ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଡିସେମ୍ୱର ୨୬ରୁ ଜାନୁଆରୀ ୪ ତାରିଖ ଯାଏ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ବନ୍ଦ ରହିବ। ବଉଳା କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ ରହିବ। ପ୍ରତିବର୍ଷ ଏହି ସମୟରେ ଜୁଆରକୁ ଲକ୍ଷ୍ୟ କରି ସାଧାରଣତଃ କୁମ୍ଭୀର ଗଣନା କରାଯାଇଥାଏ। ଏହି ସମୟରେ ଅଧିକ କୁମ୍ଭୀର...
ଭଦ୍ରକ (ପାର୍ଥ ସାରଥୀ ନାୟକ): ଅତିରିକ୍ତ ତହସିଲଦାରଙ୍କ ଗୋଡ଼ ତଳେ ପଡ଼ିଗଲେ ଶ୍ରମିକ ଓ ଇଟା ମାଫିଆ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଜିଲ୍ଲାର ଖଡ଼ିପଦା ପଞ୍ଚାୟତର ଶୁକଦେବପୁର ହୋସେନ ଅଞ୍ଚଳରେ ୪ ବର୍ଷ ହେବ ଇଟା ମାଫିଆମାନେ ବେଆଇନ ଭାବେ ଇଟା ପକାଇବା ସହ ଆତଙ୍କରାଜ...
ରାଞ୍ଚି: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ହରାଇବା ପରେ ଜବରଦସ୍ତ ଡ୍ୟାନ୍ସ କଲେ ପୂର୍ବତନ ବିଜେପି ନେତା ସର୍ଯ୍ୟୁ ରୟ।। ଖୁସିରେ ମସଗୁଲ ହୋଇ ନାଚିଲେ ଏକଦା ବିଜେପିର ଘନିଷ୍ଠ ତଥା ବରିଷ୍ଠ ନେତା ସର୍ଯ୍ୟୁ। ରଘୁବରଙ୍କୁ ଜାମ୍ସେଦପୁର ପୂର୍ବ ଆସନରୁ ପ୍ରାୟ ୧୫ ହଜାରରୁ ଅଧିକ ଭୋଟ୍ରେ...
ଭୁବନେଶ୍ୱର: ନୂଆବର୍ଷରୁ ଥରିବ ଓଡ଼ିଶା। ଜାନୁଆରୀ ୧ ତାରିଖରୁ ତାପମାତ୍ରା ଆହୁରି ତଳକୁ ଖସିବ ଓ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହା ସହିତ କାଲିଠାରୁ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ...
ମୁମ୍ବାଇ: ଜାନୁଆରୀ ୨୦୨୦ରେ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷ ଏକ ଦିବସୀୟ ସିରିଜ ପାଇଁ ବିସିସିଆଇ ସୋମବାର ଭାରତୀୟ ଦଳ ଘୋଷଣା କରିଛି। ଆହତରୁ ଭଲ ହୋଇ ଦଳକୁ ଫେରିଛନ୍ତି ଶିଖର ଧାୱନ୍ ଓ ଜସ୍ପ୍ରିତ ବୁମ୍ରାହ। ଉଭୟ ସିରିଜ୍ରେ ୩ଟି ଲେଖାଏ...
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଗୋବିନ୍ଦପୁର ଗ୍ରାମରେ ଗତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫ ପରିବାରର ୧୫ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ଜଣଙ୍କ ଗୁହାଳ ଘରେ ଦିଆ ଯାଇଥିବା ଧୂଆଁରୁ ନିଆଁ ଲାଗି ଚାରିଆଡ଼େ ବ୍ୟାପୀ ଯାଇଥିଲା।...
ବଲାଙ୍ଗିର: କୋଇଲା ବୋଝେଇ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଟ୍ରେନ୍ ୨୧ଟି ବଗିରେ ନିଆଁ ଲାଗିଯାଇଛି। ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନରେ ଘଟିଥିଲା ଏହି ଅଗ୍ନିକାଣ୍ଡ। ଗତକାଲି ରାତି ୧୦ଟା ବେଳେ ଟ୍ରେନଟି ବଲାଙ୍ଗିର ମୁରିବାହାଲ ରେଲେଓ୍ୱ ଷ୍ଟେସନରେ ପହଚିଂବା ପରେ ବିଭିନ୍ନ...
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜାତୀୟ ରାଜପଥ-୫୫ କତଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ବସ୍ ମୁହାଁମୁହିଁ ଧକ୍କା ହେବାରୁ ୪ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି। ଆହତ ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା...