• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

dituii
ଆଜି ବିଶ୍ୱ ଆଦିବାସୀ ଦିବସ

ସୁନ୍ଦରଗଡ଼: ଆଜି ବିଶ୍ୱ ଆଦିବାସୀ ଦିବସ। ଏହି ଅବସରରେ ସୁନ୍ଦରଗଡ଼ସ୍ଥିତ ଭବାନୀ ଭବନ ଷ୍ଟାଡିୟମରେ ବିଶ୍ୱ ଆଦିବାସୀ ଦିବସ ପାଳ କରାଯାଇଛି। ଆଦିବାସୀ ମୂଳ ନିବାସୀ ଅଧିକାର ସୁରକ୍ଷା ମଞ୍ଚ, ଆଦିବାସୀ ମୂଲବାସୀ ବଚାଓ ମଞ୍ଚ ଆଠକୋଶିଆ ଆଦିବାସୀ ଏକତା ମଞ୍ଚ ଓ ପେଶା ଗ୍ରାମସଭା ସଂଗଠନ ପକ୍ଷରୁ...

BAIJAYANTA1
ସଫଳ ହେଲା ବୈଜୟନ୍ତଙ୍କ ଉଦ୍ୟମ; ଭାରତ ଫେରିବେ ୧୫ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: କୁଏତରେ ଫସିଥିବା ଓ ନିର୍ଯାତିତ ୧୫ ଓଡ଼ିଆ ଶ୍ରମିକଙ୍କୁ ଠାବ କରାଯାଇଛି। ବକ୍ରିଦ୍ ପରେ ସେମାନଙ୍କୁ ଭାରତକୁ ପଠାଯିବ ବୋଲି କୁଏତ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଏହା ସହିତ ଯେଉଁ କମ୍ପାନୀ ସେମାନଙ୍କୁ ନିର୍ଯାତନା ଦେଇଥିଲା, ସେହି କମ୍ପାନୀର ଓ୍ୱାର୍କ ପରମିଟ୍ ବାତିଲ...

bb
ପଡ଼ିଶା ଘର ଭୋଜି ଖାଇ ଝାଡ଼ାବାନ୍ତିରେ ଗଲାଣି ଦୁଇ ଜୀବନ; ୩୦ରୁ ଅଧିକ ଅସୁସ୍ଥ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଦକ୍ଷିଣ ନରସିଂହପୁର ପଞ୍ଚାୟତ ବାଇଗଡିଆରେ ବିଷାକ୍ତ ଖାଦ୍ୟ ଖାଇ ଝାଡ଼ାବାନ୍ତି ହେବାରୁ ଗତ ୪ ଦିନ ଭିତରେ୨  ଜଣଙ୍କର ମୃତ୍ୟୁ ହୋଇଛି। ୩୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଗାଁରେ ମେଡିକାଲ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି।...

puri-konark-railway
ପୁରୀ ଓ କୋଣାର୍କକୁ ଆଇକନିକ୍‌ ପର୍ଯ୍ୟଟନ ତାଲିକାରେ ସାମିଲ୍‌ କରିବାକୁ ଦାବି କଲେ ଏହି ବିଜେପି ସାଂସଦ

ଭୁବନେଶ୍ୱର: ଭାରତର ‘ଆଇକନିକ୍’ ପର୍ଯ୍ୟଟନ କ୍ଷେତ୍ର ତାଲିକାରେ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କ ସୂର୍ଯ୍ୟମନ୍ଦିରକୁ ସାମିଲ କରିବାକୁ ଦାବି ହୋଇଛି। ଓଡ଼ିଶାର ସବୁ ବିଜେପି ସାଂସଦ ଏ ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି। ଏହି ଦୁଇ ପର୍ଯ୍ୟଟନ ସ୍ଥଳୀ ସାରା ବିଶ୍ୱରେ...

madhyna
ମଧ୍ୟାହ୍ନ ଭୋଜନ ଖାଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ

ଭଦ୍ରକ(ତପନ ସ୍ୱାଇଁ): ମଧ୍ୟାହ୍ନ ଭୋଜନ ଖାଇ ୧୯ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁଛି। ଗତକାଲି ତିହିଡି ବ୍ଲକ ଚାରିତରଫ ୟୁଜିଏମ୍‌ଇ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ...

lathi
ଲାଠି ଖୋଜିଲା ଚୋରି ହୋଇଥିବା ଦେବୀଙ୍କ ମୂର୍ତ୍ତି

ମାଲକାନଗିରି: ଲାଠି ଖୋଜିଲା ଚୋରି ହୋଇଥିବା ଦେବୀଙ୍କ ମୂର୍ତ୍ତି। କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଘଟଣା ଘଟିଛି ମାଲକାନଗିରି ଖଇରପୁଟ ବ୍ଲକ୍ ପୁରୁଣାଗୁମା ଗାଁରେ। ଗତକାଲି ରାତିରେ ପୁରୁଣାଗୁମାରେ ପ୍ରସିଦ୍ଧ ଭୈରବୀ ପୀଠରୁ ଦେବୀଙ୍କ ମୂର୍ତ୍ତି ଚୋରି ହୋଇଥିଲା। ଏହି କଥା ପ୍ରଘଟ ହେବା...

ia
ପାକିସ୍ତାନକୁ ବଲିଉଡ୍‌ର ଜବାବ୍; ପିଏମ୍‌ଙ୍କୁ ଚିଠିଲେଖିଲା ଏଆଇସିଡବ୍ଲ୍ୟୁଏ

ମୁମ୍ବାଇ: ପାକିସ୍ତାନକୁ ତା’ ନିଜ ଭାଷାରେ ହିଁ ଜବାବ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ହିନ୍ଦୀ ସିନେମା ଜଗତ ବା ବଲିଉଡ୍। ପାକିସ୍ତାନୀ କଳାକାରଙ୍କୁ ଭାରତରେ ସମ୍ପୂର୍ଣ୍ଣ ବ୍ୟାନ୍‌ ସହ ସମସ୍ତ ପ୍ରକାର କୂଟନୈତିକ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଛିନ୍ନ କରିବାକୁ ଅନୁରୋଧ କରିଛି ଅଲ୍ ଇଣ୍ଡିଆ ସିନେ...

s-1
କାର୍ଗିଲ୍‌ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ କରିବା ପରେ ଲୋକଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଏବେ ସାମ୍ନକୁ ଆସିଛି। ଆଜି ଲଦାଖର କାର୍ଗିଲରେ ବ୍ୟାପକ ହିଂସାକାଣ୍ଡ ଘଟିବା ପରେ ପ୍ରଶାସନ ପକ୍ଷରୁ ଏଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ଅର୍ଥାତ ଏଠାରେ ୪ରୁ ଅଧିକ ଲୋକ...

jpeg
କାଶ୍ମୀରବାସୀଙ୍କ ପାଇଁ ମଲାଲାଙ୍କ ଚିନ୍ତା

ଇସ୍‌ଲାମାବାଦ: ନୋବେଲ ପୁରସ୍କାର୍ ବିଜେତା ତଥା ପାକିସ୍ତାନର ସାମାଜିକ କର୍ମୀ ମଲାଲା ୟସୁଫଜାଇ ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରବାସୀଙ୍କ ପାଇଁ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହି ଧାରା କାଶ୍ମୀରବାସୀଙ୍କୁ ସୁରକ୍ଷା ଯୋଗାଉଥିଲା। ଏବେ ସେଠାରେ ଥିବା ଶିଶୁ ଓ ମହିଳାଙ୍କ ସୁରକ୍ଷା ପାଇଁ ସେ ଚିନ୍ତିତ ଥିବା...

page3-2-2
୩୭୦ ଉଚ୍ଛେଦକୁ କାର୍ଗିଲ୍‌ରେ ବିରୋଧ; ପୁଲିସ୍‌ର ଲାଠି ଚାର୍ଜ୍

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ବିଭାଜନ କରି ଭାରତ ସରକାର ଲଦାଖକୁ ଏହାଠାରୁ ଅଲଗା କରିଛନ୍ତି। ତେଣୁ ଲଦାଖ ଏବେ ଏକ ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳ। ଲଦାଖରେ ଲେହ ଓ କାର୍ଗିଲ ଭଳି ସହର ରହିଛି। ହେଲେ କେନ୍ଦ୍ର ସରକାରଙ୍କ ଏଭଳି ବିଭାଜନ ନିଷ୍ପତ୍ତିକୁ କାର୍ଗିଲରେ ଜୋରଦାର ବିରୋଧ କରାଯାଇଛି। କାର୍ଗିଲବାସୀ...

ମଦଲୁଈଆଏଏ
କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଖୋରାକ୍‌ ଯୋଗାଉଛି ଏହି କଂଗ୍ରେସ୍‌ ନେତାଙ୍କ ବୟାନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ବଳବତ୍ତର ଥିବା ଧାରା ୩୭୦ର ଉଚ୍ଛେଦକୁ ନେଇ ଏବେ କଂଗ୍ରେସକୁ ପୁଣିଥରେ ଅଡ଼ୁଆରେ ପକାଇଛନ୍ତି ଲୋକସଭାରେ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ। ଜମ୍ମୁ-କାଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ ବୋଲି କହିଥିବା ଅଧୀର ଏବେ ଜମ୍ମୁ-କାଶ୍ମୀରକୁ ନାଜି ଜର୍ମାନୀରେ ଥିବା ‘କନସେଣ୍ଟ୍ରେସନ୍‌ କ୍ୟାମ୍ପ’...

supreme-court
ଧାରା ୩୭୦ର ଜରୁରୀ ଶୁଣାଣିକୁ ସୁପ୍ରିମ୍‌କୋର୍ଟଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଧାରା ୩୭୦ର ଜରୁରୀ ଶୁଣାଣିକୁ ଅଗ୍ରାହ୍ୟ କଲେ ସୁପ୍ରିମ୍‌କୋର୍ଟ। ଭାରତ ସରକାର ଅସାମ୍ବିଧାନିକ ଢଙ୍ଗରେ ଜମ୍ମୁ-କଶ୍ମୀରରେ ବଳବତ୍ତର ଥିବା ଧାରା ୩୭୦କୁ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ରଦ୍ଦ କରିଥିବାରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହାର ଜରୁରୀ ଶୁଣାଣିକୁ ଆଜି ଅଗ୍ରାହ୍ୟ କରି ଦେଇଛନ୍ତି। ଏଥିସହ...

ଧାରା ୩୭୦କୁ ଉଚ୍ଛେଦକୁ ସମର୍ଥନ କଲେ ଜମ୍ମୁ-କାଶ୍ମୀରର ଶେଷ ହିନ୍ଦୁ ରାଜା ହରି ସିଂହଙ୍କ ପୁଅ

ନୂଆଦିଲ୍ଲୀ: ମୋଦି ସରକାର ଧାରା ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଏହି ନିଷ୍ପତ୍ତିକୁ କଂଗ୍ରେସର କିଛି ନେତା ବିରୋଧ କରୁଥିବା ବେଳେ କଂଗ୍ରେସ ନେତା ତଥା ଜମ୍ମୁ-କାଶ୍ମୀରର ଶେଷ ହିନ୍ଦୁ ରାଜା ହରି ସିଂହଙ୍କ ପୁଅ କରଣ ସିଂହ କିନ୍ତୁ ଏହାକୁ ଦୃଢ଼ ସମର୍ଥନ...

gg
କାହିଁକି ଶିକ୍ଷକଙ୍କୁ ଭୁଜାଲି ମାରିଲେ ଦୁର୍ବୃତ୍ତ ?

ବାଲେଶ୍ୱର: ବାଲେଶ୍ୱର ରେମୁଣା ଥାନା ଖୋସାଲିଗଞ୍ଜ ସ୍କୁଲ୍ ନିକଟରେ ଶିକ୍ଷକଙ୍କୁ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ତାଙ୍କ ନା ସେକ୍ ଗୁଲା ସଦିକ। ଘର ସୁନହଟ ଅଞ୍ଚଳରେ।  ସେ ଦୀର୍ଘ ବର୍ଷ ଧରି ଖୋସାଲିଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ଉର୍ଦ୍ଧୁ ଶିକ୍ଷକ ଭାବେ କାର୍ଯ୍ୟ କରିଆସୁଛନ୍ତି। ଆଜି ସକାଳେ...

news
ନକିଲ ଗୁଟ୍‌ଖାକୁ ଅସଲି କରି ବିକୁଥିଲେ, ମାଡ଼ିବସିଲା ପୁଲିସ୍

ଗଞ୍ଜାମ: ନକଲି ଗୁଟ୍‌ଖା କାରଖାନା ଜବତ କରିଛି ବ୍ରହ୍ମପୁର ପୁଲିସ୍। ଆଜି ବଡ଼ବଜାର ଥାନାପୁଲିସ ପକ୍ଷରୁ ଚଢାଉ କରାଯାଇ ଏହି କାରଖାନା ଠାବ କରାଯାଇଛି। ପୁଲିସ ସେଠାରୁ ୧୧୦ବସ୍ତା ନକଲି ଗୁଟ୍‌ଖା ସହ ୫ବସ୍ତା ଗୁଟ୍‌ଖା ତିଆରି ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ...

goat
ଏମିତି ଛେଳି ଯିଏ ଖାଏ କାଜୁ, ଆଲ୍‌ମଣ୍ଡ ଓ କିସ୍‌ମିସ୍‌ ଭଳି ଡ୍ରାଏ ଫ୍ରୁଟ୍ସ; ଦାମ୍‌ ଜାଣିଲେ ହୋସ୍ ଉଡ଼ିଯିବ

ଲକ୍ଷ୍ନୌ: ଗୋଟିଏ ଛେଳିର ଦାମ୍ କେତେ ହୋଇଥାଇପାରେ? ସାଧାରଣତଃ ଦୁଇ ଚାରି ହଜାର ହୋଇଥିବ ବୋଲି ଜଣେ ଅନୁମାନ କରିବ। କିନ୍ତୁ ଉତ୍ତର ପ୍ରଦେଶ ହମିରପୁରର ଏକ ଛେଳିର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ଆଜ୍ଞାଁ ହଁ ଏହି ଛେଳିର ଦାମ ଦୁଇ ଚାରି ହଜାର କି...

ରକ୍ଷକ ହେଲା ଭକ୍ଷକ! ଯବାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ବିଧବା ମହିଳା

କୋରାପୁଟ: ଦେଶକୁ ସୁରକ୍ଷା ଦେଉଥିବା ଯବାନ ପାଖରେ ଅସୁରକ୍ଷିତ ଜଣେ ବିଧବା ମହିଳା ! ଏମିତି ଏକ ଅଭିଯୋଗ ଆସିଛି କୋରାପୁଟ୍ ଜିଲ୍ଲାରୁ।  ଯବାନଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଜଣେ ବିଧବା ମହିଳା। କୋରାପୁଟ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ କାର୍ଯ୍ୟରତ ଆଶିଷ ପାତିକା ନାମକ ଜଣେ ଯବାନ...

Maryam-Nawaz
ଗିରଫ୍‌ ହେଲେ ପାକିସ୍ତାନର ନୱାଜ୍‌ ସରିଫ୍‌ଙ୍କ ଝିଅ ମରିୟମ୍‌

ଇସ୍‌ଲାମାବାଦ: ଭ୍ରଷ୍ଟାଚାର ମାମଲାରେ ଗିରଫ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ ଲିଗ୍‌ ନେତ୍ରୀ ମାରିୟମ ଶରିଫ। ତାଙ୍କୁ ପାକିସ୍ତାନ ଏନ୍‌ଏବି ପକ୍ଷରୁ ଲାହୋର କୋଟ ଲାଖପଟ ଜେଲ୍‌ ରୋଡ୍‌ ଉପକଣ୍ଠରୁ ଗିରଫ କରାଯାଇଛି। ସେ ତାଙ୍କ ବାପା ନୱାଜ ଶରିଫଙ୍କୁ...

ଭାରତ ପାଇଁ ରେଳପଥ, ଆକାଶପଥ ବନ୍ଦ କରିବା ପରେ ଫିଲ୍ମ ବ୍ୟାନ୍ କଲା ପାକିସ୍ତାନ୍

ଇସ୍‌ଲାମାବାଦ: ଧାରା ୩୭୦ ଉଚ୍ଛେଦ ପରେ ବିଳିବିଳେଇ ଉଠିଛି ପାକିସ୍ତାନ। ଯେନତେନ ପ୍ରକାର ଭାରତକୁ ହଇରାଣ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି। ଆଜି ଗୋଟିଏ ଦିନରେ ୩ଟି ସେବା ବନ୍ଦ କରିଛି ପାକିସ୍ତାନ। ପ୍ରଥମେ ସମଝୌତା ଏକ୍ସପ୍ରେସ୍‌ ବନ୍ଦ କରିବା ପରେ ୩ଟି ଆକାଶ ପଥ ବନ୍ଦ କରିଥିଲା।...