• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

modi
କାଲି ପ୍ରଥମ ପର୍ଯ୍ୟାୟ ଭୋଟ୍: ୨୦ ରାଜ୍ୟର ୯୧ ଲୋକସଭା ଆସନରେ ହେବ ଭୋଟ୍

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସମେତ ୨୦ଟି ରାଜ୍ୟର ୯୧ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେବ। ଆନ୍ଧ୍ର ପ୍ରଦେଶର ୨୫ ଲୋକସଭା ଆସନ ଓ ୧୭୫ ବିଧାନସଭା ଆସନରେ ମତଦାନ ହେବ। ଆନ୍ଧ୍ର ପ୍ରଦେଶର ୨୫ଟି ଲୋକସଭା ଆସନ ପାଇଁ ମୋଟ୍ ୩୧୯ ଜଣ ପ୍ରାର୍ଥୀ ମଇଦାନରେ...

naveen
ଆଜି ସୁନ୍ଦରଗଡ଼ରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ଼ରେ ମାରାଥନ ପ୍ରଚାର କରିବେ। ସୁନ୍ଦରଗଡ଼ ଜିଲ୍ଲାରେ ୬ଟି ନିର୍ବାଚନୀ ସଭାରେ ଯୋଗ ଦେବା ସହ ୨ଟି ରୋଡ୍ ଶୋ’ ମଧ୍ୟ କରିବେ। ମୁଖ୍ୟମନ୍ତ୍ରୀ ସକାଳ ୧୦ଟା ୩୫ ମିନିଟରେ ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀର ହେମଗିରିଠାରେ ପହଞ୍ଚି ନିର୍ବାଚନୀ...

5666nnnnnnnnnnnnnn9999999999999999
ସଡ଼କ ଦୁର୍ଘଟଣାରେ ବାପ ପୁଅଙ୍କ ମୃତ୍ୟୁ, ଜଣେ ଗୁରୁତର

ପୁରୀ: ପିପିଲି ନିକଟ ପିଢ଼ପାଟଣା ଛକରେ ମର୍ମନ୍ତୁଦ ଦୁର୍ଘଟଣାରେ ବାପ ପୁଅଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉଜଣେ ମଧ୍ୟ ଆହତ ହୋଇଛନ୍ତି। ପଟ୍ଟନାୟିକିଆ-ଡେଲାଙ୍ଗ ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ବାଇକ୍ ପିଟି ହେବାରୁ ଏଭଳି ଦୁର୍ଘଟଣା ଘଟିଛି। ଦୁଇ ମୃତକ ହେଲେ ପାଟଣା ଗାଁର...

fd
ତତ୍ପର ନିର୍ବାଚନ କମିଶନ: ଜବତ ହେଲାଣି ୨ କୋଟିର ମଦ, କୋଟିଏ ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ମୁକ୍ତ ଓ ଅବାଧ ମତଦାନ ପାଇଁ ନିର୍ବାଚନ କମିଶନ ପୂରା ତତ୍ପର। ନିର୍ବାଚନରେ ବିଶେଷ କରି ମଦ ଓ ଟଙ୍କାର ଯେମିତି ପ୍ରଭାବ ଦେଖିବାକୁ ନ ମିଳେ, ସେଥିପାଇଁ କମିଶନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଆଜି ପର୍ଯ୍ୟନ୍ତ ୨ କୋଟିରୁ ଅଧିକ...

rafel
ଆସନ୍ତାକାଲି ରାଫେଲ୍‌ ଶୁଣାଣି

ନୂଆଦିଲ୍ଲୀ: ଫ୍ରାନ୍ସ ସହ ୩୬ଟି ଯୁଦ୍ଧ ବିମାନ କିଣିବା ପାଇଁ ହୋଇଥିବା ରାଫେଲ ଡିଲ୍‌ ସଂକ୍ରାନ୍ତ ମାମଲାର ଶୁଣାଣି ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟର ବିନା ଅନୁମତିରେ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ପ୍ରମାଣଯୋଗ୍ୟ କି ନାହିଁ, ଆସନ୍ତାକାଲି ସୁପ୍ରିମକୋର୍ଟ ଏହା ଉପରେ ନିଷ୍ପତ୍ତି ନେବେ। ଆବେଦନକାରୀ ପ୍ରଶାନ୍ତ...

rss
ଆତଙ୍କବାଦୀ ଆକ୍ରମଣରେ ଆର୍‌ଏସ୍‌ଏସ୍‌ ନେତାଙ୍କ ମୃତ୍ୟୁ

ଶ୍ରୀନଗର: ଜମ୍ମୁକଶ୍ମୀରର କିଶ୍ତୱାର ଜିଲ୍ଲାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ସଂଘଟିତ ଏକ ଆତଙ୍କବାଦୀ ହମ୍‌ଲାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତା ଚନ୍ଦ୍ରକାନ୍ତ ଶର୍ମାଙ୍କର ମୃତ୍ୟୁ ହୋଇଛି। ତାଙ୍କ ସହିତ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ରାଜିନ୍ଦରଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦିନ ୧୨.୩୦ ସମୟରେ ଏହି ଘଟଣା ଘଟିଥିଲା। ଆତଙ୍କବାଦୀମାନେ...

Untitled-1t
କଂଗ୍ରେସର ଟାଣୁଆ ନେତା କେଏମ୍‌ ମଣିଙ୍କ ମୃତ୍ୟୁ

ଥିରୁଭନନ୍ତପୁରମ: କେରଳ କଂଗ୍ରେସର ଅଧ୍ୟକ୍ଷ ତଥା ରାଜ୍ୟର ଦୀର୍ଘ ସମୟ ଧରି ବିଧାୟକ ଥିବା କେଏମ ମଣିଙ୍କ ଆଜି ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଗତ ଗୁରୁବାର ଦିନ ଛାତିରେ ସଂକ୍ରମଣ ସମସ୍ୟା ଯୋଗୁ କେଏମ ମଣିଙ୍କୁ କେରଳର ଏକ ଘରୋଇ...

tiktok
ହାଇକୋର୍ଟରୁ ସୁପ୍ରିମ୍‌କୋର୍ଟ ପହଞ୍ଚିଲା ଟିକ୍‌ଟକ୍‌: ୧୫ରେ ଶୁଣାଣି

ନୂଆଦିଲ୍ଲୀ: ଭିଡିଓ ଶେୟାରିଂ ଆପ୍‌ ଟିକ୍‌ଟକ୍‌ ଉପରେ ବ୍ୟାନ୍‌ ଲଗାଇବା ମାମଲା ଏବେ ହାଇକୋର୍ଟରୁ ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଘଟଣାରେ ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ରାଜି ହୋଇଛନ୍ତି। ମାଡ୍ରାସ୍‌ ହାଇକୋର୍ଟ ଏହି ଭିଡିଓ କ୍ରିଏଟିଂ ଆପ୍‌ ଉପରେ ବ୍ୟାନ୍‌ ଲଗାଇ...

Untitled-1
ଆତଙ୍କବାଦକୁ ନେଇ ପୁଣି ମୁହାଁମୁହିଁ ଆମେରିକା ଓ ଇରାନ୍‌

ତେହେରାନ୍‌: ଆତଙ୍କବାଦ ପ୍ରସଙ୍ଗରେ ଆମେରିକା ଓ ଇରାନ୍‌ ମଧ୍ୟରେ ପୁଣିଥରେ ଟକରାଟକରି ଆରମ୍ଭ ହୋଇଯାଇଛି। ଗତକାଲି ଆମେରିକା ଇରାନ୍‌ର ରିଭଲ୍ୟୁସନାରୀ ଗାର୍ଡଙ୍କୁ କଳାତାଲିକା ଭୁକ୍ତ କରିବା ସହ ସେମାନଙ୍କୁ ଆତଙ୍କବାଦୀ ଆଖ୍ୟା ଦେଇଥିଲା। ଆମେରିକାର ଏଭଳି ଘୋଷଣାରେ ଇରାନ୍‌ ଚିହିଁକି ଉଠିଛି। ଇରାନ୍‌ ରାଷ୍ଟ୍ରପତି ହାସନ ରୋହାନି ଆମେରିକାକୁ...