• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

SMOKING-NO
ତମାଖୁ ପକେଟ୍‌ ଉପରେ ଲାଗିବ ସ୍ୱାସ୍ଥ୍ୟ ଚେତାବନୀର ନୂଆ ଚିତ୍ର

ନୂଆଦିଲ୍ଲୀ: ଏଣିକି ସବୁ ତମାଖୁ ଉତ୍ପାଦ ପ୍ୟାକେଟ ଉପରେ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ଚେତାବନୀର ନୂଆ ଚିତ୍ର ଦେଖିବାକୁ ମିଳିବ। ପୂର୍ବରୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସିଗାରେଟ ଓ ଅନ୍ୟ ତମାଖୁ ଉତ୍ପାଦ (ପ୍ୟାକେଜିଂ ଓ ଲେବଲିଂ) ନିୟମ, ୨୦୦୮ରେ ସଂଶୋଧନ କରାଯାଇସାରିଛି।...

onion
ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର। ଯେଉଁ ପିଆଜ ସପ୍ତାହେ ତଳେ କିଲୋ ପିଛା ୨୦ରୁ ୨୫ ଟଙ୍କାରେ ବିକ୍ରି ହେଉଥିଲା ଏବେ ତାହା ୩୫ଟଙ୍କା ଛୁଇଁଲାଣି। ରାଜ୍ୟ ସରକାର ପିଆଜ ଦର ନିୟନ୍ତ୍ରଣ ନେଇ ନିଦାବିଷ୍ଣୁ ହୋଇ ବସିଥିବାବେଳେ ତେଣେ ବେକାବୁ ପିଆଜ...

chidambaram
ସଦଳବଳେ ଆସି ପି.ଚିଦାମ୍ବରମ୍‌ଙ୍କୁ ଘରୁ ଉଠାଇ ନେଲା ସିବିଆଇ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ଲୁଚକାଳି ନାଟକରେ ଶେଷରେ ଅନ୍ତ ଘଟିଛି। ଦୀର୍ଘ ୩୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଇଁ ଚାଲିଥିବା ନାଟକର ଅନ୍ତ ଘଟାଇ ସିବିଆଇ ଚିଦାମ୍ବରମ୍‌ଙ୍କ ଘରୁ ହିଁ ତାଙ୍କୁ ଉଠାଇ ନେଇଛି। ଏହା ପୂର୍ବରୁ ପ୍ରଥମେ ସେ...

modi
ଶିଳ୍ପାୟନକୁ ଓ ପୁଞ୍ଜିନିବେଶ ପ୍ରତିଶ୍ରୁତିକୁ ନେଇ ବିଜେପି-ବିଜେଡି କଳି

ଭୁବନେଶ୍ୱର: ଶିଳ୍ପାୟନ ଓ ପୁଞ୍ଜିନିବେଶର ପ୍ରତିଶ୍ରୁତିକୁ ନେଇ ପୁଣି ବିଜେପି- ବିଜେଡି ମଧ୍ୟରେ କଳି ଲାଗିଛି।  ଗୋଟିଏ ଦିନ ତଳେ ସରକାର ୨ ଲକ୍ଷ କୋଟି ପୁଞ୍ଜିନିବେଶକୁ ଅନୁମତି ଦେବା ପରେ ଏଥିରେ କେନ୍ଦ୍ର ସରକାରଙ୍କ ଶ୍ରେୟ କଥା ଉଠାଇ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି।...

j-9089
ସେନା ପାଇଁ ଫିଲ୍ମ ତିଆରି କଲେ ୨୨ ଯୁବକ ଓ ଛାତ୍ର

ରାୟଗଡ଼ା: କୁହାଯାଏ ଇଚ୍ଛା ଥିଲେ ବୁଦ୍ଧି ଆପେ ଆପେ ଆସେ। ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି, ରାୟଗଡ଼ା ଜିଲ୍ଲା ଗୁଣପୁରର କିଛି ଛାତ୍ର ଓ ଯୁବକ। ନିଜ ପକେଟ ମନିକୁ ସଂଚୟ କରି ତିଆରି କରିଛନ୍ତି କ୍ଷୁଦ୍ର ସିନେମା ‘ବଳିଦାନ’।  ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଏହି କ୍ଷୁଦ୍ର...

bilder
ଆପାର୍ଟମେଣ୍ଟରେ ବିଲ୍‌ଡର୍‌ ରାଜ୍‌; ଘର କିଣି ସୁବିଧା ପାଉ ନହାଁନ୍ତି ଲୋକେ

ଭୁବନେଶ୍ୱର: ରାଜ୍ୟରେ ସ୍ମାର୍ଟ ହେଉଛି ଛୋଟ ବଡ଼ ସହର। ବଢ଼ି ଚାଲିଛି ଆପାର୍ଟମେଣ୍ଟ କଲଚର। ହେଲେ ଆପାର୍ଟମେଣ୍ଟରେ ଫ୍ଲାଟ୍‌ କିଣି ରହୁଥିବା ଲୋକଙ୍କୁ ସେମାନଙ୍କ ଅଧିକାର ମିଳୁନି। ଯାହାଫଳରେ ସେମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରାଜଧାନୀର ଟଙ୍କପାଣି ରୋଡ୍‌ ଗଡ଼ଶ୍ରୀରାମପୁରରେ ରହିଛି ଏକ ଆପାର୍ଟମେଣ୍ଟ। ଏଥିରୁ ଫ୍ଲାଟ୍‌...

dradji
ଉଚ୍ଛେଦ ପରେ ମହାପ୍ରଭୁଙ୍କୁ ସେବା ଯୋଗାଇ ଦେବା ନେଇ ଚିନ୍ତାରେ ଦରଜୀ ସେବକ

ପୁରୀ: ଆଜି ତୃତୀୟ ଦିନରେ ପୁରୀ ଶ୍ରୀମନ୍ଦିର ନିକଟରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ତେବେ ଯୋଜନା ମୁତାବକ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବାରୁ ଦକ୍ଷିଣଦ୍ୱାର ନିକଟରେ ବାସ କରୁଥିବା ଶ୍ରୀମନ୍ଦିରର ଦରଜୀ ସେବାୟତଙ୍କ ପରିବାର ଆତଙ୍କିତ ହୋଇପଡ଼ିଛନ୍ତି। କିଭଳି ୭ଟି ପରିବାର ଗୁଜୁରାଣ ମେଣ୍ଟାଇବେ...

b-98-2-750x430
ଅପରାଧ ରୋକବିକାକୁ ଟେକ୍ନୋଲଜି ଉପରେ ଗୁରୁତ୍ୱ ଦେବେ ନୂଆ ସିପି

ଭୁବନେଶ୍ୱର:୧୯୯୦ ବ୍ୟାଚ୍‌ର ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ହେଲେ ଟ୍ୱିନ୍‌ସିଟି କମିଶନେରେଟର ନୂଆ ପୁଲିସ କମିଶନର। ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅପରାଧ ନିୟନ୍ତ୍ରଣ, ଥାନାର  ପରିସୀମା ବୃଦ୍ଧି, କମିଶନରେଟ୍ ପୋଲିସ୍‌କୁ ଅତ୍ୟାଧୁନିକ  କରିବା, 5Tକୁ ଗୁରୁତ୍ୱ ଦେବା ଭଳି ଅନେକ ଟାସ୍କ ନୂଆ...

ନିଖୋଜ୍‌ର ୨୭ ଘଣ୍ଟା ପରେ କଂଗ୍ରେସ କାର୍ଯ୍ୟାଳୟରେ ଉଭା ହେଲେ ଚିଦାମ୍ବରମ୍

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ଇଡି ଏବଂ ସିବିଆଇ ଖୋଜୁଥିବାବଳେ ଦୀର୍ଘ ୨୭ ଘଣ୍ଟା ପରେ ସେ କଂଗ୍ରେସ କାର୍ଯ୍ୟାଳୟଠାରେ ଉଭା ହୋଇଛନ୍ତି। ଜଣେ ଓକିଲ ଭାବେ ମଧ୍ୟ ଜଣାଶୁଣା ଚିଦାମ୍ବରମ୍‌ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଠାରେ...

doctor
ଦୀର୍ଘ ବର୍ଷ ଧରି ଚିକିତ୍ସା କରୁଥିଲେ ନକଲି ଡାକ୍ତରାଣୀ; ଧରାପଡ଼ିଲେ

ସୁନ୍ଦରଗଡ଼(ବିଜୟ ବରୁଆ): ଧରାପଡ଼ିଲେ ନକଲି ଡାକ୍ତରାଣୀ। ଦିନେ ନୁହେଁ କି ଦୁଇଦିନ ନୁହେଁ, ଜଣେ ନକଲି ଡାକ୍ତରାଣୀ ଦୀର୍ଘ ବର୍ଷ ଧରି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚିକିତ୍ସା କରୁଥିଲେ। ଅଲଟ୍ରାସାଉଣ୍ଡ ଭଳି ବିଭିନ୍ନ ସରଞ୍ଜାମ ରଖି ପରୀକ୍ଷା ମଧ୍ୟ କରୁଥିଲେ। ମଙ୍ଗଳବାର ଏଭଳି ଜଣେ ନକଲି ଡାକ୍ତରାଣୀଙ୍କ...

india
ପାକିସ୍ତାନକୁ ଆଉ ପାଣି ଛାଡ଼ିବ ନାହଁ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ପାଇଁ ରେଳ, ସଡ଼କ ଓ ଆକାଶ ପଥ ବନ୍ଦ କରିଥିବା ପାକିସ୍ତାନ ଏବେ ପାଣି ପାଇଁ ଡହଳ ବିକଳ ହେବ। ପାଣି ପାଇଁ ଭାରତ ଉପରେ ନିର୍ଭର କରୁଥିବା ପାକିସ୍ତାନକୁ ଝଟ୍‌କା ଦେବା ପାଇଁ ମୋଦି ସରକାର ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି।...

muslim
ଧାରା ୩୭୦ ଉଚ୍ଛେଦ; ଭାରତକୁ ଘେରିବାକୁ ପାକିସ୍ତାନର ପୁଣି ନୂଆ ପ୍ଲାନ୍

ଇସ୍‌ଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ପ୍ରତିଦିନ ଭାରତ ବିରୋଧରେ ନାନା ନକାରାତ୍ମକ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି। କାଶ୍ମୀର ପ୍ରସଙ୍ଗକୁ ବିଶ୍ୱସ୍ତରରେ ଉଠାଇ ବାରମ୍ବାର ଲଜ୍ଜିତ ହେଉଥିବା ପାକିସ୍ତାନ ଏବେ ନୂଆ ଗୋଟି ଚଳାଇବା ଆରମ୍ଭ କରିଛି। ଜମ୍ମୁ-କାଶ୍ମୀରରେ ଭାରତ...

Chidambaram-Gandhi
ଚିଦାମ୍ବରମଙ୍କ ସପକ୍ଷରେ ଏମିତି କହିଲେ ରାହୁଲ୍‌ ଗାନ୍ଧି

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କୁ କୋର୍ଟ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେବା ପରେ ଏବେ ଗିରଫ ହେବା ଭୟରେ ସେ ନିଖୋଜ ଅଛନ୍ତି। ଏହି ମାମଲାରେ କଂଗ୍ରେସ ଏବେ ରାଜନୀତିର ରଙ୍ଗ ଲଗାଇବା ପ୍ରୟାସ ଆରମ୍ଭ କରିଦେଇଛି। କଂଗ୍ରେସର ଅନ୍ୟ...

ed-3
ସିନିୟରଙ୍କ ରାଗିଂ; ୧୫୦ରୁ ଅଧିକ ଜୁନିଅର ଛାତ୍ର ଲଣ୍ଡା ହୋଇ କଲେଜ ପରିକ୍ରମା କଲେ

ସୈଫାଇ: ଉତ୍ତର ପ୍ରଦେଶର ସୈଫାଇରେ ଥିବା ଉତ୍ତର ପ୍ରଦେଶ ୟୁନିର୍ଭସିଟି ଅଫ ମେଡିକାଲ ସାଇନ୍ସରେ ରାଗିଂର ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଥିବା ସିନିୟର ଛାତ୍ରଙ୍କ ନିର୍ଦ୍ଦେଶକ୍ରମେ ୧୫୦ରୁ ଅଧିକ ପ୍ରଥମ ଶ୍ରେଣୀର ଛାତ୍ରମାନେ ଲଣ୍ଡା ହୋଇ କଲେଜ ପରିକ୍ରମା କରିଛନ୍ତି। ଖାଲି ସେତିକି ନୁହେଁ,...

file6zny89fjvueoj0ed17x-1551616448
ପ୍ରିୟଙ୍କା ଚୋପ୍ରାଙ୍କୁ ହଟାଇବାକୁ ପାକିସ୍ତାନର ପ୍ରୟାସ

ନୂଆଦିଲ୍ଲୀ: କଶ୍ମୀରକୁ ନେଇ ଭାରତକୁ ଅଡ଼ୁଆରେ ପକାଇବାର ସମସ୍ତ ପ୍ରୟାସ ବିଫଳ ହେବା ପରେ ପାକିସ୍ତାନର ନଜର ଏବେ ପ୍ରିୟଙ୍କା ଚୋପ୍ରାଙ୍କ ଉପରେ ପଡ଼ିଛି। ପ୍ରିୟଙ୍କା ବର୍ତ୍ତମାନ ଜାତିସଂଘରେ ‘ଗୁଡ୍‌ୱିଲ ଆମ୍ବାସଡର ଫର ପିସ୍‌’ ପଦରେ ଥିବାରୁ ତାଙ୍କୁ ଏହି ପଦରୁ ହଟାଇବାକୁ ପାକିସ୍ତାନ ଚିଠି ଲେଖିଛି। ପାକିସ୍ତାନ...

imran
ପୁଣି ଥରେ ଲୋକହସା ହେଲା ପାକିସ୍ତାନ; ଏଥର ଫ୍ରାନ୍ସ ଫେରାଇଦେଲା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପ୍ରସଙ୍ଗରେ ଭାରତକୁ ଘେରିବାକୁ ଉଦ୍ୟମ କରୁଥିବା ପାକିସ୍ତାନ ପୁଣିଥରେ ଲୋକହସା ହୋଇଛି। ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଫ୍ରାନ୍ସକୁ କହିଥିଲା। ହେଲେ ଫ୍ରାନ୍ସ ସରକାର ପାକିସ୍ତାନର କୌଣସି କଥାକୁ ଶୁଣି ନାହାନ୍ତି। ବରଂ କାଶ୍ମୀର କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ...

chi
ସ୍ପେନରେ ଟେନିସ କ୍ଲବ ଓ ବ୍ରିଟେନରେ ଏକ ବଙ୍ଗଳା କିଣିଥିଲେ ଚିଦାମ୍ବରମ୍

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫେରାର ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ ସମ୍ପର୍କରେ ଆଜି ବଡ଼ ଗୁମର ଖୋଲିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏହି ଦୁର୍ନୀତି ମାମଲାରେ ଚିଦାମ୍ବରମ୍ ଗ୍ରହଣ କରିଥିବା ଅର୍ଥରେ ସ୍ପେନରେ ଟେନିସ କ୍ଲବ୍ ଓ ବ୍ରିଟେନର ଏକ ବଙ୍ଗଳା କିଣିଥିବା ଇଡି କହିଛି।...

murkha
ପଞ୍ଚାୟତ ସମିତି ବୈଠକରେ ହାତାହାତି

ରାୟଗଡ଼ା: ପଞ୍ଚାୟତ ସମିତି ବୈଠକରେ ହାତାହାତି। ପଞ୍ଚାୟତ ସମିତି ସଭ୍ୟଙ୍କୁ ପିଟିଲେ ଜିଲ୍ଲା ପରିଷଦ ସଭ୍ୟ। ଗୁଣପୁର ପଞ୍ଚାୟତ ସମିତି ବୈଠକରେ ଘନାତ୍ରୀ ପଞ୍ଚାୟତ ସମିତି ସଭ୍ୟ ଶ୍ରୀଧର ଶବର ଏବଂ ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛିା ଆଜି ଗୁଣୁପୁର ପଞ୍ଚାୟତ ସମିତି...

mbob
ସିଲଭର୍ ସିଟିରେ ସିରିଜ୍ ବୋମାମାଡ଼

କଟକ:ସିଲଭର୍ ସିଟିରେ ସିରିଜ୍ ବୋମାମାଡ଼ ହୋଇଛି। କଟକ ଡଗରପଡ଼ା ହନୁମାନ ମନ୍ଦିର ନିକଟରେ ହୋଇଛି ଏହି ବୋମାମାଡ଼। ଦୁଇ ଜଣ ଦୁବୃର୍ତ୍ତ ବାଇକ୍‌ରେ ଆସି ବୋମାମାଡ଼ କରିଛନ୍ତି। ତିନିଟି ବୋମା ଫୋପାଡ଼ି ଦୁଇ ଦୁବୃର୍ତ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଘଟଣା ପରେ ଜଣକୁ ଗିରଫ କରିଛି ଲାଲବାଗ...