ରାୟଗଡ଼ା: ମରଣଯନ୍ତା ପାଲଟିଛି ରାୟଗଡ଼ାର ନାଗାବଳୀ ନଦୀ ଉପରେ ଥିବା ପର୍ଯ୍ୟଟନସ୍ଥଳୀ ଝୁଲାପୋଲ। ବର୍ଷ ତମାମ ଏହି ସ୍ଥାନରେ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିପ୍ରତି ନା ପ୍ରଶାସନ ଦୃଢ଼ ପଦକ୍ଷେପ ନେଉଛି, ନା ଲୋକେ ସଚେତନ ହେଉଛନ୍ତି। ଝୁଲାପୋଲ ଏବଂ ମାଆ ମଝିଘରିଆଣିଙ୍କ ଦର୍ଶନ କରିବାକୁ ଅନେକ...
କନ୍ଧମାଳ: ରାସ୍ତା ନିର୍ମାଣ ନ ହେଲେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଚାହାଳି ପଞ୍ଚାୟତବାସୀ। ପଞ୍ଚାୟତର ସମିତି ସଭ୍ୟାଙ୍କ ସମେତ ୬୦ ଜଣ ମହିଳା ଏ ବାବଦରେ ଲିଖିତ ଭାବେ କନ୍ଧମାଳ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ଖବର ଅନୁସାରେ, ଚକାପାଦଠାରୁ ନିଧିଆବେରଣା ଗାଁ...
ପୁରୀ: ଆଜି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଜାଗା’ ଯୋଜନାର ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଜାଗା ପାଇଥିବା ଲୋକଙ୍କୁ ସ୍ଥାୟୀ ପଟ୍ଟା ଦିଆଯାଉଛି। ସହରାଞ୍ଚଳରେ ବସ୍ତିର ଜମିହୀନ ବାସିନ୍ଦାଙ୍କୁ ପଟ୍ଟା ଦେବାକୁ ରାଜ୍ୟ ସରକାର ଏହି ଯୋଜନା କରିଛନ୍ତି। ଏହି କ୍ରମରେ ଆଜି ପୁରୀର ବସ୍ତିବାସିନ୍ଦାଙ୍କୁ ପଟ୍ଟା...
ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ଗଜ’ ଆସନ୍ତାକାଲି ତାମିଲନାଡୁର କଡାଳୁର ଓ ପାମ୍ବନ୍ ମଝିରେ ଉପକୂଳ ଛୁଇଁବ। ଏହାର ପ୍ରଭାବରେ କାଲିଠାରୁ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଘଣ୍ଟାପ୍ରତି ୧୧୦ କିଲୋମିଟରରୁ ଅଧିକ ବେଗରେ ପବନ...
ଭୁବନେଶ୍ୱର: ସାଧାରଣ ନିର୍ବାଚନ ଅଳ୍ପ କିଛି ମାସ ଥିବାରୁ ଏଥର ସରଗରମ ହେବ ଦିନକ ପରେ ଆରମ୍ଭ ହେଉଥିବା ବିଧାନସଭାର ଶୀତ ଅଧିବେଶନ। ମୁହାଁମୁହିଁ ହେବେ ଶାସକ ଓ ବିରୋଧୀ। ଏଥର ବିରୋଧୀଙ୍କ ହାତରେ ଅଭିଯୋଗର ଲମ୍ବା ତାଲିକା ରହିଛି। ନିର୍ବାଚନ ପାଖେଇ ଆସୁଥିବାବେଳେ ଶାସକ ଓ ବିରୋଧୀଙ୍କ...
ଅତ୍ୟାଧୁନିକ ସାଟେଲାଇଟ୍ ଜି-ସାଟ୍ ୨୯କୁ ସଫଳତାର ସହ ମହାକାଶରେ ଅବସ୍ଥାପିତ କରିଛି ଇସ୍ରୋର ବାହୁବଳୀ କୁହାଯାଉଥିବା ସବୁଠୁ ଓଜନିଆ ରକେଟ୍ ଜିଏସ୍ଏଲ୍ଭି ମାର୍କ ଥ୍ରୀ ଡି-ଟୁ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱାନ ଉତ୍କ୍ଷେପଣ କେନ୍ଦ୍ରରୁ ଅପରାହ୍ନ ୫ଟା ୮ ମିନିଟରେ ଏହି ଉତ୍କ୍ଷେପଣ କରାଯାଇଥିଲା। ଜି ସାଟ୍- ୨୯...
ମୁମ୍ବାଇ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଜନ୍ମ ଜନ୍ମର ସାଥୀ ହୋଇଛନ୍ତି ବଲିଉଡ୍ର ଦୀପିକା ଓ ରଣବୀର କପୁର। ଇଟାଲିର ଲେକ୍ କୋମୋରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି। ଜନ୍ମ ଜନ୍ମର ସାଥି ହେବାର ଶପଥ ନେଇ ଦୀପିକା ସାଜିଛନ୍ତି ରଣବୀରଙ୍କ ଦୁଲହନିଆ। କୋଙ୍କଣି ପ୍ରଥାରେ ବିବାହ କରି...
ଭୁବନେଶ୍ୱର: ହାତୀ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି। ଓଡ଼ିଶାରେ ହାତୀ ସୁରକ୍ଷା ପାଇଁ ନବୀନ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ଢେଙ୍କାନାଳରେ ଏକାଥରକେ ୭ ହାତୀ ମୃତ୍ୟୁ ସହ ୨୦୧୧ରୁ ୧୭ ମସିହା ମଧ୍ୟରେ...
ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା ଟାର୍ଗେଟରୁ ଦୁଇଗୁଣା ଟପିବାକୁ ନେଇ ସନ୍ଦେହ ଦେଖା ଦେଇଛି। ଏଥର ପାଖାପାଖି ଅଢ଼େଇ ଲକ୍ଷ କୋଟିର ପୁଞ୍ଜି ଆସିବ ବୋଲି ସରକାର ଲକ୍ଷ୍ୟ ରଖିଥିଲେ। କିନ୍ତୁ ୨ ଦିନ ବାକି ଥାଇ ୪ ଲକ୍ଷ ୧୯ ହଜାର କୋଟିର ପ୍ରତିଶ୍ରୁତି ଆସିଗଲା ବୋଲି...
ଭୁବନେଶ୍ୱର: ପାରାଦୀପରୁ ପ୍ରାର୍ଥୀ ହେବା ଲାଗି ମନ ବଳାଇଥିବା ଦେବାଶିଷ ସାମନ୍ତରାୟଙ୍କୁ କଡ଼ା ଜବାବ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ସେ କହିଛନ୍ତି, ପାରାଦୀପ ଅନାବାଦି ନୁହେଁ, ଯିଏ ପାରିବ ଚାଷ କରିବ। ନବୀନଙ୍କ ଓଡ଼ିଆରେ ପାରାଦୀପ ଲୋକଙ୍କ ଛାତି ଫାଟି ପଡ଼ୁଥିବା କଟାକ୍ଷ କରିବା...
ନୂଆଦିଲ୍ଲୀ: ରାଫେଲ୍ ଚୁକ୍ତି ସମ୍ପର୍କିତ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖଛନ୍ତି ସୁପ୍ରିମକୋର୍ଟ। ଆଜି ପ୍ରଧାନ ବିଚାରପତିଙ୍କୁ ଜଷ୍ଟିସ୍ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ସର୍ବୋଚ୍ଚ ଅଦାଲତଙ୍କ ତଦାରଖରେ ଏହି ମାମଲାର ଶୁଣାଣି କରାଯାଉ ବୋଲି ଆବେଦନକାରୀମାନେ ପୂର୍ବରୁ ଅପିଲ୍ କରିଥିଲେ।...
ବାଲେଶ୍ୱର: ଫେଲ୍ ମାରିଛି ସରକାରଙ୍କ ଶିକ୍ଷା ବ୍ୟବସ୍ଥା। ବର୍ଷ ସରିବାକୁ ବସିଲାଣି, ହେଲେ ପିଲାଙ୍କୁ ମିଳିପାରିନି ସ୍କୁଲ୍ ପୋଷାକ। ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ପ୍ରାଥମିକ ଏବଂ ନୋଡାଲ୍ ସ୍କୁଲଗୁଡ଼ିକରେ ଏଭଳି ଘଟଣା ଘଟିଛି। ଜିଲ୍ଲାର ବଡ଼ ମନ୍ଦାରୁଣୀ ନୋଡାଲ୍ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ...
ରାୟଗଡ଼ା: ଗଲା ୨୦ ବର୍ଷ ହେଲା ରାସ୍ତାଟିଏ ପାଇଁ ନାନା ହନ୍ତସନ୍ତ ହେଉଛନ୍ତି ଶରଧାପୁର ପଞ୍ଚାୟବାସୀ। ଏଠାରେ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛିା ମାଟି ଗୋଡ଼ି ଯୁକ୍ତ ପାଦ ଚଲା ରାସ୍ତାଟି ଚାରିଆଡ଼େ ଖାଲ ଖମାରେ ଭରିଯାଇଛି। ଏହା ସହିତ ଗାଁକୁ...