• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

ndtv
ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ମୋଦିଙ୍କ ଏହା ପ୍ରଥମ ବିଦେଶ ଗସ୍ତ। ତେଣୁ ମୋଦିଙ୍କ ଏହି ଗସ୍ତ ବେଶ ଗୁରୁତ୍ୱବହନ କରୁଛି। ମୁଖ୍ୟତଃ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ପର୍ଯ୍ୟଟନ ସମେତ...

ରିଲିଜ୍‌ ପୂର୍ବରୁ ୩୨୦ କୋଟି ଟଙ୍କା ଆୟ କଲାଣି ‘ସାହୋ’

ନୂଆଦିଲ୍ଲୀ: ରିଲିଜ୍ ପୂର୍ବରୁ ହିଁ ୩୨୦ କୋଟି ଟଙ୍କା ଆୟ କରି ସାରିଲାଣି ଫିଲ୍ମ ‘ସାହୋ।’ କଥାଟା ବିଶ୍ୱାସ ହେଉନଥିଲେ ବି ସତ। ମିଳିଥିବା ସୂଚନା ମୁତାବକ, ସିନେମାର ନିର୍ମାତା ସାହୋର ଥିଏଟ୍ରିକାଲ ରାଇଟସ୍ ଫର୍ ଅଲ୍ ଲାଙ୍ଗୁଏଜ୍ ବାବଦକୁ ୩୨୦ କୋଟି ଆଦାୟ କରିସାରିଲେଣି। ଏବେ ଫିଲ୍ମର...

P-Chidambaram
ମୋଦିଙ୍କ କଥା ଚିଦାମ୍ବରମଙ୍କୁ ଭଲ ଲାଗିଲା; ପିଏମ୍‌ଙ୍କ ୩ଟି ଆହ୍ୱାନକୁ ସମର୍ଥନ କଲେ

ନୁଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ୱରମ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନୋଟି ଆହ୍ୱାନକୁ ପ୍ରଶଂସା କରିଛନ୍ତି। ମୋଦି ସରକାରକୁ ସଂସଦ ପାଖରୁ ଆରମ୍ଭ କରି ଗଣମାଧ୍ୟମରେ ସମାଲୋଚନା କରୁଥିବା ଏହି ନେତା ଆଜି ଟୁଇଟ କରି ମୋଦିଙ୍କ ଆହ୍ୱାନଙ୍କୁ ପ୍ରଶଂସା କରିବା...

ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ଜାତିସଂଘର ରୁଦ୍ଧଦ୍ୱାର ବୈଠକ; ଭାରତ ସପକ୍ଷରେ ଋଷ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ରୁଦ୍ଧଦ୍ୱାର ବୈଠକ ବସିଛି। ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନେଇ ଭାରତ ସରକାରଙ୍କ ଐତିହାସିକ ପଦକ୍ଷେପ ପରେ ଆଜି ଜାତିସଂଘ ସୁରକ୍ଷା ପରିଷଦରେ ଏକ ଅନୌପଚାରିକ ବୈଠକ ବସି ଏ ପ୍ରସଙ୍ଗରେ ଆଲୋଚନା କରାଯାଉଛି।...

Azam_Khan
ଆଜମ୍ ଖାନଙ୍କ ବେଆଇନ ରିଜର୍ଟର ପାଚେରୀ ଉପରେ ଜେସିବି ଚଢ଼ାଇଲେ ଯୋଗୀ ସରକାର

ରାମପୁର: ଆଜି ଉତ୍ତର ପ୍ରଦେଶର ରାମପୁର ଜିଲ୍ଲା ପ୍ରଶାସନ ସମାଜବାଦୀ ପାର୍ଟି ସାଂସଦ ଆଜମ୍ ଖାନଙ୍କ ବେଆଇନ ବିଳାସପୂର୍ଣ୍ଣ ରିଜର୍ଟ ‘ହମସଫର’ ପାଚେରୀ ଉପରେ ଜେସିବି ଚଢ଼ାଇ ମାଟିରେ ମିଶାଇ ଦେଇଛି। ଆଜମ ଖାନଙ୍କ ଏହି ରିଜର୍ଟ ବେଆଇନ୍ ବୋଲି ନିକଟରେ ଯୋଗୀ ସରକାର ଘୋଷଣା କରିଥିଲେ। ଏକ...