• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

koraput
ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଓଡ଼ିଶାରେ ପାଠ ପଢ଼ିବାକୁ ହେଲେ ଦେବାକୁ ପଡ଼ିବ ନାହିଁ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଓଡ଼ିଶାରେ ପାଠ ପଢ଼ିବାକୁ ସ୍ୱତନ୍ତ୍ର ଭାବେ ଆଉ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ରାଜସ୍ଥାନର ଜୟପୁରରେ ଥିବା ସେଣ୍ଟ୍ରାଲ ୟୁନିଭର୍ସିଟି ଦ୍ୱାରା ପରିଚାଳିତ ସର୍ବଭାରତୀୟ ଏକକ ପ୍ରବେଶିକା ପରୀକ୍ଷାରେ ସାମିଲ ହେବ ଓଡ଼ିଶାର ଏହି ସେଣ୍ଟ୍ରାଲ ୟୁନିଭର୍ସିଟି। ଏହି ସୂଚନା ଦେଇଛନ୍ତି...

sah
ଓଡିଶା ଗସ୍ତରେ ଆସିବେ ଶାହ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତା ୨୮ ତାରିଖ ଅପରାହ୍ଣରେ ଭୁବନେଶ୍ୱରରେ ଆୟୋଜିତ ନାଗରିକ ସଂଶୋଧନ ଆଇନ ବା ସିଏଏ ସପକ୍ଷରେ ସେ ଏକ ଜନସଭାକୁ ସମ୍ବୋଧନ କରିବେ। ଏଥିସହିତ ୨୯ତାରିଖରେ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜ ମନ୍ଦିର...

police-8800-750x412
ଟାଙ୍ଗିଆ ଚୋଟରେ ବଡ଼ ଭାଇର ପୂରା ପରିବାରକୁ ଶେଷ କରିଦେଲା ସାନ ଭାଇ

ବଣାଇ: ଜମିବାଡ଼ି ଓ ଟଙ୍କାପଇସାକୁ ନେଇ ସାନ ଭାଇ ବଡ଼ ଭାଇଙ୍କ ପୂରା ପରିବାରକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗାଁରେ ଘଟିଛି ଏଭଳି ଆଖି ଖୋସି ହୋଇଯିବା ଭଳି ଘଟଣା। ଭାଇ ଭାଉଜ ସହିତ ପୁତୁରା ଝିଆରି ମଧ୍ୟ...

amit
ଶାହଙ୍କୁ ଭେଟିବାକୁ ଚାହୁଁଥିଲେ ୫ ହଜାର ବିକ୍ଷୋଭକାରୀ; ଅନୁମତି ଦେଲାନି ପୁଲିସ !

ନୂଆଦିଲ୍ଲୀ: ଷାହୀନବାଗ ବି‍କ୍ଷୋଭକାରୀଙ୍କୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସ ଭବନକୁ ଯାଇ ଭେଟିବାକୁ ଅନୁମତି ଦେଲାନି କି ଦିଲ୍ଲୀ ପୁଲିସ। ପ୍ରାୟ ୫ ହଜାର ବିକ୍ଷୋଭକାରୀ ପାଦରେ ଚାଲି ଚାଲି ଅମିତ ଶାହଙ୍କ ସରକାରୀ ବାସଭବନକୁ ଯାଇ ତାଙ୍କୁ ଭେଟିବାକୁ ଚାହୁଁଥିଲେ। କିନ୍ତୁ ଏତେମାତ୍ରାରେ ବିକ୍ଷୋଭାକାରୀଙ୍କୁ ଦିଲ୍ଲୀ ପୁଲିସ୍‌...

dadana
ଦାଦନ ଦୁଃଖ: ଶ୍ରମିକଙ୍କୁ ମାଡ଼ ମାରି ଲହୁଲୁହାଣ କଲା ସର୍ଦ୍ଦାର ଓ ଇଟାଭାଟି ମାଲିକ

ବଲାଙ୍ଗିର: ପୁଣି ଦାଦନ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ। ତେଲେଙ୍ଗାନାରେ ଏକ ଇଟାଭାଟିରେ ଦାଦନ ଶ୍ରମିକଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି ସର୍ଦ୍ଦାର ଓ ଇଟାଭାଟି ମାଲିକ। ଏଭଳି ଏକ ବର୍ବରକାଣ୍ଡର ଭିଡିଓ ଏବେ ଓଟିଭି ହାତରେ ଲାଗିଛି। କିଛି ମାସ ତଳେ ବଲାଗିଂର ବେଲପଡ଼ା ବ୍ଲକ୍ କୁଦୋଭଟା ଗାଁର...

anubhab
ଜାତୀୟ ଉଦ୍ୟାନ ମାନ୍ୟତା ମିଳିବାର ୨୨ ବର୍ଷ ପରେ ଭିତରକନିକା ମହୋତ୍ସବ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ରାଜନଗର ନଳିତାପାଟିଆ ଠାରେ ଆରମ୍ଭ ହୋଇଛି ଭିତରକନିକା ମହୋତ୍ସବ। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ। ତାଙ୍କ ସହିତ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି , ରାଜନଗରର ବିଧାୟକ ଧୃବ ସାହୁ, ମହାକାଳପଡ଼ା...

lo
ବୋମା ଲଗାଇବାକୁ ଯୋଜନା କରୁଥିବା ବେଳେ କ୍ୟାଡର ମାଓବାଦୀକୁ ଧରିଲା ପୁଲିସ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ସକ୍ରିୟ ଥିବା କ୍ୟାଡର ମାଓବାଦୀ ଅଶୋକ ବାହନ୍ଦା ଓରଫ୍ ବୋକେୟା ବାହନ୍ଦାଙ୍କୁ ଗିରଫ କରିଛି ଝାରଖଣ୍ଡ ପୁଲିସ। ଅଶୋକ ଓ ତାର ସହଯୋଗୀ ପୋଲିସ ଓ ଯବାନଙ୍କୁ ଟାର୍ଗେଟ କରି ଟିମରା ପିକେଟି ରାସ୍ତାରେ କ୍ୟାନ୍ ବୋମା ଲଗାଇବାକୁ ଯୋଜନା କରୁଥିଲେ। ବିସ୍ପୋରକ ଖଞ୍ଜିବାକୁ...

ko
ଫେରିଲେ ୨୦୪ ଦାଦନ ଶ୍ରମିକ

ଟିଟିଲାଗଡ଼: ବେଙ୍ଗାଲୁରୁର ଏକ ଇଟା ଭାଟିକୁ କାମ କରିବାକୁ ଯାଇ  ନିର୍ଯାତନାର ଶିକାର ହୋଇଥିବା ୨୦୪ ଜଣ ଦାଦନ ଶ୍ରମିକଙ୍କୁ  ଶ୍ରମ ବିଭାଗ ପକ୍ଷରୁ ଉଦ୍ଧାର କରଯାଇଛି। ଆଜି ସମସ୍ତ ଦାଦନ ଶ୍ରମିକ ଏକ ଟ୍ରେନ୍‌ରେ ଟିଟିଲାଗଡ଼ରେ ପହଞ୍ଚିଛନ୍ତି। ଏହି ଦାଦନ ଶ୍ରମିକମାନେ ନିଜ ଅଞ୍ଚଳରେ କାମ ଧନ୍ଦା...

RPF-Hero
ଯୁବତୀଙ୍କ ଜୀବନ ବଞ୍ଚାଇଥିବା ଆରପିଏଫ୍ ଯବାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଶଂସା

ଭୁବନେଶ୍ୱର: ମହିଳା ରେଳଯାତ୍ରୀଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିବା ଆରପିଏଫ୍ ଯବାନ ସୁବ୍ରତ ମହାରଣାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୁବ୍ରତଙ୍କ ତତ୍ପରତା ଓ ସାହସିକତା ଯୋଗୁ ଏକ ବହୁମୂଲ୍ୟ ଜୀବନ ବଞ୍ଚି ଯାଇଥିବା ସେ ଟ୍ୱିଟ୍ କରିଛନ୍ତି। The promptness with...

ploce
ଭୁବନେଶ୍ୱରର ଜାଭିୟର ଠାରୁ ପଟିଆ ଯାଏ ନୂଆ ରାସ୍ତା; କମିବ ଟ୍ରାଫିକ୍‌ ସମସ୍ୟା

ଭୁବନେଶ୍ୱର: ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫସିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଭୁବନେଶ୍ୱର ଜାଭିୟର ଠାରୁ ପଟିଆ ଯାଏ ନୂଆ ରାସ୍ତା ହୋଇଛି। ୧୭/୧୮ ତାରିଖ ସୁଦ୍ଧା ଲୋକଙ୍କ ପାଇଁ ଏହି ନୂଆ ରାସ୍ତା ଖୋଲିବ। ନୂଆ ରାସ୍ତା ଖୋଲିଲେ ଅନେକ ମାତ୍ରାରେ ଟ୍ରାଫିକ୍...

home
ପକ୍କା ଘର ପାଇଁ ହିତାଧିକାରୀଙ୍କ ତାଲିକାକୁ ନେଇ ବଢ଼ିଲା ଡେଡ୍‌ଲାଇନ୍

ଭୁବନେଶ୍ୱର: ସରକାରୀ ଯୋଜନାରେ ପକ୍କାଘର ପାଇବାକୁ ଚିହ୍ନଟ ହିତାଧିକାରୀଙ୍କ ଯୋଗ୍ୟ-ଅଯୋଗ୍ୟ ବିବାଦ ଭିତରେ ହିତାଧିକାରଙ୍କ ପାଇଁ ଆପତ୍ତି ଅଭିଯୋଗ ଦାଖଲ କରିବାର ସମୟସୀମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ହିତାଧିକାରୀ ତାଲିକାରେ ସାମିଲ୍ ହେବା ଓ ନାଁ କାଟିବା ସଂପର୍କିତ ଆପତ୍ତି ଅଭିଯୋଗ ପାଇଁ ଆଜି ଶେଷ ତାରିଖ...

murder
ରାଜଧାନୀରେ ଗୁଣ୍ଡାରାଜ: ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସ୍ଥିତ ୟୁନିଟ୍ ୯ ଗ୍ରୀଡ୍‌କୋ କଲୋନୀ ପଡ଼ିଆରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଗୁରୁତର ଯୁବକଙ୍କ ନାଁ  ଆକାଶ କୁମାର ଦୋରା। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକାଶଙ୍କୁ ପ୍ରାୟ ୨୦ରୁ ୩୦ ଦୁର୍ବୃତ୍ତ ସଂଘବଦ୍ଧ...

kejri
ଆଜି ଶପଥ ଗ୍ରହଣ କରିବେ କେଜରିୱାଲ୍‌ : ବ୍ୟାନର୍‌ରେ ଲେଖା ହୋଇଛି "ଧନ୍ୟବାଦ ଦିଲ୍ଲୀ"

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜିଠୁ ପୁଣି ଥରେ ଚାଲିବ କେଜରିୱାଲ୍‌ଙ୍କ ସରକାର। ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜରିୱାଲ୍। ଏଥିପାଇଁ ଦିଲ୍ଲୀର ରାମଲୀଳା ମୈଦାନରେ ବ୍ୟାପକ ଆୟୋଜନ ହୋଇଛି। ଏଥିସହିତ ଦିଲ୍ଲୀର ଜନତାଙ୍କୁ ଧନ୍ୟବାଦ ଜଣାଇ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଫଟୋ ସହିତ ‘ଧନ୍ୟବାଦ ଦିଲ୍ଲୀ’...