• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

lig
ସାବଧାନ! ଏହି ଦୁଇ ଜିଲ୍ଲାରେ ହେବ ବଜ୍ରପାତ

ଭୁବନେଶ୍ୱର: ସାବଧାନ! ଜୀବନ ନେଇପାରେ ବଜ୍ରପାତ। ଅପରାହ୍ନ ୩ଟା ୧୪ ମିନିଟ ମଧ୍ୟରେ ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ହେବା ନେଇ ସତର୍କ ସୂଚନା ଜାରି ହୋଇଛି। ନୟାଗ଼ଡର ଦଶପଲ୍ଲା, ନୂଆଗାଁ, ନୟାଗଡ଼ ଏବଂ ଓଡ଼ଗାଁ ବ୍ଲକ୍ ଏବଂ ଗଞ୍ଜାମର ଜଗନ୍ନାଥପ୍ରସାଦ ବ୍ଲକରେ ସମ୍ଭାବ୍ୟ...

rain
ବଜ୍ରପାତରେ ୬ ଜଣଙ୍କର ମୃତ୍ୟୁ

କେନ୍ଦ୍ରାପଡ଼ା: ଆକାଶରୁ କାଳ ହୋଇ ଲମ୍ବି ଆସିଲା ମୃତ୍ୟୁ। ଅକାଳରେ ଚାଲିଗଲା ୬ ଜୀବନ। ପୁରୀ ଓ କେନ୍ଦ୍ରାପଡ଼ାରେ ଘଟିଛି ଏହି ଅଘଟଣା। କେନ୍ଦ୍ରାପଡ଼ାରେ ବ୍ରଜପାତ ଘଟି ଜିଲ୍ଲାର ୫ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ କରଞ୍ଜ ଗାଁରେ ବ୍ରଜାଘାତ ଘଟି ୫ ଜଣଙ୍କ ମୃତ୍ୟୁ...

BBOct97
ଶ୍ରୀସନ୍ତଙ୍କୁ ବଡ଼ ଆଶ୍ୱସ୍ତି; ଆଜୀବନ ବାସନ୍ଦ ହଟିଲା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ପେସ୍ ବୋଲର ଏସ୍ ଶ୍ରୀସନ୍ତଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଏହି ୩୬ ବର୍ଷୀୟ କ୍ରିକେଟରଙ୍କ ଉପରେ ଲାଗିଥିବା ଆଜୀବନ ବାସନ୍ଦାଦେଶକୁ କୋହଳ କରି ଏହାକୁ ୭ ବର୍ଷ କରିଛି। ଫଳରେ ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ବ୍ୟାନ୍...

363362-p-chidambaram
ଫୋନ୍‌ ସ୍ୱିଚ୍‌ ଅଫ୍‌ କରି କୁଆଡ଼େ ଗଲେ ଚିଦାମ୍ବରମ୍‌; ଖୋଜୁଛନ୍ତି ଇଡି ଓ ସିବିଆଇ

ନୂଆଦିଲ୍ଲୀ: ଗିରଫ ହେବାରୁ ରକ୍ଷା ପାଇବା ପାଇଁ ଫୋନ୍‌ ସ୍ୱିଚ୍‌ ଅଫ୍‌ କରି ଫେରାର ହୋଇଯାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ ! ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ନ ହେବା ପାଇଁ ଆଗୁଆ ଜାମିନ୍‌ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇଯିବା...

f
ଭଉଣୀ ବାହାଘରର ଋଣ ସୁଝିବାକୁ ଦୁବାଇ ଯାଇଥିଲେ; ଏବେ ଫେରିବ ମୃତଦେହ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଅସହ୍ୟ ହେଲାଣି ଦାଦନ ଦୁଃଖ। ପରିବାରର ଭରଣ ପୋଷଣ ପାଇଁ ଦଲାଲଙ୍କ ପ୍ରଲୋଭନରେ ପଡ଼ି ବିଦେଶକୁ ଚାଲି ଯାଉଛନ୍ତି ଓଡ଼ିଆ ଶ୍ରମିକ। ସେଠାରେ କିଛି ଦିନ କାମ କରିବା ପରେ ନିର୍ଯାତନାରେ ଶିକାର ହେଉଛନ୍ତି। ଭାରତ ସରକାରଙ୍କ ଉଦ୍ୟମରେ କେତେ ଜଣ ଘରକୁ ଜୀବିତ ଅବସ୍ଥାରେ...

91454-untitled-design-2
ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ; ବିଶ୍ୱକୋର୍ଟର ଦ୍ୱାରସ୍ଥ ହେବ ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଳିବିଳୋଉଛି ପାକିସ୍ତାନ। ଏତେ ମାତ୍ରାରେ ଭୟଭୀତ ହୋଇପଡ଼ିଛି ଯେ, ଅନ୍ତର୍ଜାତୀୟ ସ୍ତରରେ ଜମ୍ମୁ ଓ କାଶ୍ମୀରକୁ ପ୍ରସଙ୍ଗ କରି ଅଭିଯାନ ଚଳାଇଛି। ଜାତିସଂଘର ସୁରକ୍ଷା ପରିଷଦରେ ଆବେଦନ କରି ବିଫଳ ହେବା ପରେ ପାକିସ୍ତାନ ଏବେ ଭାରତ...

cricet
କେବେ ହେବ ଓସିଏ ନିର୍ବାଚନ ?

କଟକ: ପୁଣି ଅନିଶ୍ଚିତତା ଭିତରେ ଓସିଏ ନିର୍ବାଚନ। ପୂର୍ବରୁ ସେପ୍ଟେମ୍ବର ୧୪ ତାରିଖ ଦିନ ଧାର୍ଯ୍ୟ ହୋଇଥିବାବେଳେ, ଠିକ୍ ସମୟରେ ନିର୍ବାଚନ ହେବ କି ନାହିଁ ତାକୁ ନେଇ ପୁଣି ସନ୍ଦେହ ସୃଷ୍ଟି ହୋଇଛି।  ରାଜ୍ୟରେ କ୍ରିକେଟ ଓ କ୍ରିକେଟରଙ୍କ ଉନ୍ନତି କରୁଥିବା କ୍ଲବ୍ଗୁଡ଼ିକୁ ରାଜ୍ୟ ସଂଘ ଅନୁବନ୍ଧିତ...

Puri-Konark
ଆଇକନିକ୍ ଐତିହ୍ୟସ୍ଥଳ ତାଲିକାରେ ସ୍ଥାନ ପାଇବ ଓଡ଼ିଶାର ଏହି ସ୍ଥାନ

ନୂଆଦିଲ୍ଲୀ: ଦେଶର ଆଇକନିକ୍ ଐତିହ୍ୟସ୍ଥଳ ତାଲିକାରେ ସ୍ଥାନ ପାଇବ ଓଡ଼ିଶା। ରାଜ୍ୟର ପୁରୀ, କୋଣାର୍କ ଏମିତି ସ୍ଥାନ, ଯାହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ୍ କହିଛନ୍ତି। ଦିଲ୍ଲୀରେ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ। ଖୁବ୍‌ଶୀଘ୍ର...