କଟକ: ଆଜି କଟକ ସହରରୁ ୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୨ ଲୋକାଲ୍ କଣ୍ଟାକ୍ଟ କେସ ରହିଥିବା ବେଳେ ୨୬ ଜଣ ହୋମ୍ କ୍ୱାରେଣ୍ଟିନ୍ରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେବଳ କଟକ ମାଲଗୋଦାମ ବେହେରା ସାହିରୁ ଆଉ ୩୮ ପଜିଟିଭ ଚିହ୍ନଟ ହୋଇଛନ୍ତି।...
ବେଜିଂ: ଚୀନ୍ରୁ ଆସି ସାରା ବିଶ୍ୱକୁ ବ୍ୟାପିଥିବା କରୋନା ଥମିବାର ନାଁ ନେଉନଥିବା ବେଳେ ଏବେ ପୁଣି ଚୀନ୍ରେ ଆଉ ଏକ ନୂଆ ଭାଇରସ୍ ବାହାରିଛି। ଏହି ନୂଆ ଭାଇର୍ସ ଚୀନ୍ରେ ୭ ଜଣଙ୍କର ଜୀବନ ନେଇସାରିଲାଣି। ଏଥିରେ ୬୦ରୁ ଅଧିକ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି। ଏହି ଭାଇରସ୍ର...
ଭୁବନେଶ୍ୱର; ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୧ ମଧ୍ୟରୁ ୫୨ କ୍ୱାରେଣ୍ଟିନ ସେଣ୍ଟରରେ ଚିହ୍ନଟ ହୋଇଥିବା ବେଳେ ୪୯ ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେ ଟ୍ୱିଟ୍ କରି ସଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ...
ଭୁବନେଶ୍ୱର: କରୋନା କବଳରେ ଶିକ୍ଷକଙ୍କ ଜୀବନ ଯାଉଛି। କୋଭିଡ୍ ଲଢ଼େଇର ଆଗରେ ରହି କେବଳ ଗଞ୍ଜାମ ଜିଲ୍ଲାରେ ଏଯାଏଁ ପ୍ରାଣ ହରାଇଲେଣି ୧୧ ଜଣ ଶିକ୍ଷକ। ତେବେ ପରିତାପର ବିଷୟ ସରକାର ଏମାନଙ୍କୁ କୋଭିଡ୍ ଯୋଦ୍ଧାର ମାନ୍ୟତା ଦେଇନାହାନ୍ତି କି ସେମାନଙ୍କ ପରିବାର ଲାଗି ଆର୍ଥିକ ସହାୟତାର ବ୍ୟବସ୍ଥା...
ଭୁବନେଶ୍ୱର: ଆଜି ରାଜ୍ୟରେ ୧୮୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୭୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୦୨, କଟକରୁ ୧୪୭, ଗଜପତିରୁ ୧୩୬ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଉଛି। ସେହିଭଳି ଆଜି...
ବେଙ୍ଗାଲୁରୁ: ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂହ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେବଳ ମନପ୍ରୀତ ନୁହଁନ୍ତି, ତାଙ୍କର ଆଉ ୩ ସାଥୀ ଖେଳାଳି ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବେଙ୍ଗାଳୁରୁରେ ଜାତୀୟ କ୍ୟାମ୍ପକୁ ଫେରିଲା ପରେ ଏହି ଖେଳାଳିମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର...
ଥିରୁଭନନ୍ତପୁରମ: କେରଳର କାରିପୁର ଏୟାରପୋର୍ଟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରକ୍ରାଫ୍ଟର କ୍ରାସ ଲ୍ୟାଣ୍ଡିଂ ଯୋଗୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୩ ଜଣ ଆହତ ହୋଇଛନ୍ତି। ୧୨୩ ଆହତଙ୍କ ମଧ୍ୟରୁ ୧୫ ଗୁରୁତର ଥିବା ସୂଚନା ମିଳିଛି। ମୃତାହତ ହୋଇଥିବା ନେଇ ମାଲାପୁରମ୍ ଜିଲ୍ଲା ଏସ୍ପି ସୂଚନା...
କୋଝିକୋଡ଼େ: କେରଳର କାରିପୁର ଏୟାରପୋର୍ଟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରକ୍ରାଫ୍ଟର କ୍ରାସ ଲ୍ୟାଣ୍ଡିଂ ଯୋଗୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୩ ଜଣ ଆହତ ହୋଇଛନ୍ତି। ୧୨୩ ଆହତଙ୍କ ମଧ୍ୟରୁ ୧୫ ଗୁରୁତର ଥିବା ସୂଚନା ମିଳିଛି। ମୃତାହତ ହୋଇଥିବା ନେଇ ମାଲାପୁରମ୍ ଜିଲ୍ଲା ଏସ୍ପି ସୂଚନା...