• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

dl
ଲର୍ଣ୍ଣର ଡ୍ରାଇଭିଂ ଲାଇସେନ୍ସ ନିୟମାବଳୀ ବଦଳିଲା

ଭୁବନେଶ୍ୱର: ବଦଳିଲା ଲର୍ଣ୍ଣର ଡ୍ରାଇଭିଂ ଲାଇସେନ୍ସ ନିୟମାବଳୀ। ଏଣିକି ଲର୍ଣ୍ଣର ଲାଇସେନ୍ସ ପାଇଁ ନିୟମ ଅଧିକ କଡ଼ାକଡ଼ି ସହ ବ୍ୟବସ୍ଥାରେ ସରଳୀକରଣ କରାଯାଇଛି। ଏହି ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରିବାକୁ ରାଜ୍ୟର ସମସ୍ତ ୩୮ ଆରଟିଓରେ ଥିବା ଲର୍ଣ୍ଣିଂ ଲାଇସେନ୍ସ ସେଣ୍ଟରରେ ଆଇପି କ୍ୟାମେରା ଲାଗିବ। ଏଇ ମାସ...

police
ଘର ଭିତରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର

କଟକ: କଟକ ସେଲ୍ଟର ଛକ ଷ୍ଟେଟ ବ୍ୟାଙ୍କ କଲୋନୀରେ ମାଆ ଝିଅଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି। ଏକ ଘର ଭିତରୁ ଉଦ୍ଧାର କରାଯାଇଛି ଉଭୟଙ୍କ ମୃତଦେହ। ମାଆର ମୃତଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ ଘର ଭିତରେ ପଡ଼ି ରହିଛି ୭ ମାସର ଝିଅର କ୍ଷତାକ୍ତ...

naveen
ଓଡ଼ିଶା ପାଇଁ ଜାତୀୟ ଦଳର ରାଜ୍ୟ ନେତାଙ୍କର ଭଏସ୍ ନାହିଁ : ନବୀନ

ଭୁବନେଶ୍ୱର: ବଦଳିଲା ବିଜେଡିର କେନ୍ଦ୍ର ବିରୋଧୀ ଆଭିମୂଖ୍ୟ। ୧୯ରେ କ୍ଷମତାକୁ ଆସିବା ଦିନଠୁ ଚୁପ୍ ଥିବା ବିଜେଡି ନିଜ ରଣନୀତିରେ କରିଛି ପରିବର୍ତ୍ତନ। କେନ୍ଦ୍ରକୁ ସିଧାସଳଖ ଟାର୍ଗେଟ କରିଛନ୍ତି ନବୀନ। ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଭର୍ଚୁଆଲ୍ ମୋଡ୍‌ରେ ଯୋଗଦେଇ ଉଭୟ ବିଜେପି ଓ କଂଗ୍ରେସକୁ...

odiha
'ଏସ୍‌ଆଇଟି ଟିମ୍‌କୁ ଆକ୍ଷେପ କରିବା ଦୁର୍ଭାଗ୍ୟଜନକ'

ଭୁବନେଶ୍ୱର: ତଦନ୍ତ ସମୟରେ ଏସ୍‌ଆଇଟି ଟିମ୍‌କୁ ଆକ୍ଷେପ କରିବା ଦୁର୍ଭାଗ୍ୟଜନକ ଓ ଅନୈତିକ କହିଲା ଓଡ଼ିଶା ପୋଲିସ। ପରୀ ଘଟଣାରେ ସରୋଜ ସେଠୀଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛି ଓଡ଼ିଶା ପୋଲିସ। ଏହି ଘଟଣାକୁ ନେଇ ଓଡ଼ିଶା ପୋଲିସ କହିଛି ଯେ ପରୀ ହତ୍ୟାର ଖିଅ କାଢ଼ିବାକୁ ଟିମ୍...

lekhasree
ବୋଥ୍ରାଙ୍କୁ ପ୍ରଥମେ ଏସ୍ଆଇଟିରୁ ବିଦା କରାଯାଉ: ଲେଖାଶ୍ରୀ

ନୟାଗଡ଼: ନୟାଗଡ଼ ଜିଲ୍ଲା ଯଦୁପୁର ପରୀ ହତ୍ୟା ଘଟଣାରେ ଗାଁର ଯୁବକ ସରୋଜ ସେଠୀଙ୍କ ବୟାନକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ। ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ସଂପର୍କରେ ସରୋଜ ଯେଉଁ ଅଭିଯୋଗ କରିଛନ୍ତି, ଯଦି ତାହା ସତ ହୋଇଥାଏ, ତା ହେଲେ ସାଂଘାତିକ ବୋଲି ବିଜେପି...

anubhab
SDJM କୋର୍ଟରେ ପହଞ୍ଚିଲେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର: ସାଂସଦ ତଥା ଅଭିନେତା ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ହିଂସା ମାମଲାରେ କଟକ SDJM କୋର୍ଟରେ ପହଞ୍ଚିଲେ ସାଂସଦ ଅନୁଭବ ମହାନ୍ତି। ପାରିବାରିକ ହିଂସା ମାମଲାରେ କୋର୍ଟରେ ସେ କୋର୍ଟରେ ହାଜର ହୋଇଛନ୍ତି। ପତ୍ନୀ ବର୍ଷାଙ୍କ ପକ୍ଷରୁ ଦାୟର ମାମଲାରେ କୋର୍ଟରେ ସେ ହାଜର...

tomar
୮ ପୃଷ୍ଠାର ଲମ୍ବା ଚିଠି ଲେଖିଲେ କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: ଆନ୍ଦୋଳନରତ ଚାଷୀଙ୍କୁ ମନାଇବାକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ନିରନ୍ତର ଉଦ୍ୟମ। ଚାଷୀ ସଂଗଠନ ସହ ୬ଟି ପର୍ଯ୍ୟାୟରେ ଆଲୋଚନା ପରେ ବି କୌଣସି ନିଷ୍କର୍ସ ନଆସିବାରୁ ଆଜି ଚାଷୀମାନଙ୍କ ଉଦ୍ଦେଶ୍ୟରେ ଖୋଲା ଚିଠି ଲେଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ନୂଆ କୃଷି ଆଇନ୍...

missing-final
କୁନିକୁନି ପିଲାଙ୍କ ଉପରେ ରହିଛି କାହାର ପିଶାଚ ନଜର ?

ଭୁବନେଶ୍ୱର: ଦିନେ ଯେଉଁ ପୁଅ କାନ୍ଧରେ ମଶାଣିକୁ ଯାଇଥାନ୍ତା ବାପା, ସେହି ପୁଅକୁ ଏବେ କାନ୍ଧେଇ ଛାତିଫଟା କୋହରେ ଭାଙ୍ଗିପଡ଼ିଛନ୍ତି ସେ। ମା ବି ଆଉ ଧୈର୍ଯ୍ୟ ଧରିବା ଅବସ୍ଥାରେ ନାହାଁନ୍ତି। ୩ ବର୍ଷର ପୁଅର ମୃତ୍ୟୁରେ ସତେ ଯେମିତି ପାଦତଳୁ ଧସିଯାଇଛି ମାଟି। ଢେଙ୍କାନାଳ ନିହଲପ୍ରସାଦ ଥାନା...

bardi
ବେଆଇନ୍ ଭାବେ କଲେଜ ଛାତ୍ରୀଙ୍କ ଗର୍ଭ ପରୀକ୍ଷା କରାଇଲେ ପୋଲିସ ବାବୁ !

କଟକ: ପୁଣି ଲାଗିଲା ବର୍ଦ୍ଦିରେ ଦାଗ। କଟକ ନରସିଂହପୁର ପୋଲିସ୍ ବିରୋଧରେ ସାଂଘାତିକ ଅଭିଯୋଗ। ନରସିଂହପୁର ଥାନାର ଜଣେ ପୋଲିସ୍ ଅଧିକାରୀ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ୩ ଦିନ ଧରି ଥାନାରେ ଅଟକ ରଖିବା ସହ ବେଆଇନ୍ ଭାବେ ତାଙ୍କ ଗର୍ଭ ପରୀକ୍ଷା କରାଇଥିବା ଅଭିଯୋଗ ଆସିଛି।...

sures
'ତଦନ୍ତ ବାଟବଣା ପାଇଁ ଚାଲିଛି ବୋଦା ଖୋଜା'

ନୟାଗଡ଼: ପରୀ ହତ୍ୟାକାଣ୍ଡର ତଦନ୍ତ ବାଟବଣା କରିବାକୁ ଚାଲିଛି ପ୍ରୟାସ। ଏକଥା କହିଛନ୍ତି ସାଂସଦ ସୁରେଶ ପୁଜାରୀ। ନୟାଗଡ଼ କଲେକ୍ଟୋରେଟ ସାମ୍ନାରେ ବିଜେପି ପକ୍ଷରୁ ଚାଲିଥିବା ଧାରଣାରେ ସାମିଲ ହୋଇ ସାଂସଦ କହିଛନ୍ତି ଯେ ଅରୁଣ ବୋଥ୍ରାଙ୍କର ପୋଲିସ କ୍ଷମତା ନାହିଁ। ତଦନ୍ତକୁ ବାଟବଣା କରିବାକୁ ପ୍ରୟାସ ଚାଲିଛି।...

kidnapp
ରାଉଲକେଲାରୁ ଚୋରି, ପଶ୍ଚିମବଙ୍ଗରୁ ଉଦ୍ଧାର ହେଲା ଶିଶୁପୁତ୍ର

ରାଉରକେଲା: ଉଦ୍ଧାର ହେଲା ଚୋରି ହୋଇଥିବା ଶିଶୁପୁତ୍ର। ୫ ବର୍ଷର ଶିଶୁପୁତ୍ରକୁ ପଶ୍ଚିମବଙ୍ଗ ମିଦନାପୁରରୁ ଉଦ୍ଧାର କଲା ପୋଲିସ।ଚୋରି ରାକେଟରେ ସଂପୃକ୍ତ ୩ ମହିଳାଙ୍କ ସମେତ ୪ ଜଣ ଗିରଫ। ଗତ ୪ ତାରିଖରେ ରାଉରକେଲା ଷ୍ଟେସନ ଅଞ୍ଚଳରୁ ଚୋରି ହୋଇଥିଲା। ଶିଶୁକୁ ଚୋରାଇ ନେଇଥିଲେ ରାକେଟର ୨...

high-court
ପରୀ ହତ୍ୟାର ଦୋଷୀକୁ ଧରିବାକୁ ତଦନ୍ତ ବିଶେଷ ଆଗେଇନି: ହାଇକୋର୍ଟ

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାର ତଦନ୍ତକୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ। ପରୀ ହତ୍ୟା ଦୋଷୀକୁ ଧରିବାକୁ ତଦନ୍ତ ବିଶେଷ ଆଗେଇନି। ପରୀ ହତ୍ୟା ମାମଲା SIT ଷ୍ଟାଟସ ରିପୋର୍ଟ ଦାଖଲ ପରେ ଏହା କହିଛନ୍ତି ହାଇକୋର୍ଟ। ଏହାସହ ୨୪ ସୁଦ୍ଧା ପରବର୍ତ୍ତୀ ତଦନ୍ତ...

plsv
ମହାକାଶ ଗଲା କମ୍ୟୁନିକେସନ୍ ସାଟେଲାଇଟ୍

ନୂଆଦିଲ୍ଲୀ: ଇସ୍ରୋର ସଫଳତାରେ ଯୋଡି ହେଲା ଆଉ ଏକ ଅଧ୍ୟାୟ। କରୋନା ମହାମାରୀ ଭିତରେ ସଫଳତାର ସହ ମହାକାଶକୁ କମ୍ୟୁନିକେସନ ସାଟେଲାଇଟ୍ ଉତକ୍ଷେପଣ କରିଛି। ଇସ୍ରୋ ସିଏମଏସ୍-୦୧ ନାମକ ଏହି କମ୍ୟୁନିକେସନ ସାଟେଲାଇଟ୍‌କୁ ଅପରାହ୍ଣ ୩ଟା ୪୧ ମିନିଟ୍‌ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ...

farm-sc
ଚାଷୀ ଆନ୍ଦୋଳନକୁ ନେଇ କଣ କହିଲେ ସୁପ୍ରିମ୍‌କୋର୍ଟ ?

ନୂଆଦିଲ୍ଲୀ: ଚାଷୀମାନଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି। ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।ସୁପ୍ରିମକୋର୍ଟ କହିଛନ୍ତି ଯେ ଚାଷୀମାନଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି। ତେବେ ଆନ୍ଦୋଳନ ଯେଉଁ ଢଙ୍ଗରେ ହେଉଛି, ଆମେ ନଜର ରଖିଛୁ। ଏହାର ତରିକା ବଦଳାଯାଉ, ଯେମିତିକି ସାଧାରଣ ଲୋକ ହଇରାଣ...

arrest
ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱର ଗିରଫ

ଭୁବନେଶ୍ୱର: ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ଲିଙ୍କରେ ଶେଷରେ ବନ୍ଧା ହେଲେ ସର୍ବେଶ୍ୱର ରାଓ। କ୍ରାଇମବ୍ରାଂଚ ଏସଆଇଟି ଆଜି ତାଙ୍କୁ ଗିରଫ କରିଛି। ଆଜି ସକାଳୁ ସର୍ବେଶ୍ୱରଙ୍କୁ ଡାକି ମାରାଥନ ଜେରା ପରେ ତାଙ୍କୁ ଗିରଫ କରାଯାଇଥିବା ଏସଆଇଟି ସ୍ପଷ୍ଟ କରିଛି। ଆକାଶ ପାଠକଙ୍କ ବ୍ୟକ୍ତିଗତ...

gavaskar
ଦିଆସିଲି କାଠିରେ ‘ବର୍ଡର ଗାଭାସ୍କର ଟ୍ରଫି’

ଭୁବନେଶ୍ୱର: ୧୭ ବର୍ଷୀୟ କଲେଜ ଛାତ୍ରଙ୍କ କମାଲ। ଦିଆସିଲି କାଠିରେ ତିଆରି କଲେ ‘ବର୍ଡର ଗାଭାସ୍କର ଟ୍ରଫି’। ସେ ହେଲେ ଯୁକ୍ତତିନିରେ ପଢୁଥିବା ପୁରୀ କୁମ୍ଭାରପଡ଼ାର ଶାଶ୍ୱତ ରଂଜନ। ସଂପୂର୍ଣ୍ଣ ଦିଆସିଲି କାଠିରେ ତିଆରି ଏହି ଟ୍ରଫିର ଉଚ୍ଚତା ୨୩ ଇଞ୍ଚ୍ ଓ ଗୋଲେଇ ୯ ଇଞ୍ଚ୍। ସୂଚନାଯୋଗ୍ୟ...

barsha2
ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ବର୍ଷା

ଭୁବନେଶ୍ୱର: ବର୍ଷା-ଅନୁଭବ ବିବାଦରେ ପୁଣି ଆସିଛି ନୂଆ ମୋଡ। ପାରିବାରିକ କଳହକୁ ନେଇ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ସ୍ୱାମୀ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ତେବେ ଗତ ଡିସେମ୍ବର ୯ ତାରିଖରେ ଥାନାରେ ଏକ ମାମଲା ରୁଜୁ କରିଥିଲେ।...

vaccaine
ଜେନୱା ଟିକାକୁ ଟ୍ରାଏଲ ଅନୁମତି

ନୂଆଦିଲ୍ଲୀ: ଜେନୱା ଟିକାକୁ ଟ୍ରାଏଲ ଅନୁମତି। ଭାରତରେ ପ୍ରସ୍ତୁତ ଆଉ ଏକ ଟିକାକୁ କ୍ଲିନିକାଲ ଟ୍ରାଏଲ ଅନୁମତି। ଏ ନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପଲ୍। ସେ କହିଛନ୍ତି ଯେ ଜେନୱା ଟିକା ସଂପୂର୍ଣ୍ଣ ସ୍ୱଦେଶୀ କଂପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଜେନୱା...

church
ବଡ଼ଦିନ ପାଳନ ପାଇଁ ଚର୍ଚ୍ଚକୁ ଅନୁମତି, ୩ରେ ଖୋଲିପାରିବେ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ୱର: ବଡ଼ଦିନ ପାଳନ ନେଇ ଚର୍ଚ୍ଚକୁ ମିଳିପାରିବ ସ୍ୱତନ୍ତ୍ର ଅନୁମତି। ୨୫ ତାରିଖ ପାଇଁ ଚର୍ଚ୍ଚକୁ ମିଳିପାରିବ ସ୍ୱତନ୍ତ୍ର ଅନୁମତି ଦିଆଯାଇପାରିବ। ଏହି ଅନୁମତି ପାଇଁ ପୂର୍ବରୁ ଆବେଦନ କରିବାକୁ ପଡ଼ିବ। କେତେ ସଂଖ୍ୟକ ଅତିଥି ଏକାଠି ହେବେ, ଦର୍ଶାଇଲେ ଅନୁମତି ମିଳିବ। ସେହିପରି ଜାନୁଆରୀ ୩ ତାରିଖ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।