ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ୍ର ଗେଟ୍। ହୀରାକୁଦ ଡ୍ୟାମ୍ ଖୋଲି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ସବୁଥର ଭଳି ଏଥର ମଧ୍ୟ ୭ ନମ୍ବର ସ୍ଲୁଇସ୍ ଗେଟ୍କୁ ଖୋଲାଯାଇଛି। ପ୍ରଥମେ ପୂଜାର୍ଚ୍ଚନା କରିବା ପରେ ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଡ୍ୟାମ୍ ଜଳସ୍ତର ୬୧୮ ଫୁଟ ଟପିବା ପରେ...
ନୂଆଦିଲ୍ଲୀ: ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିବ ବୀର ଚକ୍ର ସମ୍ମନା। ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ ଅଭିନନ୍ଦନଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯିବ। ପାକିସ୍ତାନର F 16 ଫାଇଟର୍ ଜେଟ୍କୁ ଖସାଇଥିଲେ ଅଭିନନ୍ଦନ। ଏହାସହ ପାକିସ୍ତାନ ସେନା ଦ୍ୱାରା ଗିରଫ ହେବା ପରେ ସବୁ ପରିସ୍ଥିତିର ମୁକାବିଲା...
ଭୁବନେଶ୍ୱର: ୨୪ ଘଣ୍ଟାରେ ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ବଲାଙ୍ଗିର ବ୍ଲକରେ ସର୍ବାଧିକ ୫୫୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୧୭ଟି ବ୍ଲକରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ହୋଇଛି। ବନ୍ୟା ସ୍ଥିତି ନେଇ ଏହି ସୂଚନା ଦେଇଛନ୍ତି ଏସ୍ଆର୍ସି(ସ୍ପେଶାଲ୍ ରିଲିଫ୍ କମିଶନର) ବିଷ୍ଣୁପଦ...
ମୁମ୍ବାଇ: ଗାୟକ ମିକା ସିଂହଙ୍କୁ ବଡ଼ ଝଟକା। ଅଲ୍ ଇଣ୍ଡିଆ ସିନେ ୱାକର୍ସ ଆସୋସିଏଏସ୍ଏନ୍ ପକ୍ଷରୁ ତାଙ୍କୁ ବ୍ୟାନ୍ କରାଯାଇଛି। ଫିଲ୍ମ ପ୍ରଡକସନ୍ ହାଉସ୍, ମ୍ୟୁଜିକ୍ କମ୍ପାନୀ ଏବଂ ସମସ୍ତ କନ୍ସର୍ଟରୁ ତାଙ୍କୁ ବ୍ୟାନ୍ କରାଯାଇଛି। ଖାଲି ଏତିକି ନୁହେଁ, ସିନେ ୱାକର୍ସ ଆସୋସିଏସନ୍ ମିକାଙ୍କୁ କୌଣସି ଫିଲ୍ମ...
କଟକ: ବୁଡ଼ିଲା ମାଆ ଭଟ୍ଟାରିକାଙ୍କ ମନ୍ଦିର। ମହାନଦୀ ପାଣି ବଢ଼ିବା ପରେ ବଡ଼ମ୍ବାର ପ୍ରସିଦ୍ଧ ମାଆ ଭଟ୍ଟାରିକା ମନ୍ଦିର ବୁଡ଼ି ଯାଇଛି। ମନ୍ଦିରର ଚାରିପଟେ ଏବେ ପାଣି ଆଉ ପାଣି। ପରିସ୍ଥିତି ଏପରି ହୋଇଛି ଯେ, ମନ୍ଦିରକୁ ଦେଖିଲେ ଏହା ନଦୀ ମଧ୍ୟରେ ଥିବା ଭ୍ରମ ସୃଷ୍ଟି କରୁଛି।...
ଭୁବନେଶ୍ୱର: ଦକ୍ଷିଣ ଝାଡ଼ଖଣ୍ଡ, ପଶ୍ଚିମବଂଗ ଓ ଉତ୍ତର ଓଡ଼ିଶା ଉପରେ ସୃଷ୍ଟ ଲଘୁଚାପ ଏବେ ଝାଡ଼ଖଣ୍ଡ ମୁହାଁ ହୋଇଛି। ଏହାର ପ୍ରଭାବରରେ ରାଜ୍ୟର କିଛି ସ୍ଥାନରେ ବର୍ଷାର ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ...
ବରଗଡ଼: ବରଗଡ଼ ଜିଲ୍ଲାର ପାଇକମାଲ ଓ ପଦମପୁର ଅଂଚଳରେ ବର୍ଷା ଲାଗି ରହିଛି। ପାଇକମାଲରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ବର୍ଷା ଆଶଙ୍କାରେ ଜିଲ୍ଲାରେ ସମସ୍ତ ସ୍କୁଲ୍ ଓ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ମଧ୍ୟ ପ୍ରବଳ ବର୍ଷା ଯୋଗୁ ଜିଲ୍ଲାର ଅନେକ...
ନୂଆଦିଲ୍ଲୀ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଖେଳାଯିବ। ପୋର୍ଟ ଅଫ୍ ସ୍ପେନରେ ଏହି ମ୍ୟାଚ୍ ଖେଳାଯିବ। ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଥିଲା। ଦ୍ୱିତୀୟ ଦିନିକିଆକୁ ଭାରତ ଜିତି ୧-୦ରେ ସିରିଜ୍ ଆଗୁଆ ରହିଛି। ଆଜିର ମ୍ୟାଚ୍ ଜିତିଲେ ଭାରତ...