ଲଦାଖ: ଲଦାଖ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରୁ ଆଉ ସୈନ୍ୟ ପ୍ରତ୍ୟାହାର କରିବ ନାହିଁ ବୋଲି ଚୀନକୁ ସଫା ସଫା ଶୁଣାଇ ଦେଇଛି ଭାରତ। ଉଭୟ ଦେଶର ମଧ୍ୟରେ ପଞ୍ଚମ ସାମରିକସ୍ତରୀୟ ଆଲୋଚନା ବେଳେ ଭାରତ ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଫିଙ୍ଗର୍ ଥ୍ରିର ଧନ ସିଂହ ଥାପା...
ବେରୁଟ: ଲେବାନନ୍ ରାଜଧାନୀ ବେରୁଟ ସହରରେ କେମିତି ହୋଇଥିଲା ଭୟଙ୍କର ବିସ୍ଫୋରଣ ? କ’ଣ ଥିଲା ସେହି ସମୟର ଦୃଶ୍ୟ ? ତାହାର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି ଜଣେ ପ୍ରବାସୀ ଓଡ଼ିଆ। ତାଙ୍କ ନାଁ ପ୍ରଫେସର ଦିଗାମ୍ବର ପାତ୍ର। କଳାହାଣ୍ଡି ଜିଲ୍ଳା ଧର୍ମଗଡ଼ ସହରର ଦିଗାମ୍ବର ରୁହନ୍ତି ବେରୁଟରେ।...
ଭୁବନେଶ୍ୱର: ଓଡ଼ିଶାରେ ସକ୍ରିୟ ଅଛି ଲଘୁଚାପ। ପ୍ରଭାବରେ ପ୍ରବଳ ବର୍ଷା ହେବା ସହ କିଛି ସ୍ଥାନରେ ଜୀବନଯାତ୍ରା ବ୍ୟାହତ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାତର ବର୍ଷା ଜାରି ରହିଥିବା ବେଳେ କେଉଁଠି ଜଳ ନିଷ୍କାସନ ହୋଇପାରୁ ନାହିଁ ତ ଆଉ କେଉଁଠି ଏଥିପାଇଁ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି।...
ନୂଆଦିଲ୍ଲୀ: ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଦେଶର ନୂଆ CAG ବା କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ। ରାଷ୍ଟ୍ରପତି ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ CAG ଭାବେ ନିଯୁକ୍ତି ଦେଇଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି କାଲି ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ...
ଚେନ୍ନାଇ: କରୋନିଲ ଟ୍ରେଡ୍ ମାର୍କକୁ ବ୍ୟବହାର କରିପାରିବନି ପତଞ୍ଜଳି। ଏନେଇ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ଏବଂ ଦିବ୍ୟା ୟୋଗ ମନ୍ଦିର ଟ୍ରଷ୍ଟକୁ ବାରଣ କରିଛନ୍ତି ମାଡ୍ରାସ ହାଇକୋର୍ଟ। ତା ସହିତ ୧୦ ଲକ୍ଷ ଟଙ୍କା ଫାଇନ୍ ମଧ୍ୟ କରିଛନ୍ତି କୋର୍ଟ। ଅଗଷ୍ଟ ୨୧ ତାରିଖ ସୁଦ୍ଧା ଫାଇନ୍ ପୈଠ...