ମୁମ୍ବାଇ: ରବି ଶାସ୍ତ୍ରୀ ପୁଣି ହେଲେ ଟିମ୍ ଇଣ୍ଡିଆର ହେଡ୍ କୋଚ୍। ପୂର୍ବତନ ଅଧିନାୟକ କପିଳ ଦେବଙ୍କ ନେତୃତ୍ୱରେ ଗଠିତ କ୍ରିକେଟ୍ ପରାମର୍ଶଦାତା କମିଟି ଆଜି ରବି ଶାସ୍ତ୍ରୀଙ୍କ ନାଁରେ ମୋହର ମାରିଛି। ଫଳରେ ଆହୁରି ୨ ବର୍ଷ ପାଇଁ ଅର୍ଥାତ୍ ୨୦୨୧ ପର୍ଯ୍ୟନ୍ତ ଶାସ୍ତ୍ରୀ କୋଚ୍ ଦାୟିତ୍ୱରେ...
ଭୁବନେଶ୍ୱର: ଅଗଷ୍ଟ ୬ ତାରିଖରରେ ଅନୁଷ୍ଠିତ ଓଟିଇଟି ଅନ୍ଲାଇନ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଆଜି ସ୍ୱୀକାର କରିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଟିଟଲାଗଡ଼ରୁ ଏହା ଭାଇରାଲ୍ ହୋଇଥିବା ଜଣାପଡ଼ିଛି। ତେବେ କିପରି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଗଲା ତାକୁ ନେଇ ବିଭାଗ ପକ୍ଷରୁ...
ଭୁବନେଶ୍ୱର:ପଞ୍ଚମ ପାଳିରେ ବିଜେଡି କ୍ଷମତାକୁ ଫେରିବା ପରେ ବଦଳୁଛି ନବୀନଙ୍କ କାର୍ଯ୍ୟ କରିବାର ଶୈଳୀ। ୧୯ ବର୍ଷରେ ଯାହା କେବେ କରିନଥିଲେ ଏବେ କରୁଛନ୍ତି। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ସିଏମ୍ଓରେ ମୁଖ୍ୟ ଉପଦେଷ୍ଟା ଭାବେ ଅବସରପ୍ରାପ୍ତ ଆଇଏସ୍ ଅଧୀକାରୀ ଆର୍.ବାଲକ୍ରିଷ୍ଣନଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ...
ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ସୁରକ୍ଷା ନେଇ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଜଷ୍ଟିସ ବିପି ଦାସ କମିଶନ ନିଜ ପ୍ରଥମ ଅନ୍ତରୀଣ ରିପୋର୍ଟରେ ଦେଇଥିବା କିଛି ସୁପାରିସକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରସ୍ତାବ ଅନୁସାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଜାଗା...
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବିଦ୍ୟୁତ ଆଘାତରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ଅଘଟଣ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ରାଜ୍ୟର ଗଙ୍ଗା ହୁସେନ ଓ ଦିଲବର...
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ‘ଭାଗବତ ସନ୍ଧାନ’ ଅଞ୍ଚଳରେ ଲୁଟେରାଙ୍କୁ ସାହସର ସହ କାବୁ କରିଥିବା ସୁବ୍ରତ ଓଝାଙ୍କୁ ପୁଲିସ କମିଶନର ସମ୍ମାନିତ କରିଛନ୍ତି। ଲୁଟେରା ଖସି ପଳାଉଥିବା ବେଳେ ସୁବ୍ରତ ତାଙ୍କ ବାଇକ ପଛପଟକୁ ଧରି ପକାଇଥିଲେ। ତାଙ୍କୁ ୫୦ ମିଟର ପର୍ଯ୍ୟନ୍ତ ବାଇକରେ ଲୁଟେରା...
ଖୋର୍ଦ୍ଧା(ବଳରାମ ଲେଙ୍କା): ଚୋରା ପଥର ଖଣି କାରବାର ପଛରେ ପୁଲିସ ଓ ସରକାରୀ ବାବୁଙ୍କ ଲିଙ୍କ୍ ଖୋଜୁଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍। ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ସଦରଥାନା ଆଇଆଇସି ବିକ୍ରମକେଶରୀ ଜେନା ଓ ତହସିଲଦାର ଶୁଭେନ୍ଦ୍ର ସାମଲଙ୍କୁ ଏସଟିଏଫ୍ ନୋଟିସ କରିଥିବା ନେଇ କଳ୍ପନା ଜଳ୍ପନା ହେଉଛି। ଶନିବାର ଉଭୟେ...
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱାଧୀନତା ଦିବସ ଅବସରରେ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ୨୯ରୁ ଦିଲ୍ଲୀର ସମସ୍ତ ସରକାରୀ ବସ୍ରେ ମହିଳାମାନେ ବିନା ଟିକେଟ୍ରେ ଯାତ୍ରା କରିପାରିବେ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି। ସେ କହିଛନ୍ତି, “ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀମାନଙ୍କ...
ଅହମଦାବାଦ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ହିନ୍ଦୁ ଧର୍ମରେ ଥିବା ଏହି ଭାଇ-ଉଭଣୀର ସମ୍ପର୍କ ପର୍ବରୁ ଆଜି ପୂରା ଦେଶ ପାଳନ କରୁଛି। ଏହିକ୍ରମରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ତାଙ୍କ ପାକିସ୍ତାନୀ ବଂଶୋଦ୍ଭବ ଉଭଣୀ କମାର ମୋହସିନ ଶେଖ ରାକ୍ଷୀ ବାନ୍ଧିଛନ୍ତି।...
ନୂଆଦିଲ୍ଲୀ: ଦେଶରେ ସର୍ବାଧିକ ଲୋକପ୍ରିୟ ଓ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀମାନଙ୍କ ତାଲିକା ପ୍ରକାଶ ପାଇଛି। ଇଣ୍ଡିଆ ଟୁଡେ ଗ୍ରୁପ୍ ପକ୍ଷରୁ କରାଯାଇଥିବା ମୁଡ୍ ଅଫ୍ ନେଶନ ସର୍ଭେରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ...
କଟକ: ବନ୍ୟା ପାଣିରେ କୁମ୍ଭୀର ଦେଖି ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ। ଏପରି କିଛି ଘଟଣଶା ଘଟିଛି କଟକ ଜିଲ୍ଲା କନ୍ଦରପୁର ଅଞ୍ଚଳରେ। ମହାନଦୀରେ ପାଣି ବଢ଼ିବା ପରେ ନଦୀରେ କୁମ୍ଭୀର ଥିବା ଦେଖିବାକୁ ମିଳିଛି। ଘଟଣାକୁ ନେଇ ଆତଙ୍କୀତ ଲୋକେ ପ୍ରଶାସନକୁ ଅବଗତ କରିଛନ୍ତି। ହୀରାକୁଦ ଡ୍ୟାମ୍ର ଗେଟ୍...
ଭୁବନେଶ୍ୱର: ଉନ୍ନୟନ କମିଶନର ଅସିତ୍ ତ୍ରିପାଠୀ ହେଲେ ମୁଖ୍ୟ ଶାସନ ସଚିବ। ୧୯ ୮୬ ବ୍ୟାଚ୍ର ଆଇଏଏସ୍ ଅସିତ୍ ତ୍ରିପାଠୀ ଏବେ ଉନ୍ନୟନ କମିଶନର୍ ରହିଛନ୍ତି। ମୁଖ୍ୟ ଶାସନ ସଚିବ ଥିବା ଆଦିତ୍ୟ ପ୍ରସାଦ ପାଢ଼ି ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ଏଥିସହ ଗତକାଲି ସେ ରାଜ୍ୟ ମୁଖ୍ୟ...