• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

maoist
ନୂତନ ଗଣତନ୍ତ୍ର ନାଁରେ ଲାଗିଛି ମାଓ ପୋଷ୍ଟର୍‌ ଓ ବ୍ୟାନର୍

ମାଲକାନଗିର(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ମାଓ ପୋଷ୍ଟର୍ ଓ ବ୍ୟାନର୍ ଲାଗିଥିବା ଦେଖିବାକୁ ମିଳିଛି। ର୍ନିବାଚନକୁ ବିରୋଧ କରି ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ତେଲୁଗୁ ଓ ଓଡ଼ିଆ ଭାଷାରେ ଏହି ବ୍ୟାନର୍ ଲଗାଯାଇଛି। ସ୍ୱାଧୀନତାର ୭୦ ବର୍ଷ ପରେ ବି ଏହାର...

kwiat
କୁଏତ୍‌ରେ ଉତ୍କଳ ଦିବସ

ଭୁବନେଶ୍ୱର: କୁଏତ୍‌ରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଖୁବ୍ ଧୁମ୍‌ଧାମରେ ଉତ୍କଳ ଦିବସ ପାଳନ କରିଛନ୍ତି। ଅତିଥି ଭାବେ ଗାୟକ ଶ୍ରୀଚରଣ ମହାନ୍ତି ଏହି ଉତ୍କଳ ଦିବସ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ୍ ମନଭରି ଉପଭୋଗ କରିଥିଲେ ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆ।...

hosnemff
ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ମୋହନା(ମିହିର ଜତି): ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ଗଜପତି ଆର.ଉଦୟଗିରି ବାଦପୁର ଘାଟିରେ ଏଭଳି ଅଘଟଣ ଘଟିଛି। ସୂଚନା ଅନୁସାରେ, ମୋହନା ଟାଙ୍ଗିପାଲିପଦର ଗାଁର ସୁବାଷ ନାୟକ ତାଙ୍କ ଝିଅର ନାମ ଲେଖାଇବା ପାଇଁ ପତ୍ନୀ ଓ ଝିଅଙ୍କ ସହିତ ବଡ଼ପଦା ସ୍କୁଲକୁ...

dg
ଯାଜପୁରରେ ବିଭିନ୍ନ ଦଳ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲ

ଯାଜପୁର(ଗୁଲାମ ଗସ୍): ଯାଜପୁର ଜିଲ୍ଲାର ଗୋଟିଏ ଲୋକସଭା ଓ ୭ଟି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ ଜାରି ରହିଛି।  ଗତକାଲି ଧର୍ମଶାଳା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସର ଶୃତିରେଖା ପହି ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ବିଂଝାରପୁର ପାଇଁ ବିଜେପି ପ୍ରାର୍ଥୀ ବବିତା ମଲ୍ଲିକ ନିଜ ସମର୍ଥକଙ୍କ...

flaf
ନିର୍ବାଚନ ପୂର୍ବରୁ ଶାନ୍ତି ଶୃଙ୍ଖଳା ପାଇଁ ସୁରକ୍ଷା ବଳର ଫ୍ଲାଗମାର୍ଚ୍ଚ୍

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ାରେ ସୁରକ୍ଷା ବଳର ଫ୍ଲାଗମାର୍ଚ୍ଚ ହୋଇଛି। ନିର୍ବାଚନ ପୂର୍ବରୁ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରାଯିବା ସହ ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସଙ୍କେତ ଦେଇ ଜିଲ୍ଲା ପୁଲିସ୍ ଓ ସିଆରପିଏଫ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ରାୟଗଡ଼ା ପୁଲିସ ଓ ସିଆରପିଏଫ୍...

pic
ଆଜି ଘୋଷଣା ହେବ ରାଜ୍ୟ କଂଗ୍ରେସ ଓ ବିଜେପିର ଇସ୍ତାହାର ପତ୍ର

ଭୁବନେଶ୍ୱର: ଆଜି ରାଜ୍ୟରେ କଂଗ୍ରେସ ଓ ବିଜେପିର ଇସ୍ତାହାର ପତ୍ର ଘୋଷଣା ହେବ। ପୂର୍ବରୁ କଂଗ୍ରେସ ଜାତୀୟ ସ୍ତରରେ ନିଜର ଇସ୍ତାହାର ପତ୍ର ଘୋଷଣା କରିଥିବାବେଳେ, ବିଜେପି ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଘୋଷଣା କରିନାହିଁ। ତେବେ ରାଜ୍ୟରେ ଆଜି ବିଜେପି ଇସ୍ତାହାର ଘୋଷଣା କରିବା ସମ୍ଭାବନା ରହିଛି। ରାଜ୍ୟବାସୀଙ୍କ...