ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତର ୬ ଜଣ ବିଚାରପତିଙ୍କୁ ସ୍ୱାଇନ୍ ଫ୍ଲୁ ହୋଇଛି। ବିଚାରପତି ମାନଙ୍କୁ ସ୍ୱାଇନ୍ ଫ୍ଲୁ ହୋଇଥିବାରୁ ସେମାନେ କୋର୍ଟ କାର୍ଯ୍ୟରେ ଯୋଗଦେଇ ପାରୁନାହାନ୍ତି। ଆଜି ସୁପ୍ରିମକୋର୍ଟକୁ ସୂଚନା ଦେଇ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏକଥା କହିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଆଜି...
ନୂଆଦିଲ୍ଲୀ: ଟ୍ରମ୍ପଙ୍କର ଭାରତ ଗସ୍ତକୁ ନେଇ ଲାଭ କ୍ଷତିର ହିସାବ କିମ୍ବା କେଉଁ ସିକ୍ରେଟ୍ ଡିଲ୍ ହେବା ନେଇ ପ୍ରଶ୍ନ ଉଠିଥିବା ବେଳେ ଆଜି ଆମେରିକା ଓ ଭାରତ ମଧ୍ୟରେ ୩ ଶହ କୋଟି ଡଲାରର ଚୁକ୍ତି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ...
ବଲାଙ୍ଗିର: ମାଟ୍ରିକ ପରୀକ୍ଷାକୁ ନେଇ ବିବାଦ ପିଛା ଛାଡୁନି। ବୋର୍ଡର ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ପରେ ଗତକାଲି ଅଭିଭାବକ ନିଜେ ଛାତ୍ରଛାତ୍ରୀଙ୍କୁ କପି ଦେଇଥିଲେ। ଏହାରି ଭିତରେ କପି ପାଇଁ ଛାତ୍ରଛାତ୍ରୀ ଶିକ୍ଷକଙ୍କୁ ଟଙ୍କା ଲାଞ୍ଚ ଦେଉଥିବା ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି। ବଲାଙ୍ଗିରରୁ ଏହି...
ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି କରୁଥିବା ଓକିଲ ସଂଘ ‘ନୋ କୋର୍ଟ ନୋ ହିୟରିଂ’ ଆନ୍ଦୋଳନକୁ ସାମୟିକ ଭାବେ କୋହଳ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବଲପୁରରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହ ଅଦାଲତ କାର୍ଯ୍ୟରେ ସହଯୋଗ...
ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପରିବାରକୁ ସ୍ୱାଗତ ଲାଗି ଶେଷ ପ୍ରସ୍ତୁତି ଚାଲିଛି। ଏଥିପାଇଁ ପ୍ରସ୍ତୁତ ଅହମ୍ମଦାବାଦ୍ ମୋଟେରା ଷ୍ଟାଡିୟମ ଓ ସାବରମତି ଆଶ୍ରମ। ବିମାନବନ୍ଦରରୁ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାକୁ ଅତି ସୁନ୍ଦର ଭାବେ ସଜା ଯାଇଛି। ସେହିପରି ଗଦା ଗଦା ଫୁଲରେ ସଜେଇ...
ଭୁବନେଶ୍ୱର: ଖାଲି ହେବାକୁ ଯାଉଥିବା ରାଜ୍ୟର ୪ ରାଜ୍ୟସଭା ଆସନ ପାଇଁ କଣ ହେବ ଗଣିତ? ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଆସନ ଅନାୟସରେ ହାସଲ କରୁଥିବା ବେଳେ ଚତୁର୍ଥ ଆସନକୁ ନେଇ ଟଣାଓଟରା ହେବାର ସମ୍ଭାବନା ରହିଛି। ଏଣେ ପୂର୍ବ ନିର୍ବାଚନରେ ଅଶ୍ୱିନ ବୈଷ୍ଣବଙ୍କ ଭଳି ଏଥର...
ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ହଜାର ହଜାର ଟନ୍ ସୁନା ଗଛିତ ଅଛି ବୋଲି ଯେଉଁ ଖବର ଦୁଇଦିନ ହେଲା ଶୁଣିବାକୁ ମିଳୁଛି, ତାହା ମିଛ ବୋଲି ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ସ୍ପଷ୍ଟ କରିଛି। କୋଲକାତାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଜିଏସ୍ଆଇର ମହାନିର୍ଦ୍ଦେଶକ ଏମ୍. ଶ୍ରୀଧର...
ଭୁବନେଶ୍ୱର: ନିଜ ଅଳିଆ ନିଜେ ରଖ। ଅଳିଆ ବାହାରେ ଫୋପାଡ଼ିବା ପରେ ଏବେ ଏଭଳି କିଛି ଢଙ୍ଗରେ ଆକ୍ସନ୍ ମୁଡରେ କାମ କରିଛି ଭୁବନେଶ୍ୱର ମହାନଗର ନିଗମ। ପୁରୁଣା ଭୁବନେଶ୍ୱର ବୋଇତାଳି ମନ୍ଦିର ସମ୍ମୁଖ ରଥ ରୋଡ୍ ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି କିଛି ନିଆରା ଓ ଅଭିନବ...
ନୂଆଦିଲ୍ଲୀ: କଂଗ୍ରେସର ‘ଭାସମାନ’ ସ୍ଥିତି ନେଇ ଲୋକଙ୍କ ମନରେ ଧାରଣା ସୃଷ୍ଟି ହେବାରେ ଲାଗିଥିବାରୁ ଯଥାଶୀଘ୍ର ନେତୃତ୍ୱ ସମ୍ପର୍କିତ ସମସ୍ୟାର ସମାଧାନ କରାଯାଉ ବୋଲି ବରିଷ୍ଠ କଂଗ୍ରେସ ଶଶି ଥରୁର କହିଛନ୍ତି। ସେ କହିଛନ୍ତି, ଦଳ ପୁଣିଥରେ ଉଠିବାକୁ ହେଲେ ଦୀର୍ଘ ସମୟ ଲକ୍ଷ୍ୟ ରଖି ନେତୃତ୍ୱ ବଛାଯିବା...
ନୂଆଦିଲ୍ଲୀ: ସିଓଟିପିଏ ଆଇନ୍ରେ ତମାଖୁ ସେବନ ନେଇ ଥିବା ଆଇନ୍କୁ ପରିବର୍ତ୍ତନ କଲେ ବାପା ମା ବି ପିଲାକୁ ତମାଖୁ ଆଣିବା ପାଇଁ ପଠାଇ ପାରିବେ ନାହିଁ। ଏଥିସହିତ ୨୧ ବର୍ଷରୁ କମ୍ ବୟସର ପିଲା ତମାଖୁ ସେବନ କଲେ ଜୋରିମାନ ସହିତ ଦଣ୍ଡ ଭୋଗିବେ। ସିଗାରେଟ୍ ଓ...
ନୂଆଦିଲ୍ଲୀ: ଦିଲ୍ଲୀର ମୌଜପୁର ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନରେ ଏକ ଶୋଭାଯାତ୍ରା ସମୟରେ ପଥର ମାଡ଼ ଦେଖିବାକୁ ମିଳିଛି। ଏହି ଅଞ୍ଚଳ ଜାଫ୍ରାବାଦ୍ ନିକଟବର୍ତ୍ତୀ, ଯେଉଁଠାରେ ଏବେ ସିଏଏ ବିରୋଧରେ ଆନ୍ଦୋଳନ ଚାଲୁ ରହିଛି। ତେବେ ମୌଜପୁରଠାରେ ବିଜେପି ନେତା କପିଲ ମିଶ୍ରା ସିଏଏ ସମର୍ଥନରେ...
ଝାରସୁଗୁଡ଼ା: ୨୨ ଘଣ୍ଟାର ଧାରଣା ପରେ ଆନ୍ଦୋଳନରୁ ହଟିଲେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରିବାର। ଅନୁପଙ୍କ ପରିବାର ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲିଠାରୁ ଧାରଣା ଦେଇଥିଲେ। ତେବେ ଆଜି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲଙ୍କ ସହ ଆଲୋଚନା ପରେ ଧାରଣାରୁ ହଟିଛନ୍ତି ପରିବାରଲୋକେ। ଏହାସହ ତାଙ୍କ...
ଚେନ୍ନାଇ: କୁଖ୍ୟାତ ଅପହରଣକାରୀ, ହାତୀ ଦାନ୍ତ ମାଫିଆ, ଚନ୍ଦନ ଦସ୍ୟୁ ବୀରାପ୍ପାନର ଝିଅ ବିଧ୍ୟା ରାଣୀ ବିଜେପିରେ ଯୋଗଦେଇଛନ୍ତି। ତାମିଲନାଡ଼ୁର କ୍ରିଷ୍ଣଗିରିଠାରେ ସେ ବିଜେପିରେ ଯୋଗ ଦେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମର ଖବର ଅନୁଯାୟୀ ତାଙ୍କ ସହ ଅନ୍ୟ ୧୦୦୦ କର୍ମୀ ମଧ୍ୟ ଯୋଗଦେଇଛନ୍ତି। ଏମାନଙ୍କ ମଧ୍ୟରେ ପିଏମ୍କେର କର୍ମୀ...
ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ପୂରା ଶକ୍ତି ଲଗାଇଦେଇଥିବା ଭାରତୀୟ ଜନତା ପାର୍ଟିର ପରାଜୟ କାରଣ ନେଇ ଏହି ଦଳର ଦିଲ୍ଲୀ ୟୁନିଟ୍ ମୁଖ୍ୟ ମନୋଜ ତିୱାରୀ ମୁହଁ ଖୋଲିଛନ୍ତି। ଦଳ ‘ହେଟ୍ ସ୍ପିଚ୍’ ବା ଉତ୍ତେଜନା ସୃଷ୍ଟିକାରୀ ଭାଷଣ ପାଇଁ ହାରିଥିବା ମନୋଜ ସ୍ୱୀକାର କରିଛନ୍ତି। ଜାତୀୟ ଖବରକାଗଜ...