନ୍ତ ଦାବି କରିଥିଲା, ଆଜି SIT ଅଭିଯୁକ୍ତକୁ ଗିରଫ କରିଛି। ବିଜେପି କହୁଛି ଗିରଫ ବ୍ୟକ୍ତି ଦୋଷୀ ନୁହଁନ୍ତି, ପ୍ରକୃତ ଦୋଷୀ କିଏ ବିଜେପି କହୁ।...

venkya-naidu
ସ୍ୱଦେଶୀ କରୋନା ଟିକାର ଦ୍ୱାର ଦେଶରେ ଭାରତ

ନୂଆଦିଲ୍ଲୀ: ସ୍ୱଦେଶୀ କରୋନା ଟିକାର ଦ୍ୱାର ଦେଶରେ ଭାରତ। ଭାରତରେ ତିଆରି ହେଉଥିବା କୋଭିଡ୍ ଭାକସିନ୍ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଥିବାରୁ ଏକ ଟ୍ୱିଟ୍ ଜରିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ। ଦେଶରେ ତିଆରି ହେଉଥିବା ପ୍ରଥମ କରୋନା ଟିକାର ପରୀକ୍ଷଣ ପାଇଁ ସରକାର...

bjd
'ଆହୁରି ୧୦୦ ବର୍ଷ ପର୍ଯ୍ୟନ୍ତ ବିଜେଡି କାମ କରିବ'

ଭୁବନେଶ୍ୱର: ନବୀନଙ୍କ ନୂଆ ଟିମ୍ ଗଠନ ପରେ ବିଜେଡିର ପ୍ରଥମ କାର୍ଯ୍ୟକାରିଣୀ। ପ୍ରସ୍ତୁତ ହୋଇଛି ଦଳର ଭବିଷ୍ୟତ ରୋଡମ୍ୟାପ୍। ଯେଉଁଥିରେ ଫୋକସ୍ ରହିଛି ସଂଗଠନକୁ ମଜଭୁତ୍ ଓ କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ଆହୁରି ଶାଣିତ କରିବା। ଦଳର ବରିଷ୍ଠ ନେତାମାନେ ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାର ଉପରେ...

sAMIR
'୨ ଦଶନ୍ଧି ପରେ ନବୀନଙ୍କ ମନେପଡୁଛି ଓଡ଼ିଆ ଅସ୍ମିତାର କଥା?'

ଭୁବନେଶ୍ୱର: କେନ୍ଦ୍ରର ଅବହେଳା ପ୍ରସଙ୍ଗକୁ ନେଇ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଦୁଇ ଦଶନ୍ଧି ଧରି ଶାସନ କରୁଥିଲେ ବି ରାଜ୍ୟ ବିକଶିତ ହୋଇନି ବୋଲି କହି ପ୍ରଶ୍ନ କରିଛନ୍ତି ସମୀର। ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ବିଜେପି ରାଜ୍ୟ ସଭାପତି...

'ପରୀକୁ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବୁ'

ନୟାଗଡ଼: ପରୀକୁ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବୁ। ପୁଣି ଆତ୍ମାହୁତି ଧମକ ଦେଲେ ପରୀ ବାପା ଅଶୋକ ସାହୁ। ପରୀ ହତ୍ୟା ମାମଲାରେ ଜଣେ ଗିରଫ ପରେ ଅଶୋକ ସାହୁ କହିଛନ୍ତି ଯେ ବିଜେପିର ରାଲିକୁ ଦୃଷ୍ଟିରେ ରଖି ଗିରଫଦାରି କରାଯାଇଛି। ଗୋଟିଏ ପିଲାକୁ ଗିରଫ କରିଦେଲେ...

pari-6-30
ପରୀ ହତ୍ୟା ମାମଲାରେ ଜଣେ ଗିରଫ

ଭୁବନେଶ୍ୱର: ପରୀ ହତ୍ୟା ମାମଲାରେ ଜଣେ ଗିରଫ। ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା SIT। ନୟାଗଡ଼ ଯଦୁପୁର ଗାଁର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି SIT। ଏ ନେଇ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦେଇଛି SIT। ଆସନ୍ତାକାଲି ପକ୍ସୋ କୋର୍ଟରେ SIT ହାଜର କରିବ। ୩୭୬-A, ୩୭୬-AB,...

mao
ପୋଲିସ ଆସିବା ଦେଖି ଗୁଳି ଚଳାଇଲେ ମାଓବାଦୀ

କନ୍ଧମାଳ: କନ୍ଧମାଳରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ। ମାଓବାଦୀ କ୍ୟାମ୍ପ ଚାଲିଥିବା ଖବର ପାଇ କମ୍ବିଂ ଅପରେସନ୍ ହୋଇଛି। SOG ଏବଂ DVF ପକ୍ଷରୁ ମିଳିତ ଭାବେ ଏହି କମ୍ବିଂ ଅପରେସନ୍ କରାଯାଉଛି। ମାଓବାଦୀ କ୍ୟାମ୍ପ ଥିବା ଖବର ପାଇଁ ଚଢ଼ାଉ କରିଥିଲା ପୋଲିସ୍। ତେବେ ହଠାତ୍ ପୋଲିସ୍ ଉପରକୁ...

bottle
ସାଙ୍ଗ ହୋଇ ଯାଇଥିଲେ, ଆଉ ଫେରିଲେନି

ରାଉଲକେଲା: ପିକ୍‌ନିକ୍‌ କରିବାରୁ ଯାଇଥିଲେ ୪ ସାଙ୍ଗ। କିନ୍ତୁ ସାମାନ୍ୟ ଅସାବଧାନତା କେବଳ ଯେ ଖୁସି ଛଡ଼ାଇନେଲାନି ବରଂ ଜୀବନ ନେଇଗଲା। ନଦୀକୁ ଗାଧୋଇବାକୁ ଯାଇ ବୋତଲରେ ଖେଳୁଥିଲେ। ଆଉ ଚାଲିଗଲା ଜୀବନ। ୨ ଜଣକ ମୃତଦେହ ମିଳିଥିବା ବେଳେ ଆଉ ଜଣଙ୍କ ପତ୍ତା ମିଳୁନି। ଏଭଳି ଘଟଣା...

winter-flex
ପାରଦ ଆହୁରି ଖସିବ, ଥଣ୍ଡାରେ ଥରିବ ଓଡ଼ିଶା

ଭୁବନେଶ୍ୱର: ଆସୁଛି ଶୀତ। ଥଣ୍ଡାରେ ଥରିବ ଓଡ଼ିଶା।  ଏନେଇ ୧୬ ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ ବିଭାଗ। ଆସନ୍ତା ୩ ଦିନ ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି ଜାରି ରହିବ। ଆଗାମୀ ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳ ଶୀତ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ରହିଛି।...

Anubhav-police
ଥାନାରେ ବର୍ଷାଙ୍କ ଅଭିଯୋଗ ପରେ ଅନୁଭବଙ୍କ ଘରେ ପହଞ୍ଚିଲା ପୋଲିସ୍

କଟକ: ସାଂସଦ ଅନୁଭବ ଓ ଅଭିନେତ୍ରୀ ପତ୍ନୀ ବର୍ଷାଙ୍କ ମଧ୍ୟରେ ଯେମିତି ଥମିବାର ନାଁ ନେଉନି ପାରିବାରିକ ବିବାଦ। ପୁଣି ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ ଅନୁଭବ ଓ ତାଙ୍କ ଆଉ ୨ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଛନ୍ତି। ଗତ ରାତିରେ ରୁମ୍‌ରେ ଅନୁଭବ ତାଲା ପକାଇ ଦେଇଥିଲେ।...

soya
ଇଣ୍ଡଷ୍ଟ୍ରିଜ୍ ନାଁରେ ତିଆରି ଚାଲିଥିଲା ନକଲି ସୋୟା ବଡ଼ି

କଟକ: କଟକ ଜଗତପୁର ଅଞ୍ଚଳରେ ପୁଣି ସାମ୍ନାକୁ ଆସିଲା ଭେଜାଲ୍ ମାଲ ତିଆରି କାରଖାନା। ପୋଲିସ ଦ୍ୱାରା ଠାବ ହୋଇଛି ନକଲି ସୋୟା ବଡ଼ି ତିଆରି ୟୁନିଟ୍। ଆର.ଏମ୍.ମିଲ୍ ଜଗତପୁର ଇଣ୍ଡଷ୍ଟ୍ରିଜ୍ ନାଁରେ ଚାଲିଥିବା ଏହି କାରଖାନାରେ ତିଆରି ହେଉଥିଲା ଅପମିଶ୍ରିତ ସୋୟା ବଡ଼ି। ଆଜି ଏହା ଉପରେ...

naveen-pratap
ନବୀନ ତ କେନ୍ଦ୍ରମନ୍ତ୍ରୀ ଥିଲେ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କାହିଁକି କରାଇ ଦେଲେନି !

ବ୍ରହ୍ମପୁର: ନିଜେ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଥିଲାବେଳେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ କଲେନି। ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ନବୀନଙ୍କ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ନେଇ ବର୍ଷିଲେ ପ୍ରତାପ ଷଡ଼ଙ୍ଗୀ। ସେ କହିଛନ୍ତି ଯେ ନିଜେ କେନ୍ଦ୍ରମନ୍ତ୍ରୀ ଥିବାବେଳେ କାହିଁକି କରାଇ...

cow
ନିଜ ଛୁଆଠାରୁ କ୍ଷଣକ ପାଇଁ ଦୂରେଇ ରହିପାରିଲାନି ଗାଈ

ମାଲକାନଗିରି: ନିଜ ଛୁଆର ସୁରକ୍ଷା ଲାଗି ସର୍ବଦା ପ୍ରସ୍ତୁତ ମାଆ। ସେ ମଣିଷ, ଗୃହପାଳିତ ପଶୁ କିମ୍ବା ବନ୍ୟଜନ୍ତୁ ହେଉନା କାହିଁକି  ମାତୃତ୍ୱ ଭାବର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସହରରେ। ଗାଡି ଧକ୍କାରେ ଆହତ ହୋଇ ପଡିଥିଲା ଏକ ବାଛୁରୀ। ତେବେ ନିଜ ଛୁଆକୁ...

soumya-dadara-gadi
ରାସ୍ତା କଡରୁ ହଟିବ ପୁରୁଣା ଗାଡି !

ଭୁବନେଶ୍ୱର: ରାଜଧାନୀ ରାସ୍ତା କଡରୁ ହଟିବ ପୁରୁଣା ଗାଡିର ବେଆଇନ ପାର୍କିଂ। ବାରମ୍ବାର ଅଭିଯୋଗ ପରେ ଏବେ ଚେତା ପଶିଛି। ରାଜଧାନୀ ରାସ୍ତା କଡରୁ ପୁରୁଣା ଗାଡି ଗୁଡିକୁ ହଟାଇବା ପାଇଁ ଆଜିଠୁ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି ଟ୍ରାଫିକ। ଭୁବନେଶ୍ୱରର ବରମୁଣ୍ଡା, ରସୁଲଗଡ ଏବଂ କଳ୍ପନାରେ...

debris
ନଦୀରୁ ଉଦ୍ଧାର ହେଲା କ୍ଷେପଣାସ୍ତ୍ରର ଭଗ୍ନାଂଶ

ଭଦ୍ରକ: କ୍ଷେପଣାସ୍ତ୍ରର ଭଗ୍ନାଂଶ ନଦୀରୁ ଉଦ୍ଧାର। ଭଦ୍ରକ ଜିଲ୍ଲା ଧାମରା ନଦୀରୁ ମତ୍ସ୍ୟଜୀବୀମାନେ ଏକ କ୍ଷେପଣାସ୍ତ୍ରର ଭଗ୍ନାଂଶ ଉଦ୍ଧାର କରିଥିଲେ। ମାଛ ଧରୁଥିବାବେଳେ ଜାଲରେ ଲାଗିଥିଲା କ୍ଷେପଣାସ୍ତ୍ରର ଏହି ଭଗ୍ନାଂଶ। ଏହାପରେ ଏକ କବାଡି ଦୋକାନରେ କ୍ଷେପଣାସ୍ତ୍ରର ଭଗ୍ନାଂଶଟିକୁ ନେଇ ବିକ୍ରି କରି ଦେଇଥିଲେ। ଭଗ୍ନ କ୍ଷେପଣାସ୍ତ୍ରର ଓଜନ...

ncpcr
'ପରୀ' ପାଇଁ କେନ୍ଦ୍ରୀୟ ତଦନ୍ତ ସୁପାରିସ କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର: ପରୀ ହତ୍ୟାର ବର୍ତ୍ତମାନର ତଦନ୍ତରେ ତ୍ରୁଟି ରହିଛି। ସେଥିପାଇଁ କେନ୍ଦ୍ରୀୟ ତଦନ୍ତ କରାଯାଉ। ଏ ନେଇ ରାଜ୍ୟ ସରକାର କେନ୍ଦ୍ରୀୟ ତଦନ୍ତ ସୁପାରିସ କରନ୍ତୁ ବୋଲି NCPCR ପରାମର୍ଶ ଦେଇଛନ୍ତି । NCPCR କହିଛନ୍ତି ଯେ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ତଦନ୍ତରେ ତ୍ରୁଟି ପାଇଁ...

fireing
ରାଉଲକେଲାରେ ପୁଣି ଫାୟରିଂ: ମୁଣ୍ଡରେ ଗୁଳି ଫୁଟାଇ ଲୁଟିନେଲେ

ରାଉଲାକେଲା: RGH ପାଖ ଫ୍ଲାଏଓଭର ପାଖରେ ଗୁଳିକାଣ୍ଡ। ଜଣେ ସୁନା ଦୋକାନୀଙ୍କୁ ଦୁର୍ବୃତ୍ତ ଗୁଳି କରି ଲୁଟପାଟ୍ କରିଥିବା ସୂଚନା ମିଳିଛି। ସଂପୃକ୍ତ ସୁନା ଦୋକାନୀଙ୍କ ମୁଣ୍ଡରେ ଗୁଳି ବାଜିଛି। ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେତେ ଲୁଟ୍ ହୋଇଛି, ସେନେଇ କୌଣସି ସ୍ପଷ୍ଟ...

soni
ବିଦ୍ରୋହକୁ ପ୍ରଶମିତ କରିବା ଲାଗି ନେତାଙ୍କ ସହ କଥା ହେବେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସରେ ଦେଖା ଦେଇଥିବା ବିଦ୍ରୋହକୁ ପ୍ରଶମିତ କରିବା ଲାଗି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପ୍ରୟାସ। ଦଳରେ ସାଂଗଠନିକ ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଗତ ଅଗଷ୍ଟ ମାସରେ ଚିଠି ଲେଖିଥିବା ୨୩ ଜଣ ନେତାଙ୍କ ମଧ୍ୟରୁ କିଛି ନେତାଙ୍କୁ ସୋନିଆ ଶନିବାର ଦିନ ସାକ୍ଷାତ କରିବେ। ଉଭୟ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।