• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

Death
କୋକେଇରେ ଶୋଇଥିଲେ ବାପା, ଷ୍ଟେଥୋସ୍କୋପ ପକାଇ ଚିକିତ୍ସା କଲା ପୁଅ

ଜୟପୁର(ଟି. ଗୌରୀ ଶଙ୍କର): ବାପାଙ୍କ ଇଚ୍ଛା ଥିଲା ପୁଅ ଡାକ୍ତର ହେବ ଲୋକଙ୍କ ସେବା କରିବ, ଆଉ ତାହା ଭାବି ପୁଅକୁ ଡାକ୍ତରୀ ପାଠ ପଢାଇଲେ ବାପା। ଆଉ କିଛି ଦିନ ପରେ ପୁଅର ଡାକ୍ତରୀ ପାଠ ବି ସରିଥାନ୍ତା ହେଲେ ପୁଅର ସେବା ଦେଖିବା ଆଗରୁ ଚାଲିଗଲେ...

lootera
ଫୁଲ୍ ଫିଲ୍ମି ଷ୍ଟାଇଲ୍‌ରେ ବୟସ୍କ ଦମ୍ପତିଙ୍କ ଠାରୁ ଲୁଟିନେଲେ

ଭୁବନେଶ୍ୱର: ପୁଣି ଲୁଟେରାଙ୍କ ଟାର୍ଗେଟ୍‌ରେ ବରିଷ୍ଠ ନାଗରିକ। ହେଲେ ଏଥର ଫୁଲ୍ ଫିଲ୍ମି ଷ୍ଟାଇଲ୍, ଜବରଦସ୍ତ ପ୍ରି ପ୍ଲାନିଂ  ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ କହି, ସଚେତନ କରିବା ନାଁରେ ବୟସ୍କ ଦମ୍ପତିଙ୍କ ଠାରୁ ଲୁଟିନେଲେ ସୁନା ଗହଣା। ଘଟଣା ଘଟିଛି ଭୁବନେଶ୍ୱର ପଟିଆ ସ୍ୱର୍ଣ୍ଣପୁରୀ ରୋଡ୍ RJ ଲଞ୍ଜ୍...

new-strain
ଭୁବନେଶ୍ୱରର ବ୍ରିଟେନ ଫେରନ୍ତା ଜଣଙ୍କ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରର ବ୍ରିଟେନ ଫେରନ୍ତା ଜଣଙ୍କ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ନେଇ ବିଏମସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ୩୪ ବର୍ଷିୟ ଯୁବକ ଜଣକ ଗତ ୧୮ ଡିସେମ୍ବରରେ ଏକ ଘରୋଇ ଲ୍ୟାବରେ ପଜିଟିଭ ଚିହ୍ନଟ ହୋଇଥିଲେ। ଯୁବକଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ସରକାରୀ...

high-court
ମୃତ୍ୟୁ ଦଣ୍ଡାଦେଶକୁ ଖାରଜ କଲେ ହାଇକୋର୍ଟ

କଟକ: ଅନୁଗୁଳ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତର ମୃତ୍ୟୁ ଦଣ୍ଡାଦେଶକୁ ଖାରଜ କରିଛନ୍ତି ହାଇକୋର୍ଟ। ଏହା ସହ ମାମଲାର ପୁନଃ ଶୁଣାଣୀ ପାଇଁ ଅନୁଗୁଳ ପୋକ୍ସୋ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଜାନୁଆରୀ ୨୦ ତାରିଖରେ ଅନୁଗୁଳ ଥାନା ଅଧୀନରେ ଏକ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା...

pari-case
ହାତକଡ଼ି ପରେ ବି ଥମୁନି ବିବାଦ, ହଟୁନି ଦ୍ୱନ୍ଦ୍ୱ

ଭୁବନେଶ୍ୱର: ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ହାତରେ ହାତକଡ଼ି ପରେ ବି ଥମୁନି ବିବାଦ। ୫ ମାସ ତଳର ମର୍ଡର ମିଷ୍ଟ୍ରିର ମହାଖୁଲାସା ପରେ ମଧ୍ୟ ହଟୁନି ଦ୍ୱନ୍ଦ୍ୱ। କୁନିଝିଅ ପରୀ କେସ୍‌ରେ ସରୋଜ ସେଠୀକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିବା ଏସଆଇଟି ଗତକାଲି ଖୋଲିଥିଲା...

pratyush
ଆଇପିଏସ ସ୍ତରରେ ଅଦଳବଦଳ, ବଦଳିଲେ ନୟାଗଡ଼ ଏସପି

ଭୁବନେଶ୍ୱର: ବଦଳିଲେ ନୟାଗଡ଼ ଏସପି। ଆଇପିଏସ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ କରି ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ହେଡକ୍ୱାର୍ଟର ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ତାଳଚେର ଏସିଡିପିଓ ଥିବା ସିଦ୍ଧାର୍ଥ କଟାରିଆଙ୍କୁ ନୟାଗଡ଼ର ନୂଆ ଏସପି ଭାବେ ଅବସ୍ଥାପିତ କରାଯାଇଛି। ପରୀ ହତ୍ୟା...

bothra
ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ କରିବାକୁ ଦାବି

ଭୁବନେଶ୍ୱର: ନୟାଗଡ଼ ନାବାଳିକା ହତ୍ୟା ଓ ଦୁଷ୍କର୍ମ ଘଟଣାରେ ଏସଆଇଟି ତଦନ୍ତକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ବିଜେପି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ମନଗଢ଼ା କାହାଣୀ କହୁଛି ଏସଆଇଟି। ଆଗରୁ ଆମର ଏପରି ସନ୍ଦେହ ହୋଇଥିଲା, ଏବେ ତାହା ସତ ହୋଇଛି। ଅଙ୍ଗତସ୍କରିକୁ...

khelo
ରାଜ୍ୟ ଖେଲୋ ଇଣ୍ଡିଆ ଏକ୍ସଲେନ୍ସ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ଖେଲୋ ଇଣ୍ଡିଆ ଏକ୍ସଲେନ୍ସ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟନ ହୋଇଛି।  କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜୁ ଭିଡିଓ କନ୍ଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି। ସାରା ଦେଶରେ ଆଜି ୮ଟି ରାଜ୍ୟରେ ଏହି ଖେଲୋ ଇଣ୍ଡିଆ ଏକ୍ସଲେନ୍ସ...

pari
ଯଦୁପୁର ଗାଁ ପୋଖରୀରୁ ମିଳିଲା ମୃତ ନାବାଳିକାଙ୍କ ଲେଗିଙ୍ଗସ

ନୟାଗଡ଼: ଯେତିକି ତଦନ୍ତ ଆଗଉଛି, ସେତିକି ରହସ୍ୟ ଫିଟୁଛି। ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗାଁ ପୋଖରୀରୁ ମିଳିଲା ନାବାଳିକାଙ୍କ ଲେଗିଙ୍ଗସ। ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ପୋଖରୀ ଶୁଖାଇବା ପରେ ମିଳିଲା। ମିଳିଥିବା ଲେଗିଙ୍ଗସକୁ ଜବତ କରିବା ସହ ନିଜ ହେପାଜତକୁ...

winter
ଆବଶ୍ୟକ ନଥିଲେ ଘରୁ ବାହାରନି: SRC

ଭୁବନେଶ୍ୱର: ଥଣ୍ଡାରେ ଥରୁଛି ଓଡ଼ିଶା। ରାଜ୍ୟରେ ଶୀତର ପ୍ରକୋପ ବଢୁଥିବାରୁ ସତର୍କ ରହିବାକୁ SRC ପରାମର୍ଶ ଦେଇଛନ୍ତି। ନିହାତି ଆବଶ୍ୟକ ନଥିଲେ ଘରୁ ପଦାକୁ ନବାହାରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା। ରାତିରେ ୨ ଚକିଆ ଯାନରେ ନଯିବାକୁ ପରାମର୍ଶ ଦିଆଯାଇଛି।...

virat
ସ୍ୱଦେଶ ଫେରିଲେ କ୍ୟାପଟେନ୍ କୋହଲି

ଆଡିଲେଡ୍: ଜୁନିଅର୍ ଖେଳାଳୀଙ୍କୁ ବିଜୟମନ୍ତ୍ର ଦେଇ ପିତୃତ୍ୱ ଛୁଟିରେ ଆସିଲେ କ୍ୟାପଟେନ୍ କୋହଲି। ଆଜି ସକାଳୁ ସେ ଅଷ୍ଟ୍ରେଲିଆ ଛାଡ଼ି ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏବେ ଆଡିଲେଟ୍ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆର ଭାର ସମ୍ଭାଳିବେ ଆଜିଙ୍କ୍ୟ ରାହାଣେ। ସୂଚନାଯାଗ୍ୟ ଯେ,...

new-strain
କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ SOP ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ବ୍ରିଟେନ ଫେରନ୍ତା ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି। ଗତ ୧୪ ଦିନ ଭିତରେ ବ୍ରିଟେନ୍‌ରୁ ସିଧାସଳଖ କିମ୍ବା ବ୍ରିଟେନ ଦେଇ ଫେରିଥିବା ଯାତ୍ରୀଙ୍କୁ ଡିକ୍ଲାରେସନ୍ ଫର୍ମ ପୂରଣ କରିବାକୁ ପଡିବ। ଫେରିଥିବା ଯାତ୍ରୀ ୧୪...

new-strain
ପଜିଟିଭ ବାହାରିଲେ ହସ୍ପିଟାଲ, ନେଗେଟିଭ ବାହାରିଲେ ଆଇସୋଲେସନ

ନୂଆଦିଲ୍ଲୀ: ୟୁକେରେ ଆତଙ୍କ ସୃଷ୍ଟି କରିଛି କରୋନାର ନୂଆ ଷ୍ଟ୍ରେନ୍। ଏହା ବେକାବୁ ହୋଇଥିବା ନେଇ ଲୋକଙ୍କୁ ଚେତାଇବା ସହ ଲୋକଙ୍କ ଯାଆସ ଉପରେ କଟକଣା ଜାରି କରିଛନ୍ତି ବ୍ରିଟେନ୍ ସରକାର। ବଡ଼ଦିନ ପାଇଁ ସଂପର୍କୀୟଙ୍କୁ ଏକାଠି ହେବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହାସହ ଅଣଅତ୍ୟାବଶ୍ୟକ ଦୋକାନ...

arunanka-surakhya-kabacha
ଯଦି ବୁଦା ମୂଳେ ଶବ ଥିଲା, ଡଗ୍ ସ୍ୱାଡ୍‌ ଜାଣିପାରିଲାନି କେମିତି ?

ଭୁବନେଶ୍ୱର: ନାବାଳିକା ହତ୍ୟା ମାମଲାରେ କଡ଼ା ସମାଲୋଚନା କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ଅରୁଣ ବୋଥ୍ରାଙ୍କ ପ୍ରେସମିଟ ପରେ ଗୋଲକ କହିଛନ୍ତି ଯେ ଜଣେ ଅରୁଣ ଆଉ ଜଣେ ଅରୁଣଙ୍କୁ ସୁରକ୍ଷା ଦେଉଛନ୍ତି। ଶବ ଯଦି ବୁଦା ମୂଳେ ଥିଲା, ଡଗ୍ ସ୍ୱାଡ୍‌ ଜାଣିପାରିଲାନି କେମିତି...

Arrest
'ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ, ମୋତେ ରକ୍ଷା କର'

ନାୟାଗଡ଼: ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେବ SIT। ଆସନ୍ତାକାଲି ଠାରୁ ୨୪ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି ଦେଇଛନ୍ତି। ୪ ଦିନ ରିମାଣ୍ଡ ପାଇଁ ପକ୍ସୋ କୋର୍ଟରେ ଆବେଦନ କରିଥିଲା SIT। ଅପରପଟେ ଗିରଫ...

space
୮ ଶହ ବର୍ଷ ପରେ ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ

ଭୁବନେଶ୍ୱର: ମହାକାଶରେ ମହାମିଳନ। ବିରଳ ମହାଜାଗତିକ ଦୃଶ୍ୟ। ଆକାଶରେ ଅତି ନିକଟରେ ଦୃଶ୍ୟମାନ ହୋଇଛନ୍ତି ସୌରଜଗତର ୨ଟି ବୃହତ୍ ଗ୍ରହ। ଗୋଟିଏ ଗ୍ରହମାନଙ୍କ ମଧ୍ୟ ରାଜା ବୃହସ୍ପତି ଏବଂ ଅନ୍ୟଟି ବଳୟ ଗ୍ରହ ଶନି।  ବୃହସ୍ପତି ଓ ଶନି ଗ୍ରହକୁ ଉତ୍ତର-ପଶ୍ଚିମ ଦିଗ୍‌ବଳୟର ଠିକ୍ ଉପରକୁ ଅତି ଲାଗିଲାଗି...

tv-recharge
ଟିଭି ରିଚାର୍ଜ କରି ଫସିଗଲେ ଯୁବତୀ

ଭୁବନେଶ୍ୱର: ନିତିଦିନ ଅନ୍‌ଲାଇନ୍‌ ଠକେଇ ନେଇ ଅଭିଯୋଗ ଆସୁଛି। ଏ ଦିଗରେ ଠକଙ୍କୁ ଧରିବା ପାଇଁ ସାଇବର୍‌ ଏକ୍ସପର୍ଟ ବିଭିନ୍ନ ଟେକ୍‌ନିକ୍ ଅବଲମ୍ବନ କରି ଏହି ଠକମାନଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଛି। କିନ୍ତୁ ପୋଲିସ୍ ଆଖିରେ ଅଙ୍ଗୁଳି ଗେଞ୍ଜି ସବୁକିଛି ଲୁଟ୍ କରି ନେଇଯାଉଛନ୍ତି। ପୋଲିସ୍ ଡାଳେ...

naveen
'ସମସ୍ତଙ୍କ ପାଇଁ ସଂପତ୍ତି ତାଲିକା ବାଧ୍ୟତାମୂଳକ'

ଭୁବନେଶ୍ୱର:  ବିଜେଡି ଶାସନରେ ସରପଞ୍ଚଠୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ତଳ ସ୍ତରର ସରକାରୀ କର୍ମଚାରୀଙ୍କଠୁ ମୁଖ୍ୟ ସଚିବଙ୍କ ଯାଏଁ ସମସ୍ତଙ୍କ ପାଇଁ ସଂପତ୍ତି ତାଲିକା ବାଧ୍ୟତାମୂଳକ। ପ୍ରତିବର୍ଷ ଏହି ସମ୍ପତ୍ତି ତାଲିକା ଲୋକାୟୁକ୍ତଙ୍କ ନିକଟକୁ ପଠାଯିବ ଏବଂ ପବ୍ଲିକ୍  ଡୋମେନରେ ମଧ୍ୟ ଉପଲବ୍ଧ ହେବ। ବିଜେଡି ରାଜ୍ୟ ପରିଷଦ ବୈଠକରେ...

khabr-odisha-naveen
'ଦୁର୍ନୀତି ନ ହଟାଇଲେ ଆମ ଲଢେଇ ମୂଲ୍ୟହୀନ'

ଭୁବନେଶ୍ୱର: ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ଼ ଶତ୍ରୁ। ଦୁର୍ନୀତିର ମୂଳୋତ୍ପାଟନ ନକଲେ ଆମର ସବୁ ଲଢ଼େଇ ମୂଲ୍ୟହୀନ। ବିଜେଡି ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଏକଥା କହିଛନ୍ତି। ଉଦବୋଧନ ଦେବା ଅବସରରେ ସେ କହିଛନ୍ତି ଯେ  ଆମ ସରକାର ମୂଳରୁ ଦୁର୍ନୀତି...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।