ରାୟଗଡ଼ା: ତିତିଲି ପରେ ଏବେ ଦାଉ ସାଧିଛି ପ୍ରକୃତି। କେତେବେଳେ ପାଣି ଅଭାବରୁ ମରୁଡ଼ି ତ ଆଉ କେତେବେଳେ ଲଘୁଚାପ ଜନିତ ବର୍ଷା। ଆଉ ଏବେ ରୋଗ ପୋକ ଦାଉରେ ଫସଲ ନଷ୍ଟ ହେଉଛି। ଧାନ ଗଛ ମୂଳରେ ଭୟଙ୍କର ଭାବେ ଲାଗିଛି ଚକଡ଼ା ପୋକ। ଧାନ କେଣ୍ଡା...
ଭୁବନେଶ୍ୱର: ଦେଶବ୍ୟାପୀ ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଛି ଛଟ୍ ପର୍ବ। ଉତ୍ତର ଭାରତରେ ଏହା ମୁଖ୍ୟ ପର୍ବ ହୋଇଥିଲେ ମଧ୍ୟ ଓଡ଼ିଶାରେ ଉତ୍ତର ଭାରତୀୟମାନେ ଏହାକୁ ଖୁବ୍ ନିଷ୍ଠାର ସହ ପାଳନ କରିଛନ୍ତି। ସମ୍ବଲପୁର, ରାଉରକେଲା ସହ ରାଜଧାନୀ ଭୁବନେଶ୍ୱରରେ ଗତକାଲି ଅସ୍ତଗାମୀ ସୂର୍ଯ୍ୟାଙ୍କୁ ଅର୍ଘ୍ୟ ଦିଆଯାଇଥିଲା।...
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାଁ କେ. ଶ୍ରୀନୁ। ଘର ଗୋଷାଣୀ ବ୍ଲକ୍ ତୋଟାଗୁମୁଡ଼ା ଗାଁରେ ବୋଲି ସୂଚନା ମିଳିଛି। ଶ୍ରୀନୁ ନିଜ ଜମି ସହ ୪ ଏକର ଜମିରେ ଭାଗ ଚାଷ କରିଥିଲେ। ଏଥିପାଇଁ ବିଭିନ୍ନ ଲୋକଙ୍କଠାରୁ ୨ଲକ୍ଷ...
ଅନୁଗୁଳ: ପୁଣି ବିଦ୍ୟୁତ ତାର ଲାଗି ଏକ ଦନ୍ତା ହାତୀର ଜୀବନ ଯାଇଛି। ଅନୁଗୁଳ ହଣ୍ଡପା ରେଂଜରେ ହାତୀଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ ଦନ୍ତାହାତୀର ବୟସ ୮ରୁ ୧୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଶିକାର ପାଇଁ...
ବଲାଙ୍ଗିର: କ୍ରମାଗତ ୪ ବର୍ଷ ଧରି ମରୁଡ଼ି ମାଡ଼ରେ ଘାଇଲା ହେବା ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବଲାଙ୍ଗିର ଜିଲ୍ଲାର ଚାଷୀ। ଶସ୍ୟବୀମା ଦାବିରେ ବଲାଙ୍ଗିର ସାଂସଦ ଓ ଜିଲ୍ଲାପାଳଙ୍କୁ ଘେରାଉ କରିଛନ୍ତି। ଏବଂ ବୀମାରାଶି ଫାଙ୍କିବାକୁ ସାଂଘାତିକ ଷଡ଼ଯନ୍ତ୍ର ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସରକାରୀ ଅଧିକାରୀ...
ଭୁବନେଶ୍ୱର: ସ୍ୱାସ୍ଥ୍ୟକ୍ଷେତ୍ରରେ ପୁଞ୍ଜି ନିବେଶକାରୀଙ୍କୁ ଅାକୃଷ୍ଟ ପାଇଁ ମାରଥନ ଅାଲୋଚନା ଚାଲିଛି। ପୁଞ୍ଜି ନିବେଶକାରୀଙ୍କ ପାଖରେ ନିଜ ସଫଳତାର ଗାଥା ବଖାଣିବା ବେଳେ ଅାୟୁଷ୍ମାନ ଭାରତ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ତୁଳନା କରି ରାଜନୀତିର ଛୁଙ୍କ ବି ଦେଇଥିଲେ ବିଭାଗୀୟ ମନ୍ତ୍ରୀ। ଅାସନ୍ତା ୨ରୁ ୩...
ଗଜପତି: ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଆମ ଗାଁ ଆମ ବିକାଶଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଦେଉଛନ୍ତି। କିନ୍ତୁ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଏହି ସବୁ ଯୋଜନା ପ୍ରହସନ ପାଲଟିଛି। ଦୁର୍ଗମ ଅଞ୍ଚଳରେ କିଭଳି ପହଞ୍ଚିଛି ସରକାରଙ୍କ ଯୋଜନା?...
ରାୟଗଡ଼ା: ମୁନିଗୁଡ଼ାରେ ଫେଲ୍ ମାରିଛି ସରକାରଙ୍କ ସ୍ୱଚ୍ଛଭାରତ ଯୋଜନା। ସହରର ତିନିକୋଣିଆ ଛକ ପାଲଟିଛି ଅଳିଆ ଆବର୍ଜନାର ପେଣ୍ଠସ୍ଥଳୀ। ସଚେତନତାର ଅଭାବ ନା ବିଭାଗୀୟ ଉଦାସୀନତା, କିଏ ଏଥିପାଇଁ ଦାୟୀ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଚାରିଆଡ଼େ କୁଢ଼ କୁଢ଼ ଅଳିଆ, ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଦୁର୍ଗନ୍ଧରେ...
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କମଳାଙ୍ଗରେ ୭ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କଲା ଏନ୍ଜିଟି (ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍)। ଏନ୍ଜିଟିଙ୍କ ୪ ଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ ଅରମ୍ଭ କରିଛନ୍ତି। ଏହି ଟିମ୍ ସହିତ ପିସିସିଏଫ୍, ଡିଏଫ୍ଓ, ବିଦ୍ୟୁତ୍ ବିଭାଗ ବରିଷ୍ଠ ଅଧିକାରୀ ମଧ୍ୟ ଅଛନ୍ତି। ଗତ...
ବରଗଡ଼: ଦେବ୍ରିଗଡ଼ ଜଙ୍ଗଲରେ ମହାବଳ ବାଘ ଶିକାର ମାମଲାରେ କ୍ରାଇମବ୍ରାଞ୍ଚ ଅଧିକ ଖୋଳତାଡ଼ ଆରମ୍ଭ କରିଛି। ଏ ନେଇ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ବରଗଡ଼ ଏସ୍ଡିଜେଏମ୍ କୋର୍ଟରୁ ୨ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ରିମାଣ୍ଡରେ ଆଣିବା ପରେ କ୍ରାଇମବ୍ରାଞ୍ଚ ଟିମ ଅଭିଯୁକ୍ତଙ୍କୁ ଟାଉନ୍ ଥାନାରେ ପଚରାଉଚରା...
ଗଞ୍ଜାମ: ଥାନା ଭିତରେ ଓକିଲଙ୍କୁ ପୁଲିସ୍ର ମାଡ଼ ଅଭିଯୋଗ। ଏପରି ସାଂଘାତିକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ। ବୁଗୁଡ଼ା ଥାନା ଭିତରେ ଓକିଲଙ୍କୁ ଥାନାଧିକାରୀ ପିଟି ଥିବା ଅଭିଯୋଗ ହୋଇଛି। ଏଥିରେ ଓକିଲ ହରପ୍ରସାଦ ଦାସ ଆହତ ଅବସ୍ଥାରେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଘଟଣା...
ବିଶାଖାପାଟଣା: ୟାରାଡ଼ା ବିଚ୍ରେ ବୁଡ଼ିଯାଇଥିବା ୭ଜଣ ଛାତ୍ରଙ୍କ ଏବେ ମଧ୍ୟ ପତ୍ତା ମିଳୁନି। ବିଶାଖାପାଟଣା ନିକଟସ୍ଥ ଏକ ସ୍କିଲ୍ ସେଣ୍ଟର୍ର ୧୦ ଜଣ ଛାତ୍ର ଗତକାଲି ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରିଥିବା ବେଳେ ୭ ଜଣ ନିଖୋଜ...
ନୂଆଦିଲ୍ଲୀ: ସିବିଆଇ ବିବାଦ ମାମଲାରେ ସିଭିସି ଦାଖଲ କରିଥିବା ତଦନ୍ତ ରିପୋର୍ଟ ଉପରେ ଆସନ୍ତା ଶୁକ୍ରବାର ଦିନ ଶୁଣାଣି କରିବେ ସୁପ୍ରିମକୋର୍ଟ। ୧୨ ଦିନ ତଦନ୍ତ କରିବା ପରେ ସେଣ୍ଟ୍ରାଲ୍ ଭିଜିଲାନ୍ସ କମିଶନ ଆଜି ଏକ ବନ୍ଦ ଲଫାଫାରେ ସୁପ୍ରିମକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। ତେବେ ଏହାର...