ଭୁବନେଶ୍ୱର: ଆଜି ମଧ୍ୟ ବିଧାନସଭାରେ ଅଚଳ ପରିସ୍ଥିତି ସୃଷ୍ଟି ହୋଇଛି। ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଯୋଗୁ ପ୍ରଥମ ଭାଗ ଗୃହକାର୍ଯ୍ୟ ଆଦୌ ଚାଲିପାରି ନାହିଁ। ଏପରିକି ଗୃହ ସ୍ୱାଭାବିକ କରିବା ଲାଗି ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ମଧ୍ୟ ଫେଲ୍ ହୋଇଛି। ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ସ ବାହାରି...
ଭୁବନେଶ୍ୱର: ପୁଅ ବିରୋଧରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ଅଭିଯୋଗର କୌଣସି ସତ୍ୟତା ନାହିଁ, ଏହା ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଟିକେଟ୍ ପାଇଁ ମୋତେ ଆବେଦନ କଲେ, ନପାରିବାରୁ ପୁଅକୁ ମୋହରା କରାଯାଉଛି।...
ଅନୁଗୁଳ: ସାତକୋଶିଆରେ ମୃତ ମହାବଳ ବାଘର ପୋଷ୍ଟମର୍ଟମ୍ ରିପୋର୍ଟ ଆସିଛି। ବାଘର ମୃତ୍ୟୁ ଘା ଓ ପରବର୍ତ୍ତୀ ସମୟରେ ହୋଇଥିବା ସଂକ୍ରମଣ ଯୋଗୁ ହୋଇଛି ବୋଲି ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟ ହସ୍ତଗତ ହେବା ପରେ ଏହି ସୂଚନା ଦେଇଛି ବନ ବିଭାଗ। ଏହାସହ...
ସମ୍ବଲପୁର: ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ଆସନ୍ତାକାଲିଠାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ କରିବାକୁ ଓକିଲ ସଂଘ ନିଷ୍ପତ୍ତି ନେଇଛି। ଏଥିସହ ଆଗାମୀ ୨୯ ଓ ୩୦ ତାରିଖ ଦୁଇଦିନ ମହାବନ୍ଦ ପାଳନ ପାଇଁ ସଂଘ ଚେତାବନୀ...
ଭୁବନେଶ୍ୱର: ବିରୋଧୀ ଦଳ ନେତା ନରସିଂହଙ୍କ ବିରୋଧରେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ପିସିସି ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ସଗରିଆ। ନରସିଂହଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଥାର୍ଡ ଫ୍ଲୋର୍ ସହ ସୁ-ସମ୍ପର୍କ ରହିଥିବା ସେ ଅଭିଯୋଗ ଆଣିଛନ୍ତି। କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ବିଧାନସଭାରେ ନରସିଂହ...
ଢେଙ୍କାନାଳ: ବଳରାମପୁର ଝିଙ୍କରଗଡ଼ି ଗାଁ ପାଖ ଜଙ୍ଗଲରେ ଗତକାଲିଠୁ ଚାଲିଛି କାନ୍ଦବୋବାଳି। କେହି ଆତ୍ମୀୟ ସ୍ୱଜନ ଆରପାରିକୁ ଚାଲିଗଲେ ଯେମିତି ରୀତିନୀତି ପାଳନ ହୁଏ, ଠିକ୍ ସେହି ଢଙ୍ଗରେ ହୋଇଛି ନାମ ସଂକୀର୍ତ୍ତନ ସାଙ୍ଗକୁ ଦଶାହ ପଂକ୍ତି। ଭେଣ୍ଡା ପୁଅ ପରି ମାଟିରେ ଲୋଟି ପଡ଼ିଥିବା ଶହ ଶହ...
ଭୁବନେଶ୍ୱର: ଦ୍ରୁତ ଗତିରେ ଖସୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା। କମୁଛି ବିଜେଡିର ଭୋଟ୍ ହାର। ଇଣ୍ଡିଆ ଟୁଡେର ପଲିଟିକାଲ୍ ଷ୍ଟକ୍ ଏକ୍ସଚେଞ୍ଜ ସର୍ଭେ ଓ ଇଣ୍ଡିଆ ଟିଭି-CNXର ସର୍ଭେ ରିପୋର୍ଟ ଏଭଳି ସଙ୍କେତ ଦେଇଛି। ଗତ ସେପ୍ଟେମ୍ବର୍ ମାସରେ ଇଣ୍ଡିଆ ଟୁଡେ କରିଥିବା ଏକ ସର୍ଭେ ରିପୋର୍ଟ୍...
ଢେଙ୍କାନାଳ: ମାତ୍ର ଅଢ଼େଇ ମାସ ବୟସରେ ଭୟଙ୍କର କ୍ୟାନ୍ସର୍ ରୋଗରେ ଆକ୍ରାନ୍ତ ଦୁଇ ଯାଆଁଳା ଶିଶୁ କ୍ରିଷ୍ଣା ଓ କାବେରୀ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ମହୁଲପାଳ ଗାଁର ଲକ୍ଷ୍ମୀଧର ବେହେରାଙ୍କ ଦୁଇ ଶିଶୁ ଏବେ କ୍ୟାନ୍ସର୍ ରୋଗରେ ପୀଡ଼ିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ଅଗଷ୍ଟ...
ନୂଆପଡ଼ା/ଜଗତସିଂହପୁର: ଗରିବ ଲୋକମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି, ହେଲେ ଏହି ସବୁ ଯୋଜନା ସେମାନଙ୍କ ପାଖରେ ନ ପହଞ୍ଚି ବଟବଣା ହେଉଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡ଼ା ଓ ଜଗତସିଂହପୁର ଜିଲ୍ଲାରେ। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ବୀରକିଶୋରପୁର ଗାଁର...
ବାଲେଶ୍ୱର: ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଖଏର୍ଦ୍ଦା ଉନ୍ନତ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସ୍କୁଲ୍ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୧୯୭ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ଜଣେ ସଂଗୀତ ଶିକ୍ଷକଙ୍କ...
କୋରାପୁଟ: ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ସ୍ଥାନୀୟ ଲୋକେ। ଡାକ୍ତରଖାନାରେ ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ଥିବାରୁ ଏହାର ବିରୋଧ କରି ଲୋକେ ତାଲା ପକାଇଛନ୍ତି। ଓଡ଼ିଶା ଓ ଆନ୍ଧ୍ରର ମିଳିତ ସହଯୋଗରେ ସ୍ୱାଧିନତା ପୂର୍ବରୁ ନିର୍ମାଣ ହୋଇଥିବା ଏହି ମେଡ଼ିକାଲକୁ ଆନ୍ଧ୍ର ସରକାର...
ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ଦାରୁ ଫିକ୍ସିଂରେ ମାମଲାରେ ତତ୍କାଳୀନ ଆଇନ ମନ୍ତ୍ରୀ ଅରୁଣ ସାହୁ, ସାଂସଦ ଅଚ୍ୟୁତ ସାମନ୍ତ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କୁ ଗିରଫ କରାଯାଉ। ଏହାସହ ଘଟଣାର ସିବିଆଇ ତଦନ୍ତ କରାଯାଉ ଓ ଏହାର ତଦନ୍ତ ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି...
କୋରାପୁଟ: ପୁଣି ବିଷ ପିଇ ଜୀବନ ହାରିଲେ ଚାଷୀ। କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ମାଳିଗୁଡ଼ାର ଚାଷୀ ଲୋକନାଥ ପାଙ୍ଗି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଚାଷ କ୍ଷତି ଯୋଗୁ ଗତକାଲି ସନ୍ଧ୍ୟାରେ ସେ ଚାଷ ଜମିକୁ ଯାଇ କୀଟନାଶକ ଔଷଧ ପିଇଥିଲେ। ଘରକୁ ଆସି...