ଭୁବନେଶ୍ୱର: ନିର୍ବାଚନ ପରେ ଏବେ ତିନି ପ୍ରମୁଖ ଦଳର ଘର ସଜଡ଼ା ଚାଲିଛି। କଳେବର ବଢ଼ାଇବା ପାଇଁ ବିଜେପି ଚଳାଇଥିବା ସଦସ୍ୟତା ସଂଗ୍ରହ ଅଭିଯାନ ଆଜି ଶେଷ ହୋଇଥିବା ବେଳେ ଆଗକୁ ଅଛି ବ୍ଲକ୍, ଜିଲ୍ଲା ସଭାପତି ଏବଂ ରାଜ୍ୟ ସଭାପତି ଚୟନ କାର୍ଯ୍ୟ। ସେହିପରି ନିର୍ବାଚନରେ ଶକ୍ତ...
ନୂଆଦିଲ୍ଲୀ: ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ଅଡୁଆ ବଢ଼ିଲା। ଦିଲ୍ଲୀ କୋର୍ଟରେ ଶୁଣାଣି ବେଳେ ସରକାରୀ ଓକିଲ ଯୁକ୍ତି ବାଢ଼ିଛନ୍ତି ଯେ, ମୃତ୍ୟୁ ପୂର୍ବରୁ ସୁନନ୍ଦାଙ୍କ ଶରୀରରେ କ୍ଷତ ଚିହ୍ନ ଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଯଦିଓ ବିଷକ୍ରିୟା ଯୋଗୁ ମୃତ୍ୟୁ ହୋଇଥିବା...
ବ୍ରହ୍ମପୁର(ଜଗନ୍ନାଥ ସାହୁ): ପିଲାମାନେ ପାଠ ପଢ଼ୁଥିବା ବେଳେ ହଠାତ୍ କ୍ଲାସ୍ରୁମ୍ରେ ବର୍ଷା ପାଣି ପଶି ଆସିବାରୁ ଆଉ କିଛି ଉପାୟ ନପାଇ ପିଲାମାନେ ଡେସ୍କ ଉପରେ ବସିଲେ। ଏପରି ଅବସ୍ଥା ବ୍ରହ୍ମପୁର ସବୁଠାରୁ ପୁରାତନ ସ୍କୁଲ କେ.ସି. ଟାଉନ୍ ହାଇସ୍କୁଲରେ ଦେଖିବାକୁ ମିଳିଛି। ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ନଥିବାରୁ...
ଇସ୍ଲାମାବାଦ: ସବୁ ଦେଶ ଏବଂ ଜାତିସଂଘ ପରେ ଶେଷରେ ଟ୍ୱିଟରଠାରୁ ମଧ୍ୟ ନିରାଶ ହୋଇଛି ପାକିସ୍ତାନ। ପୂର୍ବରୁ କଶ୍ମୀର ବାବଦରେ ଅପପ୍ରଚାର କରି ଭାରତରେ ଅଶାନ୍ତି ସୃଷ୍ଟି କରିବାର ପ୍ରୟାସ କରୁଥିବା କାରଣରୁ ୨୦୦ଟି ପାକିସ୍ତାନୀ ଟ୍ୱିଟର ଆକାଉଣ୍ଟ ବନ୍ଦ କରାଯାଇଥିଲା। ଏଥିରେ ପକ୍ଷପାତିତା ହୋଇଥିବା ଦର୍ଶାଇ ପାକିସ୍ତାନ...
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ଜବରଦସ୍ତ ଝଟକା ଲାଗିଛି। ଏହି ମାମଲାରେ ଉଭୟ ଇଡି ଓ ସିବିଆଇ ତାଙ୍କୁ ଗିରଫ କରିବାକୁ ଚାହୁଁଥିବା ବେଳେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ।...
ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବା ସହ ଏବେ ଚନ୍ଦ୍ର ଚାରିପଟେ ପରିକ୍ରମା ଆରମ୍ଭ କରିସାରିଛି। ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ‘ଚନ୍ଦ୍ରଯାନ-୨’କୁ ସଫ୍ଟ ଲ୍ୟାଣ୍ଡ୍ କରାଇ ଇତିହାସ ରଚିବା ପାଇଁ ଇସ୍ରୋ ପୂରା...
ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍ ଏବଂ ଅନ୍ୟ ୪ ଜଣଙ୍କୁ ୮ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ। ୨୦୧୨ ମସିହାରେ ମୁମ୍ବାଇର ଜଣେ ହୋଟେଲ ବ୍ୟବସାୟୀଙ୍କୁ ବ୍ଲାକ୍ମେଲ ଓ ହତ୍ୟା ଉଦ୍ୟମ କରିବା ମାମଲାରେ ଏହି ଦଣ୍ଡବିଧାନ କରାଯାଇଛି। ଏହା...
ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ କ୍ରମାଗତ ଭାବେ ଅସ୍ତ୍ରବିରତି ଉଲଙ୍ଘନ କରି ଚାଲିଛି। ଆଜି ସକାଳ ୧୧ଟାରେ ପାକିସ୍ତାନ ସେନା ପକ୍ଷରୁ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅବିଶ୍ରାନ୍ତ ଗୁଳିମାଡ଼ କରିଥିଲା। ଏଥିରେ ଜଣେ ଭାରତୀୟ ଯବାନ...
ବେଙ୍ଗାଲୁରୁ: ଶପଥ ନେବାର ଦୀର୍ଘ ୨୫ ଦିନ ପରେ ଆଜି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ୧୭ ଜଣିଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। କର୍ଣ୍ଣାଟକା ରାଜ୍ୟପାଳ ବାଜୁଭାଇ ବାଲା ସମସ୍ତ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କର୍ଣ୍ଣାଟକାରେ ସର୍ବାଧିକ ୩୩ ଜଣ ମନ୍ତ୍ରୀ...
କେନ୍ଦୁଝର: ଗରିବଙ୍କ ଲାଗି ପ୍ରହସନ ସାଜିଛି ସରକାରୀ ଯୋଜନା। ସେମାନେଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ସରକାରୀ ନୀତିନିୟମ ଦୃଷ୍ଟିରୁ ଯୋଜନାରୁ ବଞ୍ଚିତ ହେଉଛନ୍ତି ଗରିବଗୁରବା। କେନ୍ଦୁଝର ତେଲକୋଇ ବ୍ଲକର ଅନେକ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ ନିଜସ୍ୱ ଜମିପଟ୍ଟା ନଥିବାରୁ ଘର କରିପାରିନାହାନ୍ତି। ପଢ଼ନ୍ତୁ...
ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ରାଜ୍ୟ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା ହୋଇଛି। କେଉଁ ପ୍ରସଙ୍ଗରେ ଡକାଯାଇଛି ସେ ନେଇ ସ୍ପଷ୍ଟ ସୂଚନା ନାହିଁ। ଏ ସମ୍ପର୍କରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏବେ ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ନକରିବାକୁ...
ଭୁବନେଶ୍ୱର: ଧାରା ୩୭୦ ଉଚ୍ଛେଦକୁ ନେଇ ମତ ରଖିଛନ୍ତି ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଦେଶରେ ୭୦ ବର୍ଷ ଧରି ଚାଲିଥିବା ଭୁଲର ସଂଶୋଧନ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଆଗରେ କୃତଜ୍ଞ ବୋଲି କହିଛନ୍ତି। ଏହି ଧାରା...
ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କୁ ଅମାନୁଷିକ ମାଡ଼ ମାରିବା ଘଟଣାରେ ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତ ହଷ୍ଟେଲ୍ ଓ୍ୱାର୍ଡେନ ବିଶ୍ୱରଂଜନ ରଣାକୁ ଗିରଫ କରିଛି। ଶୋସାଲ୍ ମିଡିଆରେ ଘଟଣା ପ୍ରଘଟ ହେବାପରେ କଲେଜ କର୍ତ୍ତୃପକ୍ଷ ଗତକାଲି ହଷ୍ଟେଲ ଓ୍ୱାର୍ଡେନ ବିଶ୍ୱରଂଜନ ରଣାଙ୍କ ବିରୋଧରେ ଥାନାରେ...
ଭୁବନେଶ୍ୱର: ଓଡ଼ିଶାକୁ ମିଳିଲା ବାତ୍ୟା ଫୋନି୍ ପାଇଁ ସହାୟତା। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ୩ ହଜାର ୩ ଶହ ୩୮ କୋଟି ୨୨ ଲକ୍ଷ ଟଙ୍କାର ସହାୟତା ମିଳିଛି। ଗତକାଲି ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ନେତୃତ୍ୱରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା। ଓଡ଼ିଶାରେ...
ସିକନ୍ଦରାବାଦ: ପୁଅ ପେଟେ ଖାଇବ ବୋଲି ବାପା ଦିନେ ଖାଦ୍ୟକୁ ଛୋଟ ଛୋଟ ଖଣ୍ଡ କରି ପୁଅକୁ ଖୁଆଉଥିଲା। ପୁଅ ଖାଇଲେ ବାପାର ବି ପେଟ ପୂରି ଯାଉଥିଲା। ଆଉ ପୁଅ ଯେବେ ବଡ଼ ହେଲା, ସେଇ ବାପାକୁ ସେ ଖଣ୍ଡ ଖଣ୍ଡ କରି କାଟି ପକାଇଲା। ଏଭଳି...
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହାକୁ ନେଇ ବିବାଦ ଲାଗି ରହିଛି। ଦେଶର ସେନା ବାହିନୀ ବିରୋଧରେ ଜମ୍ମୁ-କାଶ୍ମୀର ପିପଲ୍ସ ମୁଭ୍ମେଣ୍ଟ ନେତା ତଥା ପୂର୍ବତନ ଜେଏନ୍ୟୁ ନେତା ଶେହଲା ରସିଦ ଅପପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କୁ ଗିରଫ କରିବା ଦାବିରେ...
ଲକ୍ଷ୍ନୌ: ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ଓ ତାଙ୍କ ଓକିଲଙ୍କ ସଡ଼କ ଦୁର୍ଘଟଣାର ତଦନ୍ତ ପାଇଁ ସିବିଆଇକୁ ମିଳିଲା ଆଉ ୨ ସପ୍ତାହ। ସୁପ୍ରିମକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ସିବିଆଇକୁ ଅଧିକ ୨ ସପ୍ତାହ ସମୟ ଦେଇଛନ୍ତି। ଏହି ଅବଧି ଭିତରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି...
ଆଜିର ସମୟରେ କମ୍ପ୍ୟୁଟରର ବ୍ୟବହାର ଅପରିହାର୍ଯ୍ୟ ହୋଇଗଲାଣି। ସମସ୍ତ ଛୋଟବଡ଼ ସରକାରୀ ଓ ବେସରକାରୀ ସଂସ୍ଥାରେ କମ୍ପ୍ୟୁଟର୍ ବ୍ୟବହାର ହେଉଛି। ତେବେ କମ୍ପ୍ୟୁଟର୍ ବିଭିନ୍ନ କାମ ପାଇଁ ଭିନ୍ନ ଭିନ୍ନ ସଫ୍ଟୱେର ରହିଛି। ଏହିସବୁ ସଫ୍ଟୱେର ରେ ଖବ୍ଶୀଘ୍ର ଓ କମ୍ ସମୟରେ ଅଧିକ କାମ କାମ କରିବା...
ଶ୍ରୀନଗର: ନିଶ୍ଚିତ ମରଣ ମୁହଁରୁ ବଞ୍ଚିଲା ଦୁଇ ଜୀବନ। ଜମ୍ମୁର ତାୱି ନଦୀ ବନ୍ୟାରେ ଫସିଥିବା ଦୁଇ ଜଣଙ୍କୁ ଉଦ୍ଧାର କରିଛି ବାୟୁସେନା। ଦୁଇ ଜଣ ମତ୍ସଜୀବୀ ନଦୀକୁ ଯାଇଥିବା ବେଳେ ହଠାତ ନଦୀର ଜଳସ୍ତର ବଢ଼ିବାରୁ ଏମାନେ ଜଳବନ୍ଦୀ ଅବସ୍ଥାରେ ଫସି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ...
ନୂଆଦିଲ୍ଲୀ: ଆଜି ହେଉଛି ‘ୱାର୍ଲଡ୍ ଫଟୋଗ୍ରାଫି ଡେ’। ପ୍ରତିବର୍ଷ ୧୯ ଅଗଷ୍ଟ ‘ୱାର୍ଲଡ୍ ଫଟୋଗ୍ରାଫି ଡେ’ ଭାବରେ ପାଳନ କରାଯାଇଥାଏ। ସାରା ବିଶ୍ୱର ଫଟୋଗ୍ରାଫର ମଧ୍ୟ ଆଜିର ଦିନକୁ ଧୁମ୍ଧାମରେ ପାଳନ କରିଥାନ୍ତି। କେଭିନ୍ଙ୍କ କାହାଣୀ ଜାଣନ୍ତୁ ଯେଉଁ ଫଟୋଗ୍ରାଫର୍ମାନେ ସୃଷ୍ଟିର ସୁନ୍ଦର ଚିତ୍ରକୁ ଫଟୋଗ୍ରାଫି ଜରିଆରେ କଏଦ୍...