• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

bangia
ରାସ୍ତା ମଝିରେ ନିଶା ଚୁର୍ ଦୁଇ ବଙ୍ଗୀୟ ଯୁବତୀଙ୍କ ଏ କି କାଣ୍ଡ !

ଭୁବନେଶ୍ୱର: ରାସ୍ତା ମଝିରେ କାର୍‌ ଛିଡ଼ା କରି ହଙ୍ଗାମା କଲେ ଦୁଇ ନିଶାସକ୍ତ ଯୁବତୀ। ଆଜି ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। କମିଶନରେଟ୍‌ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିବା ସହିତ କାର୍‌କୁ ଜବତ କରିଛି। ଆଜି କପିଳେଶ୍ୱର ରାସ୍ତା...

trfi
ଡ୍ରଗ୍ସ ମାଫିଆ ସହ ପୁଲିସ୍‌ ବାବୁଙ୍କ ଲିଙ୍କ୍‌

ବାଲେଶ୍ୱର: ଡ୍ରଗ୍ସ ମାଫିଆ ସେକ୍‌ ରାଜା ସହ ଲିଙ୍କ୍ ଅଭିଯୋଗରେ ଗିରଫ ହେଲେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରଞ୍ଜନ ସାହୁ। ତାଙ୍କୁ ସ୍ପେଶାଲ ଟାକ୍ସ ଫୋର୍ସ(ଏସ୍‌ଟିଏଫ୍‌) ଗିରଫ କରିଛି। ଗିରଫ କରିବା ପରେ ତାଙ୍କୁ ବାଲେଶ୍ୱର ଡିଷ୍ଟ୍ରିକ୍‌ ଜଜ୍‌ଙ୍କ କୋର୍ଟରେ ହାଜର କରିବା ପରେ...

ଦେପମୂ
ଟ୍ରାଫିକ୍‌ ନିୟମ କୋହଳ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ମାନବାଧିକାର କମିଶନ

ଭୁବନେଶ୍ୱର: ନୂଆ ମୋଟର ଯାନ ନିୟମ କଟକଣାକୁ ୩ ମାସ ଯାଏ କୋହଳ କରିବା ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। କମିଶନ କହିଛନ୍ତି, ଆଇନ କୋହଳ ହେବା ପରେ ଅଭ୍ୟାସଗତ ଆଇନ ଉଲ୍ଲଂଘନକାରୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ପୂର୍ବଭଳି ଦୁର୍ଘଟଣାର ସଂଖ୍ୟା ମଧ୍ୟ...

mall
ଗାଡ଼ିରେ କଣ୍ଡୋମ୍‌ ନ ରଖିଲେ ଦେବେ ଫାଇନ୍‌ ! କିନ୍ତୁ କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଚାଲାଣ କାଟିବାରୁ ବର୍ତ୍ତିବା ପାଇଁ ହେଲେ କାର୍‌ ଡ୍ରାଇଭର୍‌ମାନେ ଗାଡ଼ିରେ କଣ୍ଡୋମ ରଖିବା ବାଧ୍ୟତା ମୂଳକ ! ଯଦି ସେମାନେ କଣ୍ଡୋମ୍ ରଖିବେ ନାହିଁ ତେବେ ଫାଇନ୍‌ ଦେବେ। ଦିଲ୍ଲୀର ଧର୍ମେନ୍ଦ୍ର ନାମକ ଜଣେ କ୍ୟାବ୍‌ ଡ୍ରାଇଭର୍ ନିଜ କାର୍‌ରେ କଣ୍ଡୋମ୍‌ ରଖିନଥିବାରୁ ଫାଇନ୍‌ ଦେଇଥିବା କହିବା...

asia
ଭୁବନେଶ୍ୱର-ବ୍ୟାଙ୍କକ୍ ଏୟାର ଏସିଆ ବିମାନ ଉଡ଼ାଣ ବନ୍ଦ ହେବ !

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବ୍ୟାଙ୍କକକୁ ଏୟାର ଏସିଆ ବିମାନ ଉଡ଼ାଣ ସାମୟିକ ବନ୍ଦ କରାଯିବ। ଉଡ଼ାଣ ବନ୍ଦ ନେଇ ବିଧିବଦ୍ଧ ଚିଠି କରିଛନ୍ତି ଏୟାର ଏସିଆ କର୍ତ୍ତୃପକ୍ଷ। ଭୁବନେଶ୍ୱର ବିମାନ ବନ୍ଦରର କର୍ତ୍ତୃପକ୍ଷଙ୍କୁ ଏୟାର ଏସିଆ ପକ୍ଷରୁ ଚିଠି କରି ଜଣାଇଥିବା ସୂଚନା ମିଳିଛି। ଆସନ୍ତା...

ofc
କଟକ BSNL ଅଫିସ୍‌ରେ ଅଗ୍ନିକାଣ୍ଡ

କଟକ: କଟକ ବଜ୍ରକବାଟୀ ରୋଡ୍‌ସ୍ଥିତ ବିଏସ୍‌ଏନ୍‌ଏଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଏସ୍‌ଏନ୍‌ଏଲ୍ ଅଫିସର ଚତୁର୍ଥ ମହଲରେ ଏହି  ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲାଗିବା ଯୋଗୁ କଟକରେ ବିଏସ୍‌ଏନ୍‌ଏଲ୍ ସେବା ଠପ୍ ହୋଇଛି। ଦୁଇଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ...

nandan-kaa
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହରପିସ୍ ଭୂତାଣୁ ଭୟ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହରପିସ୍ ଭୂତାଣୁ ଭୟ। ଏଥିଯୋଗୁ  ଗତ ୨୫ ଦିନରେ ନନ୍ଦନକାନନରେ ୩ଟି ହାତୀ ଆଖି ବୁଜିଲେଣି । ଗତକାଲି ୭ ବର୍ଷର ମାଈ ହାତୀ କମଳା ଆଖି ବୁଜିଛି। ଘାତକ ‘ହରପିସ୍’ ଭୂତାଣୁ ସଂକ୍ରମଣରେ କମଳାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୂର୍ବରୁ...

odia
ଗୁଗଲ୍‌ରେ କେବଳ ଇଂରାଜୀ ନୁହେଁ ଓଡ଼ିଆରେ ଲେଖି ସର୍ଚ୍ଚ କରିହେବ ତଥ୍ୟ

ଭୁବନେଶ୍ୱର : ଇଣ୍ଟରନେଟ୍‌ର ବ୍ୟବହାର ଏବଂ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବା ସହିତ ଅଧିକରୁ ଅଧିକ ସହଜ ଏବଂ ସରଳ ହେବାରେ ଲାଗିଛି ଗୁଗଲ୍‌ ପ୍ଲାଟଫର୍ମ। ବିଭିନ୍ନ ଆପ୍ଲିକେସନ୍‌ ସବୁ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବାକୁ ଆରମ୍ଭ କରିବା ପ୍ରୟାସରେ ଏବେ ଗୁଗଲ୍‌ ମଧ୍ୟ ଯୋଡ଼ିହୋଇଛି। ଓଡ଼ିଆ ଭାଷାଭାଷୀଙ୍କ ପାଇଁ...

susp
ତିଗିରିଆ ବାଘ ମୃତ୍ୟୁ ଘଟଣାରେ ୨ ନିଲମ୍ବିତ

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲା ତିଗିରିଆର ନିଜିଗଡ଼ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ ଘଟଣାରେ ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟଗାର୍ଡଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ତିଗିରିଆର ଫରେଷ୍ଟର ସୁଚରିତା ସାମନ୍ତରାୟ ଏବଂ ଫରେଷ୍ଟ ଗାର୍ଡ ଚନ୍ଦନ ବେହେରା। ଗତ ରବିବାର ଗୋଟିଏ କଲରାପତରିଆ ବାଘଟିର...

congress
ବିଧାୟକଙ୍କୁ ନ ଡାକିବାରୁ ଡିସିପିଙ୍କ ନାଁରେ ଏତଲା

କଟକ: ପୂଜା ବୈଠକକୁ ବାରବାଟୀ କଟକ ବିଧାୟକ ମହମ୍ମଦ ମୁକିମଙ୍କୁ ନ ଡାକିବା ପ୍ରତିବାଦରେ ମଧୁପାଟଣା ଥାନା ସମେତ ସହରର ବିଭିନ୍ନ ଥାନାରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଡିସିପିଙ୍କ ନାଁରେ ଏତଲା ଦିଆଯାଇଛି। ଡିସିପି ବିଧାୟକଙ୍କୁ ବୈଠକ ଡାକିବା ଉଚିତ ଥିଲା। ଏହା କଟକର ଭାଇଚାରାର ପରମ୍ପରାକୁ କ୍ଷୂର୍ଣ୍ଣ...