• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

jaj
ସ୍ୱାଧୀନତା ଦିବସ ପୂର୍ବରୁ ଭାରତ ଉପରେ ଆଫଗାନୀ ଆଟାକ୍‌ କରିବା ପାଇଁ ପାକ୍‌ର ଷଡ଼ଯନ୍ତ୍ର!

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏବେ ରାଗରେ ରକ୍ତ ଚାଉଳ ଚୋବାଇବାରେ ଲାଗିଛି। ଭାରତ ଉପରେ ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ସରକାର, ପାକିସ୍ତାନର ଆତଙ୍କୀ ସଂଗଠନ, ଗୁଇନ୍ଦା ସଂସ୍ଥା ଓ ପାକିସ୍ତାନ ସେନା ମିଳିତ ଭାବେ ଉଦ୍ୟମ ଜାରି ରଖିଛନ୍ତି। ଭାରତ ଉପରେ...

jail
୧୪ ଆତଙ୍କବାଦୀଙ୍କୁ ଜମ୍ମୁ-କାଶ୍ମୀରରୁ ଲକ୍ଷ୍ନୌ ଜେଲ୍‌କୁ ନିଆଗଲା

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ଜେଲ୍‌ରେ ଥିବା ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକମାନଙ୍କୁ ବାହାର ରାଜ୍ୟକୁ ସ୍ଥାନାନ୍ତର କରାଯାଉଛି। ଏହିକ୍ରମରେ ଆଜି ଜମ୍ମୁ-କଶ୍ମୀର ଜେଲ୍‌ରେ ଥିବା ୨୪ ଜଣ କଏଦୀଙ୍କୁ ଲକ୍ଷ୍ନୌ ଜିଲ୍ଲାର ଏକ ଜେଲକୁ ସ୍ଥାନାନ୍ତର କରାଯାଇଛି। ଏମାନେ ସମସ୍ତେ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ...

download-32
ଜମ୍ମୁ-କାଶ୍ମୀରକୁ ନେଇ ମିଛ ଖବର ଦେଖାଇଲେ ଗଣମାଧ୍ୟମ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ଆଜି କିଛି ସ୍ଥାନରେ ସ୍ୱାଭାବିକ ସ୍ଥିତି ଦେଖିବାକୁ ମିଳିଛି। ଗତକାଲି ବକ୍ରୀ ଇଦ୍‌ ଥିବାରୁ ସୁରକ୍ଷାକର୍ମୀ ଏବଂ ପ୍ରଶାସନ ପକ୍ଷରୁ ୧୪୪ ଧାରା କୋହଳ କରାଯାଇଛି। ଲୋକମାନେ ମାର୍କେଟ ଆସି ନିଜ ନିଜର ଆବଶ୍ୟକ ସାମଗ୍ରୀ କିଣୁଛନ୍ତି।...

jammu-kashmir-
ଇଦ୍ ପାଇଁ ୧୪୪ ଧାରାକୁ ୪ ଘଣ୍ଟା କୋହଳ କରାଗଲା

ଶ୍ରୀନଗର: ବିକ୍ରୀ ଇଦ୍‌ ପୂର୍ବରୁ ଧୀରେ ଧୀରେ ସ୍ୱାଭାବିକ ହେଉଛି ଜମ୍ମୁ-କଶ୍ମୀର। ଆସନ୍ତାକାଲି ବିକ୍ରୀ ଇଦ୍‌ ପାଳନ କରାଯିବ। ଏଥିପାଇଁ ଆଜି ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ୧୪୪ ଧାରାକୁ କୋହଳ କରାଯାଇଛି। ବିଶେଷରେ ପୁଞ୍ଚରେ ଆଜି ୪ ଘଣ୍ଟା ପାଇଁ ୧୪୪ ଧାରା କୋହଳ କରାଯିବା ପରେ ରାସ୍ତା...

Untitled-1
ଆସନ୍ତାକାଲି ତାଜ୍‌ମହଲ୍‌କୁ ପ୍ରବେଶ ଫ୍ରି'

ଆଗ୍ରା: ପ୍ରସିଦ୍ଧ ତାଜମହଲରେ ପ୍ରବେଶ ପାଇଁ କଟକଣାକୁ କୋହଳ କରାଯାଇଛି। ଆସନ୍ତାକାଲି ୩ ଘଣ୍ଟା ପାଇଁ ତାଜମହଲରେ ପ୍ରବେଶ ପାଇଁ ଯାତ୍ରୀଙ୍କ ଠାରୁ କୌଣସି ଅର୍ଥ ଆଦାୟ କରାଯିବ ନାହିଁ ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଛି। ଏଏସ୍‌ଆଇର ସୂତ୍ର ଅନୁଯାୟୀ, ପ୍ରତିବର୍ଷ ଇଦ୍‌-ଉଲ-ଫିତର ଓ ଇଦ୍‌ ଉଲ-ଅଜହା(ବକ୍ରୀ ଇଦ୍‌)...

rakhi
ରାକ୍ଷୀପୂର୍ଣ୍ଣିମା ଦିନ ମହିଳାଙ୍କ ପାଇଁ ବସ୍‌ ଭଡ଼ା ଫ୍ରି

ଲକ୍ଷ୍ନୌ: ରାକ୍ଷୀପୂର୍ଣ୍ଣିମା ଦିନ ମହିଳାଙ୍କୁ ବସ୍‌ ଭଡ଼ା ଛାଡ଼ କରିବାକୁ ଉତ୍ତର ପ୍ରଦେଶ ସରକାର ଘୋଷଣା କରିଛନ୍ତି। ଏହିଦିନ ମହିଳାମାନେ ସରକାରୀ ବସ୍‌ର ଯେକୌଣସି କ୍ଲାସରେ ବସିଲେ ମଧ୍ୟ ସେମାନଙ୍କଠାରୁ ଯାତ୍ରୀ ଭଡ଼ା ନିଆଯିବ ନାହିଁ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ରାକ୍ଷୀପୂର୍ଣ୍ଣିମା...

ac
୩୭୦ ଧାରା ଉଚ୍ଛେଦକୁ ବିରୋଧ; ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଏନ୍‌ସି

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ସାମ୍ବିଧାନିକ ପରିବର୍ତ୍ତନ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ନ୍ୟାସନାଲ କନ୍‌ଫରେନ୍ସ। ଏହି ଆବେଦନରେ ଦର୍ଶାଯାଇଛି ଏପରି କରି ସରକାର ନାଗରିକଙ୍କ ବିନା ପରାମର୍ଶରେ ସେମାନଙ୍କ ଅଧିକାର ଛଡ଼ାଇ ନେଇଛନ୍ତି। ସଂସଦରେ ଏହି ସମ୍ପର୍କିତ ବିଲ୍‌ ପାରିତ ହେବା ଏବଂ ରାଷ୍ଟ୍ରପତି ଏହାକୁ ଅନୁମୋଦନ ଦେବା...

‘କଂଗ୍ରେସ କର୍ମୀଙ୍କଠାରୁ ଢେର୍‌ ଭଲ ଭୟଙ୍କର ଅପରାଧୀ’

ନୂଆଦିଲ୍ଲୀ: ଝାରଖଣ୍ଡ ପିସିସି ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅଜୟ କୁମାର। ଶୁକ୍ରବାର ସେ ତାଙ୍କ ପଦରୁ ଇସ୍ତଫା ଦେବା ସହିତ ରାହୁଲ୍‌ଙ୍କୁ କଡ଼ା ଭାଷାରେ ଏକ ଚିଠି ଲେଖିଛନ୍ତି। ଚିଠିରେ ସେ ଲେଖିଛନ୍ତି, “ଜଣେ ଭାରତୀୟ ହିସାବରେ ଏବଂ ସବୁଠାରୁ କମ୍‌ ବୟସରେ ପୁଲିସ ବୀରତା ପୁରସ୍କାର...

rahul sonia
ନୂଆ ସଭାପତି ଚୟନ ପ୍ରକ୍ରିୟାରୁ ଦୂରେଇ ରହିଲେ ସୋନିଆ ଓ ରାହୁଲ

ନୂଆଦିଲ୍ଲୀ: ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ନୂଆ ସଭାପତି ଚୟନ ନେଇ ଆଲୋଚନା ହୋଇଛି। ଏଥିରେ କଂଗ୍ରେସର ନୂଆ ସଭାପତି ଚୟନ ପ୍ରକ୍ରିୟାରୁ ସୋନିଆ ଓ ରାହୁଲ ଗାନ୍ଧି ଦୂରେଇ ରହିଥିଲେ। ଚୟନ ପ୍ରକ୍ରିୟାରେ ଭାଗ ନେବାକୁ ମନା କରିଦେଇଥିଲେ ଉଭୟ ସୋନିଆ ଓ ରାହୁଲ୍। ଏବଂ...

subrata
ଚିଲିକାରେ ଅଟକିଛି ମାଲେସିଆର ମାଲବାହୀ ଜାହାଜ ଜିନ୍ ହ୍ୱା-୩୨

ପୁରୀ: ଚିଲିକା ରାଜହଂସ ନିକଟରେ ଅଟକିଛି ମାଲେସିଆର ମାଲବାହୀ ଜାହାଜ ଜିନ୍ ହ୍ୱା-୩୨। ଦୁଇ ଦିନ ହେଲା ରାଜହଂସ ଦ୍ୱୀପ ନିକଟ ବଙ୍ଗୋପସାଗରରେ ଭେସେଲ ସହିତ କଣ୍ଟେନର ଅଟକି ରହିଛି। ଏହି ଜାହାଜଟି ମାଲେସିଆରୁ ଆସି ବାଂଲାଦେଶରେ ଜିନିଷ ଓହ୍ଲାଇ ବିଶାଖାପାଟଣା ଅଭିମୁଖେ ଯାଉଥିଲା। ତେବେ ସମୁଦ୍ର ମଧ୍ୟରେ...

Untitled-1
ବିଜେପିର ପୂର୍ବତନ ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ତାଙ୍କ ବୋହୂ

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ବିଧାୟକ ମନୋଜ ସୋକିନ୍‌ଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ତାଙ୍କୁ ନିଜ ବୋହୂ। ଶ୍ୱଶୁର ମନୋଜ ସୋକିନ୍‌ ବନ୍ଧୁକ ଦେଖାଇ ତାଙ୍କ ସହିତ ଦୁଷ୍କର୍ମ କରିଥିବା ପଶ୍ଚିମ ବିହାର ଥାନାରେ ଅଭିଯୋଗ କରିଛନ୍ତି ମହିଳା। ମନୋଜ୍‌ ଉତ୍ତର ପଶ୍ଚିମ ଦିଲ୍ଲୀର ନାନ୍‌ଗ୍ଲୋଇ ବିଧାନସବା ସିଟ୍‌ରୁ ସେ...

Sushmane
ବିଶ୍ୱନେତ୍ରୀ ସୁଷମାଙ୍କ ଦେହାନ୍ତରେ ୫୧ଟି ଦେଶରେ ଶୋକର ଛାୟା

ନୂଆଦିଲ୍ଲୀ; ସୁଷମା ସ୍ୱରାଜ୍‌ କେବଳ ଯେ ଭାରତର ତାହା ନୁହେଁ, ସେ ସାରା ବିଶ୍ୱର ଜଣେ ଲୋକପ୍ରିୟ ନେତ୍ରୀ ଥିଲେ। ତାହା ପ୍ରମାଣିତ ହୋଇଛି। ତାଙ୍କର ହଠାତ୍‌ ମୃତ୍ୟୁ ବିଶ୍ୱବାସୀଙ୍କୁ ହତବାକ୍‌ କରିଦେଇଛି। ସୁଷମାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି ୫୧ଟି ଦେଶର କୁଟନୀତିଜ୍ଞମାନେ(ବୈଦେଶୀକ ସମ୍ପର୍କ ପରିଚାଳନା କର୍ତ୍ତା)...

22-3
ଧାରା ୩୭୦; ଭାରତକୁ ସମର୍ଥନ କଲା ଋଷ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ଭାରତର ନିଷ୍ପତ୍ତିକୁ ସମର୍ଥନ କଲା ଋଷିଆ। ଭାରତ ଜମ୍ମୁ-କାଶ୍ମୀରକୁ ଦୁଇ ଭାଗ କରି କେନ୍ଦ୍ର ଶାସିତ ଅଞ୍ଚଳ କରିବା ନିଷ୍ପତ୍ତି ସମ୍ବିଧାନ ଅନୁସାରେ ନେଇଛି ବୋଲି ଋଷିଆ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ନିଷ୍ପତ୍ତିରେ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଅପ୍ରିତିକର...

କୋଠା ଭୁଶୁଡ଼ି ୪ ମୃତ

ଅହମଦାବାଦ: ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟ ଖେଡା ଜିଲ୍ଲାର ପ୍ରଗତିନଗରରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଅତ୍ୟଧିକ ବର୍ଷା କାରଣରୁ କୋଠାଟି ଭୁଶୁଡ଼ି ଯାଇଥିବା ଜଣାପଡ଼ିଛି । ୪ ଜଣଙ୍କର ମୃତଦେହ ଏଯାଏ ଉଦ୍ଧାର କରାଯାଇଥିବା ବେଳେ ୫ ଆହତଙ୍କୁ...

larytin
ବନ୍ୟାରେ ଭାସିଲା ଅଧା ଓଡ଼ିଶା;୧.୭୭ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଦକ୍ଷିଣ ଓଡ଼ିଶାର ୯ଟି ଜିଲ୍ଲାର ୪୫ଟି ବ୍ଲକର ୧୦୩୫ଟି ଗାଁ ଏବଂ ୬ଟି ସହରାଞ୍ଚଳରେ ମୋଟ ୧ଲକ୍ଷ ୭୬ହଜାର ୭୦୬ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଆଜିସୁଦ୍ଧା...

arnu
ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର

ନୂଆଦିଲ୍ଲୀ: ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଅନୁଭବ କରିବାରୁ ଏମ୍‌ସରେ ଭର୍ତ୍ତି ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଏନେଇ ଏମ୍‌ସ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ସେ ବର୍ତ୍ତମାନ ବିଭିନ୍ନ ବିଭାଗରେ ବିଶେଷଜ୍ଞ ଥିବା ଡାକ୍ତରଙ୍କ ତତ୍ତ୍ୱାବଧାନରେ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌...

pranay-radhika
ବିଦେଶ ବାହାରିଥିବା ଏନ୍‌ଡିଟିଭି ପ୍ରତିଷ୍ଠାତାଙ୍କୁ ବିମାନ ବନ୍ଦରରେ ଅଟକ

ମୁମ୍ବାଇ: ବିଦେଶ ଯିବାକୁ ବାହାରିଥିବା ଏନ୍‌ଡିଟିଭି ପ୍ରତିଷ୍ଠାତା ପ୍ରଣୟ ରୟ ଏବଂ ରାଧିକା ରୟଙ୍କୁ ମୁମ୍ବାଇ ବିମାନ ବନ୍ଦର ଅଟକାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବିମାନ କର୍ତ୍ତୃପକ୍ଷ ସେମାନଙ୍କୁ ଉଡ଼ାଣ ପାଇଁ ମନା କରିବା ଅବସରରେ କହିଥିଲେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ (ସିବିଆଇ) ପକ୍ଷରୁ ଏପରି...