• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

fff
ବନ୍ୟା ପରିସ୍ଥିତିର ସମୀ‍କ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର, କନ୍ଧମାଳ ଜିଲ୍ଲାରେ ଫ୍ଲାସ୍ ବନ୍ୟା ସ୍ଥିତି ନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନବୀନ ଭିଡିଓ କନଫରେନସିଂରେ ଆଲୋଚନା କରିଛନ୍ତି। ୧୫ ତାରିଖ ସକାଳ ସୁଦ୍ଧା ମୁଣ୍ଡଳିରେ...

Rainfall
ପ୍ରବଳ ବର୍ଷିବ; ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର:  ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୋନପୁର, ନୂଆପଡ଼ା ଓ ଝାରସୁଗୁଡ଼ା। ଆଜି ଏହି ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ...

niracha
ବିଜେଡିର ନିର୍ବାଚନୀ ଖର୍ଚ୍ଚ ହିସାବ; କେଉଁ ବିଧାୟକଙ୍କୁ କେତେ ଦେଇଥିଲା ଦଳ?

ଭୁବନେଶ୍ୱର : ନିଜ ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଏଥର ନିର୍ବାଚନରେ ଖର୍ଚ୍ଚ କରିବାକୁ ବିଜେଡି ଦେଇଥିଲା ୩୯ କୋଟି ୪୦ ଲକ୍ଷ ଟଙ୍କା। କେବଳ ପିନାକୀ ମିଶ୍ରଙ୍କୁ ଛାଡ଼ି ଦେଲେ ନିର୍ବାଚନରେ ଲଢ଼ିଥିବା ସବୁ ବିଧାୟକ ପ୍ରାର୍ଥୀଙ୍କୁ ୨୦ ଲକ୍ଷ ଓ ସାଂସଦ ପ୍ରାର୍ଥୀଙ୍କୁ ୫୦...

nayagarh-1
ବାରମ୍ବାର ଖିସି ପଳାଉଥିଲା, ୭ ଜଣଙ୍କ ଚାକିରି ବି ଗଲା; ଶେଷରେ ଧରାପଡ଼ିଲା

ନୟାଗଡ଼: ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲା ବଣି। ଜେଲରେ ଥିବା ବେଳେ ସେ ପାଚେରୀ ଡେଇଁ ଦୁଇ ଥର ଖସି ପଳାଇଥିଲା। ତେବେ ୯ ତାରିଖରେ ପୁଲିସ ତାକୁ ଧରି କୋର୍ଟ ଆଣୁଥିବା ବେଳେ ପୁଣି ଖସି ଯାଇଥିଲା। ଏହି ଘଟଣାରେ ନୟାଗଡ଼ ଏସପି ଆଉ ୫...

school d
ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ଯାଜପୁର: ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଯାଜପୁର ବଡ଼ିଚଣା ବ୍ଲକ ରଇପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ସ୍କୁଲ୍ ଫାଟକରେ ତାଲା ପକାଇ ଫାଟକ ସମ୍ମୁଖରେ ଧାରଣାରେ ବସିରହିଛନ୍ତି ଛାତ୍ରାଛାତ୍ରୀ ଓ ଅଭିଭାବକ। ଦୀର୍ଘଦିନ ହେଲା ସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ...

telkoi-1..1
ନଈରେ ବନ୍ୟାପାଣି ଚାଲୁଥିବା ବେଳେ ପୋଲ ଉପରୁ ଖସିପଡ଼ିଲେ ବୃଦ୍ଧା

ତେଲକୋଇ (ଚିନ୍ମୟ କୁମାର ସାହୁ): ତେଲକୋଇ ବଜାର ପାଖରେ ଥିବା ସମାକୋଇ ନଦୀ ପୋଲ ଉପରୁ ଆଜି ଅପରାହ୍ନରେ ଜଣେ ବୃଦ୍ଧା ଖସି ପଡ଼ି ଭାସି ଯାଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ତେଲକୋଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ବୃଦ୍ଧାଙ୍କର  ଏଯାଏ...

bolangiri-3..1
ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର

ବଲାଙ୍ଗୀର( ଘଟେଶ୍ୱର ମିଶ୍ର): ଲଗାଣ ବର୍ଷାରେ ବେହାଲ ହେଲାଣି ବଲାଙ୍ଗୀରର ଅବସ୍ଥା । ଗତ ୨ ଦିନ ଧରି ବଲାଙ୍ଗୀରରେ ପ୍ରବଳ ବର୍ଷା ହେଉଛି।  ଗତକାଲି ରାତି ତମାମ ବର୍ଷା ହେବା ପରେ ବଲାଙ୍ଗୀର ସହରର ଅବସ୍ଥା ସଙ୍ଗୀନ ହୋଇ ପଡ଼ିଛି। ପରିସ୍ଥିତି ଏପରି ହୋଇଛି ଯେ, ଘରେ...

sve
ଶିବ ମନ୍ଦିରରେ ଥିଲେ, ହଠାତ୍‌ ମାଡ଼ିଆସିଲା ବନ୍ୟାପାଣି

କଳାହାଣ୍ଡି: ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ବର୍ଷା ପାଣିଘେରରେ ରହିଛି। କେସିଙ୍ଗା ବେଲଖଣ୍ଡି ଶିବ ମନ୍ଦିରରେ ଏକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ପାଣି ହଠାତ ମାଡିଆସିବାରୁ ୨୦ରୁ ଅଧିକ ଲୋକେ ପାଣିଘେରରେ ରହିଛନ୍ତି। ସେହିପରି ମଦନପୁର...

TALAQ
ପବିତ୍ର ଇଦ୍-ଉଲ୍-ଜୁହାରେ ବି ସ୍ତ୍ରୀକୁ ତଲାକ୍ ଦେଲେ ସ୍ୱାମୀ

ବାଲେଶ୍ୱର: ଟ୍ରିପଲ ତଲାକ୍‌କୁ ଦଣ୍ଡନୀୟ ଅପରାଧ ବୋଲି ଆଇନ ଅଣାଯିବା ପରେ ବି ଥମୁନି ଟ୍ରିପଲ୍ ତଲାକ୍ ଅଭିଯୋଗ। ପବିତ୍ର ଇଦ୍-ଉଲ୍-ଜୁହାରେ ବି ସ୍ୱାମୀ ପତ୍ନୀଙ୍କୁ ତିନି ତଲାକ ଦେଇଛି। ଏଭଳି ଅଭିଯୋଗ ଆସିଛି ସୋର ପଠାଣ ମହଲାରୁ। ଏ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ପୀଡ଼ିତା।...

kalia youjna
କାଳିଆ ହିତାଧିକାରୀ ତାଲିକା: ବଢ଼ିଲା ଯାଞ୍ଚ ପ୍ରକ୍ରିୟା ଅବଧି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ ତାଲିକାର ଅବଧିକୁ ବଢ଼ାଇ ଦିଆଯାଇଛି। ଆସନ୍ତାକାଲି ଯାଞ୍ଚର ଶେଷ ତାରିଖ ଥିଲା। କିନ୍ତୁ ଏହାକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କାଳିଆ ଯୋଜନା ସମୀକ୍ଷା ପରେ କୃଷିମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା...

dengue
ପୁଣି ଡେଙ୍ଗୁ ଭୟ; ଏସ୍‌ସିବିରେ ଜଣଙ୍କ ମୃତ୍ୟୁ

କଟକ: କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଜଣେ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ। ମୃତ ବ୍ୟକ୍ତି ଦଣକ ହେଲେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି  ଅଞ୍ଚଳର ଦେବକୀ ବେହେରା। ସେ ଗତ ୨୯ ତାରିଖରୁ ଡେଙ୍ଗୁ ୱାର୍ଡର ICUରେ ସେ ଚିକିତ୍ସାଧୀନ ଥିଲେ। କିନ୍ତୁ ଆଜି ତାଙ୍କର ପରଲୋକ ହୋଇଛି।...

ବିଶ୍ୱ ପ୍ରସିଦ୍ଧ ପେଣ୍ଟିଂ; ଦିନେ ଏହି ଚିତ୍ର ସାରା ଦେଶରେ ରଚିଥିଲା ଜନ ଅସନ୍ତୋଷର ଝଡ଼

ପ୍ରିୟ ପାଠକ ବନ୍ଧୁ ଆମର ‘ଫଟୋ ପଛର କାହାଣୀ’ ସେଗ୍‌ମେଣ୍ଟରେ ନିକଟରେ ଆମେ ଆପଣଙ୍କୁ ରହସ୍ୟମୟ ମୋନାଲିସା (ମୋନା-ଲିଜା) ପେଣ୍ଟିଂ ବିଷୟରେ ଜଣାଇଥିଲୁ। ଆଉ ଆଜି ଆମେ ଆପଣଙ୍କୁ ପୁଣି ଏକ ଚର୍ଚ୍ଚିତ ପେଣ୍ଟିଂ ପଛରେ ଥିବା କାହାଣୀ କହିବୁ। ଏହି ପେଣ୍ଟିଂର ନାଁ ହେଲା- ରୋମାନ ଚ୍ୟାରିଟି।...

srinagar
ଶ୍ରୀନଗରରେ ହଠାତ୍‌ ଲାଗିଲା କର୍ଫ୍ୟୁ; ତୁରନ୍ତ ଘରକୁ ଫେରିଯିବାକୁ ଲୋକମାନଙ୍କୁ ନିର୍ଦ୍ଦେଶ

ଶ୍ରୀନଗର: ଇଦ୍‌ ଉଲ୍-ଅଜହା ବା ବକ୍ରୀଇଦ୍‌ ପାଇଁ ଗତକାଲିଠାରୁ ଶ୍ରୀନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ୧୪୪ ଧାରା କୋହଳ କରାଯାଇଥିଲା। ଆଜି ସକାଳୁ ଲୋକମାନେ ଶ୍ରୀନଗର ରାସ୍ତାରେ ଭିଡ଼ ଜମାଇ ନିଜ ନିଜର ଆବଶ୍ୟକ ସାମଗ୍ରୀମାନ କିଣିବାରେ ବ୍ୟସ୍ତ ରହିଥିଲେ। ତେବେ ମଧ୍ୟାହ୍ଣ ବେଳକୁ ସବୁ କିଛି...

nt
ମୋଦିଙ୍କୁ ବଡ଼ ଭାଇ ଭାବି ରାକ୍ଷୀ ପଠାଇଲେ ମୁସ୍‌ଲିମ ମହିଳା

ବାରଣାସୀ: ଆସନ୍ତା ୧୫ ତାରିଖରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ହିନ୍ଦୁ ଧର୍ମରେ ଥିବା ଭାଇ-ଭଉଣୀର ଏହି ପବିତ୍ର ସମ୍ପର୍କର ଉତ୍ସବକୁ ପାଳନ କରିବା ପାଇଁ ସାରା ଦେଶ ପ୍ରସ୍ତୁତ ହେଉଛି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉତ୍ତର ପ୍ରଦେଶର ବାରଣାସୀର ମୁସ୍‌ଲିମ ମହିଳାମାନେ ଭାଇ ବୋଲି ସମ୍ବୋଧନ କରି...

ଜମ୍ମୁ-କାଶ୍ମୀରରେ ଇଦ୍‌ ପାଇଁ ଛୁଟିରେ ବି ଖୋଲା ରହିବ ବ୍ୟାଙ୍କ୍

ନୂଆଦିଲ୍ଲୀ: ଆସନ୍ତାକାଲି ବକ୍ରୀଇଦ୍‌ ପାଇଁ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରେ ୧୪୪ ଧାରାକୁ କୋହଳ କରିଛନ୍ତି। ଫଳରେ ଲୋକମାନେ ଯାତାୟାତ କରିପାରୁଛନ୍ତି। ଏଥିସହ ଜମ୍ମୁ-କାଶ୍ମୀର ପ୍ରଶାସନ ସରକାରୀ କର୍ମଚାରୀ ଓ ସାଧାରଣ ଲୋକଙ୍କ ପାଇଁ ଅନେକ ବ୍ୟବସ୍ଥା କରିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଇଦ୍‌ ପାଳନ ପାଇଁ ଏବେଠାରୁ...

nu
ପତ୍ନୀ ବିଜେପି କାର୍ଯ୍ୟକ୍ରମରେ ଯୋଗ ଦେଲେ; ସ୍ୱାମୀ ଖାଇଲେ ମାଡ଼

ଆଲିଗଡ଼: ଉତ୍ତର ପ୍ରଦେଶର ଆଲିଗଡ଼ରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ କିଛି ଲୋକ ଆକ୍ରମଣ କରିବା ସହ ଧମକଚମକ ଦେଇଛନ୍ତି। ତାଙ୍କ ପତ୍ନୀ ବିଜେପିର ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗଦେବାରୁ ସ୍ୱାମୀ ଜଣଙ୍କ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ମହମ୍ମଦ ମହଶୀନ ନାମକ ଏହି ବ୍ୟକ୍ତି ଜଣଙ୍କ ଅଭିଯୋଗ...

Energy-Theft-Cartoon_(1)
ବିଜୁଳି ଚୋରି କରିଥିବା ବ୍ୟକ୍ତିଙ୍କୁ ହାଇକୋର୍ଟ ଦେଲେ ଏଭଳି ବିରଳ ଦଣ୍ଡ

ନୂଆଦିଲ୍ଲୀ: ବିଜୁଳି ଚୋରି କରୁଥିବା ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ହାଇକୋର୍ଟ ଏକ ବିରଳ ଦଣ୍ଡ ଦେଇଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣଙ୍କ ଏବେ ଏହି ଅପରାଧ ପାଇଁ ୫୦ଟି ଗଛ ଲଗାଇବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଜୁଳି ଚୋରି କରୁଥିବାରୁ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ...