ବେରୁଟ: ଗତକାଲି ସନ୍ଧ୍ୟା ବେଳେ ଲେବନନର ରାଜଧାନୀରେ ହୋଇଥିଲା ଗୋଟିଏ ପରେ ଗୋଟିଏ ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ, ବେରୁଟ ଠାରୁ ୨୪୦ କିଲୋମିଟର ଦୂର ସମୁଦ୍ର ଆରପଟେ ଥିବା ଅନ୍ୟ ଏକ ଦେଶ ସାଇପ୍ରସକୁ ଶବ୍ଦ ଶୁଭିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଏପର୍ଯ୍ୟନ୍ତ...
ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଖୋଲିଛି ଯୋଗକେନ୍ଦ୍ର ଏବଂ ଜିମ୍ ସେଣ୍ଟର। ମାର୍ଚ୍ଚ ମାସରେ କରୋନା ଲକ୍ଡାଉନ୍ ଆରମ୍ଭ ହେବା ପରଠୁ ସାରା ଦେଶରେ ବନ୍ଦ ଥିଲା ଯୋଗ ଓ ଜିମ୍ ସେଣ୍ଟର। ପ୍ରାୟ ୪ ମାସ ପରେ ସେସବୁ ଆଜି ଖୋଲିଛି। ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି...
ବଲାଙ୍ଗୀର: ଗର୍ଭବତୀ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ। ବଲାଙ୍ଗିର ସହର ରାଧାରାଣୀପଡ଼ାରେ ଘଟିଛି ଏ ଅମାନବୀୟ କାଣ୍ଡ। ଗର୍ଭବତୀ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି ନୃସଂଶ ସ୍ୱାମୀ। ପାରିବାରିକ କଳିକୁ କେନ୍ଦ୍ରକରି ଏ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ...
ବେରୁଟ: ଲେବାନନର ରାଜଧାନୀ ବେରୁଟରେ ଭୟଙ୍କର ବିସ୍ଫୋରଣ କାରଣ କହିଛନ୍ତି ଲେବାନନ ପ୍ରଧାନମନ୍ତ୍ରୀ ହସନ ଦିଆବ। ବେରୁଟ୍ ବିମାନ ବନ୍ଦରର ୱାରେହାଉସ୍ରେ ୨,୭୫୦ ଟନ୍ ଆମୋନିୟମ୍ ନାଇଟ୍ରେଟ୍ ରଖାଯାଇଥିଲା। ଯାହା ଗତକାଲି ସନ୍ଧ୍ୟାରେ ଭୟଙ୍କର ବିସ୍ଫୋରଣ ହୋଇଛି ବୋଲି କହିଛନ୍ତି ଲେବାନବ ପ୍ରଧାନମନ୍ତ୍ରୀ। ସେ ଆହୁରି ମଧ୍ୟ କହିଛନ୍ତି...
ଅଯୋଧ୍ୟା: ଆଜି ପୂରା ଭାରତ ରାମମୟ ହୋଇଛି। ସବୁ ମନ ଦୀପମୟ ହୋଇଛି। ଆଜି ସରା ଭାରତ ଭାବୁକ ହୋଇଛି। ବର୍ଷ ବର୍ଷ ଧରି ଅପେକ୍ଷା ଆଜି ସମାପ୍ତ ହେବାକୁ ଯାଉଛି । ବର୍ଷ ବର୍ଷ ଧରି ଚାଲୁଥିବା ବ୍ୟତିକ୍ରମର ରାମ ଜନ୍ମଭୂମି ଆଜି ମୁକ୍ତ ହୋଇଛି। ବର୍ଷ...
ନୂଆଦିଲ୍ଲୀ: ଆଜି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଶେଷ ହୋଇଛି। ୨୦୧୯ରେ ସୁପ୍ରିମକୋର୍ଟ ରାୟ ପରେ ଦୀର୍ଘ ବର୍ଷ ଧରି ଫସି ରହିଥିବା ଏହି ବିବାଦର ସମାଧାନ ହୋଇଥିଲା। ଯାହାଫଳରେ ଆଜି ମନ୍ଦିର ପାଇଁ ନିଅଁ ପଡ଼ିପାରିଛି। ତେବେ ରାମ ମନ୍ଦିର ନିର୍ମାଣ ପାଇଁ...
ନୂଆଦିଲ୍ଲୀ: ସବୁ ପ୍ରତିକ୍ଷାର ଅନ୍ତ ଘଟିଛି। କୋଟି କୋଟି ରାମ ଭକ୍ତଙ୍କ ସ୍ୱପ୍ନ ସାକାର ହେବ। ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ, ସୁଉଚ୍ଚ ଶ୍ରୀରାମଙ୍କ ମନ୍ଦିର। ଆଜି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଘଟିଛି ସେହି ଐତିହାସିକ ଘଟଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଛି ଭୂମି...
ନୂଆଦିଲ୍ଲୀ: ଆଜି ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା କରୁଥିବା ବେଳେ ବାବ୍ରି ମସ୍ଜିଦ୍କୁ ମନେ ପକାଇଲେ AIMIM ନେତା ଅସଦୁଦ୍ଦିନ ଓୱେସୀ। ମୁଗଲ ସମ୍ରାଟ ବାବର ୧୫୨୮ ମସିହାରେ ବାବ୍ରି ମସ୍ଜିଦ୍ ନିଅଁ ପକାଇଥିଲେ। ୧୯୯୨ ପରେ ରାମ ଜନ୍ମଭୂମି ଆନ୍ଦୋଳନରେ...
ନୂଆଦିଲ୍ଲୀ: ଦୀର୍ଘ ୭ ଦଶନ୍ଧି ଧରି ଲାଗି ରହିଥିବା ଅଯୋଧ୍ୟା ଜମି ବିବାଦ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ପରିଶ୍ରମ ଅନେକ ବଳିଦାନ...