ନୂଆଦିଲ୍ଲୀ: ଆଇଏଫ୍ଏସ୍ ଅଫିସର ସୁଶାନ୍ତ ନନ୍ଦ ଅନେକ ସମୟରେ ପଶୁ ପକ୍ଷୀମାନଙ୍କ ଅଜବ ଅଜବ କାର୍ନାମାକୁ ସୋସିଆଲ୍ ମିଡିଆ ଶେୟାର କରନ୍ତି। ଯାହା ଖୁବ୍ ଭାଇରାଲ୍ ମଧ୍ୟ ହୋଇଥାଏ। ଜଙ୍ଗଲରେ ପଶୁପକ୍ଷୀମାନଙ୍କର ଅଜବ କାର୍ନାମା ଦେଖିଲେ ଯେତିକି ଖୁସୀ ଲାଗେ ସେତିକି ଆଶ୍ଚର୍ଯ୍ୟ ବି ଲାଗେ। ଏବେ ସୁଶାନ୍ତ...
ନୂଆଦିଲ୍ଲୀ: ଏବେ ଆଉ ୫୦ ହଜାର ନୁହେଁ ଏବେ ପ୍ରତିଦିନ ୬୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିଭଳି ଦିନକୁ ୮ ଶହରୁ ଅଧିକ କରୋନା ରୋଗୀଙ୍କର ମୃତ୍ୟୁ ହେଉଛି। ଆଜି ଗୋଟିଏ ଦିନରେ ୬୪,୩୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୬୧ ଜଣଙ୍କ...
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଦେବାକୁ ପ୍ରତିରକ୍ଷା କ୍ଷେତ୍ରରେ ଆମଦାନୀ ହେଉଥିବା ୧୦୧ ଉପକରଣ ଉପରେ ବ୍ୟାନ୍ ଲଗାଇଛନ୍ତି ସରକାର। ଏବେ ଏହିସବୁ ଉପକରଣ ଦେଶରେ ହିଁ ଉତ୍ପାଦନ କରାଯିବ ବୋଲି ରାଜନାଥ କହିଛନ୍ତି। ପ୍ରତିରକ୍ଷା...
ଶ୍ରୀନଗର: ଜାମ୍ମୁକାଶ୍ମୀର ପୁଣି ଜଣେ ବିଜେପି ନେତାଙ୍କ ଉପରେ ଗୁଳି ଚଳାଇଲେ ଆତଙ୍କବାଦୀ। ବୁଡଗାମର ପଛୁଆ ବର୍ଗ ମୋର୍ଚ୍ଚାର ଜିଲ୍ଲା ବିଜେପି ସଭାପତି ଅବ୍ଦୁଲ ହମିଦ ନଜରଙ୍କୁ ଗୁଳି କରିଛନ୍ତି ଆତଙ୍କବାଦୀ। ଗୁରୁତର ଅବସ୍ଥାରେ ତାଙ୍କୁ ମହାରାଜା ହରିସିଂହ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବୁଡଗାମ ଏଏସ୍ପି ଆମୋଡ ନାଗପୁରେ...
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଲା ମୁମ୍ବାଇ ପୋଲିସ୍। ସୁଶାନ୍ତଙ୍କ ମୃତ୍ୟୁ ମାମଲା ତଦନ୍ତ ମୁମ୍ବାଇ ପୋଲିସ୍ କରୁଛି। ସମସ୍ତ ତଥ୍ୟ ପ୍ରମାଣ ଆଧାରରେ ତଦନ୍ତ ଚାଲିଛି। ତେଣୁ ଏବେ ସିବିଆଇ ଏହି ମାମଲାର ତଦନ୍ତ କରିବା ଆବଶ୍ୟକ ନାହିଁ ବୋଲି...
ବିଜୟୱାଡା: ଆନ୍ଧ୍ରପ୍ରଦେଶ ବିଜୱାଡାରେ କୋଭିଡ୍ କେୟାର୍ ସେଣ୍ଟର ସାଜିଥିବା ଏକ ହୋଟେଲ୍ ନିଆଁ ଲାଗିବା ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଘୋଷଣା କରିଛନ୍ତି ଅନ୍ଧ୍ର ସରକାର। ରବିବାର ଏହି ଘୋଷଣା...
ନୁଆଦିଲ୍ଲୀ: କରୋନାରୁ ଆରୋଗ୍ୟ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ଦିଲ୍ଲୀ ବିଜେପି ନେତା ମନୋଜ ତିୱାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅଗଷ୍ଟ ୨ ତାରିଖରେ ଶାହ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ହରିୟାଣା ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି...
ଯୋଧପୁର: ରାଜସ୍ତାନ ଟେଚୁର ଲୋଡ଼ତା ଅଚଲାବତା ଗାଁରେ ୧୧ ଜଣ ପାକିସ୍ତାନ ଶରଣାର୍ଥୀଙ୍କ ମୃତଦେହ ମିଳିଛି। ଗାଁ ନିକଟସ୍ଥ ଚାଷଜମିରୁ ୧୧ ଜଣଙ୍କର ମୃତଦେହ ମିଳିବା ପରେ ଗାଁର କୋକୁଆ ଭୟ ସୃଷ୍ଟି ହୋଇଛି। ଏହି ୧୧ ଜଣ ଗୋଟିଏ ପରିବାରର ଥିଲେ ଓ ସେମାନେ ଅଚଲାବତା ଗାଁରେ...
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିବା ନେଇ ବିଜେପି ନେତା ମନୋଜ ତିୱାରୀ ଟ୍ୱିଟ୍ କରି ଜଣାଇବା ପରେ ଶାହ ସୁସ୍ଥ ହୋଇଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା। କିନ୍ତୁ ଗୃହମନ୍ତ୍ରାଳୟ ଏହାକୁ ଖଣ୍ଡନ କରିବା ପରେ ମନୋଜ ତାଙ୍କ ଟ୍ୱିଟ୍କୁ ଡିଲିଟ୍...
ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ପରିଚାଳନାରେ ଦୁର୍ନୀତି ନେଇ ବଡ଼ ଗନ୍ଧ ବାରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କୋଭିଡ୍ ଦୁର୍ନୀତିରେ ତାମିଲନାଡୁ ଲିଙ୍କ୍ ରହିଛି ବୋଲି ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଅପରାଜିତା। ଚେନ୍ନାଇର ଏକ ଚଷମା ଦୋକାନରୁ ପିପିଇ କିଟ୍ କିଣାଯାଇଛି। କୋଭିଡ୍ ପରିଚାଳନା ଦୁର୍ନୀତି ଓ...