ଭୁବନେଶ୍ୱର: ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତ ପଦ୍ମକେଶରୀପୁରରେ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ସେ ବୈଜୟନ୍ତ ପଣ୍ଡାଙ୍କୁ ଦାୟୀ କରିଥିଲେ। କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ପ୍ରିୟଦର୍ଶୀଙ୍କ ଅଭିଯୋଗ ମିଛ ବୋଲି ସେ ଟ୍ୱିଟ୍ କରିଛନ୍ତି।...
ମୁମ୍ବାଇ: ବଲିଉଡ୍ ଅଭିନେତା ଅନୁପମ ଖେର୍ ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ-FTIIର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। କାର୍ଯ୍ୟ ବ୍ୟସ୍ତତା କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ଟ୍ୱିଟ୍ କରିଛନ୍ତି ଅନୁପମ। ତାଙ୍କର ଇଣ୍ଟର୍ନାସ୍ନାଲ୍ ଟିଭି ‘ଶୋ’ ପାଇଁ ଇସ୍ତଫା ଦେଇଥିବା ସେ ଟ୍ୱିଇଟ୍ କରିଛନ୍ତି...
ଭୁବନେଶ୍ୱର: ଭୂତ ହିତାଧୀକାରୀଙ୍କ ନାଁରେ ମାସ ମାସ ଧରି ବାଟମାରଣା ହେଉଛି ରାସନ୍ ସାମଗ୍ରୀ। ଶହେ କି ହଜାରେ ନୁହେଁ, ୨ଲକ୍ଷରୁ ଅଧିକ ମୃତ ହିତାଧୀକାରୀଙ୍କ ନାଁରେ ଉଠୁଛି ଚାଉଳ ଓ ଗହମ। ଟଙ୍କାଏରେ ହିତାଧିକାରୀଙ୍କୁ ମିଳୁଛି ଚାଉଳ। କେନ୍ଦ୍ରୀୟ ସ୍କିମ୍ରେ ଗରିବଙ୍କୁ ଚାଉଳ ଦେଇ ବାହାବା ନେଉଛନ୍ତି...
ଦାନ୍ତେୱାଡ଼ା: ପଦାରେ ପଡ଼ିଲା ମାଓବାଦୀଙ୍କ ଅସଲ ଚେହେରା। ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ଟିମ୍ ଉପରେ ଆକ୍ରମଣ କରିଛନ୍ତି ଲାଲ୍ବାହିନୀ। ଛତିଶଗଡ଼ ଦାନ୍ତେଓ୍ୱାଡ଼ା ଜିଲ୍ଲା ଅରନ୍ପୁରରେ ହୋଇଥିବା ଆକ୍ରମଣରେ ଡିଡି ନ୍ୟୁଜ୍ରେ କାମ କରୁଥିବା ଜଣେ ଓଡ଼ିଆ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ...
ବାଲେଶ୍ୱର/କେନ୍ଦୁଝର: ହାତୀକୁ ନେଇ ସାରା ରାଜ୍ୟରେ ଏବେ ଚିନ୍ତା ଲାଗି ରହିଛି। ହାତୀ ଉପଦ୍ରବ ଯୋଗୁ ଚାଷୀ ହନ୍ତସନ୍ତ ହେଉଛନ୍ତି। ବର୍ଷସାରା ଜମିରେ ଖଟି ଚାଷୀ ଫସଲ ଫଳେଇବ। କିନ୍ତୁ ଠିକ୍ ଅମଳ ବେଳକୁ ହାତୀ ଖେତ ଉଜାଡ଼ି ଦେବ, ଫସଲ ନଷ୍ଟ କରିଦେବ। ଏମିତି ଘଟଣା ଓଡ଼ିଶା...
ବାଲେଶ୍ୱର: ସାରା ରାଜ୍ୟରେ ଓକିଲ ଆନ୍ଦୋଳନ ଓଡ଼ିଶାର ନ୍ୟାୟ ବ୍ୟବସ୍ଥାର ଚକା ଜାମ୍ କରୁଥିବା ବେଳେ ବାଲେଶ୍ୱରରେ ମଧ୍ୟ ଓକିଲ ଆନ୍ଦୋଳନ ତୀବ୍ର ହୋଇଛି। ବାର ଆସୋସସିଏସନ୍ ପକ୍ଷରୁ କୋର୍ଟ ମୁଖ୍ୟ ଫାଟକ ଆଗରେ ତାଲା ପକାଯାଇଛି। ଆନ୍ଦୋଳନରତ ଓକିଲ ମୁଖ୍ୟ ରାସ୍ତା ଉପରେ ଟାୟାର୍ ଜାଳି ରାସ୍ତା...
କଟକ: ଓକିଲ ଆନ୍ଦୋଳନର ଦୁଇମାସ ପରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ଏହି ଘଟଣାରେ ରାଜ୍ୟ ସରକାର ପଦକ୍ଷେପ ନେଉନଥିବା ଆରୋପକୁ ସେ ଭୁଲ ବୋଲି କହିଛନ୍ତି। ସେ ନିଜେ ବ୍ୟକ୍ତିଗତ ଭାବେ ହାଇକୋର୍ଟ ବାର୍ ସହ କଥା ହୋଇଛନ୍ତି। ଏହି ଘଟଣାରେ ୨ଜଣ ଗିରଫ...
ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଥମୁନି ବିବାଦ। ୭୨ ଦିନରେ ୧ କୋଟି ଲୋକ ଯୋଜନାରୁ ଉପକୃତ ହୋଇଥିବା ବିଜେଡିର ପ୍ରଚାର ଉପରେ ପ୍ରଶ୍ନ ଚିହ୍ନ ଲଗାଇ ସରକାରଙ୍କୁ ଘେରିଛି ବିଜେପି। ସରକାର ଭୁଲ୍ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରିବା ସହ ଟିକସ ପଇସାକୁ...
ଗଞ୍ଜାମ: ‘ତିତ୍ଲି’ ମାଡ଼ରୁ ବର୍ତ୍ତିଥିବା ଧାନ ପାଇଁ ଏବେ ଲଘୁଚାପ ଚଡ଼କ। ୮ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ତିନିଦିନ ଧରି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଚାଷୀଙ୍କ ପାଇଁ ଆଡ୍ଭାଇଜରି ଜାରି କରିଛି ଓୟୁଏଟି। ବର୍ଷାରେ ଧାନ ଫସଲ ସେତେଟା ପ୍ରଭାବିତ ନ ହେଲେ...
ନୂଆଦିଲ୍ଲୀ: ଆମେରିକାର ପିଟ୍ସବର୍ଗ ସ୍କ୍ୱିରେଲ୍ ହିଲ୍ରେ ଜୀଉ ଧର୍ମାବଲମ୍ବୀଙ୍କ ଆରାଧନାସ୍ଥଳୀରେ ଗୁଳିକାଣ୍ଡ ହୋଇଛି। ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳି ଚାଳନାରେ ୧୧ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି। ୬ ଜଣ ଆହତ ମଧ୍ୟ ହୋଇଛନ୍ତି। ଶନିବାର ଦିନ ଆରାଧନାସ୍ଥଳୀରେ ସବାତ ପ୍ରାର୍ଥନା ଚାଲିଥିବାବେଳେ ଦୁର୍ବୃତ୍ତ ଜଣଙ୍କ ସେଠାରେ ପହଞ୍ଚି ଆଖିବୁଜା...
ନୂଆଦିଲ୍ଲୀ: ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ୨୦୧୯ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଅତିଥି ହେବା ଲାଗି ଭାରତ ସରକାରଙ୍କ ନିମନ୍ତ୍ରଣକୁ ଟ୍ରମ୍ପ୍ ପ୍ରତ୍ୟାଖ୍ୟାନ କରିଥିବା ନେଇ ସୂଚନା ମିଳିଛି। ଗତ ଅଗଷ୍ଟରେ ଟ୍ରମ୍ପ୍ ଭାରତର ନିମନ୍ତ୍ରଣ ଗ୍ରହଣ କରିବା ସହ ଜାନୁଆରୀରେ...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୯ତମ ବେତାର କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଓଡ଼ିଶାର କ୍ରୀଡ଼ା, ପର୍ଯ୍ୟଟନ, ସଂସ୍କୃତି ଓ ପରମ୍ପରା ସଂପର୍କରେ ଆଲୋଚନା କରିଛନ୍ତି। ଭୁବନେଶ୍ୱରରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ସଂପର୍କରେ ମୋଦି କହିବା ସହ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନଭେମ୍ବର୍ରେ ହେବାକୁ ଥିବା...
ଭଦ୍ରକ: ବାସୁଦେବପୁର ନିର୍ବାଚନମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ। ବାସୁଦେବପୁରରେ କଂଗ୍ରେସ୍ର ଟାଣୁଆ ନେତା ମାଧବାନନ୍ଦ ମଲ୍ଲିକ ଆଜି ବିଜେପିରେ ଯୋଗ ଦେଇଛନ୍ତି। ମାଧବାନନ୍ଦଙ୍କ ସମେତ କିଛି ପୂର୍ବତନ ନଗରପାଳ, ସରପଞ୍ଚ ଓ ଶତାଧିକ କଂଗ୍ରେସ୍ କର୍ମୀ ବିଜେପିରେ ମିଶିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସମସ୍ତେ ବିଜେପିରେ ବିଧିବଦ୍ଧ...
ଭୁବନେଶ୍ୱର: ପୁଣି ଦାମ ବାଣ। ବେଦାନ୍ତକୁ ବକ୍ସାଇଟ୍ ଯୋଗାଇଦେବାରେ ରାଜ୍ୟ ସରକାର ଅନୁକମ୍ପା ଦେଖାଉଥିବା ଅଭିଯୋଗ ଆଣିଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। କେନ୍ଦ୍ର ଦ୍ୱାରା ଧାର୍ଯ୍ୟ ଦରଠାରୁ କାହିଁ କେତେ କମ୍ ଦରରେ ବେଦାନ୍ତକୁ ବକ୍ସାଇଟ୍ ପଥର ଦେଉଛନ୍ତି ରାଜ୍ୟ ସରକାର। ଏହାଦ୍ୱାରା ଦିନକୁ କୋଟି କୋଟି...
ଭୁବନେଶ୍ୱର: ସମ୍ବାବ୍ୟ ବର୍ଷାକୁ ନଜରରେ ରଖି ରାଜ୍ୟ ସରକାର ସତର୍କମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯୁଗ୍ମ ରିଲିଫ୍ କମିଶନର ପ୍ରଭାତ ମହାପାତ୍ର। ତିନି ଦିନ ଧରି...
କଟକ: ଦୁଇ ଭାଗରେ ବିଭକ୍ତ ହେବା ପରେ ଥମିନି ଓକିଲଙ୍କ ଅସନ୍ତୋଷ। ଆଜି ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଛି ହାଇକୋର୍ଟ ବାର୍ ଆସୋସିଏସନ୍। ଓକିଲ ସଙ୍ଘ ଆନ୍ଦୋଳନରୁ ବିଜେଡି ଲିଗାଲ୍ ଫ୍ରଣ୍ଟ୍ ଓହରିଯିବାକୁ ନେଇ ଅସନ୍ତୋଷ ତେଜିଛି। ବିଜେଡି ଲିଗାଲ୍ ଫ୍ରଣ୍ଟର୍ ନିଷ୍ପତ୍ତିକୁ...
ଢେଙ୍କାନାଳ: କମଳାଙ୍ଗ ଗାଁ ପାଖରେ ଇଲେଭେନ୍ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନ ବିଭାଗ। ଏଥିରେ ୩ ବନବିଭାଗ ଅଧିକାରୀ ଓ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ପିସିସିଏଫ୍ ଓ୍ୱାଇଲ୍ଡ ଲାଇଫ୍ଙ୍କ ସୂଚନା ଅନୁଯାୟୀ, ଏହି ଘଟଣାରେ ଢେଙ୍କାନାଳ...
ମୟୂରଭଞ୍ଜ: ବେତନଟୀ ଥାନା ଅଞ୍ଚଳରେ ସାଂଘାତିକ ଘଟଣା ଘଟିଛି। ଜଣେ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଏସିଡ୍ ଢାଳି ପୋଡ଼ି ମାରିଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ମହିଳା ଜଣକ ଗତ ୧୯ ତାରିଖରେ ଅଟୋ ରିକ୍ସା ଯୋଗେ ପାଖ ଗାଁକୁ ରାବଣପୋଡ଼ି ଦେଖିବାକୁ ଯାଉଥିଲେ।...
ଢେଙ୍କାନାଳ: କମଳାଙ୍ଗ ଗାଁ ପାଖରେ ଇଲେଭେନ୍ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନ ବିଭାଗ। ଏଥିରେ ୩ ବନବିଭାଗ ଅଧିକାରୀ ଓ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ପିସିସିଏଫ୍ ଓ୍ୱାଇଲ୍ଡ ଲାଇଫ୍ଙ୍କ ସୂଚନା ଅନୁଯାୟୀ, ଏହି ଘଟଣାରେ ଢେଙ୍କାନାଳ...
ରାୟପୁର: ଛତିଶଗଡ଼ରେ ମାଓ ହମଲା ଆଇଇଡି ବିସ୍ଫୋରଣରେ ୪ ଜଣ ଯବାନ ସହିଦ ହୋଇଛନ୍ତି। ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ଜଣାପଡ଼ିଛି। ଓଡ଼ିଆ ଯବାନ ଜଣକ ହେଲେ ବି. ଏମ୍. ବେହେରା। ସେ ସିଆରପିଏଫ୍ ୧୬୮ ବାଟାଲିୟନରେ ଡ୍ରାଇଭର୍ ଭାବେ କାର୍ଯ୍ୟରତ ଥିଲେ। ଅନ୍ୟ...