• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

shah
ଶାହ କହିଲେ କାଶ୍ମୀର ଇତିହାସ: ପିଓକେ ପାଇଁ ନେହରୁଙ୍କୁ ଦାୟୀ କଲେ

ନୂଆଦିଲ୍ଲୀ: ଭାରତର ମାନଚିତ୍ରକୁ ଅସମ୍ପୂର୍ଣ୍ଣ କରୁଥିବା ଏବଂ ବର୍ତ୍ତମାନ ପାକିସ୍ତାନ ଦଖଲରେ ଥିବା ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଗଠନ ପାଇଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଦାୟୀ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ନେହରୁଙ୍କ ପାଇଁ ହିଁ ପିଓକେ ଭାରତରେ ସାମିଲ ହୋଇପାରିଲା ନାହିଁ।...

ndtv
ଲଞ୍ଚ୍ ହେଲା Lenovo K10 Plus; କମ ଦାମ୍‌ରେ ଅଧିକ ଫିଚର୍ସ

ନୂଆଦିଲ୍ଲୀ: ଲିନୋବୋ କମ୍ପାନୀ ସ୍ମାର୍ଟ ଫୋନ୍‌ Lenovo K10 Plus କୁ ଆଜି ୨୨ ସେପ୍ଟେମ୍ବରରେ ଭାରତରେ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ୍‌ ଟି 4GB ରାମ୍‌ ଓ  ‌64GB ଇନ୍‌ବ୍ୟୁଲ୍‌ଡ ଷ୍ଟୋରେଜ୍ ସହିତ ଲଞ୍ଚ୍ ହୋଇଛି। ଏହାର ମୂଲ୍ୟ ୧୦ ହଜାର ୯୯୯ ଟଙ୍କା ରହିଛି। ଆଉ...

Untitled-1
ପାକିସ୍ତାନର ପର୍ଦ୍ଦାଫାସ୍‌ ହେବ: ମୋଦି ଓ ଟ୍ରମ୍ପଙ୍କୁ ଭେଟି ପାକ୍‌ଠାରୁ ସ୍ୱାଧିନତା ମାଗିବେ ପିଓକେ ନେତା

ନୂଆଦିଲ୍ଲୀ: ଆମେରିକାର ଆଜି ଏନଆରଜି ଷ୍ଟାଡିୟମରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଶନିବାର ଆମେରିକାର ଟେକସାସ୍‌ ହଷ୍ଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ନିଜର ଦାବି ଉପସ୍ଥାପନ କରିବେ ବାଲୋଚ, ସିନ୍ଧି ଏବଂ...

MODIU
ଆମେରିକାରେ ମୋଦିଙ୍କୁ ଜୋର୍‌ଦାର୍‌ ସ୍ୱାଗତ ବେଳେ ଏପରି କଲେ ମୋଦି: ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପାଇଁ ଶନିବାର ଆମେରିକାର ଟେକ୍ସାସର ହଷ୍ଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜୋର୍‌ଦାର ସ୍ୱାଗତ କରିଛନ୍ତି ଆମେରିକା ଏବଂ ଭାରତର ଅଧିକାରୀ। ଏହି ସମୟର ଏକ ଦୃଶ୍ୟକୁ ନେଇ ଖୁବ୍‌ ପ୍ରଶଂସା ସାଉଁଟୁଛନ୍ତି ମୋଦି। ଜଣେ...

sncchej
ଆଖି ସାମ୍ନାରେ ମୃତ୍ୟୁ ଆଡ଼କୁ ଢଳୁଥିଲା କୁନି ଝିଅ; କିନ୍ତୁ କେହି କିଛି କରିପାରିଲେ ନାହିଁ

ବେଳେବେଳେ ପ୍ରକୃତି ପାଖରେ ମଣିଷ ଏତେ ଅସହାୟ ହୋଇଯାଏ ଯେ ସେ ଚାହିଁଲେ ବି କିଛି କରିପାରେନା। ବଞ୍ଚାଇବାର ହଜାରେ ଚେଷ୍ଟା ପରେ ବି କେହି ଜଣେ ଆଖି ସାମ୍ନାରେ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଢଳି ଶେଷରେ ଜୀବନ ହାରିଦିଏ, ଏକଥା କେତେ ଯେ କଷ୍ଟ, ତାହା...

modi-1
ହାୱଡ଼ି ମୋଦି; ଆମେରିକାରେ ମୋଦିଙ୍କ ପୋଷ୍ଟର୍

ନୂଆଦିଲ୍ଲୀ: ଆସନ୍ତାକାଲି ଆମେରିକାର ହଷ୍ଟନ ସହରରେ ଅନୁଷ୍ଠିତ ହେବାକୁ ଯାଉଛି ହାଓଡ଼ି ମୋଦି କାର୍ଯ୍ୟକ୍ରମ। ଟେକ୍ସାସରେ ରହୁଥିବା ଭାରତୀୟ ସମୁଦାୟଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିପାଇଁ ଆମେରିକାର...

mo-beach-programme-in-puri1
ବିଶ୍ୱ ରେକର୍ଡ ହାସଲ୍‌ କରିବାକୁ ଯାଉଛି ପୁରୀ

ପୁରୀ: ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ଅବସରରେ ପୁରୀ ବେଳାଭୂମି ସଫେଇ ସହ “ମୋ ବିଚ୍‌”ର ବାର୍ତ୍ତା ବିଶ୍ୱକୁ ଦେବାପାଇଁ ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ ଆରମ୍ଭ କରିଛି। ୧୪୦ କିଲୋମିଟରର ବିସ୍ତୀର୍ଣ ବେଳାଭୂମି ସଫେଇ କରି ବିଶ୍ୱ ରେକର୍ଡ ହାସଲ କରିବାକୁ ଯାଉଛି ପୁରୀ ଜିଲ୍ଲା। ଏହି...

congress
କଟକ ଡିସିପିଙ୍କୁ ବଦଳି କରାଯାଉ: କଂଗ୍ରେସ

ଭୁବନେଶ୍ୱର: କଟକ ସହର ଦଶହରା ଶାନ୍ତି କମିଟି ପ୍ରସ୍ତୁତି ବୈଠକକୁ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ନ ଡକାଯିବା ଓ ଜାଣିଶୁଣି ତାଙ୍କୁ ଅସମ୍ମାନ କରାଯିବା ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ଏଥିପାଇଁ କଟକ ଡିସିପି ଅଖିଳେଶ୍ୱର ସିଂଙ୍କୁ ତୁରନ୍ତ ଦଶହରା ପୂଜା ପୂର୍ବରୁ...

45
ନନ୍ଦନକାନନରେ ହରପିସ୍ ଭାଇରସ୍‌ ଆତଙ୍କ; ଗଜରାଜଙ୍କୁ ବଞ୍ଚାଇବା ପାଇଁ ବୈଷୟିକ କମିଟି ଗଠନ

ଭୁବନେଶ୍ୱର: ନନ୍ଦନକାନନରେ ଆତଙ୍କ ଖେଳାଇ ଦେଇଛି ହରପିସ୍ ଭାଇରସ୍‌। ଶତଚେଷ୍ଟା ସତ୍ତ୍ୱେ ହାତୀ ‘ଗୌରୀ’କୁ ବଞ୍ଚାଇ ପାରି ନାହାନ୍ତି। ଜୁଲି, ଚନ୍ଦନ ଓ କମଳା ପରେ ଗୌରୀର ମଧ୍ୟ ଜୀବନ ନେଇଛି ହରପିସ୍‌ ଭାଇରସ୍। ଗୌରୀର ମୃତ୍ୟୁ ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଦ ହଜି ଯାଇଛି। ହାତୀ ମୃତ୍ୟୁ...

bsnl
୯ଟି ଜିଲ୍ଲାରେ ବିଏସ୍‌ଏନ୍‌ଏଲ୍‌ ସେବା ସମ୍ପୂର୍ଣ୍ଣ ବନ୍ଦ

ଭୁବନେଶ୍ୱର: କଟକ ବିଏସ୍ଏନ୍ଏଲ୍ ଆଞ୍ଚଳିକ କାର୍ଯ୍ୟାଳୟରେ ଗତକାଲିର ଅଗ୍ନିକାଣ୍ଡ ପରେ ରାଜ୍ୟର ୯ଟି ଜିଲ୍ଲାରେ ବିଏସ୍ଏନ୍ଏଲ୍‌ର ସବୁ ପ୍ରକାର ସେବା ବନ୍ଦ ହୋଇଯାଇଛି। ମୋବାଇଲ, ଇଣ୍ଟରନେଟ୍ ଓ ବ୍ୟାଙ୍କିଙ୍ଗ୍ ଭଳି ଅତ୍ୟାବଶ୍ୟକ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବାରୁ ଲୋକେ ଅସୁବିଧାର ସମ୍ମଖୀନ ହୋଇଛନ୍ତି। ସେହିଭଳି ବ୍ରଡ୍‌ବ୍ୟାଣ୍ଡ୍ ସର୍ଭିସ୍ ଫେଲ୍...

big_380140_1440399998
ଆକାଶ ଛୁଆଁ ପିଆଜ ଦର

ଭୁବନେଶ୍ୱର: ପୁଣି କନ୍ଦାଇଲା ପିଆଜ ଦର। ଗଲା କିଛି ଦିନ ଧରି ଅହେତୁକ ଭାବେ ବଢୁଥିବା ପିଆଜ କିଲୋ ପ୍ରତି ଦର ଏବେ ୫୦ ଟଙ୍କା ଟପିଛି। କଟକ, ଭୁବନେଶ୍ୱର, ବାଲେଶ୍ୱର ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢ଼ା ଦରରେ ପିଆଜ କିଣୁଛନ୍ତି ଗ୍ରାହକ। ତେବେ ପିଆଜର...

ଇଇ
ଥାଇଲ୍ୟାଣ୍ଡ୍ ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ୨ ରୌପ୍ୟ ଜିତିଲେ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଚଳିତ ଥାଇଲ୍ୟାଣ୍ଡ୍ ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଆ ଶଟଲର୍ ପ୍ରମୋଦ ଭଗତ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ପ୍ରମୋଦ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ସେମିଫାଇନାଲରେ ହାରି ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ନିଜର ଦେଶର ମନୋଜ ସରକାରଙ୍କୁ ଭେଟିଥିଲେ। ମ୍ୟାଚର ପ୍ରଥମ...

google-pay
ଗୁଗଲ୍ -ପେ ବ୍ୟବହାର କରୁଥିଲେ ସାବଧାନ; ଆକାଉଣ୍ଟ୍‌ରୁ ଗାଏବ୍‌ ହୋଇପାରେ ଟଙ୍କା

ବାଲେଶ୍ୱର: ଟଙ୍କା ନେଣ-ଦେଣ ପାଇଁ ‘ଗୁଗୁଲ୍‌ ପେ’ ଆପ୍‌ ବ୍ୟବହାର କରୁଛନ୍ତି କି? ତାହାହେଲେ ଏବେଠାରୁ ସତର୍କ ହୋଇଯାଆନ୍ତୁ। କାରଣ ଏହାଦ୍ୱାରା ଆପଣ ସାଇବର କ୍ରାଇମ୍‌ର ଶିକାର ହୋଇପାରନ୍ତି। ନିକଟରେ ଗୋଟିଏ ଦିନରେ ବାଲେଶ୍ୱରରେ ଏଭଳି ଦୁଇଦୁଇଟି ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତଙ୍କୁ ଧରିବା...

nigarika
ନର୍ସ ନିହାରିକା ମର୍ଡର ମିଷ୍ଟ୍ରୀର ପର୍ଦ୍ଦାଫାସ୍‌; ରାଜା ମାରିଛି ପ୍ରେମିକା ନିହାରିକାକୁ

କଟକ: ବହୁଚର୍ଚ୍ଚିତ ନର୍ସ ନିହାରିକା ମର୍ଡର ମିଷ୍ଟ୍ରୀର ପର୍ଦ୍ଦାଫାସ୍ ହୋଇଛି। ବୟଫ୍ରେଣ୍ଡ ରାଜା ଓରଫ୍ କିଶୋର ଅଞ୍ଚଳ ହିଁ ନିହାରିକାଙ୍କ ହତ୍ୟାକାରୀ ବୋଲି ନିଜ ମୁହଁରେ ମାନିଛି ରାଜା। ଯୋଜନା ବଦ୍ଧ ଭାବେ କଟକ ଚାଉଳିଆଗଞ୍ଜ ସ୍ଥିତ ଜଣେ ସାଙ୍ଗର ଭଡ଼ା ଘରେ ରାଜା ନିହାରିକାଙ୍କୁ ହତ୍ୟା କରିଥିବା...

story
ଗାଡ଼ି ଚାଳକଙ୍କ ସହିତ ସୋ’ ରୁମ୍‌ ମାଲିକଙ୍କୁ ବି ଫାଇନ୍‌

ରାୟଗଡ଼ା: ବିନା ପଞ୍ଜିକରଣରେ ଗାଡ଼ି ବିକ୍ରି କରିବା ସୋରମକୁ ମହଙ୍ଗା ପଡ଼ିଲା। ସୋରୁମ ମାଲିକ ଉପରେ ୧ ଲକ୍ଷ ଟଙ୍କା ଜରିମାନା ସହ ଲାଇସେନ୍ସ ରଦ୍ଦ ପାଇଁ ରାୟଗଡା ଆରଟିଓଙ୍କୁ ଚିଠି ଲେଖିଛି ଗଜପତି ଜିଲ୍ଲା ପରିବହନ ବିଭାଗ। ସୂଚନା ଅନୁଯାୟୀ, ରାୟଗଡ଼ା ସ୍ଥିତ ସୀତାରାମ ମୋଟରରୁ ଗଜପତି...