ଭୁବନେଶ୍ୱର:ବର୍ଷାକୁ ଖାତିର ନକରି ସକାଳୁ ସକାଳୁ ଘର ପାଖ ସ୍କୁଲକୁ ଯାଇଥିଲା ଖୁସି। ହେଲେ ଦ୍ୱିପହର ବେଳକୁ ତା’ ବାପାଙ୍କୁ ପୁଲିସ ତରଫରୁ ଆସୁଛି ଛାତି ଥରାଇ ଦେବା ଭଳି ଫୋନ କଲ୍ । ପାଶବିକତାର ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍ପିଟାଲ ବେଡ୍ରେ ପଡିଛି ଖୁସି। ଏହି...
ରାଉରକେଲା:ରାଉରକେଲା ଏନ୍ଆଇଟିର ଆସୋସିଏଟ୍ ପ୍ରଫେସର ଆର.ଜୟ ବାଲାନ ଓ ପତ୍ନୀ ମାଳିନୀ କେଶୱନ୍ତଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସର ତଦନ୍ତ ଜାରି ରହିଛି। କେବଳ ଯେ, ନିଃସନ୍ତାନ ପାଇଁ ଦମ୍ପତ୍ତି ସୁଇସାଇଡ କରିଥିବେ ତାହା କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ ନୋଟରେ ସ୍ପଷ୍ଟ ଭାବେ ଏହି...
କଟକ: ବାତ୍ୟା ଫୋନି ଯିବାର ୩ ମାସ ବିତିସାରିଲାଣି,ହେଲେ କଟକ ଜିଲ୍ଲା ଟାଙ୍ଗୀ ବ୍ଲକର ବହୁ ହିତାଧିକାରୀଙ୍କୁ ଏଯାଏ ମିଳିନି ସରକାରୀ ସହାୟତା। ବହୁ ଲୋକ ଏବେ ବି ଭଙ୍ଗା ଚାଳ ଘରେ ଦୟନୀୟ ଅବସ୍ଥାରେ ରହୁଥିବା ବେଳେ ପ୍ରଶାସନ ତରଫରୁ ଜରିପାଲ ଖଣ୍ଡେ ମିଳିନି। ସ୍ଥିତି ଏପରି...
ସୁନ୍ଦରଗଡ଼: ଘୂର୍ଣ୍ଣିବଳୟ ପ୍ରଭାବରେ ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ରାତିରୁ ବର୍ଷା ଜାରି ରହିଛି। ଏଥିଯୋଗୁ ଲେଫ୍ରିପଡା ଇଚ୍ଛା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ସୁରୁଗୁଡା ଗାଁରେ ଆଣ୍ଠୁଏ ଉଚ୍ଚା ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି...
କଟକ: ସାଲେପୁର ବ୍ଲକ୍ ବାସୁଦେବପୁର ବାଟଗୋସ୍ୱାମୀ ଏମ୍.ଇ ସ୍କୁଲରେ ଦୀର୍ଘ ୧୦ ବର୍ଷ ହେଲା ପାଚିକା ଭାବେ କାମ କରିଆସୁଥିଲେ ଚାରୁଲତା ବେହେରା ନାମକ ଜଣେ ମହିଳା। କିନ୍ତୁ ୨୦୧୭ରେ କୌଣସି ଭୁଲ ନଥାଇ ମଧ୍ୟ ତାଙ୍କୁ ଚାକିରିରୁ ଛଟେଇ କରାଗଲା। ଏବେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ସ୍ଥାନରେ...
ନୂଆଦିଲ୍ଲୀ: ଦୂରଦର୍ଶନର ଲୋକପ୍ରିୟ ଖବର ଉପସ୍ଥାପକ(ନ୍ୟୁଜ୍ ଆଙ୍କର) ନୀଲମ୍ ଶର୍ମାଙ୍କ ପରଲୋକ ହୋଇଯାଇଛି। ଦୂରଦର୍ଶନର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲ୍ରେ ଏହି ସୂଚନା ଦିଆଯାଇଛି। ଖବର ଅନୁସାରେ ସେ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ଥିଲେ। ୧୯୯୫ ମସିହାରେ ଦୂରଦର୍ଶନରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ...
ପୁରୀ: ମହାନଦୀରେ ବନ୍ୟାଜଳ ଆସିବା ପରେ ଉଛୁଳୁଛି ଦୟା ନଦୀ। ଏହି ନଦୀ ମହାନଦୀର ଶାଖା ନଦୀ ହୋଇଥିବାରୁ ନଦୀର ଜଳ ସ୍ଥର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। କଣାସ ବ୍ଳକର ବାଲିପାଟଣା ଗାଁରେ ରାତିଅଧିଆ ପ୍ରବେଶ କରିଛି ବନ୍ୟାଜଳ। ପ୍ରଥମେ ଗାଁ ଦାଣ୍ଡ ଆଉ ଏବେ...
ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଗତକାଲି କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର କୂଟନୀତି ଫେଲ୍ ମାରିଛି। ଏହା ପରେ ସାମ୍ୱାଦିକ ସମ୍ମିଳନୀରେ ପାକିସ୍ତାନ ଗଣମାଧ୍ୟମର ଜଣେ ସାମ୍ୱାଦିକଙ୍କ ପ୍ରଶ୍ନ ଉତ୍ତର ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟିଦ ଆକବରୁଦ୍ଦିନ। ପ୍ରେସ୍ କନଫରେନସ ଟେବୁଲ ପାଖକୁ...
ଭୁବନେଶ୍ୱର: ଆସୁଛି ଓଡ଼ିଆ ସିନେମା ‘ସହିଦ ରଘୁ ସର୍ଦ୍ଦାର’। ନିକଟରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ପ୍ରେସ୍ କ୍ଲବ୍ ପରିସରରେ ଫିଲ୍ମର ମହୁରତ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଓ ଅଭିନେତା ମୁନ୍ନା ଖାନ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।...