• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

polluction
ବାହାନ ଡାଟା ବେସରେ ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ସଂଯୋଗ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲୋକଙ୍କ ଅସୁବିଧା ଦୂର କରିବା ତଥା ସେମାନଙ୍କୁ ଶୋଷଣରୁ ରକ୍ଷା କରିବା ଲାଗି ‘ବାହାନ’ ଡାଟାବେସରେ ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ସମେତ ଗାଡ଼ିର ସମସ୍ତ ସୂଚନା ଉପଲବ୍ଧ କରାଇବାର ଆବଶ୍ୟକତାକୁ ପୁଣିଥରେ ଦୋହରାଇଛି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ। ନାଗରିକଙ୍କ ସୁବିଧା ପାଇଁ ସମସ୍ତ...

bak
ବ୍ୟାଙ୍କ୍ ଧର୍ମଘଟ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ

ନୂଆଦିଲ୍ଲୀ: ଦେଶର ୪ ବ୍ୟାଙ୍କ ୟୁନିଅନ ପକ୍ଷରୁ ଆସନ୍ତା ୨୬ ଓ ୨୭ ତାରିଖ ୨ ଦିନ ଧରି ଦିଆଯାଇଥିବା ବ୍ୟାଙ୍କ ଧର୍ମଘଟ ଡାକରା ଆଜି ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରହିଛି। ଧର୍ମଘଟ ଡାକରା ଦେଇଥିବା ୟୁନିଅନର ପ୍ରତିନିଧିମାନଙ୍କ ସହ ଆଜି ଅର୍ଥ ସଚିବ ରାଜୀବ କୁମାର ଆଲୋଚନା...

r-5
ଆମେରିକା ସାଂସଦ ଜନ୍‌ କର୍ଣ୍ଣୟନଙ୍କ ପତ୍ନୀଙ୍କୁ କ୍ଷମା ମାଗିଲେ ମୋଦି

ହ୍ୟୁଷ୍ଟନ୍‌: ଆମେରିକାରେ ହ୍ୟୁଷ୍ଟନରେ ଆୟୋଜିତ ହାଓଡି ମୋଦି କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କ ହୃଦୟ ଜିତିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ସେ କାର୍ଯ୍ୟକ୍ରମ ପରେ ଆମେରିକା ସାଂସଦ ଜନ୍‌ କର୍ଣ୍ଣୟନଙ୍କ ପତ୍ନୀଙ୍କୁ କ୍ଷମା ମାଗିଛନ୍ତି। ତେବେ ମୋଦି କ୍ଷମା ମାଗିବା ଦେଖି ସମସ୍ତେ...

er-7
ପୁଣି ଚାଷୀ ଆତ୍ମହତ୍ୟା

ବରଗଡ଼: ବରଗଡ଼ ଜିଲ୍ଲା ଏସ୍ ଡୁମେରପାଲି ପଞ୍ଚାୟତରେ ଜଣେ ଚାଷୀ ବିଷ ପିଇ ଜୀବନ ହାରିଛନ୍ତି। ନୂଆପଲ୍ଲୀ ଗାଁର ଚାଷୀ ମହେନ୍ଦ୍ର ସାହୁ ଗତ ଗୁରୁବାର ଦିନ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ...

dama
ରାଜନୀତିରୁ ସନ୍ନ୍ୟାସ ଖବରକୁ ନେଇ ଏମିତି କହିଲେ ଦାମୋଦର ରାଉତ

ଭୁବନେଶ୍ୱର: ରାଜନୀତିରୁ ସନ୍ନ୍ୟାସ ଖବରକୁ ସଫା ସଫା ପ୍ରତ୍ୟାଖ୍ୟାନ କଲେ ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ। ହାତଗୋଡ଼ ଚଳୁଥିବା ଯାଏ ରାଜନୀତି କରୁଥିବି ବୋଲି ଦାମ କହିଛନ୍ତି। ଅବସର, ସନ୍ନ୍ୟାସ ନେବାକୁ ବେଳ କାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଅନୌପଚାରିକ ଭାବେ କହିଥିବା କଥାକୁ...

f
ପୁଲିସର ଦାଦାଗିରି: ୧୨ ବର୍ଷର କୁନି ଝିଅକୁ ଠେଲିଦେଲା

ଯାଜପୁର: ଯାଜପୁର ସୁକିନ୍ଦା ପୁଲିସର ଦାଦାଗିରି। ଗିରଫ କରିବାକୁ ଯାଇ ଅନ୍ୟ ଜଣଙ୍କ ଘରେ ପଶି ୧୨ବର୍ଷର ଝିଅକୁ ଶକ୍ତ ଧକ୍କା ଦେଇଥିଲେ। ନାବାଳିକା ଜଣକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ଯାଜପୁର ଏସ୍‌ପି ଚରଣ ସିଂହ ମୀନାଙ୍କ ନିକଟରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମାଆ।...

Ashirbad Behera
ଅସୁସ୍ଥ ଆଶୀର୍ବାଦ: ଜେଲ୍‌ରୁ ଗଲେ ଡାକ୍ତରଖାନା

ଭୁବନେଶ୍ୱର: ଓସିଏର ପୂର୍ବତନ ,ସମ୍ପାଦକ ଆଶୀର୍ବାଦ ବେହେରା ଅସୁସ୍ଥ ହୋଇପଡ଼ିଛନ୍ତି। ଆଶୀର୍ବାଦଙ୍କୁ ଝାରପଡ଼ା ଜେଲରୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଛି। ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି ଆଶୀର୍ବାଦ। ସୂଚନା ଅନୁଯାୟୀ, ଭୁବନେଶ୍ୱର ସିବିଆଇ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେବାରୁ ଗୁରୁବାର...

korea
ନୂଆ ସ୍ୱପ୍ନ ନେଇ ଫେରିଛି କୋରିଆ: ଏଥର ଇସ୍ପାତ ନୁହେଁ ଇଲୋକ୍ଟ୍ରୋନିକ୍ସରେ ପୁଞ୍ଜିନିବେଶ

ଭୁବନେଶ୍ୱର:ପୋସ୍କୋ ବିଫଳତା ପରେ କୋରିଆର ଓଡ଼ିଶା ସ୍ୱପ୍ନ।  ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରଦୂତଙ୍କ ସହ ୧୪ ଜଣିଆ ପ୍ରତିନିଧି ଦଳ। ତେବେ ଏଥର ଇସ୍ପାତ ଶିଳ୍ପ ନୁହେଁ ବରଂ ଇଲୋକ୍ଟ୍ରୋନିକ୍ସ  ଓ ଅଟୋମୋବାଇଲ୍ ଭଳି ୬ଟି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ...

image
ଦୁଇ ବିଶ୍ୱନେତାଙ୍କୁ ଗୋଟିଏ ଫ୍ରେମ୍‌ରେ ଆଣିଲେ ନାବାଳକ

ହ୍ୟୁଷ୍ଟନ: ଯେଉଁ ନେତାଙ୍କୁ ଦେଖା କରିବା ସାତ ସପନ ହୋଇଯାଏ, ସେହି ଭଳି ଦୁଇ ବିଶ୍ୱ ନେତାଙ୍କୁ ଗୋଟିଏ ଫ୍ରେମ୍‌ରେ ଆଣିଲେ ନାବାଳକ। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତା ଡୋନାଲ୍ଡ ଟ୍ରମ୍ପ ଓ ନରେନ୍ଦ୍ରମୋଦିଙ୍କ ସହିତ ସେଲ୍‌ଫି ଉଠାଇଲେ। ଯାହା ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଆମେରିକାର...

dance
ପୁଣି ମତୁଆଲା ହେବ ରାଜଧାନୀ

ଭୁବନେଶ୍ୱର: ସଞ୍ଜ ନଇଁବା କ୍ଷଣି ରାଜଧାନୀର ରାତି ହେବ ରଙ୍ଗୀନ୍‌। ସୁରା ସହିତ ଯୁବତୀଙ୍କ ନୃତ୍ୟରେ ମତୁଆଲା ହେବେ ଗ୍ରାହକ। ପୁଣି ଖୋଲିବ ଡ୍ୟାନ୍ସବାର୍। ଏନେଇ ୭ଟି ଡ୍ୟାନ୍ସ ବାର୍‌କୁ ଅନୁମତି ଦେଲେ ଅବକାରୀ କମିଶନର। ଅବକାରୀ ଆଇନ୍ ୪୪(୫)ର ଗାଇଡ୍ ଲାଇନ୍ ମାନି ଏହି ଡ୍ୟାନ୍ସବାର୍‌ ଖୋଲାଯିବ।...

raha
ନର୍ସ ନିହାରିକା ହତ୍ୟାକାରୀ ରାଜାକୁ ୩ ଦିନ ରିମାଣ୍ଡରେ ନେବ ପୁଲିସ୍

ଜଗତସିଂହପୁର: ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ଅଧିକ ଖୋଳତାଡ଼ କରିବା ପାଇଁ ଅଭିଯୁକ୍ତ ରାଜାକୁ ରିମାଣ୍ଡରେ ନେବ ପୁଲିସ୍। ଏଥିପାଇଁ ଜଗତସିଂହପୁର ଏସ୍‌ଡିଜେଏମ୍‌ କୋର୍ଟ ତିନି ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ରିମାଣ୍ଡରେ ନେବା ପରେ ହତ୍ୟାକାଣ୍ଡ ଦିନ ଓ ପରେ ଫେରାର୍‌ ହୋଇଥିବା...

dutee
ପଲିଟିକ୍ସରେ ଏଣ୍ଟ୍ରି କରିବେ ଦୂତୀ ଚାନ୍ଦ

ଭୁବନେଶ୍ୱର: ରାଜନୀତିରେ ଯୋଗ ଦେବେ ଆଥ୍‌ଲେଟ ଦୂତି ଚାନ୍ଦ୍। ଦୂତି ଆଜି କରିଥିବା ଏକ ଟୁଇଟ୍‌ ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ଏହି ଟୁଇଟ୍‌ରେ ଦୂତି ଲେଖିଛନ୍ତି ଯେ ପିଲାଦିନରୁ ହିଁ ରାଜନୀତିରେ ମିଶିବା ପାଇଁ ତାଙ୍କର ଇଛା ଥିଲା। ତାଙ୍କ ପରିବାର ତୃଣମୂଳ ସ୍ତରରେ ରାଜନୀତି...

vv
ଘାତକ ସର୍ପାଘାତ; ପ୍ରତି ମିନିଟ୍‌ରେ ଯାଉଛି ୪ ଜୀବନ, କେମିତି ରକ୍ଷା ପାଇବେ ଜାଣନ୍ତୁ

ଏବେ ଘାତକ ରୂପ ନେଲାଣି ସର୍ପାଘାତ। ସାପକାମୁଡ଼ାରେ ବିଶ୍ୱରେ ପ୍ରତି ୪ ମିନିଟ୍‌ରେ ଜଣକଙ୍କ ମୃତ୍ୟୁ ହେଉଥିବା ବେଳେ ଘଣ୍ଟାକୁ ୧୫ ଜଣକଙ୍କ ଜୀବନ ଯାଉଛି। ପ୍ରିତ ବର୍ଷ ଏକ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ଆଉ ଯଦି ଆମ ରାଜ୍ୟର ତଥ୍ୟ ଉପରେ ନଜର ପକାଇବା...

loot
ଟଙ୍କା ନେଇଯାଉଥିଲେ ସାବଧାନ! ନଜର ରଖିଛନ୍ତି ଲୁଟେରା; ଦୁଇଟି ସ୍ଥାନରୁ ୧୨ ଲକ୍ଷ ଲୁଟ୍

ରାଉର୍‌କେଲା/ବଲାଙ୍ଗିର୍: ରାଜ୍ୟରେ ଦିନକୁ ଦିନ ଲୁଟ୍‌ତରାଜ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଲୁଟ୍‌ପାଟ୍‌ର ଖବର ଶୁଣିବାକୁ ମିଳୁଛି। ଆଜି ଗୋଟିଏ ଦିନରେ ଦୁଇଟି ଜାଗାରୁ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି। ରାଉରକେଲା ମହାନଗର ଅଫିସ ସମ୍ମୁଖରୁ ରଂଜନ କୁମାର ଧଳ ନାମକ ବ୍ୟକ୍ତିଙ୍କଠାରୁ ୨ଜଣ...

snake
ମାତିଛନ୍ତି ସାପ; ୬ ଜଣଙ୍କ ଜୀବନ ଗଲାଣି

ଭୁବନେଶ୍ୱର: ସାପ କାମୁଡ଼ାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ସବୁ ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି। ଅନୁଗୋଳ ଜିଲ୍ଲା ବେଣ୍ଟପୁର ଗାଁରେ ସାପ କାମୁଡ଼ି ଦେବାରୁ ସୁମନ୍ତ ସାହୁଙ୍କ ଦୁଇ ଝିଅ ରୋଜାଲିନ୍‌ (୧୩)...

dd
ମୋବାଇଲ୍ କିଣିବା ପୂର୍ବରୁ ଜାଣନ୍ତୁ ଏହିସବୁ କଥା

ଚଳିତ ବର୍ଷ ସେପ୍ଟେମ୍ବର୍‌ ମାସରେ ଆଗଧାଡ଼ିର ମୋବାଇଲ୍‌ କମ୍ପାନୀଗୁଡ଼ିକ ବଜାରକୁ ଦମ୍‌ଦାର ମୋବାଇଲ୍‌ ଫୋନ୍‌ ଛାଡ଼ିଥିବା ବେଳେ ଆଉ କେତେକ ଫୋନ୍‌ ଲଞ୍ଚ ହେବାର ଅଛି। ସାମସଙ୍ଗ, ନୋକିଆ. ଭିଭୋ, ଲିନୋଭୋ ନିଜ ସ୍ମାର୍ଟ ଫୋନ୍‌ରେ ଲୋଭନୀୟ ଅଫର୍‌ ଦେଇ ଗ୍ରାହକଙ୍କୁ ବାନ୍ଧି ରଖିବାକୁ ଚେଷ୍ଟା କରିଛନ୍ତି। ତେବେ...

rajnath
ପୁଣି ପାକିସ୍ତାନକୁ ଧମକ୍‌ ଦେଲେ ରାଜ୍‌ନାଥ: ଏମିତି ଭୁଲ୍‌ ନ କରୁ ନହେଲେ...

ପାଟନା: ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ ପୁଣି ଧମକାଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ୧୯୬୫ ଏବଂ ୧୯୭୧ ମସିହାରେ କରିଥିବା ଭୁଲ୍‌ ନ ଦୋହରାଉ। ଏପରି ଭୁଲ କଲେ ବିଶ୍ୱର କୌଣସି ଶକ୍ତି ପାକିସ୍ତାନକୁ ଖଣ୍ଡ ବିଖଣ୍ଡିତ ହେବାରୁ ଅଟକାଇପାରିବନି। ସେ ଆହୁରି ମଧ୍ୟ କହିଛନ୍ତି,...