ନୂଆଦିଲ୍ଲୀ: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପୁନର୍ବିଚାର ଆବେଦନ ଉପରେ ଶୁଣାଣି ଅଗଷ୍ଟ ୨୦ ପାଇଁ ଟଳି ଯାଇଛି। କୋର୍ଟଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। କାରଣ ଶୁଣାଣି ବେଳେ ତାଙ୍କ ଫାଇଲ୍ରୁ ଏକ ଦସ୍ତାବିଜ ଉପଲବ୍ଧ ହୋଇ ନ ପାରିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି କୋର୍ଟ। ୨୦୧୭ରେ...
ନୂଆଦିଲ୍ଲୀ: କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ଦ୍ୱିତୀୟ କିସ୍ତିରେ ପ୍ରଦାନ କରିଛନ୍ତି ୮୯୦ କୋଟି ୩୨ ଲକ୍ଷ ଟଙ୍କା। ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଏହି ଟଙ୍କା ପ୍ରଦାନ କରାଯାଇଛି ବୋଲି ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ରାଜ୍ୟଗୁଡ଼ିକ...
ନୂଆଦିଲ୍ଲୀ: ଲଦାଖରେ ଚୀନ ସହିତ ଜାରି ରହିଥିବା ସୀମା ବିବାଦକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। ଦଳର ସଂସଦ ରାହୁଲ ଗାନ୍ଧି ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏନେଇ ସେ ଟ୍ୱିଟ୍ କରି କହିଛନ୍ତି “ଚୀନ ସାମ୍ନାରେ ଛିଡ଼ା ହେବା ଭୁଲି...
ନୂଆଦିଲ୍ଲୀ: ମେ ମାସରେ ଚାଇନା ଭାରତର ସୀମା ଭିତରେ ପ୍ରବେଶ କରିଥିଲା। ଏହାକୁ ସ୍ୱୀକାର କରିଛି ପ୍ରତିରକ୍ଷାମନ୍ତ୍ରାଳୟ। ଏନେଇ ମନ୍ତ୍ରାଳୟର ୱେବ୍ସାଇଟ୍ରେ ଏକ ତଥ୍ୟ ମଧ୍ୟ ଅପ୍ଲୋଡ୍ ହୋଇଥିଲା। କିନ୍ତୁ ଏନେଇ ବିବାଦ ଉପୁଜିବା ପରେ ଆଜି ହଠାତ୍ ଏହି ତଥ୍ୟକୁ ପ୍ରତିରକ୍ଷା ମନ୍ତ୍ରାଳୟର ୱେବ୍ସାଇଟ୍ରୁ ହଠାଇ ନିଆଯାଇଛି।...
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ରୁଜ୍ଜୁ କରିଛି ସିବିଆଇ। ରିୟା ଚକ୍ରବର୍ତ୍ତୀ ଓ ଅନ୍ୟ ୫ ଜଣଙ୍କ ନାଁରେ ଆତ୍ମହତ୍ୟା ପାଇଁ ଉସ୍କାଇବା, ଅପରାଧିକ ଷଡ଼ଯନ୍ତ୍ର କରିବା, ଧୋକା ଦେବା ସହିତ ଅନ୍ୟ କିଛି ଅଭିଯୋଗ ଆଧାରରେ...
ମୁମ୍ବାଇ: ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ତଦନ୍ତ ପାଇଁ ମୁମ୍ବାଇ ଯାଇଥିବା ପାଟନା ଏସ୍ପିଙ୍କୁ କ୍ୱାରେଣ୍ଟିନ୍ ରଖିବା ଘଟଣାରେ ମୁମ୍ବାଇ ପୁଲିସ୍ ଉପରେ ବର୍ଷିଛନ୍ତି ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ବାଧ୍ୟବାଧକତା କ୍ୱାରେଣ୍ଟିନ୍ ନୁହଁ, ମୁମ୍ବାଇ ପୁଲିସ୍ ପାଟନା ଏସ୍ପିଙ୍କୁ ଗୃହବନ୍ଦୀ କରି ରଖିଛି ବୋଲି କହିଛନ୍ତି ଗୁପ୍ତେଶ୍ୱର।...