• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

man
ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣାରେ ଦୁଇ ନିଲମ୍ବିତ

ବାଲେଶ୍ୱର: ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ମାମଲାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ୨ ଜଣ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି। ବାଲେଶ୍ୱର ଜେଲ୍‌ରେ ମୁଖ୍ୟ ୱାର୍ଡର ସଞ୍ଜୀବ ପଣ୍ଡା ଏବଂ ୱାର୍ଡର ଦିଲ୍ଲୀପ ମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛି। ପୂରା ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ...

representational image
ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବୌଦ୍ଧ: ପୁଣି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ। ବୌଦ୍ଧ ସବ୍‌ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି। ମୃତ କଏଦୀ ଜଣକ ହେଲେ ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଗୋପାଳ ବିଶ୍ୱାସ। ଗତକାଲି ସେ ହଠାତ୍ ଅସୁସ୍ଥ ହୋଇଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ...

bird
କଟକଣା ସତ୍ତ୍ୱେ ଚିଲିକାରେ ଚାଲିଛି ପକ୍ଷୀ ଶିକାର

ଖୋର୍ଦ୍ଧା: ବନ ବିଭାଗର କଟକଣା ସତ୍ତ୍ୱେ ଚିଲିକାରେ ପକ୍ଷୀ ଶିକାର ଜାରି ରହିଛି। ଆଜି ସକାଳେ ଚିଲିକା କୂଳର ବାଲିପାଟପୁର ଓ ଅଭିମାନପୁର ଅଞ୍ଚଳରୁ ୩୦ଟି ବିଦେଶାଗତ ପକ୍ଷୀଙ୍କର ଶିକାର କରାଯାଇଛି। ତେବେ ଘଟଣାରେ ସଂପୃକ୍ତ ୨ଜଣ ଶିକାରୀଙ୍କୁ ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି।...

Drx4pWMX4AAf738
ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ଦ୍ୱିତୀୟ ଦିନ: ଯୋଗଦେଲେ ଅମ୍ବାନୀ

ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୧୮ର ଆଜି ଦ୍ୱିତୀୟ ଦିନରେ ଗୁରୁତ୍ୱପୂର୍ଣ୍ଣ ବିଜ୍‌ନେସ୍ ଲିଡର୍‌ସିପ୍ ସମିଟ୍ ଅନୁଷ୍ଠିତ ହେଉଛି। ଏଥିରେ ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଛନ୍ତି। ମୁକେଶଙ୍କ ସହିତ ନବୀନ ଜିନ୍ଦଲ୍‌,  ସଜ୍ଜନ ଜିନ୍ଦଲ୍‌, ଗୌତମ ଅଦାନୀ, ରଜୀନସ...

Capture
ବିଜେପିର ବନ୍ଦ ଡାକରା

ସୁନ୍ଦରଗଡ଼: ଆଜି ବିଜେପି ପକ୍ଷରୁ ବଣାଇ ବନ୍ଦ ଡାକରା ଦିଆଯାଇଛି। ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଦଳ। ଏହାକୁ ନେଇ ଆଜି ବିଜେପି କର୍ମୀମାନେ ଏନ୍ଏଚ୍ ୧୪୩ ଏବଂ ୨୧୫କୁ ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ...

green mission
ସବୁଜ ବଳୟ ନାଁରେ ସରକାରଙ୍କ ଭେଳିକି

ଭୁବନେଶ୍ୱର: ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା ନଦୀ ପାର୍ଶ୍ୱରେ ହେବ ବୃକ୍ଷରୋପଣ। ଏଥିପାଇଁ ପ୍ରାୟ ସାଢ଼େ ୪ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଗତକାଲି ରାଜ୍ୟ କ୍ୟାବିନେଟ୍ ଗ୍ରୀନ୍ ମିଶନ ନାଁରେ ଏମିତି ଏକ ନିଷ୍ପତ୍ତି ନେଇଛି। ତେବେ ଗତ ଜୁଲାଇରେ ବି ବହୁ ଆଡ଼ମ୍ବରରେ ୫ ଶହ କୋଟି...

hindustan-times
ମଧ୍ୟପ୍ରଦେଶରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା କଂଗ୍ରେସ

ଭୋପାଳ: ଆଜି ମଧ୍ୟପ୍ରଦେଶରେ ନିର୍ବାଚନୀ ଇସ୍ତାହାର ‘ବଚନ ପତ୍ର’ ପ୍ରକାଶ କରିଛି କଂଗ୍ରେସ। ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଲନାଥ, ଜ୍ୟୋତିରାଦିତ୍ୟ ସିନ୍ଧିଆ ସମେତ ବହୁ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ। ଦଳ ନିଜ ଇସ୍ତାହାରରେ ମୁଖ୍ୟତଃ ଚାଷୀଙ୍କୁ ଗୁରୁତ୍ୱ ଦେଇଛି। ସରକାରକୁ ଆସିଲେ ଚାଷୀଙ୍କ ବିଦ୍ୟୁତ୍...

amit-shah-rahul-gandhi-1541
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ

ରାୟପୁର: ନଭେମ୍ବର୍‌ ୧୨ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଛତିଶଗଡ଼ରେ ଆଜି ପ୍ରଚାର ଶେଷ ହୋଇଛି। ପ୍ରଚାରର ଶେଷ ଦିନରେ ହାଇ ଭୋଲ୍‌ଟେଜ୍ କ୍ୟାମ୍ପେନିଂ ଦେଖିବାକୁ ମିଳିଛି। କଂଗ୍ରେସ୍‌ ପାଇଁ ନିଜେ ସଭାପତି ରାହୁଲ ଗାନ୍ଧି କାଙ୍କେର, ରାଜନନ୍ଦଗାରେ ନିର୍ବାଚନୀ ସଭା କରିଥିବାବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପି...

postal
ଡାକ ଘରେ ଘୋଟାଲା: ଜମାକାରୀଙ୍କ ଖାତାରୁ ଲକ୍ଷାଧିକ ଟଙ୍କା ହଡ଼ପ

ଢେଙ୍କାନାଳ: ଭୁବନ ଅନନ୍ତପୁର ଗ୍ରାମର ଶାଖା ଡାକ ଘରେ ଥିବା ଜମାକାରୀଙ୍କ ଖାତାରୁ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ ହୋଇଛି। ବିଜୟ କୁମାର ଦେହୁରୀ ନାମକ ଜଣେ କର୍ମଚାରୀ ଜମା ଟଙ୍କା ହଡ଼ପ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ଜମାକାରୀମାନେ ସୁକନ୍ୟା ଯୋଜନାରେ ଅନନ୍ତପୁର ଶାଖା ଡାକଘରେ ଟଙ୍କା...

rakesh
ସିବିଆଇ ମହାକଳି: ଅଭିଯୋଗ ଖଣ୍ଡନ କଲେ ରାକେଶ ଆସ୍ଥାନା

ନୂଆଦିଲ୍ଲୀ: ସିଭିସିଙ୍କ ପଚରଉଚରାବେଳେ ନିଜ ପକ୍ଷ ରଖିଛନ୍ତି ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା। ସେ ଲାଞ୍ଚ ନେଇନାହାନ୍ତି କି, ସେ ସମୟରେ ସେ ଭାରତରେ ନଥିଲେ ବୋଲି ଆସ୍ଥାନା କହିଛନ୍ତି।  ସେ ଆହୁରି ମଧ୍ୟ କହିଛନ୍ତି ଯେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଯେଉଁ ଅଭିଯୋଗ ଆଣିଛନ୍ତି...

Capture
ଦିନିକିଆ ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ଶେରଗଡ଼ରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ  ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶେରଗଡ଼ଠାରେ ୮କୋଟି...

badriptra
ପୁଣି ଜଣେ ପୁଅର କାର୍‌ନାମାକୁ ନେଇ ଅଡୁଆରେ ମନ୍ତ୍ରୀ

ଭୁବନେଶ୍ୱର: ପୁଣି ପୁଅର କାର୍‌ନାମା ପାଇଁ ଅଡ଼ୁଆରେ ପଡ଼ିଯାଇଛନ୍ତି ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ଦେବାଶିଷଙ୍କ ପରେ ଏବେ ପୁଅ ଦେବପ୍ରିୟ ବାପା ବଦ୍ରି ପାତ୍ରଙ୍କ ଅଡ଼ୁଆ ବଢ଼ାଇ ଦେଇଛନ୍ତି। ପୂର୍ବରୁ ମରଣାନ୍ତକ ଆକ୍ରମଣ ଓ ଆତଙ୍କ ସୃଷ୍ଟି କରୁଥିବା ଘଟଣାରେ ଗିରଫ ହୋଇ ଜଣେ ପୁଅ ଦେବାଶିଷ...

congress
ଛତିଶଗଡ଼ ବିଧାନସଭା ନିର୍ବାଚନ ଲାଗି ହାଇଭୋଲ୍‌ଟେଜ୍ କ୍ୟାମ୍ପେନ୍

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନ ଲାଗି ହାଇଭୋଲ୍‌ଟେଜ୍ ପ୍ରଚାର ଚାଲିଛି। ଆସନ୍ତା ୧୨ ତାରିଖରେ ଛତିଶଗଡ଼ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟୟ ଭୋଟ୍‌ ଗ୍ରହଣ କରାଯିବ। ଏଥିପାଇଁ ଆସନ୍ତାକାଲି ପ୍ରଚାର ସରୁଥିବାବେଳେ ଆଜି ମଇଦାନକୁ ଓହ୍ଲାଇଥିରେ ଅଧିକାଂଶ ଦଳର ହେଭିୱେଟ୍ ନେତା। ରାହୁଲ ଗାନ୍ଧୀ କଂଗ୍ରେସର ପ୍ରଚାର ମଙ୍ଗ...

imfa
ଇମ୍ଫାର ମହାଗିର ଓ ସୁକିନ୍ଦା ଖଣିରେ ଶ୍ରମିକ ଆନ୍ଦୋଳନ ପ୍ରତ୍ୟାହୃତ

ଯାଜପୁର: କାଳିଆପାଣିସ୍ଥିତ ଇମ୍ଫାର ମହାଗିର ଓ ସୁକିନ୍ଦା ଖଣିରେ ଚାଲିଥିବା ଶ୍ରମିକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଶ୍ରମିକ ସଂଘ ଓ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।  ଶ୍ରମିକ ସଂଘର ୮ ଦଫା ଦାବି ନେଇ ସହମତି ହୋଇଥିଲା। ଗତ ୩୧ ତାରିଖରେ ମାଟି...

baijayanta
ଓଡ଼ିଶାରେ ଦରକାର ପରିବର୍ତ୍ତନ: ବୈଜୟନ୍ତ

ଅନୁଗୁଳ: ଓଡ଼ିଶାରେ ଦରକାର ପରିବର୍ତ୍ତନ। ରାଜ୍ୟବାସୀଙ୍କ ଭିତରେ ଏଭଳି ଭାବନା ସୃଷ୍ଟି ହେଲାଣି ବୋଲି ସେ ଅନୁମାନ କରୁଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି। ରାଜ୍ୟରେ ଯେପରି ଭାବେ ଶାସନ ଚାଲିଛି, ଦୁର୍ନୀତି ଓ ଗୁଣ୍ଡାଗର୍ଦ୍ଦି ବଢ଼ି ଚାଲିଛି। ଲୋକମାନେ ଏହାର ବିକଳ୍ପ ଖୋଜୁଛନ୍ତି। ଯେଉଁଠି ବିକଳ୍ପ...

biju
ବିଜୁ ଯୁବ ବାହିନୀର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପିଟାପିଟି

ଭଦ୍ରକ: ସଚେତନତା କାର୍ଯ୍ୟକ୍ରମ ବେଳେ ପିଟାପିଟି ହେଲେ ବିଜୁ ଯୁବ ବାହିନୀର ଦୁଇ ଗୋଷ୍ଠୀ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ପଦ୍ମପୁର ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଆଜି ଏକ ବୃକ୍ଷରୋପଣ ଓ ସଚେତନତା ଶୋଭାଯାତ୍ରାକୁ ଗୋଟିଏ ଗୋଷ୍ଠୀକୁ ଡକା ନଯିବାରୁ ଅନ୍ୟ ଗୋଷ୍ଠୀ ତାତିଥିବା...

pollutiion
ପ୍ରଦୂଷଣ କବଳରେ ଭୁବନେଶ୍ୱର ସମେତ ରାଜ୍ୟର ୬ ସହର

ଭୁବନେଶ୍ୱର: କେବଳ ଦିଲ୍ଲୀ ନୁହେଁ, ପ୍ରଦୂଷଣର ବିଷ ବଳୟରେ ଛଟ୍‌ପଟ୍‌ ହେଉଛି ଓଡ଼ିଶାର ୬ଟି ସହର। ରାଜଧାନୀ ଭୁବନେଶ୍ୱର ସମେତ କଟକ ଅନୁଗୁଳ, ତାଳଚେର, ବାଲେଶ୍ୱର ଓ ରାଉରକେଲାରେ ପ୍ରଦୂଷଣ ମାତ୍ରା ଉଦ୍‌ବେଗଜନକ ସ୍ଥିତିରେ ରହିଛି। ଧୂଳି-ଧୂଆଁରେ ଅଣନିଶ୍ୱାସୀ ହୋଇପଡ଼ୁଛି ଜୀବନ। ରାସ୍ତାଘାଟ, ଘରଦ୍ୱାର ସବୁଠି ବହଳ ଧୂଳିର...

cabinet
ରାଜ୍ୟ କ୍ୟାବିନେଟ୍‌ରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିଟେନ୍‌ ବୈଠକରେ ରାଜ୍ୟ କ୍ୟାବିନେଟ୍‌ ୧୦ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ମାରିଛି। ଏଥିରେ ଭବାନୀପାଟଣା ମେଡିକାଲ୍‌ କଲେଜ୍‌ ପାଇଁ ୨୨୦ ଟଙ୍କା କୋଟି ମଞ୍ଜୁର ହୋଇଥିବାବେଳେ କଟକ ଶିଶୁଭବନର ନୂଆ କୋଠା ନିର୍ମାଣ ପାଇଁ ୧୧୭ କୋଟି ମଞ୍ଜୁର ହୋଇଛି। ମହାନଦୀ...