• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

cm
ମୁଡ୍‌ ଅଫ୍‌ ନେସନ ସର୍ଭେ; ଯୋଗୀ ନମ୍ବର ୱାନ୍‌ ମୁଖ୍ୟମନ୍ତ୍ରୀ, ନବୀନଙ୍କ ସ୍ଥାନ କେଉଁଠି ?

ନୂଆଦିଲ୍ଲୀ: ଲଗାତର ତୃତୀୟ ଥର ପାଇଁ ଦେଶର ନମ୍ବରୱାନ୍‌ ମୁଖ୍ୟମନ୍ତ୍ରୀ ହେଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ସର୍ଭେ ରିପୋର୍ଟ ମୁଡ୍‌ ଅଫ୍‌ ନେସନ୍‌ରେ ଏହି ତଥ୍ୟ ପ୍ରକାଶ ପାଇଛି। ଯୋଗୀ ୨୪ ପ୍ରତିଶତ ଭୋଟ୍ ପାଇଁ ନମ୍ବର ୱାନ୍...

pm
କରୋନା ମୁକାବିଲାରେ ମୋଦି ସରକାର ସଫଳ ତ ? କଣ କହୁଛି ସର୍ଭେ ରିପୋର୍ଟ ଜାଣନ୍ତୁ

ନୂଆଦିଲ୍ଲୀ: କରୋନାରେ ସବୁଠୁ ଅଧିକ ପ୍ରଭାବିତ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ବର୍ତ୍ତମାନ ତୃତୀୟ ସ୍ତାନରେ ରହିଛି। କିନ୍ତୁ ଯେଉଁଭଳି ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ତାକୁ ଦେଖିଲେ ଲାଗୁଛି ଭାରତ ଏହି ଘଟଣାରେ ଖୁବ୍‌ଶୀଘ୍ର ଶୀର୍ଷ ସ୍ତାନରେ ପହଞ୍ଚିବ। ତେବେ ଏସବୁରେ ପ୍ରଶ୍ନ ଉଠୁଛି, କେନ୍ଦ୍ରର ମୋଦି...

air-asia
ଦୁର୍ଘଟଣାରୁ ଦୁଇଥର ରକ୍ଷା ପାଇଲା ବିମାନ

ମୁମ୍ବାଇ: ଦୁର୍ଘଟଣାରୁ ଦ୍ୱିତୀୟ ଥର ପାଇଁ ରକ୍ଷା ପାଇଗଲା ଏୟାର ଏସିଆର ଫ୍ଲାଇଟ୍‌। ଶନିବାର ସକାଳେ ଏହି ଫ୍ଲାଇଟ୍‌ ମୁମ୍ବାଇ ଅଭିମୁଖେ ଆସୁଥିବା ବେଳେ ଟେକ୍‌ଅଫ୍ କରୁଥିବା ସମୟରେ ଏକ ପକ୍ଷୀ ପିଟି ହୋଇଯିବାରୁ ଫ୍ଲାଇଟ୍‌ଟି ରାଞ୍ଚି ବିମାନ ବନ୍ଦରରେ ଅଟକି ରହିଯାଇଥିଲା। ଏହାର କିଛି ଘଣ୍ଟା ପରେ...

doctor
କରୋନାରେ ୧୯୬ ଡାକ୍ତରଙ୍କ ମୃତ୍ୟୁ; ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା IMA

ନୂଆଦିଲ୍ଲୀ: କରୋନାରେ ସାରା ଦେଶରେ ୧୯୬ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଲାଣି। ସେମାନଙ୍କ ମଧ୍ୟରୁ ଅଧିଂକାଶ ସାଧରଣ ବିଭାଗ ଓ ଡାକ୍ତରି ଅଭ୍ୟାସ କରୁଥିବା ଡାକ୍ତର ଅଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନ୍(IMA) ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ଏହି ଘଟଣାରେ IMA ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି। IMAର...

ram-jmehwal
କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ଙ୍କୁ କରୋନା; ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଦିଲ୍ଲି ଏମ୍ସରେ ଭର୍ତ୍ତି କରାଯାଇଛି। ସେ ମୋଦି ସରକାରରେ କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ଅଛନ୍ତି। ଦେଶର ଚତୁର୍ଥ ମନ୍ତ୍ରୀ ଭାବେ ମେଘୱାଲ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେବଳ ମେଘୱାଲ ନୁହଁନ୍ତି,...

captain
ମା'ଙ୍କୁ ଜନ୍ମଦିନର ସର୍‌ପ୍ରାଇଜ୍ ଦେବାକୁ ଆସୁଥିବା ବେଳେ ଦାଉ ସାଧିଲା ଦଇବ; ଆଖିବୁଜିଲା କ୍ୟାପ୍‌ଟେନ ପୁଅ

ନୂଆଦିଲ୍ଲୀ: ମା’ ଜନ୍ମଦିନରେ ଲୁଚି ଲୁଚି ଆସି ମାଆକୁ ହଠାତ୍ ଚମକାଇ ଦେବ, ଓ ସର୍‌ପ୍ରାଇଜ୍‌ ଦେଇ କହିବ ହ୍ୟାପି ବାର୍ଥ ଡେ ମା।’ ଏଥିପାଇଁ ମାଆକୁ ନ ଜଣାଇ ଲୁଚି ଲୁଚି ବିଦେଶରୁ ଫେରୁଥିଲା ପୁଅ। କିନ୍ତୁ ଦଇବ ଯେ ଏମିତି ଦାଉ ସାଧିବ ତାହା କିଏ...

sanjaya
ବଲିଉଡ୍‌ ଷ୍ଟାର୍‌ ସଞ୍ଜୟ ଦତ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: ବଲିଉଡ୍‌ର ଭେଟେରନା ଅଭିନେତା ତଥା ଦର୍ଶକଙ୍କ ସଞ୍ଜୁ ବାବା ସଞ୍ଜୟ ଦତ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ନିଶ୍ୱାସ-ପ୍ରଶ୍ୱାସ ନେବାର କଷ୍ଟ ଓ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମୁମ୍ବାଇର ଲୀଳବାତୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କୁ ପ୍ରଥମେ ନନ୍‌ କୋଭିଡ୍ ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ...