• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

make-in
ମେକ୍ଇନ୍ ଓଡ଼ିଶା ପଛରେ ଆନ୍ତରିକତାକୁ ନେଇ ପୁଣି ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପାୟନରେ ସ୍ଥାନୀୟ ନେତା ହିଁ ବାଧକ ସାଜୁଛନ୍ତି। ରାଜ୍ୟ ସରକାର ବହୁ ଆଡମ୍ବରରେ ମେକ୍ଇନ୍ ଓଡ଼ିଶାର ଆୟୋଜନ କରୁଥିବାବେଳେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କଳିଙ୍ଗନଗର ଶିଳ୍ପ ସଂଘର ସଭାପତି। ମୁଖ୍ୟମନ୍ତ୍ରୀ ନିଜେ ଧ୍ୟାନ ଦେଇ ଶିଳ୍ପପତିଙ୍କୁ ହଇରାଣ ହରକତ ବନ୍ଦ କରିବାକୁ ସେ ଅପିଲ୍‌...

saharaa
ଆଧୁନିକତା ମଧ୍ୟରେ ବଞ୍ଚି ରହିଛି ଭାଇଚାରାର ପର୍ବ ସହରାଇ

ଦେବଗଡ଼: ଆଧୁନିକତା ମଧ୍ୟରେ ବଞ୍ଚି ରହିଛି ପ୍ରାଚୀନ ଆଦିବାସୀ ପରମ୍ପରା। ମାଦଳ ତାଳେତାଳେ ଚାଲିଛି ଗୋରୁଗାଈଙ୍କ ଶୋଭାଯାତ୍ରା। ମଝିରେ ମଝିରେ ଫୁଟୁଛି ତାଳ ଫୋଟକା। ଦେବଗଡ଼ ବାରକୋଟ ବ୍ଲକ୍‌ ପଲଣ୍ଡା ପଞ୍ଚାୟତର ଇନ୍ଦ୍ରାଣୀଝରଣ ଗାଁରେ ପାଳିତ ହୋଇଛି ଗଣପର୍ବ ସହରାଇ। ପ୍ରତିବର୍ଷ କାର୍ତ୍ତିକ ତ୍ରୟୋଦଶୀରୁ ଦୀପାବଳି ଯାଏ ୩...

debbrta
କିଶୋର ଅବସ୍ଥାରେ ଯମ ଯନ୍ତ୍ରଣା ଭୋଗୁଛନ୍ତି ଶୁଭବ୍ରତ

ଭଦ୍ରକ: ଯେଉଁ ବୟସରେ ଖେଳକୁଦ କରିବା କଥା, ସେ ବୟସରେ ଏବେ ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ। ମାତ୍ର ୧୨ ବର୍ଷ ବୟସରେ ନଷ୍ଟ ହୋଇଯାଇଛି ଦୁଇଟି ଯାକ କିଡ୍‌ନୀ। ଭଦ୍ରକ ଚାନ୍ଦବାଲି ବ୍ଲକ୍‌ ଜଳେଶ୍ୱରପୁର ଗ୍ରାମର ଖଗେଶ୍ୱର ବଳଙ୍କ ପୁଅ ଶୁଭବ୍ରତ ଭୋଗୁଛନ୍ତି ଏଭଳି ଯନ୍ତ୍ରଣା।  ...

aloka verma
ସିଭିସି ଆଗରେ ହାଜର ହେଲେ ସିବିଆଇ ମୁଖ୍ୟ ଆଲୋକ ବର୍ମା

ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ଆଲୋକ ବର୍ମା ଆଜି ପୁଣି ସିଭିସିଙ୍କ ନିକଟରେ ହାଜର ହୋଇଛନ୍ତି। ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ଆଣିଥିବା ଅଭିଯୋଗ ସଂପର୍କରେ ସିଭିସି ତାଙ୍କୁ ପଚରାଉଚରା କରିପାରେ। ହାଇଦ୍ରାବାଦର ମୋଇନ କ୍ୟୁରେସି ଟଙ୍କା ହେର୍‌ଫେର୍ ମାମଲାରେ ସହଯୋଗୀ ସତୀଶ ସାନା ସିବିଆଇ ତଦନ୍ତରୁ ବଞ୍ଚିବା...

bsn
ପୁଣି ମୁହାଁମୁହିଁ ହେଲେ ବିଜେଡିର ଦୁଇ ବରିଷ୍ଠ ନେତା ସୌମ୍ୟ ଓ ବଦ୍ରି

ଭୁବନେଶ୍ୱର: ବିଜେଡିର ଦୁଇ ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବଦ୍ରି ନାରାୟଣ ପାତ୍ର ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ବିଜେଡି ସାଂସଦ ସୌମ୍ୟ ପଟ୍ଟନାୟକ ଓ ତାଙ୍କ ଭାଇ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ରାଜନୈତିକ ପତିଆରା ହ୍ରାସ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି...

sukiunda
ଇମ୍ଫାର ମହାଗିର ଓ ସୁକିନ୍ଦା ଖଣିରେ ଅଚଳାବସ୍ଥା ଜାରି

ଯାଜପୁର: କାଳିଆପାଣିସ୍ଥିତ ଇମ୍ଫାର ମହାଗିର ଓ ସୁକିନ୍ଦା ଖଣିରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ସପ୍ତମ ଦିନରେ ପହଞ୍ଚିଛି। ୭ ଦଫା ଦାବି ନେଇ ଖଣି ଆଗରେ ଶ୍ରମିକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଖଣିରେ ଅଚଳାବସ୍ଥା ଦୂର ଲାଗି ଗତକାଲି ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘ ସଭାପତି...

INDI
ଆସନ୍ତା ବର୍ଷ ମେ ୧୨ରେ OJEE

ଭୁବନେଶ୍ୱର: ଆସନ୍ତା ବର୍ଷ ମେ ୧୨ ତାରିଖରେ ହେବ OJEE ପରୀକ୍ଷା। ଜାନୁଆରୀ ୨୫ରୁ ଏଥିପାଇଁ ଅନ୍‌ଲାଇନ୍‌ ଯୋଗେ ଆବେଦନ ଆରମ୍ଭ ହେବ। ଅନଲାଇନ୍‌ଲେ ଆବେଦନର ଶେଷ ତାରିଖ ମାର୍ଚ୍ଚ ୨୫ ରହିଛି। ଆବେଦନକାରୀ ଏପ୍ରିଲ୍ ୨୦ରେ ଆଡମିଟ୍ କାର୍ଡ ଡାଉନ୍‌ଲୋଡ୍ କରିବେ। ସେହିପରି ଜୁଲାଇ ୨୧ ତାରିଖରେ...

bank
‘ଇଜ୍ ଅଫ୍‌ ଡୁଇଙ୍ଗ୍‌’ରେ ଭାରତର ଜବରଦସ୍ତ ଉନ୍ନତି

ନୂଆଦିଲ୍ଲୀ: ‘ଇଜ୍ ଅଫ୍‌ ଡୁଇଙ୍ଗ୍‌’ ବିଜ୍‌ନେସରେ ଭାରତ ଜବରଦସ୍ତ ଉନ୍ନତି କରିଛି। ବିଶ୍ୱ ବ୍ୟାଙ୍କ୍ ପ୍ରକାଶ କରିଥିବା ‘ଇଜ୍ ଅଫ୍‌ ଡୁଇଙ୍ଗ୍’ ବିଜ୍‌ନେସ୍‌ରେ ଭାରତ ୨୩ଟି ରାଙ୍କ୍ ଉପରକୁ ଉଠିଛି। ୨୦୧୭ରେ ଭାରତର ରାଙ୍କିଂ ୧୦୦ ଥିବା ବେଳେ ଚଳିତ ବର୍ଷ ଏହା ୭୭ତମ ସ୍ଥାନରେ ରହିଛି। ରାଙ୍କିଂରେ...

computer
କେନ୍ଦ୍ରୀୟ ଅନୁଦାନ ହରିଲୁଟ୍ ପାଇଁ ରାଜ୍ୟ ସରକାରଙ୍କ ସାଂଘାତିକ ଷଡ଼ଯନ୍ତ୍ର

ଭୁବନେଶ୍ୱର: ରାଜ୍ୟରେ କମ୍ପ୍ୟୁଟର୍ ଶିକ୍ଷାର ବିକାଶ ପାଇଁ ଆସିଥିବା କୋଟି କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନକୁ ଚଞ୍ଚକତା କରି ହଡପ୍ କରାଯାଇଛି। ଷ୍ଟେଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ୍‌ ଟେକ୍ନୋଲୋଜି ବା SIET ଭଳି ସଂସ୍ଥାକୁ ତାଲା ପକାଇ, ଓଡ଼ିଶା ନଲେଜ୍‌ କର୍ପୋରେସନ୍‌ ମାଧ୍ୟମରେ ଟଙ୍କା ଚଳୁ କରାଯାଇଛି। ସୂଚନା...

jangal-jami
ଭୂମିହୀନଙ୍କୁ ସରକାରଙ୍କ ମିଛ ଜମି ବଣ୍ଟାର ପର୍ଦ୍ଦାଫାଶ

ଭୁବନେଶ୍ୱର: ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବାରେ ଓଡ଼ିଶା ଦେଶରେ ଏକ ନମ୍ବର୍‌। ଅନେକ ବର୍ଷ ଧରି ରାଜ୍ୟ ସରକାର ଏହି ପ୍ରଚାର କରି ଆସୁଛନ୍ତି। ଜଙ୍ଗଲ ଜମିରେ ରହୁଥିବା ୪ ଲକ୍ଷ ୨୦ ହଜାର ଭୂମିହୀନ ଗରିବଙ୍କୁ ଜମି ପଟ୍ଟା ବଣ୍ଟନ ହୋଇଛି ବୋଲି ମନ୍ତ୍ରୀ କହୁଛନ୍ତି।...

gdf
ମ୍ୟୁନିସ୍‌ପାଲ୍‌ଟି କର୍ପୋରେସନ୍‌ ବୈଠକରେ ହଙ୍ଗାମା

କଟକ: କଟକ ମ୍ୟୁନିସ୍‌ପାଲ୍‌ଟି କର୍ପୋରେସନ୍‌ ବୈଠକରେ ହଙ୍ଗାମା। ରାସନ କାର୍ଡ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବିଭିନ୍ନ ଦଳର କର୍ପୋରେଟର୍‌ମାନେ ମେୟରଙ୍କୁ ଘେରିଥିଲେ। ଏ ସଂପର୍କରେ ନିଜର ଅସନ୍ତୋଷ ପ୍ରକାଶ କରି ମେୟରଙ୍କୁ ବିଭିନ୍ନ ପ୍ରଶ୍ନ କରାଯାଇଥିଲା।  ଏଥିପାଇଁ ମେୟର ମିନାକ୍ଷୀ ବେହେରା ଅଡୁଆରେ ପଡ଼ିଥିଲେ।...

peddy
 ଖରିଫ୍ ଚାଷ ପାଇଁ ଆସନ୍ତା ୫ରୁ ଧାନ ସଂଗ୍ରହ

ସମ୍ବଲପୁର: ଖରିଫ୍ ଚାଷ ପାଇଁ ଆସନ୍ତା ୫ ତାରିଖରୁ ଧାନ ସଂଗ୍ରହ ଆରମ୍ଭ ହେବ। ପ୍ରଥମେ କଳାହାଣ୍ଡି ଓ ବରଗଡ଼ ଜିଲ୍ଳାରୁ ଧାନ ସଂଗ୍ରହ କରାଯିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ଏ ନେଇ ସମ୍ବଲପୁରରେ ଏକ ବୈଠକ ପରେ ମନ୍ତ୍ରୀ...

ddf
ଲେଡିଜ୍‌ ହଷ୍ଟେଲ୍‌ରେ ଲାଗିବ ସିସି କ୍ୟାମେରା

ଭୁବନେଶ୍ୱର: ଛାତ୍ରୀଙ୍କ ସୁରକ୍ଷା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଏଣିକି ଲେଡିଜ୍‌ ହଷ୍ଟେଲ୍‌ରେ ସିସି କ୍ୟାମେରା ଲାଗିବ। ରାଜ୍ୟରେ ଥିବା ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଥିବା ଛାତ୍ରୀ ନିବାସଗୁଡ଼ିକରେ ଏହି ସିସି କ୍ୟାମେରା ଲଗାଯିବ। ପ୍ରଥମ ପର୍ଯ୍ୟାୟରେ ହଜାରେ ଲେଡିଜ୍‌ ହଷ୍ଟେଲ୍‌ରେ ସିସି...

polithin
କାଲିଠାରୁ ପଲିଥିନ୍‌ ବନ୍ଦ, ନ ମାନିଲେ ଜରିମାନା

ପୁରୀ: ଗାନ୍ଧୀ ଜୟନ୍ତୀରୁ ପଲିଥିନ୍‌ ବ୍ୟାନ୍‌ ଘୋଷଣା ହୋଇଥିବାବେଳେ ଆଜି ଏହାର ଡେଡ୍‌ଲାଇନ୍ ପୂରିଛି। ଆସନ୍ତାକାଲିଠାରୁ ପଲିଥିନ ବ୍ୟାନ୍ ହେବ। ଆସନ୍ତାକାଲିଠାରୁ କଡ଼ାକଡ଼ି ଲାଗୁ ହେବ ନିୟମ। ପୁରୀ ସହ ୫ଟି ମହାନଗର ନିଗମରେ ଏହି ନିୟମ କଡ଼ାକଡ଼ି ପାଳନ କରାଯିବ। ଆଇନ୍‌ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନଗର...

odisha
ଏୟାର୍‌ ଓଡ଼ିଶାର ବିମାନ ଉଡ଼ାଣକୁ ନେଇ ସନ୍ଦେହ

ଭୁବନେଶ୍ୱର: ରାଜ୍ୟରେ ଏୟାର୍‌ ଓଡ଼ିଶାର ବିମାନ ଉଡ଼ାଣକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ଏୟାର୍‌ ଓଡ଼ିଶା ଖରାପ କମ୍ପାନୀ। ଏହାର ସମୀକ୍ଷା ଚାଲିଛି। ଆବଶ୍ୟକ ହେଲେ ଏୟାର୍‌ ଓଡ଼ିଶା ଚୁକ୍ତି ବାତିଲ୍ ହେବ। ଝାରସୁଗୁଡ଼ାରୁ...

tigreroooo-1
ଡେବ୍ରିଗଡ଼ ବାଘ ମୃତ୍ୟୁ ଘଟଣାରେ ୨ ନିଲମ୍ବିତ

ଦେବଗଡ଼: ଡେବ୍ରିଗଡ଼ ଅଭୟାରଣ୍ୟରେ ବାଘ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବରଗଡ଼ ଡିଏଫ୍ଓ ୨ ବନ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଏହି ସୂଚନା ଦେଇଛନ୍ତି ଚିଫ୍ ଓ୍ୱାଇଲ୍‌ଡ ଲାଇଫ୍‌ ଓ୍ୱାର୍ଡେନ୍‌ ସନ୍ଦୀପ ତ୍ରିପାଠୀ। କମଗାଁ ଫରେଷ୍ଟର୍‌ ପର୍ଶୁରାମ ବେହେରା ଓ ହଜୁରୀପଡ଼ାର ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ...

cmn
ଆୟୁଷ୍ମାନ ଭାରତକୁ ନେଇ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍

ଭୁବନେଶ୍ୱର: ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୯ ନମ୍ବର୍‌ ୱାର୍ଡର ମଣ୍ଡପ ବସ୍ତିରେ ଜନସମ୍ପର୍କ ପଦଯାତ୍ରା କରିଛି ବିଜେଡି। ଏହି ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ୍‌ ହୋଇ ଗରିବଙ୍କ ପାଇଁ ରାଜ୍ୟ ସରକାର କାମ କରୁଥିବା କହିଛନ୍ତି। ଏଥିସହିତ ତାଙ୍କ ସରକାର ଗୃହ, ଖାଦ୍ୟ ସୁରକ୍ଷା, ସାମାଜିକ ନିରାପତ୍ତା...